ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜୁନ୍‍ ୨୦୨୨ ରେ ଜମାନୀର ସ୍ଲୋସ୍‍ ଏଲାମୁ ଠାରେ ଜି-୭ ସମ୍ମିଳନୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ ସହ ବୈଠକ କରିଛନ୍ତି ।

ସହଭାଗୀ ମୂଲ୍ୟବୋଧ ସହିତ ଦୃଢ ଗଣତାନ୍ତ୍ରିକ ରାଷ୍ଟ୍ରର ନେତା ଭାବରେ ସେମାନଙ୍କର ଏକ ଫଳପ୍ରଦ ବୈଠକ ହୋଇଥିଲା ଯେଉଁଥିରେ ସେମାନେ ଭାରତ-କାନାଡା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ ଏବଂ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ, ସୁରକ୍ଷା ତଥା ଆତଙ୍କବାଦ ବିରୋଧୀ ସହଯୋଗ ତଥା ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ସହମତ ହୋଇଥିଲେ ।

ସେମାନେ ମଧ୍ୟ ପାରସ୍ପରିକ ଆଗ୍ରହର ସହ ବିଶ୍ୱ ତଥା ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-Cambodia UPI Connectivity Goes Live For Merchant Payments

Media Coverage

India-Cambodia UPI Connectivity Goes Live For Merchant Payments
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 6, 2026
June 06, 2026

Viksit Bharat Rising: PM Modi's Vision Powers Energy, Defense & Digital Dominance