Shri Narendra Modi addresses a huge rally in Badaun, Uttar Pradesh
Our Govt is devoted to serve the poor, marginalized & farmers: PM Modi
What is the reason that fruits of development could not reach this land under SP, BSP?, asks Shri Modi
Why is it that even after 70 years of independence, 18,000 villages did not have electricity? Previous goverenments must answer: PM
We eliminated interview processes for class III & IV jobs. This has reduced corruption: PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବଦାଉଁରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କଲେ । ପ୍ରଧାନମନ୍ତ୍ରୀ କହିଲେ ଦେଶର ଜନତାଙ୍କ କଲ୍ୟାଣ ଏନଡିଏ ସରକାରଙ୍କ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ କହିଲେ ,'' ଆମ ସରକାର ଗରିବ ବଂଚିତ ଏବଂ କୃଷକଙ୍କ ସେବା ପ୍ରତି ସମ୍ପୁର୍ଣ୍ଣ ଭାବେ ସମର୍ପିତ । ଆମେ ତାଙ୍କର ଉତ୍ଥାନ ପାଇଁ ଅନେକ ଆବଶ୍ୟକ ପଦକ୍ଷେପ ମଧ୍ୟ ଉଠାଇଛୁ ।” ପ୍ରଧାନମନ୍ତ୍ରୀ ବିଜେପିକୁ ମିଳିବାକୁ ଥିବା 3ଟି ଏମଏଲଏସି ସିଟରେ ଜିତିଥିବାରୁ ଉତ୍ତରପ୍ରଦେଶର ଜନତାଙ୍କୁ ଧନ୍ୟବାଦ ଜ୍ଞାପନ କଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ସେ ଉତ୍ତରପ୍ରଦେଶ ହେଉ କିମ୍ବା ବଦାଉଁରେ ପରିବର୍ତନର ଝଡ ଦେଖାଯାଉଛି । ନିର୍ବାଚନର ଠିକ ଫଳାଫଳର ଠିକ ଗୋଟିଏ ମାସ ପୁର୍ବରୁ ପଣ୍ଡିତ୍ ଦିନ ଦୟାଲ୍ ଉପାଧ୍ୟାୟର ପୁଣ୍ୟ ତିଥିରେ ଆଜି ଉତ୍ତରପ୍ରଦେଶରେ ଏମଏଲସି ନିର୍ବାଚନର ଫଳାଫଳ ମଧ୍ୟ ଏହା ସନ୍ଦେଶ ଦେଇଦେଲା । ସେ ଧ୍ୟାନ ଦେଲେ କି ସମସ୍ତ 3ଟି ସିଟ୍ ବିଜେପି 25 ହଜାରରୁ ଅଧିକ ଅନ୍ତରରେ ଜିତିଛି ।

ପ୍ରଧାନମନ୍ତ୍ରୀ ଜନସଭାରେ କହିଲେ ଉତ୍ତରପ୍ରଦେଶର ଜନତା ଅଖିଲେଶ ସରକାରଙ୍କୁ ତାଙ୍କର କାରନାମାର ଜବାବ ମାଗୁଛନ୍ତି । କୃଷକ -ଯୁବଗୋଷ୍ଟିଙ୍କ ସହିତ ଅନ୍ୟାୟ ,ଭ୍ରଷ୍ଟାଚାର ଏବଂ ପଛୁଆ ଭାବର ଉତର ସରକାର ଦେଉନାହାନ୍ତି । ଏଠି ପାଇଁ ଜନତା ଏବେ ମତଦାନ ଜରିଆରେ ଉତ୍ତର ଦେବାର ନିଷ୍ପତି କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ କଥାକୁ ଦୋହରାଇ କହିଲେ ଯଦି ତାଙ୍କ ସରକାର ଉତ୍ତରପ୍ରଦେଶରେ ଯଦି ଗଢି ଉଠେ ତ ଦଳର ଘୋଷଣା ପତ୍ର ମୁତାବିକ ଛୋଟ ଚାଷୀମାନଙ୍କ ବକେୟା ଋଣ ଛଡା କରିଦେବେ ।

ଫସଲବୀମା ଯୋଜନାକୁ କୃଷକଙ୍କ ପାଇଁ ମୂଲ୍ୟବାନ ବୋଲି କହି ପ୍ରଧାନମନ୍ତ୍ରୀ କହିଲେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଏହି ଯୋଜନା 50 ରୁ 60 ପ୍ରତିଶତ ଲାଗୁ ହୋଇସାରିଛି କିନ୍ତୁ ଦୁଃଖର କଥା ୟୁପି ରେ 15 ପ୍ରତିଶତ କୃଷକଙ୍କୁ ମଧ୍ୟ ଏହି ବୀମାର ଲାଭ ମିଳିନାହିଁ । ସେ ଏଥିରେ ବି ଅଖିଲେଶ ସରକାରଙ୍କ କାରନାମା କହିଲେ ।ପ୍ରଧାନମନ୍ତ୍ରୀ କହିଲେ କେନ୍ଦ୍ର ସରକାର ଟଙ୍କା ଦେବା ପାଇଁ ରାଜି ,କିନ୍ତୁ ୟୁପି ସରକାର କୃଷକଙ୍କ ଠାରୁ ଶସ୍ୟ କିଣିବାକୁ ପ୍ରସ୍ତୁତ ନୁହଁନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ପ୍ରଧାନମନ୍ତ୍ରୀ ହେଲା ମାତ୍ରେ ସେ କହିଥିଲେ କି ମୋ ସରକାର ଗରିବଙ୍କ କଲ୍ୟାଣ ପାଇଁ ସମର୍ପିତ । ଏଥିପାଇଁ ସର୍ବ ପ୍ରଥମେ 18 ହଜାର ଗ୍ରାମର ଅନୁସନ୍ଧାନ କରି ବିଜୁଳି ପହଞ୍ଚାଇବାର କାମ କଲେ । ଏଥିରେ 1500 ଗ୍ରାମ ଉତ୍ତର ପ୍ରଦେଶରୁ ଥିଲେ ,ଏବଂ ଏଥିରୁ 495 ଗ୍ରାମ ବଦାଉଁରୁ ଥିଲେ । ଏପରି କରିବା ସମୟରେ ସେ କୌଣସି ପ୍ରକାରେ ଭେଦଭାବ ରଖିନଥିଲେ । ପ୍ରଧାନମନ୍ତ୍ରୀ ଭ୍ରଷ୍ଟାଚାର ଉପରେ କହିଲେ ବିମୁଦ୍ରୀକରଣ ଏଥିପାଇଁ ଲାଗୁ କରାଯାଇଥିଲା ।ସେ କହିଲେ ''ବିମୁଦ୍ରୀକରଣ ହେବା ମାତ୍ରେ ମୁଁ କହିଥିଲି ଯେଉଁମାନେ ଗରିବଙ୍କୁ ଲୁଟିଛନ୍ତି ,ମୁଁ ସେହି ଗାରିବାମାନଙ୍କୁ ତାଙ୍କ ଅଧିକାର ଫେରାଇ ଦେବୀ ...ମୋ ସରକାର ଗାରିବଙ୍କ କଲ୍ୟାଣ ପାଇଁ ଗଢ଼ିଛି ।” କିନ୍ତୁ ଏହି କଥା ଭ୍ରଷ୍ଟାଚାରରେ ଲିପ୍ତ ଥିବା ଲୋକଙ୍କୁ ହଜମ ହୋଇପାରୁ ନାହିଁ ।

ଶ୍ରୀ ମୋଦୀ କହିଲେ ଉତ୍ତରପ୍ରଦେଶରେ ନିଜର ଆଉ ଏକ ଜାତି ବିଶେଷ ରେ ଯେଉଁଭଳି ଭାବେ ଚାକିରୀର ଦୁରୂପଯୋଗ ହେଉଛି,ସେହି ଭ୍ରଷ୍ଟାଚାର ଉପରେ ଲଗାମ ଲଗାଯିବ ଏବଂ ଗ୍ରୁପ 3 ଓ ଗ୍ରୁପ 4 ରେ ଇଣ୍ଟେରଭିୟୁ ସମାପ୍ତ କରି କେବଳ ମେରିଟ ଆଧାରରେ ଚାକିରୀ ଦିଆଯିବ । ତା'ସହିତ ସେ କହିଲେ ରେଳବାଇରେ ଇଣ୍ଟେରଭିୟୁ ସମାପ୍ତ କରି କେବଳ ମେରିଟ ଆଧାରରେ ଏକ ଲକ୍ଷ ଲୋକଙ୍କୁ ଚାକିରୀ ଦିଆଯାଇଛି । ସେ କହିଲେ ବର୍ତମାନ ସିଆଇଏଫଏଫ ଏବଂ ବିଏସଏଫ ରେ ମଧ୍ୟ ହଜାର ଯବାନଙ୍କ ଚାକିରୀ ବିନା ଇଣ୍ଟରଭିୟୁରେ ହେବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities

Media Coverage

‘High Fives, Smiles And More’: PM Modi Celebrates Raksha Bandhan, Shares Glimpses From Festivities
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”