PM Modi inagurates Government projects at Silvassa, distributes assistive Devices to Divyangjans
Every Indian must have access to housing facilities, says PM Modi
In less than a year, the number of beneficiaries under the Ujjwala scheme for LPG has crossed 2 crore: PM
PM Modi urges people to download the BHIM App for cashless transactions

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାଦ୍ରା ଓ ନଗର ହାବେଳୀର ସିଲଭାସାଠାରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରେ ରହିଛି ସରକାରୀ କୋଠା, ସୌର ପ୍ରକଳ୍ପ, ଜନ ଔଷଧୀ କେନ୍ଦ୍ର ଏବଂ ପାସପୋର୍ଟ ସେବା କେନ୍ଦ୍ର ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ ଏବଂ ସହାୟତା ଉପକରଣ ତଥା ସରକାରୀ ଯୋଜନାର ବିଭିନ୍ନ ସୁବିଧା ପ୍ରଦାନ କରିଥିଲେ ।

ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ହିସାବରେ ଦାଦ୍ରା ଓ ନଗର ହାବେଳୀକୁ ପ୍ରଥମ କରି ଆସିଛନ୍ତି, ଯଦିଓ ସେ ପୂର୍ବରୁ ଅନେକ ବାର ଏଠାକୁ ଆସିଥିଲେ ।

ସେ ଦାୟିତ୍ଵ ଗ୍ରହଣ କରିବା ପରେ ଦାଦ୍ରା ଓ ନଗର ହାବେଳୀରେ ବିଭିନ୍ନ ସରକାରୀ ଯୋଜନାର ପ୍ରଭାବ ନେଇ ରିପୋର୍ଟ ମାଗିଥିଲେ । ତା’ଉପରେ ଆଧାର କରି ଆବଶ୍ୟକ ପଦକ୍ଷେପମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଛି ।

କଲ୍ୟାଣକାରୀ ଯୋଜନାଗୁଡିକ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଖଣ୍ଡିଏ ଘର ଦରକାର । ଗତ ଏକ ବର୍ଷରୁ କମ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ ଦୁଇ କୋଟିରୁ ଅଧିକ ଗରିବ ଲୋକଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରାଯାଇ ସାରିଲାଣି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗରିବ ଓ ମଧ୍ୟବିତ୍ତଙ୍କ ଅଧିକାରକୁ ଲୁଣ୍ଠିତ ହେବାକୁ ଦେବେ ନାହିଁ । ଭ୍ରଷ୍ଟାଚାରର ବିଲୋପ ପାଇଁ ଜନସାଧାରଣ ଭୀମ ଆପ ଡାଉନଲୋଡ କରି ବେନଗଦୀ କାରବାର କରିପାରିବେ ବୋଲି ସେ କହିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chandrababu Naidu writes: 12 years on, leadership that endured, India that emerged

Media Coverage

Chandrababu Naidu writes: 12 years on, leadership that endured, India that emerged
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights 12 years of the government dedicated to trust, development, and public welfare
June 09, 2026

Prime Minister Shri Narendra Modi today stated that the past 12 years of the government have been dedicated to trust, development, and public welfare. The Prime Minister noted that with the blessings of 140 crore countrymen and the spirit of Nation First, no stone has been left unturned in empowering the youth, women, and farmer brothers and sisters.

Shri Modi observed that it is the result of relentless efforts that today the country has gained a new identity across the world, from infrastructure to the digital revolution. To realize the resolution of a Viksit Bharat, the Prime Minister affirmed that the government will continue to move forward on this path of service, good governance, and prosperity.

The Prime Minister posted on X:

"हमारी सरकार के बीते 12 वर्ष विश्वास, विकास और जनकल्याण को समर्पित रहे हैं। 140 करोड़ देशवासियों के आशीर्वाद और राष्ट्र प्रथम की भावना से हमने युवाओं, महिलाओं और अपने किसान भाई-बहनों को सशक्त बनाने में कोई कोर-कसर नहीं छोड़ी है। यह हमारे अथक प्रयासों का ही परिणाम है कि इंफ्रास्ट्रक्चर से लेकर डिजिटल क्रांति तक आज देश को दुनियाभर में एक नई पहचान मिली है। विकसित भारत के संकल्प को साकार करने के लिए हम सेवा, सुशासन और समृद्धि के इसी पथ पर निरंतर आगे बढ़ते रहेंगे।

#12YearsOfSeva"