PM Modi inaugurates International Conference and Exhibition on Sugarcane Value Chain in Pune
Besides the sugar sector, we should also think of globally competitive bamboo products: PM
We cannot ignore the global economy when we are looking at the sugar industry: PM Modi
PM Modi outlines the steps taken by the Union Government for the welfare of farmers
Demonetization of Rs. 500 & Rs. 1000: Farmers will not be taxed, says PM Modi

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁନେଠାରେ ଆଖୁ ମୂଲ୍ୟ ଶୃଙ୍ଖଳ-ପରିଦୃଶ୍ୟ ୨୦୨୫ ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ଓ ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ବସନ୍ତଦାଦ ଆଖୁ ପ୍ରତିଷ୍ଠାନ ପରିସରରେ ଆୟୋଜିତ ପ୍ରତ୍ୟକ୍ଷ ଶସ୍ୟ ପ୍ରଦର୍ଶନୀ କ୍ଷେତକୁ ବୁଲି ଦେଖିଥିଲେ ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମର ଚାଷିମାନଙ୍କୁ ନୂତନ ଗବେଷଣାଲବ୍ଧ ଜ୍ଞାନ କିପରି ସହାୟକ ହେବ ସେ ସମ୍ପର୍କରେ ଚିନ୍ତା କରିବାର ବେଳ ଉପନୀତ ହୋଇଛି । ଆଖୁ କ୍ଷେତ୍ର ବ୍ୟତୀତ ଆମେ ଅଧିକ ଲାଭଦାୟକ ଓ ଆନ୍ତର୍ଜାତିକ ବଜାରରେ ପ୍ରତିଯୋଗୀତାମୂଳକ ବାଉଁଶଜାତ ସାମଗ୍ରୀର ପ୍ରସ୍ତୁତି ଓ ବିକ୍ରୀବଟା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ ।

 

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପ୍ରସଙ୍ଗରେ ଜମିର ଉତ୍ପାଦିକା ଶକ୍ତି ବଢାଇବା ଉପରେ ଗୁରୁତ୍ଵ ଦେଇଥିଲେ । ଡାଲିଜାତୀୟ ଫସଲ ଉତ୍ପାଦନ ଦ୍ଵିଗୁଣିତ କରାଗଲେ ସେଥିଲାଗି ବ୍ୟାପକ ବଜାର ସୁବିଧା ରହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

ଆମେ ଯେତେବେଳେ ଆଖୁ ଶିଳ୍ପ କଥା ଚିନ୍ତା କରୁଛେ ସେହି ସମୟରେ ବିଶ୍ଵ ଅର୍ଥବ୍ୟବସ୍ଥାର ଚିତ୍ର ସମ୍ପର୍କରେ ଭୁଲି ନ ଯିବା ଉଚିତ ।

ଚାଷୀର ସର୍ବାଙ୍ଗୀନ ବିକାଶ ବିଶେଷ କରି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଓ ସୌର ପମ୍ପ ପ୍ରଦାନ ଭଳି କାର୍ଯ୍ୟକ୍ରମକୁ ତାଙ୍କ ସରକାର ପ୍ରଥମିକତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ ।


କେନ୍ଦ୍ର ସରକାରଙ୍କ ଦ୍ଵାରା ସମ୍ପ୍ରତି ୫୦୦ ଓ ୧୦୦୦ ଟଙ୍କିଆ ନୋଟର ବିମୁଦ୍ରୀକରଣ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କ ଉପରେ କେବେହେଲେ ଟିକସ ବୋଝ ଲଦି ଦିଆଯିବ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Make in India Electronics: Cos create 1.33 million job as PLI scheme boosts smartphone manufacturing & exports

Media Coverage

Make in India Electronics: Cos create 1.33 million job as PLI scheme boosts smartphone manufacturing & exports
NM on the go

Nm on the go

Always be the first to hear from the PM. Get the App Now!
...
Prime Minister chairs the National Conference of Chief Secretaries
December 27, 2025

The Prime Minister, Shri Narendra Modi attended the National Conference of Chief Secretaries at New Delhi, today. "Had insightful discussions on various issues relating to governance and reforms during the National Conference of Chief Secretaries being held in Delhi", Shri Modi stated.

The Prime Minister posted on X:

"Had insightful discussions on various issues relating to governance and reforms during the National Conference of Chief Secretaries being held in Delhi."