PM to join the programme to mark the conclusion of the Narmada Seva Yatra in Amarkantak, Madhya Pradesh 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଆସନ୍ତାକାଲି ଅପରାହ୍ଣରେ ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଯୋଗ ଦେବାକୁ ନେଇ ମୁଁ ଉତ୍ସାହିତ ।

ନର୍ମଦା ନଦୀର ସୁରକ୍ଷା ସହିତ ପରିବେଶ ସୁରକ୍ଷା ଲାଗି ବାର୍ତ୍ତା ଦେଉଥିବା ନର୍ମଦା ସେବା ଯାତ୍ରା ଏକ ଚମତ୍କାର ଗଣ ଆନ୍ଦୋଳନ ।

ଆସନ୍ତାକାଲି ମଧ୍ୟପ୍ରଦେଶରେ ମୁଁ ନର୍ମଦା ସେବା ମିଶନ୍ ର ଶୁଭାରମ୍ଭ କରିବି, ଯାହା ନିଶ୍ଚିତ ଭାବେ ମଧ୍ୟପ୍ରଦେଶରର ପରିବେଶ ଉପରେ ଗଭୀର ପ୍ରଭାବ ପକାଇବ ।

ଆପଣମାନେ ନିଜ ମୋବାଇଲରେ ଆସନ୍ତାକାଲି ନର୍ମଦା ସେବା ଯାତ୍ରାକୁ https://t.co/TYuxNNJfIf", ରେ ଲାଇଭ୍ ଦେଖିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi