ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କ ସୁଗମ ଯାତ୍ରା ସୁନିଶ୍ଚିତ ପାଇଁ ୨୧୭ ସ୍ୱତନ୍ତ୍ର ଟ୍ରେନ ଆରମ୍ଭକୁ ପ୍ରଶଂସା କରିଛନ୍ତି ।
ପତ୍ର ସୂଚନା କାର୍ଯ୍ୟାଳୟର ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଗ୍ରୀଷ୍ମ ଋତୁରେ ଏହା ଆରାମ ଦେବା ସହ ରେଳ ସମ୍ପର୍କ ବଢାଇବ ।”
This will enhance comfort and connectivity through the summer. https://t.co/FpFZYzSZ2U
— Narendra Modi (@narendramodi) April 12, 2023


