ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରସିଦ୍ଧ କାର୍ଟୁନିଷ୍ଟ ଆର କେ ଲକ୍ଷ୍ମଣଙ୍କ ଉପରେ ଆଧାରିତ କଫି ଟେବୁଲ ପୁସ୍ତକ “ଟାଇମଲେସ ଲକ୍ଷ୍ମଣ”ର ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ସେ କହିଥିଲେ ଯେ ଏହି କାଳାତୀତ ସମୟର ଅଂଶବିଶେଷ ହୋଇ ସେ ଆନନ୍ଦିତ । ସେ ଆନନ୍ଦନ ବ୍ୟକ୍ତ କରି କହିଥିଲେ ଯେ ଏହି ପୁସ୍ତକ ମାଧ୍ୟମରେ ଲକ୍ଷ୍ମଣଙ୍କ ସର୍ଜନାକୁ ବୁଝିବା ଲାଗି ସହାୟତା ମିଳିପାରିବ ।

ସେ କହିଥିଲେ ଯେ ଲକ୍ଷ୍ମଣଙ୍କ କାର୍ଯ୍ୟର ଅଧ୍ୟୟନ ସମକାଳୀନ ସମାଜବିଜ୍ଞାନ ଏବଂ ସାମାଜିକ ପରିବେଶକୁ ବୁଝିବାର ଉତ୍ତମ ପଦ୍ଧତି ।

ସେ କହିଥିଲେ ଯେ ଏହି ପୁସ୍ତକ କେବଳ ଲକ୍ଷ୍ମଣ କିମ୍ବା ତାଙ୍କ ସ୍ମୃତି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ  ସେହି କୋଟି କୋଟି ଲୋକମାନଙ୍କ ପାଇଁ, ଯେଉଁମାନଙ୍କ ମନ-ମସ୍ତିଷ୍କରେ କୌଣସି ନା କୌଣସି ରୂପରେ ଲକ୍ଷ୍ମଣ ବିଦ୍ୟମାନ ଅଟନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମଣଙ୍କର ସାଧାରଣ ବ୍ୟକ୍ତି ସମୟାତୀତ ଏବଂ ଅଖିଳ ଭାରତୀୟ ରହିଆସିଛି । ସେ କହିଥିଲେ ଯେ ସମସ୍ତ ଭାରତୀୟ ଏବଂ ଲୋକମାନଙ୍କ ସମସ୍ତ ପିଢ଼ି ତାଙ୍କ ସର୍ଜନାରେ ଦୃଷ୍ଟିଗୋଚର ହୋଇଥାଏ ।

ସାଧାରଣ ବ୍ୟକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି କିପରି ପଦ୍ମ ପୁରସ୍କାର ପ୍ରକ୍ରିୟାରେ ପରିବର୍ତ୍ତନ ଅଣାଗଲା ସେ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Reforms, agile economic management bearing fruit: FM on 7.8% Q1 GDP growth

Media Coverage

Reforms, agile economic management bearing fruit: FM on 7.8% Q1 GDP growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.