ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ଫେବୃଆରୀ, 2019ରେ ନୂଆଦିଲ୍ଲୀର ପୂର୍ବ କୈଳାସସ୍ଥିତ ଇସ୍କନ-ଗ୍ଲୋରି ଅଫ କଲଚରାଲ ସେଂଟରଠାରେ ଗୀତା ଆରାଧନା ମହୋତ୍ସବରେ ଯୋଗଦେବେ ।

ଏହି କାର୍ଯ୍ୟକ୍ରମରେ ଇସ୍କନ ଭକ୍ତମାନଙ୍କ ଦ୍ୱାରା ବିଶ୍ୱ ପାଇଁ ପ୍ରସ୍ତୁତ କରାଯାଇଥିବା ଭଗବଦ୍ ଗୀତାକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । 2.8 ମିଟରରୁ ଅଧିକ ଲମ୍ବ ଏବଂ 800 କିଲୋଗ୍ରାମରୁ ଅଧିକ ଓଜନର ଏହି ଭଗବଦ୍ ଗୀତା ନିଜ ଶ୍ରେଣୀରେ ଅଭିନବ । ଏଥିରେ ଭଗବଦ ଗୀତାର ମୂଳ ଶ୍ଳୋକଗୁଡ଼ିକ ସହିତ ବ୍ୟାଖ୍ୟାନ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ଗୀତାର ପୃଷ୍ଠା ଓଲଟାଇ ଏହାର ବିଧିବଦ୍ଧ ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଏକତ୍ରିତ ଜନସଭାକୁ ସମ୍ବୋଧିତ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi