The world is clear that the 21st century is Asia’s century. We must rise to the occasion and take that leadership: PM Modi
We must treat every challenge as an opportunity: PM Narendra Modi
Greater use of space technology augurs well for human progress, says PM Modi
We have progressed through the ages due to innovation and due to ethics as well as humanitarian values: PM
Technology is aiding human creativity. Various social media platforms have given voice to millions: PM Modi
Technology is what empowers people. A technology driven society breaks social barriers. Technology has to be affordable and user-friendly: PM
We should not see every disruption as destruction. People were apprehensive about computers but see how computers changed human history: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରଠାରେ ଥିବା ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି ।

ଏଠାରେ ଛାତ୍ରମାନଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ସେ ସେମାନଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।

ଏକବିଂଶ ଶତାବ୍ଦୀରେ ଏସିଆ କେଉଁ ଆହ୍ୱାନର ସମ୍ମୁଖୀନ ହେଉଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଲେ ଯେ ଅନେକ ସମୟରେ ଏହା କୁହାଯାଇଥାଏ ଯେ ଏକବିଂଶ ଶତାବ୍ଦୀ ଏସିଆର ଶତାବ୍ଦୀ ହେବ । ସେ କହିଲେ ଯେ ଆମ ଭିତରେ ବିଶ୍ୱାସ ରହିବା ଆବଶ୍ୟକ ଏବଂ ଆମେ ଜାଣିବା ଉଚିତ ଯେ ଏହା ହେଉଛି ଆମର ପାଳି । ଆମେ ସୁଯୋଗ ଅନୁରୂପ ନିଜକୁ ପ୍ରସ୍ତୁତ କରିବା ଉଚିତ ଏବଂ ନେତୃତ୍ୱ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ନିକଟରେ ହୋଇଥିବା ତାଙ୍କ ବୈଠକ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସେ କହିଲେ ଯେ ସେ ରାଷ୍ଟ୍ରପତି ସି’ଙ୍କୁ ଏକ ଦସ୍ତାବିଜ ପ୍ରଦାନ କରିଥିଲେ, ଯାହା ସୂଚନା ପ୍ରଦାନ କରିଥାଏ ଯେ ବିଗତ 2000 ବର୍ଷ ମଧ୍ୟରୁ 1600 ବର୍ଷର ବୈଶ୍ୱିକ ଜିଡିପିରେ ଭାରତ ଓ ଚୀନର ସମ୍ମିଳିତ ଭାଗିଦାରୀ ଶତକଡା 50 ପ୍ରତିଶତରୁ ଅଧିକ ରହିଛି ଏବଂ ଏହାକୁ ବିନା ସଂଘର୍ଷରେ ହାସିଲ କରାଯାଇଥିବାର ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମକୁ ବିନା ସଂଘର୍ଷରେ ସଂଯୋଗ  ବୃଦ୍ଧି କରିବା ଉପରେ ବିଶେଷ ଧ୍ୟାନ ପ୍ରଦାନ କରିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉତ୍ତମ ପ୍ରଶାସନ କ୍ଷେତ୍ରରେ ମହାକାଶ ପ୍ରାଦ୍ୟୋଗିକୀ ଏକ ବିଶେଷ ଭୂମିକା ନିର୍ବାହ କରିଥାଏ । ସାଧାରଣ ଜନତାର ଜୀବନକୁ ଏହା ଉନ୍ନତ କରିପାରେ । ମହାକାଶ ପ୍ରାଦ୍ୟୋଗିକୀ ଅବସଂରଚନା ବିକାଶର ସଠିକ ମାନଚିତ୍ରଣରେ ଆମର ସହାୟତା କରିଥାଏ । ଆମେ ଏହାକୁ ବିଦ୍ୟାଳୟ, ଉତ୍ତମ ରାସ୍ତା ଏବଂ ଡାକ୍ତରଖାନା ଆଦି କ୍ଷେତ୍ରରେ ଅଧିକ ବ୍ୟବହାର କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପରମ୍ପରା ଓ ବୈଶ୍ୱୀକରଣ ମଧ୍ୟରେ ସନ୍ତୁଳନ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବାଚାର, ନୈତିକତା ଓ ମାନବୀୟ ମୂଲ୍ୟବୋଧର ଆଧାରରେ ମନୁଷ୍ୟ ସମାଜ  ଯୁଗ ଯୁଗ ଧରି ବିକାଶ ଲାଭ କରିଛି । ସେ କହିଲେ ଯେ ପ୍ରାଦ୍ୟୋଗିକୀ ମଣିଷର ସୃଜନାତ୍ମକତାକୁ ସହାୟତା ପ୍ରଦାନ କରୁଛି । ବିଭିନ୍ନ ସାମାଜିକ ଗଣମାଧ୍ୟମର ଭିତ୍ତିଭୂମି ଲକ୍ଷ ଲକ୍ଷ ଜନସାଧାରଣଙ୍କୁ ସେମାନଙ୍କ ବିଚାର ବ୍ୟକ୍ତ କରିବା ପାଇଁ ସୁଯୋଗ ପ୍ରଦାନ କରୁଛି ।

ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି ଯୁଗରେ ସମନ୍ୱିତ ବିକାଶକୁ ସୁନିଶ୍ଚିତ କରିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟବଧାନର ଅର୍ଥ ବିନାଶ ନୁହେଁ । ସେ କହିଲେ ଯେ ବୈଷୟିକ ଜ୍ଞାନ ଜନସାଧାରଣଙ୍କୁ ସଶକ୍ତ କରିଥାଏ ଏବଂ ପ୍ରାଦ୍ୟୋଗିକୀ ଦ୍ୱାରା ପରିଚାଳିତ ସମାଜ ସାମାଜିକ ବାଧାକୁ ଦୂର କରିଥାଏ । ସେ କହିଲେ ଯେ ପ୍ରାଦ୍ୟୋଗିକୀ ଶସ୍ତା ଏବଂ ଉପଯୋଗ କର୍ତ୍ତାଙ୍କ ପାଇଁ ଅନୁକୂଳ ହେବା ଆବଶ୍ୟକ । ସେ ସ୍ମୃତିଚାରଣ କରି କହିଥିଲେ ଯେ ଏକଦା କମ୍ପ୍ୟୁଟର ବ୍ୟବହାର ନେଇ ଲୋକେ ଆଶଙ୍କିତ ଥିଲେ, ମାତ୍ର ଜୀବନକୁ ରୂପାନ୍ତରିତ କରିବାରେ କମ୍ପ୍ୟୁଟର ସହାୟକ ହୋଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Since 2019, a total of 1,106 left wing extremists have been 'neutralised': MHA

Media Coverage

Since 2019, a total of 1,106 left wing extremists have been 'neutralised': MHA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Welcomes Release of Commemorative Stamp Honouring Emperor Perumbidugu Mutharaiyar II
December 14, 2025

Prime Minister Shri Narendra Modi expressed delight at the release of a commemorative postal stamp in honour of Emperor Perumbidugu Mutharaiyar II (Suvaran Maran) by the Vice President of India, Thiru C.P. Radhakrishnan today.

Shri Modi noted that Emperor Perumbidugu Mutharaiyar II was a formidable administrator endowed with remarkable vision, foresight and strategic brilliance. He highlighted the Emperor’s unwavering commitment to justice and his distinguished role as a great patron of Tamil culture.

The Prime Minister called upon the nation—especially the youth—to learn more about the extraordinary life and legacy of the revered Emperor, whose contributions continue to inspire generations.

In separate posts on X, Shri Modi stated:

“Glad that the Vice President, Thiru CP Radhakrishnan Ji, released a stamp in honour of Emperor Perumbidugu Mutharaiyar II (Suvaran Maran). He was a formidable administrator blessed with remarkable vision, foresight and strategic brilliance. He was known for his commitment to justice. He was a great patron of Tamil culture as well. I call upon more youngsters to read about his extraordinary life.

@VPIndia

@CPR_VP”

“பேரரசர் இரண்டாம் பெரும்பிடுகு முத்தரையரை (சுவரன் மாறன்) கௌரவிக்கும் வகையில் சிறப்பு அஞ்சல் தலையைக் குடியரசு துணைத்தலைவர் திரு சி.பி. ராதாகிருஷ்ணன் அவர்கள் வெளியிட்டது மகிழ்ச்சி அளிக்கிறது. ஆற்றல்மிக்க நிர்வாகியான அவருக்குப் போற்றத்தக்க தொலைநோக்குப் பார்வையும், முன்னுணரும் திறனும், போர்த்தந்திர ஞானமும் இருந்தன. நீதியை நிலைநாட்டுவதில் அவர் உறுதியுடன் செயல்பட்டவர். அதேபோல் தமிழ் கலாச்சாரத்திற்கும் அவர் ஒரு மகத்தான பாதுகாவலராக இருந்தார். அவரது அசாதாரண வாழ்க்கையைப் பற்றி அதிகமான இளைஞர்கள் படிக்க வேண்டும் என்று நான் கேட்டுக்கொள்கிறேன்.

@VPIndia

@CPR_VP”