ସେୟାର
 
Comments
"ବିଶ୍ୱରେ ଭାରତର ସ୍ଥିତି ମଜବୁତ ହେଉଛି :ପ୍ରଧାନମନ୍ତ୍ରୀ ମୋଦୀ "
"ଗଣତନ୍ତ୍ର ଭାରତର ଲୋକନୀତିର ଏକ ଅଂଶ :ପ୍ରଧାନମନ୍ତ୍ରୀ ମୋଦୀ "
"ଆମେ ଗତ ପାଞ୍ଚ ବର୍ଷରେ ବହୁତ କିଛି ହାସଲ କରିଛନ୍ତି ଏବଂ ଆଗାମୀ ବର୍ଷମାନଙ୍କରେ ଅଧିକ କିଛି କରାଯିବ :ପ୍ରଧାନମନ୍ତ୍ରୀ "

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର କୋଲମ୍ବରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱରେ ଭାରତର ସ୍ଥିତି ମଜବୁତ ହେଉଛି ଏବଂ ଏହାର ଶ୍ରେୟ ବିଦେଶରେ ରହିଆସୁଥିବା ଭାରତୀୟ ସମୁଦାୟଙ୍କୁ ଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ,''ମୁଁ ଯେଉଁଠିକୁ ବି ଯାଉଛି ,ମତେ ପ୍ରବାସୀ ଭାରତୀୟଙ୍କ ସଫଳତା ଏବଂ ଉପଲବ୍ଧି ବିଷୟରେ କୁହାଯାଉଛି ।''

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଗଣତନ୍ତ୍ର ଭାରତର ଲୋକାଚାରର ଏକ ଅଂଶ ଏବଂ ଆମେ ଗତ ପାଞ୍ଚ ବର୍ଷରେ ବହୁତ କିଛି ହାସଲ କରିଛନ୍ତି ଏବଂ ଆଗାମୀ ପାଞ୍ଚ ବର୍ଷରେ ବହୁତ କିଛି କରିବାକୁ ଅଛି । ଲୋକମାନଙ୍କ ଆକାଂକ୍ଷାଗୁଡ଼ିକୁ ପୁରା କରିବା ପାଇଁ ସମସ୍ତ ସମ୍ଭବ ପ୍ରୟାସ କରିବୁ ।''

 

ଦାନ
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Festive cheer for Indian Railways passengers! 9 new Sewa Service trains launched

Media Coverage

Festive cheer for Indian Railways passengers! 9 new Sewa Service trains launched
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅକ୍ଟୋବର 16, 2019
October 16, 2019
ସେୟାର
 
Comments

Enthusiasm grips Akola, Jalna & Panvel, Maharashtra as citizens give a grand welcome to PM Narendra Modi

Massive crowd gatherings PM Narendra Modi’s public rallies across Dadri & Kurukshetra reflect Haryana’s mood for the upcoming General Elections

Citizens highlight remarkable impact of Modi Govt’s policies