India does not lack in ideas, resources and capabilities, but certain States and regions have lagged behind due to a governance deficit: PM
Various government schemes for the benefit of the poor, are better implemented in areas where good governance exists: PM

ରାଷ୍ଟ୍ରପତି ଭବନରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇଛନ୍ତି ।

ଏହି ସମ୍ମିଳନୀ ଅବସରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟପାଳମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ଉପାୟ, ସମ୍ବଳ ଏବଂ କ୍ଷମତାର ଅଭାବ ନାହିଁ, କିନ୍ତୁ କେତେକ ରାଜ୍ୟ ଏବଂ ଅଞ୍ଚଳରେ ପ୍ରଶାସନ ଅଭାବ କାରଣରୁ ପଛୁଆ ହୋଇ ରହିଛି । ସେ କହିଥିଲେ ଯେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଉତ୍ତମ ପ୍ରଶାସନ ଥିବା ଅଞ୍ଚଳରେ ଭଲ ଭାବେ କାର୍ଯ୍ୟକାରୀ ହୋଇପାରୁଛି । ମିଶନ ଇନ୍ଦ୍ରଧନୁଷ ଭଳି ଯୋଜନାର ଉଦାହରଣ ଦେଇ ସେ କହିଥିଲେ ଯେ, ସରକାରଙ୍କ ଯୋଜନାଗୁଡ଼ିକୁ ଭଲଭାବେ ଫଳପ୍ରଦ କରିବା ଲାଗି ରାଜ୍ୟପାଳମାନେ ସୁବିଧା ଯୋଗାଇପାରିବେ ।

ଭାରତର ଏକତା ଏବଂ ଅଖଣ୍ଡତାକୁ ସୁଦୃଢ଼ କରିବା ଲାଗି ଏକ ଭାରତ, ଶ୍ରେଷ୍ଠ ଭାରତ ଏବଂ ଏକତା ପାଇଁ ଦୌଡ଼ ଭଳି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ରାଜ୍ୟପାଳମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth