ପ୍ରଫେସର ଏସ ଟିକେନ୍ ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
"ମଣିପୁରର ବିଜେପି ସଭାପତି ପ୍ରଫେସର ଏସ ଟିକେନ ସିଂଙ୍କ ଦେହାନ୍ତରେ ମର୍ମାହତ । ମଣିପୁରରେ ପାର୍ଟିକୁ ମଜବୁତ କରିଥିବା ଜଣେ ପରିଶ୍ରମୀ କାର୍ଯ୍ୟକର୍ତ୍ତା ଭାବେ ସେ ସ୍ମରଣୀୟ ହୋଇ ରହିବେ । ସେ ଅନେକ ସାମାଜିକ ସେବା କାର୍ଯ୍ୟରେ ସକ୍ରିୟ ଥିଲେ । ତାଙ୍କ ପରିବାର ତଥା ସମର୍ଥକଙ୍କ ପ୍ରତି ସମବେଦନା । ଓମ ଶାନ୍ତି ।"
Saddened by the demise of Prof. S Tiken Singh, President of @BJP4Manipur. He will be remembered as a hardworking Karyakarta who strengthened the Party in Manipur. He was active in many social service initiatives. Condolences to his family and supporters. Om Shanti.
— Narendra Modi (@narendramodi) May 13, 2021


