In every state there are a few districts where development parameters are strong. We can learn from them and work on weaker districts: PM
A spirit of competitive and cooperative federalism is very good for country: PM Modi
Public participation in development process yields transformative results: PM Modi
Essential to identify the areas where districts need improvement and then address the shortcomings: Prime Minister

ସଂସଦର କେନ୍ଦ୍ରୀୟ କକ୍ଷରେ ଆଜି ଅନୁଷ୍ଠିତ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପ୍ରତ୍ୟେକ ରାଜ୍ୟରେ କେତେକ ଜିଲ୍ଲା ରହିଛି ଯେଉଁଠାରେ କି ଉନ୍ନୟନର ପରିମାପକ ଅତ୍ୟନ୍ତ ଶକ୍ତିଶାଳୀ । ଆମେ ଏମାନଙ୍କଠାରୁ ଶିକ୍ଷା ଲାଭ କରିପାରିବା ଏବଂ ଦୁର୍ବଳ ଜିଲ୍ଲାମାନଙ୍କରେ ସେହି ଅନୁଯାୟୀ କାର୍ଯ୍ୟ କରିପାରିବା ।

ପ୍ରତିଯୋଗିତାମୂଳକ ଭାବନା ଏବଂ ସହଯୋଗୀ ସଂଘୀୟ ମନୋଭାବ ଦେଶ ପାଇଁ ବହୁତ ଭଲ ।

ଜନସାଧାରଣଙ୍କ ସହଯୋଗ ସବୁବେଳେ ସହାୟକ ହୋଇଥାଏ । ଯେଉଁଠାରେ ବି ପଦାଧିକାରୀମାନେ ଜନସାଧାରଣଙ୍କ ସହ ମିଶି କାର୍ଯ୍ୟ କରିଛନ୍ତି ଏବଂ ସେମାନଙ୍କୁ ବିକାଶ ପ୍ରକ୍ରିୟାରେ ସହଭାଗି କରିଛନ୍ତି, ସେଠାରେ ଫଳାଫଳ ସକାରାତ୍ମକ ଏବଂ ରୂପାନ୍ତରଣକାରୀ ହୋଇଛି ।

ଅଭିଳାଷୀ ଜିଲ୍ଲାଗୁଡ଼ିକ ଯେଉଁ କ୍ଷେତ୍ରରେ ଉନ୍ନତି ଚାହୁଁଛନ୍ତି ସେହି ସବୁ କ୍ଷେତ୍ରକୁ ଚିହ୍ନଟ କରାଯିବାର ଆବଶ୍ୟକତା ରହିଛି ଏବଂ ସେହି ସବୁ ତୃଟିକୁ ମଧ୍ୟ ସୁଧାରିବା ଜରୁରୀ ।

 

ଏହି ଜିଲ୍ଲାଗୁଡ଼ିକରେ ଗୋଟିଏ ଦିଗକୁ ହେଲେ ମଧ୍ୟ ସୁଧାରିବାର ନିଷ୍ପତ୍ତି ଯଦି ଆମେ ଗ୍ରହଣ କରିବା, ତେବେ ଅନ୍ୟ ତୃଟିଗୁଡ଼ିକୁ ସୁଧାରିବା ନେଇ କାର୍ଯ୍ୟ କରିବା ଦିଗରେ ଆମକୁ ଗତି ମିଳିବ । ଏହି ପ୍ରକ୍ରିୟାରେ ଅନେକ ସଂସ୍କାର ଘଟିବ ।

ଆମ ପାଖରେ ଲୋକ ଶକ୍ତି ରହିଛି, ଆମ ପାଖରେ ଦକ୍ଷତା, ସାଧନ ଓ ସମ୍ବଳ ମଧ୍ୟ ରହିଛି । ଆମକୁ ଏକ ନିଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ ଏବଂ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ପଡିବ । ଆମର ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ ।

ଅଭିଳାଷୀ ଜିଲ୍ଲାଗୁଡ଼ିକରେ କାର୍ଯ୍ୟ କରିବା ଦ୍ୱାରା ମାନବ ବିକାଶ ସୂଚକାଙ୍କ (ଏଚଡିଆଇ)ରେ ଭାରତର ସ୍ଥିତି ଉନ୍ନତ ହେବ ।

ବାଚସ୍ପତି ସୁମିତ୍ରା ମହାଜନ ମହୋଦୟାଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଏହି ବ୍ୟବସ୍ଥାପକ ସମ୍ମିଳନୀ ଏକ ପ୍ରଶଂସନୀୟ ପଦକ୍ଷେପ । ବିଭିନ୍ନ ରାଜ୍ୟରୁ ଆଇନପ୍ରଣୟନକାରୀ/ବିଧାୟକମାନେ ଏକାଠି ହୋଇ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ଏକ ଭଲ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମତ ରଖିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Patience over pressure: A resolution for parents

Media Coverage

Patience over pressure: A resolution for parents
NM on the go

Nm on the go

Always be the first to hear from the PM. Get the App Now!
...
PM to inaugurate 28th Conference of Speakers and Presiding Officers of the Commonwealth on 15th January
January 14, 2026

Prime Minister Shri Narendra Modi will inaugurate the 28th Conference of Speakers and Presiding Officers of the Commonwealth (CSPOC) on 15th January 2026 at 10:30 AM at the Central Hall of Samvidhan Sadan, Parliament House Complex, New Delhi. Prime Minister will also address the gathering on the occasion.

The Conference will be chaired by the Speaker of the Lok Sabha, Shri Om Birla and will be attended by 61 Speakers and Presiding Officers of 42 Commonwealth countries and 4 semi-autonomous parliaments from different parts of the world.

The Conference will deliberate on a wide range of contemporary parliamentary issues, including the role of Speakers and Presiding Officers in maintaining strong democratic institutions, the use of artificial intelligence in parliamentary functioning, the impact of social media on Members of Parliament, innovative strategies to enhance public understanding of Parliament and citizen participation beyond voting, among others.