PM Narendra Modi to visit Bihar, attend centenary celebrations of Patna University
PM Modi to lay foundation stone for 4 National highway projects & 4 projects under Namami Gange in Bihar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 14, 2017ରେ ବିହାର ଗସ୍ତରେ ଯିବେ ।

ପ୍ରଧାନମନ୍ତ୍ରୀ ପାଟନା ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେବେ ।

ମୋକାମାଠାରେ ପ୍ରଧାନମନ୍ତ୍ରୀ ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ 4ଟି ସ୍ୱେରେଜ ପ୍ରକଳ୍ପ ଏବଂ 4ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଲାଗି ମୋଟ 3700 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେଠାରେ ସେ ସାଧାରଣ ସଭାରେ ଉଦ୍ବୋଧନ ଦେବେ ।

ଏହି 4ଟି ସ୍ୱେରେଜ ପ୍ରକଳ୍ପ ମଧ୍ୟରେ ରହିଛି ବେଉରଠାରେ ଥିବା ସ୍ୱେରେଜ ବିଶୋଧନ ପ୍ଳାଣ୍ଟ, ବେଉର ସିୱେଜ ନେଟୱାର୍କ ସହିତ ସ୍ୱେରେଜ ସିଷ୍ଟମ ଏବଂ କର୍ମାଲୀ ଛକରେ ଥିବା ସିୱେଜ ବିଶୋଧନ ପ୍ଳାଣ୍ଟ ଏବଂ ସଇଦପୁରଠାରେ ଥିବା ସିୱେଜ ନେଟୱାର୍କ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା 120 ଏମ୍ଏଲଡିର ନୂଆ ଏସଟିପି କ୍ଷମତା ବୃଦ୍ଧି ପାଇବ ଏବଂ ପୂର୍ବରୁ ବେଉରରେ ଥିବା 20ଟି ଏମ୍ଏଲଡିକୁ ସମ୍ପ୍ରସାରଣ କରାଯିବା ସମ୍ଭବ ହୋଇପାରିବ ।

ଯେଉଁ 4ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରାଯିବ ସେଗୁଡ଼ିକ ହେଲା :

- 31 ନମ୍ବର ଜାତୀୟ ରାଜପଥର ଅଉନ୍ତା-ସିମିରିୟା ସଡ଼କକୁ 4 ଲେନ କରିବା ଏବଂ 6 ଲେନ ବିଶିଷ୍ଟ ଗଙ୍ଗା ସେତୁ ନିର୍ମାଣ ।

- 31 ନମ୍ବର ଜାତୀୟ ରାଜପଥର ବଖତିଆରପୁର-ମୋକାମା ସଡ଼କର 4 ଲେନକୁ ସମ୍ପ୍ରସାରଣ ।

- 107 ନମ୍ବର ଜାତୀୟ ରାଜପଥର ମହେଶଖୁଣ୍ଟ-ସାହର୍ସା-ପୁରୁନିଆ କ୍ଷେତ୍ର ସଡ଼କର 2 ଲେନକୁ ସମ୍ପ୍ରସାରଣ ।

- 82 ନମ୍ବର ରାଜପଥର ବିହାରଶରିଫ-ବଡ଼ବିଘା-ମୋକାମା କ୍ଷେତ୍ରରେ 2 ଲେନ ବିଶିଷ୍ଟ ସଡ଼କ ନିର୍ମାଣ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"