ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାସ୍ତା, ପିଏମଜିଏସୱାଇ, ଗ୍ରାମୀଣ ଗୃହ ନିର୍ମାଣ, ରେଳପଥ, ବନ୍ଦର ଏବଂ ବିମାନ ବନ୍ଦର ଆଦି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ସମ୍ବନ୍ଧରେ ଗୁରୁବାର ଦିନ ସମୀକ୍ଷା କରିଛନ୍ତି । ପ୍ରାୟ ଦୁଇ ଘଂଟା ଧରି ଚାଲିଥିବା ଏହି ସମୀକ୍ଷା ବୈଠକରେ ଭିତ୍ତିଭୂମି ସହିତ ସଂପୃକ୍ତ ଥିବା ମନ୍ତ୍ରଣାଳୟ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତାଭ କାନ୍ତଙ୍କ ଦ୍ୱାରା କରାଯାଇଥିବା ଉପସ୍ଥାପନା ସମୟରେ ଅନୁଧ୍ୟାନ କରାଯାଇଥିଲା ଯେ ରାସ୍ତା ନିର୍ମାଣ କାର୍ଯ୍ୟ ଦୃତଗତିରେ ଚାଲିଛି । 2017-18 ଆର୍ଥିକ ବର୍ଷରେ ଦୈନିକ ହାରାହାରି 26.93 କିଲୋମିଟର ଦୀର୍ଘର ରାସ୍ତା ନିର୍ମାଣ କରାଯାଇଛି । 2013-14 ଆର୍ଥିକ ବର୍ଷ ସହ ତୁଳନା କଲେ ଏହା ଥିଲା ଅଧିକ 11.67 କିଲୋମିଟର ।

ଯୋଗାଯୋଗ କ୍ଷେତ୍ରରେ ଡିଜିଟାଲକରଣର ଅଗ୍ରଗତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଏପର୍ଯ୍ୟନ୍ତ 24 ଲକ୍ଷରୁ ଉର୍ଦ୍ଧ୍ଵ ଆରଏଫଆଇଡି ଟ୍ୟାଗ ପ୍ରଦାନ କରାଯାଇଛି ଏବଂ ଏବେ ମୋଟ ଟୋଲ ଆଦାୟ ମଧ୍ୟରୁ 22 ପ୍ରତିଶତରୁ ଉର୍ଦ୍ଧ୍ଵ ଇଲେକ୍ଟ୍ରୋନିକ ଟୋଲ ରାଜସ୍ୱ ମିଳୁଛି । ରାସ୍ତା ଅବସ୍ଥା ସମ୍ବନ୍ଧୀୟ ସୂଚନା ଏବଂ ଅଭିଯୋଗ ଦାଖଲ ସୁବିଧା ଥିବା “ସୁଖଦ ଯାତ୍ରା” ଆପ୍ କୁ ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଉର୍ଦ୍ଧ୍ଵ ସଂଖ୍ୟାରେ ଡାଉନଲୋଡ କରାଯାଇ ସାରିଛି । ଇ-ଟୋଲ ଆଦାୟ ବଢାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ଯୋଗ୍ୟତା ସମ୍ପନ୍ନ ସମସ୍ତ ଅଂଚଳର ଶତକଡା 88 ପ୍ରତିଶତ ଗ୍ରାମକୁ ସଡକ ସଂଯୋଗ କରାଯାଇଛି । 2014-18 ମଧ୍ୟରେ 44,000 ରୁ ଉର୍ଦ୍ଧ୍ଵ ଗ୍ରାମକୁ ସଂଯୁକ୍ତ କରାଯାଇ ଥିଲା ବେଳେ ତୁଳନାତ୍ମକ ଭାବେ ତାର ପୂର୍ବ 4 ବର୍ଷର ଅବଧି (2010-14)ମଧ୍ୟରେ ଏହା ପ୍ରାୟ 35,000 ଥିଲା । “ମେରି ସଡକ” ଆପ୍ କୁ 10ଟି ଆଂଚଳିକ ଭାଷାରେ ଶୁଭାରମ୍ଭ କରାଯାଇଛି ଏବଂ ଏପର୍ଯ୍ୟନ୍ତ ଏହାକୁ 9.76 ଲକ୍ଷ ସଂଖ୍ୟାରେ ଡାଉନଲୋଡ କରାଯାଇଛି । ଜିଆଇଏସ ରାସ୍ତା ମାନଚିତ୍ରକରଣ ଆଗେଇ ଚାଲିଛି ଜିଓସ୍ପାଟିଆଲ ଗ୍ରାମୀଣ ରାସ୍ତା ସୂଚନା ପଦ୍ଧତି (ଜିଆରଆରଆଇଏସ)କୁ ଏପର୍ଯ୍ୟନ୍ତ 20ଟି ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି । ଗ୍ରାମୀଣ ରାସ୍ତା ନିର୍ମାଣରେ ସବୁଜ ପ୍ରାଦ୍ୟୋଗିକୀ ଏବଂ ବର୍ଜ୍ୟ ପ୍ଲାଷ୍ଟିକ ଓ ଫ୍ଲାଏ-ଆସ ଭଳି ଅଣ-ପାରମ୍ପରିକ ସାମଗି୍ରର ବ୍ୟବହାର କରାଯାଉଛି ।

ରେଳ କ୍ଷେତ୍ରରେ କ୍ଷମତା ଓ ରୋଲିଂ ଷ୍ଟକ ଆଦିରେ ଅନେକ ପରିମାଣରେ ବୃଦ୍ଧି ହୋଇଛି । 2014 ରୁ 2018 ମଧ୍ୟରେ ନୂତନ ଲାଇନ ଯୋଗ ଓ ଦ୍ୱିଗୁଣିତ କରାଯିବା ସହ ଗଜ ପରିବର୍ତ୍ତନ କରାଯାଇଛି ଏବଂ ଏହାର ଦୈର୍ଘ୍ୟ ରହିଛି ପାଖାପାଖି 9528 କିଲୋମିଟର, ଯାହାକି ତା’ପୂର୍ବ 4 ବର୍ଷ ତୁଳନାରେ 56 ପ୍ରତିଶତ ଅଧିକ ରହିଛି । ସେହିପରି ବିମାନ ଚଳାଚଳ କ୍ଷେତ୍ରରେ ପାସେଞ୍ଜର ଟ୍ରାଫିକ 2014-2018 – ଏହି ଚାରି ବର୍ଷ ମଧ୍ୟରେ 62 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି, ଯାହାକି ତାପୂର୍ବ 4 ବର୍ଷ ମଧ୍ୟରେ 18 ପ୍ରତିଶତ ଥିଲା । ଉଡାଣ ଯୋଜନା ଅନ୍ତର୍ଗତ ଟାୟାର 2 ଏବଂ ଟାୟାର 3 ସହରମାନଙ୍କରେ 27ଟି ବିମାନବନ୍ଦର ଏବେ କାର୍ଯ୍ୟକ୍ଷମ ରହିଛି ।

ବନ୍ଦର କ୍ଷେତ୍ରରେ 2014 ରୁ 2018 ମଧ୍ୟରେ ପ୍ରମୁଖ ବନ୍ଦରମାନଙ୍କରେ ଟ୍ରାଫିକ ପରିମାଣ 17 ପ୍ରତିଶତ ବୃଦ୍ଧି ପାଇଛି ।

ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ଯେ 2014ରୁ 2018 ମଧ୍ୟରେ ଏକ କୋଟିରୁ ଉର୍ଦ୍ଧ୍ଵ ଆବାସ ନିର୍ମାଣ କରାଯାଇଛି, ଯାହାକି ତୁଳନାତ୍ମକ ଭାବେ ତାପୂର୍ବ 4 ବର୍ଷ ମଧ୍ୟରେ ଥିଲା 25 ଲକ୍ଷ । ଏହା ଗୃହ ନିର୍ମାଣ କ୍ଷେତ୍ରରେ ଏବଂ ଏଥିସହିତ ସଂପୃକ୍ତ ନିର୍ମାଣ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ହାରକୁ ବୃଦ୍ଧି କରିଛି । ଏକ ସ୍ୱତନ୍ତ୍ର ଅନୁଧ୍ୟାନରୁ ଜଣାପଡିଛି ଯେ ହାରାହାରି ନିର୍ମାଣ ଶେଷ କରିବାର ସମୟ ଦ୍ରୂତ ଗତିରେ ହ୍ରାସ ପାଇଛି । ଏହା 2015-16ରେ 314 ଦିନ ଥିଲା ବେଳେ 2017-18ରେ ହ୍ରାସ ପାଇ 114 ଦିନରେ ପହଂଚିଛି । ବିପର୍ଯ୍ୟୟକାଳୀନ ମୁକାବିଲା ସାମର୍ଥ୍ୟ ବୃଦ୍ଧି ଏବଂ କମ ମୂଲ୍ୟର ଗୃହ ନିର୍ମାଣ ଡିଜାଇନ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି ।

ସହରୀକରଣ ଗୃହ ନିର୍ମାଣ ଯୋଜନାରେ ନୂତନ ନିର୍ମାଣ ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ଯୋଜନାର ଆରମ୍ଭ ହେବା ବେଳଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ) ଅଧୀନରେ 54 ଲକ୍ଷ ଗୃହ ନିର୍ମାଣକୁ ମଂଜୁରି ପ୍ରଦାନ କରାଯାଇଛି ।

 

etween 2014 and 2018.

In the rural housing sector, the Prime Minister was informed that over one crore houses have been constructed in the period from 2014 to 2018, as compared to about 25 lakh houses in the preceding four year period. This has boosted employment in the housing sector and related construction industries. According to an independent study, the average construction completion time has dropped sharply, from 314 days in 2015-16, to 114 days in 2017-18. Stress is also being given to disaster resilience, and low cost housing design typologies.

In urban housing, emphasis is being laid on new construction technologies. 54 lakh houses have been sanctioned under Pradhan MantriAwaasYojana (Urban), since the inception of the scheme.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves increase in the Judge strength of the Supreme Court of India by Four to 37 from 33
May 05, 2026

The Union Cabinet chaired by the Prime Minister Shri Narendra Modi today has approved the proposal for introducing The Supreme Court (Number of Judges) Amendment Bill, 2026 in Parliament to amend The Supreme Court (Number of Judges) Act, 1956 for increasing the number of Judges of the Supreme Court of India by 4 from the present 33 to 37 (excluding the Chief Justice of India).

Point-wise details:

Supreme Court (Number of Judges) Amendment Bill, 2026 provides for increasing the number of Judges of the Supreme Court by 04 i.e. from 33 to 37 (excluding the Chief Justice of India).

Major Impact:

The increase in the number of Judges will allow Supreme Court to function more efficiently and effectively ensuring speedy justice.

Expenditure:

The expenditure on salary of Judges and supporting staff and other facilities will be met from the Consolidated Fund of India.

Background:

Article 124 (1) in Constitution of India inter-alia provided “There shall be a Supreme Court of India consisting of a Chief Justice of India and, until Parliament by law prescribes a larger number, of not more than seven other Judges…”.

An act to increase the Judge strength of the Supreme Court of India was enacted in 1956 vide The Supreme Court (Number of Judges) Act 1956. Section 2 of the Act provided for the maximum number of Judges (excluding the Chief Justice of India) to be 10.

The Judge strength of the Supreme Court of India was increased to 13 by The Supreme Court (Number of Judges) Amendment Act, 1960, and to 17 by The Supreme Court (Number of Judges) Amendment Act, 1977. The working strength of the Supreme Court of India was, however, restricted to 15 Judges by the Cabinet, excluding the Chief Justice of India, till the end of 1979, when the restriction was withdrawn at the request of the Chief Justice of India.

The Supreme Court (Number of Judges) Amendment Act, 1986 further augmented the Judge strength of the Supreme Court of India, excluding the Chief Justice of India, from 17 to 25. Subsequently, The Supreme Court (Number of Judges) Amendment Act, 2008 further augmented the Judge strength of the Supreme Court of India from 25 to 30.

The Judge strength of the Supreme Court of India was last increased from 30 to 33 (excluding the Chief Justice of India) by further amending the original act vide The Supreme Court (Number of Judges) Amendment Act, 2019.