କ୍ରମିକ ସଂଖ୍ୟା

ଚୁକ୍ତିନାମା/ବୁଝାମଣାପତ୍ରର ନାମ

 

୧.

ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ରଣନୈତିକ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣାନାମା

୨.

ଭାରତ-ଫିଲିପାଇନ୍ସ ରଣନୈତିକ ସହଭାଗିତା: କାର୍ଯ୍ୟ ଯୋଜନା (୨୦୨୫-୨୯)

୩.

ଭାରତୀୟ ବାୟୁସେନା ଏବଂ ଫିଲିପାଇନ୍ସର ବାୟୁସେନା ମଧ୍ୟରେ ବାୟୁ ସୈନ୍ୟ କର୍ମଚାରୀ ଆଲୋଚନା ସମ୍ପର୍କରେ ସୂଚନାର ସର୍ତ୍ତାବଳୀ

୪.

ଭାରତୀୟ ସେନା ଏବଂ ଫିଲିପାଇନ୍ସ ସେନା ମଧ୍ୟରେ ସେନା-ସେନା କର୍ମଚାରୀ ଆଲୋଚନା ସମ୍ପର୍କରେ ସୂଚନାର ସର୍ତ୍ତାବଳୀ

୫.

ଭାରତୀୟ ନୌସେନା ଏବଂ ଫିଲିପାଇନ୍ସ ନୌସେନା ମଧ୍ୟରେ ନୌସେନା-ନୌସେନା ଆଲୋଚନା ସମ୍ପର୍କରେ ସୂଚନାର ସର୍ତ୍ତାବଳୀ

୬.

ଭାରତ ସରକାର ଏବଂ ଫିଲିପାଇନ୍ସ ସରକାରଙ୍କ ମଧ୍ୟରେ ଅପରାଧିକ ମାମଲାର ପାରସ୍ପରିକ ଆଇନଗତ ସହାୟତା ଉପରେ ଚୁକ୍ତିପତ୍ର

୭.

ଭାରତ ସରକାର ଏବଂ ଫିଲିପାଇନ୍ସ ସରକାରଙ୍କ ମଧ୍ୟରେ ଦଣ୍ଡିତ ବ୍ୟକ୍ତିମାନଙ୍କୁ ସ୍ଥାନାନ୍ତର ସମ୍ପର୍କରେ ଚୁକ୍ତିପତ୍ର

୮.

ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଫିଲିପାଇନ୍ସର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭଗ ମଧ୍ୟରେ ୨୦୨୫-୨୦୨୮ ଅବଧି ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ କାର୍ଯ୍ୟକ୍ରମ

୯.

ପର୍ଯ୍ୟଟନ ସହଯୋଗ ଉପରେ ଫିଲିପାଇନ୍ସ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ମଧ୍ୟରେ କାର୍ଯ୍ୟାନ୍ୱନୟନ କାର୍ଯ୍ୟକ୍ରମ (୨୦୨୫-୨୦୨୮)

୧୦.

ଡିଜିଟାଲ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ଉପରେ ଭାରତ ସରକାର ଏବଂ ଫିଲିପାଇନ୍ସ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର

୧୧.

ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ବ୍ୟବହାର ଉପରେ ସହଯୋଗ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ, ଭାରତ ସରକାର ଏବଂ ଫିଲିପାଇନ୍ସ ମହାକାଶ ସଂସ୍ଥା ମଧ୍ୟରେ ଏଲ୍‌ଓଆଇ

୧୨.

ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଫିଲିପାଇନ୍ସ ତଟରକ୍ଷୀ ବାହିନୀ ମଧ୍ୟରେ ବର୍ଦ୍ଧିତ ସାମୁଦ୍ରିକ ସହଯୋଗ ପାଇଁ ସନ୍ଦର୍ଭର ସର୍ତ୍ତାବଳୀ

୧୩.

ଭାରତ ସରକାର ଏବଂ ଫିଲିପାଇନ୍ସ ସରକାରଙ୍କ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ

 

ଘୋଷଣା:

୧.       ଫିଲିପାଇନ୍ସର ସୋଭେରିନ ଡାଟା କ୍ଲାଉଡ ଭିତ୍ତିଭୂମି ସ୍ଥାପନ ପାଇଁ ଏକ ପାଇଲଟ ପ୍ରକଳ୍ପରେ ଭାରତ ସମର୍ଥନ ପ୍ରଦାନ କରିବ

୨.       ଭାରତ ମହାସାଗର କ୍ଷେତ୍ର – ଇନ୍‌ଫରମେସନ ଫ୍ୟୁଜନ ସେଣ୍ଟର (ଆଇଏଫ୍‌ସି-ଆଇଓଆର)ରେ ଅଂଶଗ୍ରହଣ ପାଇଁ ଫିଲିପାଇିନ୍ସକୁ ନିମନ୍ତ୍ରଣ;

୩.       ଫିଲିପାଇନ୍ସ ନାଗରିକମାନଙ୍କୁ ଏକ ବର୍ଷ ପାଇଁ (ଅଗଷ୍ଟ ୨୦୨୫ରୁ) ମାଗଣା ଇ-ଟୁରିଷ୍ଟ ଭିସା ସୁବିଧା ବୃଦ୍ଧି;

୪.       ଭାରତ-ଫିଲିପାଇନ୍ସ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୫ତମ ବାର୍ଷିକୀ ପାଳନ ପାଇଁ ସ୍ମାରକୀ ଡାକଟିକଟ ଜାରି;

୫.       ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ଏକ ଅଗ୍ରାଧିକାର ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ପାଇଁ ସନ୍ଦର୍ଭର ସର୍ତ୍ତାବଳୀ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India