ଏକାଦଶତମ ଯୋଗ ଦିବସ ବିଶ୍ୱସ୍ତରରେ ଏବଂ ଦେଶବ୍ୟାପୀ ଉତ୍ସାହର ସହ ବ୍ୟାପକ ଭାବେ ପାଳନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ୍ସ ରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଦେଶବ୍ୟାପୀ ଏବଂ ବିଶ୍ୱର ବିଭିନ୍ନ ଭାଗରେ ଆର୍ନ୍ତଜାତିକ ଯୋଗ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳନ ହୋଇଥିବା ଦେଖି ଖୁସି ଲାଗିଲା” ।
Glad to see International Day of Yoga being marked with immense enthusiasm all over India and in different parts of the world! https://t.co/2P2xNUCrxM
— Narendra Modi (@narendramodi) June 22, 2025


