PM Modi campaigns in Rudrapur, Uttarakhand & urges people to vote for BJP
Shri Modi speaks about Mudra Yojana, says BJP Govt wants today's youth to be entrepreneurs of tomorrow
Dev Bhoomi Uttarakhand must get rid of corruption. harda tax must end: PM Modi
Uttarakhand has the potential to attract tourists from the entire world: PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଦ୍ରପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଲେ କି ଉତ୍ତରାଖଣ୍ଡକୁ ବିକାଶର ବେଗ ଧରିବା ପାଇଂ ଡବଲ୍ ଇଂଜିନର ଆବଶ୍ୟକତା ଅଛି । ସେ କହିଲେ –ଏକ ଇଂଜିନ୍ ଦିଲ୍ଲୀରେ ପ୍ରଥମରୁ ଅଛି ଏବଂ ଅନ୍ୟ ଇଂଜିନ୍ ଉତ୍ତରାଖଣ୍ଡରେ ଲଗାଇବାକୁ ନିଜର ଅଣ୍ଟା ଭିଡିଲୁଣି ଯାହା ଆମେ ଆମକୁ ବର୍ତମାନର ଜନଗହଳି ଦେଖିକି ଅନୁଭବ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ସେ ଉତ୍ତରପ୍ରଦେଶ ହେଉ କିମ୍ବା ଉତ୍ତରାଖଣ୍ଡ ପରିବର୍ତନର ଝଡ ଦେଖାଯାଉଛି । ନିର୍ବାଚନର ଠିକ ଫଳାଫଳର ଠିକ ଗୋଟିଏ ମାସ ପୁର୍ବରୁ ପଣ୍ଡିତ୍ ଦିନ ଦୟାଲ୍ ଉପାଧ୍ୟାୟର ପୁଣ୍ୟ ତିଥିରେ ଆଜି ଉତ୍ତରପ୍ରଦେଶରେ ଏମଏଲସି ନିର୍ବାଚନର ଫଳାଫଳ ମଧ୍ୟ ଏହା ସନ୍ଦେଶ ଦେଇଦେଲା । ସେ ଧ୍ୟାନ ଦେଲେ କି ସମସ୍ତ 3ଟି ସିଟ୍ ବିଜେପି 25 ହଜାରରୁ ଅଧିକ ଅନ୍ତରରେ ଜିତିଛି ।

ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡକୁ ଦେବଭୁମୀ ଏବଂ ବୀର ସନ୍ତାନର ଭୁମି କହି କହିଲେ ଅଜୀ ବୈଜ୍ଞାନିକ ଏଭଳି ବିରଲତା ଆମକୁ ଦେଇଛନ୍ତି ,ବୈଜ୍ଞାନିକମାନେ ଏଭଳି ମିସାଇଲ ଦେଶ ପାଇଁ ନିର୍ମାଣ କଲେ ଯାହା ଶତ୍ରୁଙ୍କ ଯୁଦ୍ଧ ମିସାଇଲକୁ ଦେଢ଼ଶହ ମାଇଲ ଉପରେ ହିଁ ତଳକୁ ପକାଇଦେବ । ହିନ୍ଦୁସ୍ଥାନ ବର୍ତମାନ ସେହି ବଛା ବଛା ଚାରି ପାଞ୍ଚଟି ଦେଶମାନଙ୍କ ସହ ଠିଆ ହୋଇଗଲା ଯାହା ପାଖରେ ଏହି କୌଶଳ ଅଛି । ପ୍ରଧାନମନ୍ତ୍ରୀ କହିଲେ ପ୍ରତିଶୃତର ଅନୁରୂପେ ସେ ୱାନ ରେଙ୍କ ୱାନ ପେନସନ ଲାଗୁ କଲେ ,ଯେଉଁ କାମ ଚାଳିଶି ବର୍ଷରୁ ହୋଇପାରୁନଥିଲା । ସେ କହିଲେ ଏଥିପାଇଁ ଚା ହଜାର କୋଟି ଟଙ୍କା ସିଧାସଳଖ ଭାବେ ଦାବୀଦାରଙ୍କ ଆକାଉଣ୍ଟକୁ ପଠାଯାଇସାରିଛି । ବାକି ରାଶି ମଧ୍ୟ ପଠାଯିବ ।

ପ୍ରଧାନମନ୍ତ୍ରୀ ମୋଦୀ ରୁଦ୍ରପୁରର ଉଦ୍ୟୋଗୀକରଣର ଶ୍ରେୟ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଯାଉଛି -ଏହା ତାଙ୍କର ନୀତିର ପରିଣାମ କି ସାରା ଦେଶର ଲୋକେ ଏଠାକୁ ପେଟ ପୋଷଣ ପାଇଁ ଆସିବାକୁ ଲାଗିଲେ ଏବଂ ଏଠାରେ ଛୋଟ ଛୋଟ ଉଦ୍ୟୋଗର ଜାଲ ବିଛେଇ ହୋଇଛି । ଲୋକଙ୍କୁ ରୋଜଗାର ଦେବାର ଶକ୍ତି ଅଛି । ପ୍ରଧାନମନ୍ତ୍ରୀ କହିଲେ ଅଟଳ ଜି ଙ୍କ ସଂକଳ୍ପକୁ ଆଗକୁ ବଢାଇବା ପାଇଁ ତାଙ୍କ ସରକାର ଛୋଟ ମଧ୍ୟମ ଉଦ୍ୟୋଗ ପାଇଁ ପାଞ୍ଚ ପ୍ରତିଶତ ଟିକସ କମ କରିଦେଲେ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଲେ କି ସ୍ଥାନୀୟ ଲୋକଙ୍କୁ ବାହାରକୁ ଯିବାକୁ ନା ପଡେ ସେଥିପାଇଁ ବିନା ବ୍ୟାଙ୍କ ଗ୍ୟାରେଣ୍ଟିର ମୁଦ୍ରା ଯୋଜନା ଆରମ୍ଭ କଲେ । ସେ କହିଲେ -2 କୋଟିରୁ ଅଧିକ ଲୋକଙ୍କୁ ଲକ୍ଷ କୋଟିର ଋଣ ଦିଅ ଯାଇଛି କାହିଁକି ନା ସେମାନେ ନିଜ ଗୋଡ଼ରେ ଠିଆ ହେବାରେ ସକ୍ଷମ ହୋଇପାରିବେ ।

ପ୍ରଧାନମନ୍ତ୍ରୀ କହିଲେ ଯୁଗ ଯୁଗରୁ ଚାରିଧାମ ଯାତ୍ରା ହେଇଆସୁଛି । କେନ୍ଦ୍ର ସରକାର 12000 କୋଟି ଟଙ୍କାର ବ୍ୟୟରେ ଆଧୁନିକ ଟେକ୍ନୋଲୋଜିବାଲା ଏବଂ ସମସ୍ତ ଋତୁରେ ବ୍ୟବହାର କଲାପରି ସଡକ ନିର୍ମାଣ କରିବାର ଆରମ୍ଭ କରାଯାଇଛି । ସେ କହିଲେ ତାଙ୍କର ଚେଷ୍ଟା ଦେଶର 125 କୋଟି ଜନତାଙ୍କ ସହିତ ବିଦେଶୀ ମଧ୍ୟ ଏଠାକୁ ଆସନ୍ତୁୁ । ଏଥିରୁ କମ ବ୍ୟୟରେ ଅଧିକ ଲୋକଙ୍କୁ ରୋଜଗାର ଦେବା ଭଳି ପର୍ଯ୍ୟଟନ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ସେ ଚାହୁଁଛନ୍ତି କି ପିଲାମାନଙ୍କ ଶିକ୍ଷା,ଜମିରେ ପାଣି ଏବଂ ଗରିବଙ୍କୁ ରହିବା ପାଇଁ ଘର ମିଳୁ । ସେ କହିଲେ ଏଥିପାଇଁ ଟଙ୍କାର ଅସୁବିଧା ନାହିଁ କିନ୍ତୁ ଭ୍ରଷ୍ଟାଚାର ଏବଂ କଳାଧନ ଏଥିରେ ସବୁଠୁ ବଡ଼ ବାଧା । ଏହା ପାଇଁ ଲଢେଇ ସେ ଆରମ୍ଭ କରିଛନ୍ତି ଏହି ଲଢେଇ ଭ୍ରଷ୍ଟ ଅଧିକାରୀଗଣ ଏବଂ ନେତାମାନଙ୍କ ବିରୋଧରେ । ସେ କହିଲେ ବେନାମୀ ସମ୍ପତି ମଧ୍ୟ ସେଉପରେ ବାଧା ଅଛି । ପ୍ରଧାନମନ୍ତ୍ରୀ କହିଲେ କି ଯଦି ଦେବଭୂମିକୁ ବିକାଶର ରାସ୍ତାରେ ଚାଲିବାକୁ ହେଲେ ହରଦା ଟିକସ ବନ୍ଦ କରିବାକୁ ହେବ, ଭ୍ରଷ୍ଟାଚାର ସମାପ୍ତ କରିବାକୁ ହେବ ଏବଂ ଆଇନର ରାଜ୍ୟ କାୟମ କରିବାକୁ ହେବ ।ସେ କହିଲେ ଏହା ତେବେ ହୋଇପାରିବ ଯେବେ ପ୍ରଦେଶରେ ଭାରତୀୟ ଜନତା ଦଳର ସରକାର ଗଢି ଉଠିବ କାହିଁକି ନା କଂଗ୍ରେସର ରୁଚି ବିକାଶ ଅପେକ୍ଷା ଆସନ ବଞ୍ଚିବାରେ ଅଛି ।

ବିଭିନ୍ନ ଦଳର କର୍ମକର୍ତ୍ତା ଏବଂ ନେତାସମୂହ ଏହି କାଜ୍ୟକ୍ରମରେ ଯୋଗ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two defence industrial corridors have attracted investment commitments of about Rs 70,000 crore: Defence secretary

Media Coverage

Two defence industrial corridors have attracted investment commitments of about Rs 70,000 crore: Defence secretary
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the role of teachers on Guru Purnima
July 29, 2026

The Prime Minister, Shri Narendra Modi, extended his heartfelt greetings to the people of the country on the occasion of Guru Purnima. He said that, along with imparting knowledge, teachers infuse their students with positive energy and shape them through noble thoughts and values. The Prime Minister called upon everyone to make the ideals of their gurus a guiding force in their lives.

The Prime Minister shared a Sanskrit Subhashitam-

“प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”

The Subhashitam conveys that one who provides the right direction, imparts knowledge and truth, shows the righteous path, offers education and awakens an understanding of truth in life, paving the way for self-development. These are regarded as the six forms of a Guru.

The Prime Minister wrote on X;

“गुरु पूर्णिमा की सभी देशवासियों को बहुत-बहुत बधाई। गुरु ज्ञान के साथ ही अपने शिष्यों में सकारात्मक ऊर्जा का संचार कर उन्हें सुविचार और सुसंस्कारों से सुशिक्षित करते हैं। आइए, उनके आदर्शों को अपने जीवन का संबल बनाएं।

प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”