ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି-
‘‘ସୁବର୍ଣ୍ଣ-ରୌପ୍ୟ-ମାଣିକ୍ୟ-ବସନୈରପି ପୁରିତାଃ ।
ତଥାପି ପ୍ରାର୍ଥୟନ୍ତୈବ କୃଷକାନ୍ ଭକ୍ତତୃଷ୍ଣାୟା ।।’’
ସୁଭାଷିତମ୍ ସୂଚାଇ ଦିଏ ଯେ ସୁନା, ରୂପା, ମାଣିକ୍ୟ ଏବଂ ସୁନ୍ଦର ପୋଷାକ ଥିବା ସତ୍ତ୍ୱେ, ଲୋକମାନଙ୍କୁ ଖାଦ୍ୟ ପାଇଁ କୃଷକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼େ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
‘‘ସୁବର୍ଣ୍ଣ-ରୌପ୍ୟ-ମାଣିକ୍ୟ-ବସନୈରପି ପୁରିତାଃ ।
ତଥାପି ପ୍ରାର୍ଥୟନ୍ତୈବ କୃଷକାନ୍ ଭକ୍ତତୃଷ୍ଣାୟା ।।’’
सुवर्ण-रौप्य-माणिक्य-वसनैरपि पूरिताः।
— Narendra Modi (@narendramodi) December 23, 2025
तथापि प्रार्थयन्त्येव कृषकान् भक्ततृष्णया।। pic.twitter.com/C3DXH9O0a7