୧.  ଘୋଷଣା

. ଦ୍ୱିପାକ୍ଷିକ ସମ୍ପର୍କର ବ୍ୟାପକ ସହଭାଗିତାରେ ଉନ୍ନତି

୨.  ବୁଝାମଣାପତ୍ରର ତାଲିକା

. ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ (ସିଇପି) ଉପରେ ବୁଝାମଣାପତ୍ର: କଳା, ସଙ୍ଗୀତ, ନୃତ୍ୟ, ସାହିତ୍ୟ ଏବଂ ଐତିହ୍ୟରେ ଅଧିକ ସାଂସ୍କୃତିକ ବୁଝାମଣା ଏବଂ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା।

. ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ଏବଂ ଘାନା ମାନକ ପ୍ରାଧିକରଣ (ଜିଏସ୍‌ଏ) ମଧ୍ୟରେ ବୁଝାମଣାପତ୍ର: ମାନକୀକରଣ, ପ୍ରମାଣୀକରଣ ଏବଂ ଅନୁରୂପତା ମୂଲ୍ୟାଙ୍କନରେ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ ।

. ଘାନାର ପାରମ୍ପରିକ ଏବଂ ବିକଳ୍ପ ଔଷଧ ପ୍ରତିଷ୍ଠାନ (ଆଇଟିଏଏମ୍‌), ଏବଂ ଭାରତର ଆୟୁର୍ବେଦ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ଆଇଟିଆର୍‌ଏ), ମଧ୍ୟରେ ବୁଝାମଣାପତ୍ର: ପାରମ୍ପରିକ ଔଷଧ ଶିକ୍ଷା, ତାଲିମ ଏବଂ ଗବେଷଣାରେ ସହଯୋଗ କରିବା ।

. ମିଳିତ କମିଶନ ବୈଠକ ଉପରେ ବୁଝାମଣାପତ୍ର: ଉଚ୍ଚସ୍ତରୀୟ ଆଲୋଚନାକୁ ସଂସ୍ଥାଗତ କରିବା ଏବଂ ନିୟମିତ ଭାବରେ ଦ୍ୱିପାକ୍ଷିକ ସହଯୋଗ ତନ୍ତ୍ରର ସମୀକ୍ଷା କରିବା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pvt investment in space sector crosses $618 million, 17 startups given nod for space activities: Minister Jitendra Singh to RS

Media Coverage

Pvt investment in space sector crosses $618 million, 17 startups given nod for space activities: Minister Jitendra Singh to RS
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the importance of fostering beneficial thoughts, words, and actions
July 24, 2026

Prime Minister Shri Narendra Modi shared a Sanskrit Subhashitam today, highlighting how continuous practice in thought, word, and action shapes one's character and direction in life.

The Prime Minister wrote on X;

"कर्मणा मनसा वाचा यदभीक्ष्णं निषेवते।

तदेवापहरत्येनं तस्मात् कल्याणमाचरेत्॥"

Whatever a person continuously practices through their actions, thoughts, and words ultimately shapes their personality and draws them in that very direction; therefore, one should always give space only to beneficial subjects in one's thoughts and conversations.