ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଉରେ ଏସିଆନ ଗେମ୍ସ ୨୦୨୨ରେ ୧୦ ମିଟର ଏୟାର ପିସ୍ତଲ ମହିଳା ଟିମ ଇଭେଂଟରେ ରୌପ୍ୟ ପଦକ ବିଜୟୀ ହୋଇଥିବା ଦିବ୍ୟା ଥଡିଗୋଲ, ଇଶା ସିଂହ ଓ ପଲକଙ୍କ ମହିଳା ଟିମକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ସନେ୍ଦଶ ଦେଇ କହିଛନ୍ତି;
‘‘ଏସିଆନ ଗେମ୍ସରେ ନିଶାନବାଜିରେ ଆଉ ଏକ ପଦକ!
୧୦ ମିଟର ଏୟାର ପିସ୍ତଲ ମହିଳା ଟିମ ଇଭେଂଟରେ ରୌପ୍ୟ ପଦକ ଜିତିବା ନେଇ ଦିବ୍ୟା ଥଡିଗୋଲ, ଇଶା ସିଂହ ଓ ପଲକଙ୍କୁ ଶୁଭେଚ୍ଛା । ସେମାନଙ୍କ ଭବିଷ୍ୟତର ପ୍ରୟାସ ନିମନ୍ତେ ସେମାନଙ୍କୁ ଶୁଭକାମନା! ସେମାନଙ୍କ ସଫଳତା ଅନେକ ଭାବୀ କ୍ରୀଡ଼ାବିତଙ୍କୁ ପ୍ରେରଣା ଯୋଗାଇବ ।’’
Another medal in Shooting at the Asian Games!
— Narendra Modi (@narendramodi) September 29, 2023
Congratulations to Divya Thadigol, Esha Singh and Palak on winning a Silver Medal in the 10m Air Pistol Women's team event. Best wishes to them for their future endeavours. Their success will motivate several upcoming sportspersons. pic.twitter.com/clQrQMgbpE


