ଫଳାଫଳ:

୧. ଭାରତ- ଦକ୍ଷିଣ କୋରିଆ ସ୍ୱତନ୍ତ୍ର ରଣନୈତିକ ସହଭାଗୀତା ପାଇଁ ମିଳିତ ରଣନୈତିକ ଦୃଷ୍ଟିକୋଣ

୨. ଜାହାଜ ନିର୍ମାଣ, ଜାହାଜ ଚଳାଚଳ ଏବଂ ସାମୁଦ୍ରିକ ଲଜିଷ୍ଟିକ୍ସରେ ସହଭାଗୀତା ପାଇଁ ଭାରତ- ଦକ୍ଷିଣ କୋରିଆ ବ୍ୟାପକ ଢ଼ାଞ୍ଚା

୩. ସ୍ଥାୟୀତ୍ୱ ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଭାରତ-ଦକ୍ଷିଣ କୋରିଆ ମିଳିତ ବିବୃତ୍ତି

୪. ଶକ୍ତି ସମ୍ବଳ ସୁରକ୍ଷା ଉପରେ ଭାରତ-ଦକ୍ଷିଣ କୋରିଆ ମିଳିତ ବିବୃତ୍ତି

 

ବୁଝାମଣାଚୁକ୍ତି/ଫ୍ରେମ୍‌ୱାର୍କ

 

୧. ବନ୍ଦର କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

୨. ଶିଳ୍ପ ସହଯୋଗ କମିଟି ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର

୩. ଇସ୍ପାତ ଯୋଗାଣ ଶୃଙ୍ଖଳ ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ରରେ ସହଯୋଗ ନିମନ୍ତେ ବୁଝାମଣାଚୁକ୍ତି

୪. କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାଚୁକ୍ତି

୫. ସାମୁଦ୍ର୍ରିକ ଐତିହ୍ୟ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାଚୁକ୍ତି

୬. ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମାକୁ ଉନ୍ନତ କରିବା ପାଇଁ ଆଲୋଚନା ପୁନଃ ଆରମ୍ଭ କରିବାକୁ ମିଳିତ ଘୋଷଣାନାମା

୭. ପାରସ୍ପରିକ ସହଯୋଗ ସମ୍ପର୍କରେ ଆଇଏଫ୍‌ଏସ୍‌ସିଏ ଏବଂ ଏଫ୍‌ଏସ୍‌ଏସ୍‌/ଏଫ୍‌ଏସ୍‌ସି ମଧ୍ୟରେ ବୁଝାମଣାଚୁକ୍ତି

୮. ଏନ୍‌ପିସିଆଇ ଇଣ୍ଟରନ୍ୟାସାନାଲ ପେମେଣ୍ଟସ୍ ଲିମିଟେଡ୍ ଏବଂ କୋରିଆନ୍ ଫାଇନାନ୍ସିଆଲ୍ ଟେଲିକମ୍ୟୁନିକେସନ୍ ଏବଂ କ୍ଲିୟରିଂ ଇନ୍‌ଷ୍ଟିଚ୍ୟୁଟ୍ ମଧ୍ୟରେ ବୁଝାମଣାଚୁକ୍ତି

୯. ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

୧୦. ଭାରତ-ଦକ୍ଷିଣ କୋରିଆ ଡିଜିଟାଲ୍ ସେତୁ ପାଇଁ ଢ଼ାଞ୍ଚା

୧୧. ଜଳବାୟୁ ଏବଂ ପରିବେଶ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାଚୁକ୍ତି

୧୨. ପ୍ୟାରିସ୍ ଚୁକ୍ତିନାମାର ଧାରା ୬.୨ ଅନୁଯାୟୀ ସମବାୟ ଆଭିମୁଖ୍ୟ ଉପରେ ବୁଝାମଣା

୧୩. ୨୦୨୬-୨୦୩୦ ବର୍ଷ ପାଇଁ ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ

୧୪. ସାଂସ୍କୃତିକ ଏବଂ ସୃଜନଶୀଳ ଶିଳ୍ପରେ ସହଯୋଗ ପାଇଁ ବୁଝାମଣାପତ୍ର

୧୫. କ୍ରୀଡା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

 

ଘୋଷଣା

 

୧. ଅର୍ଥନୈତିକ ସୁରକ୍ଷା ଆଲୋଚନାର ଶୁଭାରମ୍ଭ

୨. ବିଶିଷ୍ଟ ପରିଦର୍ଶକ କାର୍ଯ୍ୟକ୍ରମ (ଡିଭିପି) ପ୍ରତିଷ୍ଠା

୩. ଜଳବାୟୁ ପରିବର୍ତ୍ତନ, ଆରକ୍‌ଟିକ୍ ଏବଂ ସାମୁଦ୍ରିକ ସହଯୋଗ ସମେତ ବିଶ୍ୱ ବିଷୟବସ୍ତୁ ଉପରେ ଦୁଇ ବିଦେଶ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନାର ଶୁଭାରମ୍ଭ

୪. ଦକ୍ଷିଣ କୋରିଆ ଭାରତ ପ୍ରଶାନ୍ତ ମହାସାଗର ପଦକ୍ଷେପରେ ଯୋଗଦାନ

୫. ଦକ୍ଷିଣ କୋରିଆ ଅନ୍ତର୍ଜାତୀୟ ସୌର ଆଲାଏନ୍ସରେ ଯୋଗଦାନ ଏବଂ ଭାରତ ଗ୍ଲୋବାଲ ଗ୍ରୀନ୍ ଗ୍ରୋଥ୍ ଇନ୍‌ଷ୍ଟିଚ୍ୟୁଟ୍ (ଜିଜିଜିଆଇ) ରେ ଯୋଗଦାନ

୬. ୨୦୨୮-୨୯ ବର୍ଷକୁ ଭାରତ-ଦକ୍ଷିଣ କୋରିଆ ବନ୍ଧୁତା ବର୍ଷ ଭାବରେ ପାଳନ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s power sector set for strong FY27 growth on rising demand, capacity additions: Report

Media Coverage

India’s power sector set for strong FY27 growth on rising demand, capacity additions: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 20, 2026
July 20, 2026

Yuva to Global Stage: How PM Modi’s Policies Are Turning India’s Youth, Farms & Factories into Growth Engines