PM interacts with BJP MPs and MLAs through Narendra Modi App
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ମୋବାଇଲ ଆପ ମାଧ୍ୟମରେ ବିଜେପି ସାଂସଦ ଏବଂ ବିଧାୟକମାନଙ୍କ ସହ ମତ ବିନିମୟ କରିଛନ୍ତି । ଦଳର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କର୍ମକର୍ତ୍ତାମାନଙ୍କ ଦ୍ଵାରା ପ୍ରାଥମିକ ସ୍ତରରେ କରାଯାଇଥିବା କାର୍ଯ୍ୟମାନଙ୍କର ପ୍ରଶଂସା କଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଲୋକମାନଙ୍କ ସହ ସମ୍ପର୍କ ବଢ଼ିବା ହେତୁ ସକାରାତ୍ମକ ପରିବର୍ତ୍ତନ ଆସିଛି । ଏଥିରୁ ସୁନିଶ୍ଚିତ ହେଉଛି ଯେ ସରକାରଙ୍କ ଯୋଜନାଗୁଡିକ ଅନ୍ତିମ ସ୍ତର ପର୍ଯ୍ୟନ୍ତ ପହଂଚିଛି ଏବଂ ଲୋକମାନଙ୍କ କଥା ମଧ୍ୟ ନୀତି ନିର୍ମାତାମାନଙ୍କ ପର୍ଯ୍ୟନ୍ତ ପହଞ୍ଚିପାରିଛି ।
 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records rapid 5G expansion, telecom sector sees all-round growth in 2024-25: TRAI

Media Coverage

India records rapid 5G expansion, telecom sector sees all-round growth in 2024-25: TRAI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 7, 2026
January 07, 2026

Clean Power, Strong Economy: India's Transformative Stride Under PM Modi