କ୍ରଂସଂ

ଦସ୍ତାବିଜ

ଭାରତ ପକ୍ଷ

ଭିଏତନାମ ପକ୍ଷ

1.

ଶାନ୍ତି, ସମୃଦ୍ଧି ଓ ନାଗରିକଙ୍କ ପାଇଁ ଭାରତ-ଭିଏତନାମ ମିଳିତ ସଂକଳ୍ପ

ଭାରତ-ଭିଏତନାମ ବିସ୍ତୃତ ରଣନୈତିକ ଭାଗିଦାରୀର ଭବିଷ୍ୟତ ବିକାଶ ପାଇଁ ମାର୍ଗଦର୍ଶନ କରିବା, ଯାହାକି ଗଭୀର ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ, ସହଭାଗୀ ମୂଲ୍ୟବୋଧ ଓ ହିତ, ଏବଂ ଆପୋସ ରଣନୈତିକ ବିଶ୍ୱାସ
 ଏବଂ ଦୁଇ ଦେଶ ମଧ୍ୟରେ ରହିଥିବା ବୁଝାମଣା ଉପରେ ଆଧାରିତ।

 

ପ୍ରଧାନମନ୍ତ୍ରୀମାନଙ୍କ ଦ୍ୱାରା ଗ୍ରହଣୀୟ

2.

 

ବିସ୍ତୃତ ରଣନୈତିକ ଭାଗୀଦାରୀକୁ ଆଗକୁ କାର୍ଯ୍ୟକାରୀ କରିବା ନିମନ୍ତେ 2021-2023 ଅବଧି ଲାଗି କାର୍ଯ୍ୟ ଯୋଜନା

“ଶାନ୍ତି, ସମୃଦ୍ଧି ଏବଂ ନାଗରିକଙ୍କ” ପାଇଁ ମିଳିତ ସଂକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି 2021-2023 ସମୟରେ ଉଭୟ ପକ୍ଷରୁ ଗ୍ରହଣ କରାଯିବାକୁ ଥିବା ଦୃଢ଼ ପଦକ୍ଷେପ

ଡ. ଏସ. ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ

ମିଃ. ଫାମ ବିନ ମିନ

ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ

3.

ପ୍ରତିରକ୍ଷା ଉତ୍ପାଦନ ବିଭାଗ, ଭାରତ ସରକାର ଏବଂ ଜେନେରାଲ ଡିପାର୍ଟମେଣ୍ଟ ଅଫ ଡିଫେନ୍ସ ଇଣ୍ଡଷ୍ଟ୍ରି, ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ, ଭିଏତନାମ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ ସହଯୋଗ ନିମନ୍ତେ କାର୍ଯ୍ୟକାରିତା ରାଜିନାମା

ଦୁଇ ଦେଶର ପ୍ରତିରକ୍ଷା ଉଦ୍ୟୋଗୁଡ଼ିକ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଏକ ବ୍ୟବସ୍ଥା

ଶ୍ରୀ ସୁରେନ୍ଦ୍ର ପ୍ରସାଦ ଯାଦବ, ଯୁଗ୍ମ ସଚିବ(ନାଭାଲ ସିଷ୍ଟମ)

ମେଜର ଜେନେରାଲ ଲୁଙ୍ଗ ଥାନ ଚୁଙ୍ଗ  ଉପାଧ୍ୟକ୍ଷ

4.

ହାନୋଇସ୍ଥିତ ଭାରତୀୟ ଦୂତାବାସ ଏବଂ ଭିଏତନାମ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଟେଲିକମ୍ୟୁନିକେସନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭିଏତନାମର ନା ତ୍ରାଙ୍ଗସ୍ଥିତ ନ୍ୟାସନାଲ ଟେଲିକମ୍ୟୁନିକେସନ୍ସ ବିଶ୍ୱବିଦ୍ୟାଳୟରେ ଆର୍ମୀ ସଫ୍ଟୱେର୍ ପାର୍କ ପାଇଁ 5 ନିୟୁତ ଆମେରିକୀୟ ଡଲାର ରାଜିନାମା

ନା ତ୍ରାଙ୍ଗର ଟେଲିକମ୍ୟୁନିକେସନ ବିଶ୍ୱବିଦ୍ୟାଳୟ ଠାରେ ଆଇଟି ଭିତ୍ତିଭୂମି ପ୍ରତିଷ୍ଠା ସହିତ ସଫ୍ଟୱେର୍ ଆପ୍ଲିକେସନ ପ୍ରଶିକ୍ଷଣ ଏବଂ ସେବା ପ୍ରଦାନ ବ୍ୟବସ୍ଥା

ଶ୍ରୀ ପ୍ରଣୟ ବର୍ମା, ଭିଏତନାମରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

 

କର୍ଣ୍ଣଲେ ଲି ଜୁଆନ ହଙ୍ଗ, ରେକ୍ଟର

 

5.

ମିଳିତ ଜାତିସଂଘ ଶାନ୍ତି ରକ୍ଷା କ୍ଷେତ୍ରରେ ସହଯୋଗ ନିମନ୍ତେ ମିଳିତ ଜାତିସଂଘ ଶାନ୍ତିର ରକ୍ଷା ପଦକ୍ଷେପ କେନ୍ଦ୍ର, ଭାରତ ଏବଂ ଭିଏତନାମ ଶାନ୍ତିରକ୍ଷା କାର୍ଯ୍ୟାନୁଷ୍ଠାନ ବିଭାଗ ମଧ୍ୟରେ କାର୍ଯ୍ୟକାରିତା ବ୍ୟବସ୍ଥା

ମିଳିତ ଜାତିସଂଘ ଶାନ୍ତିରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପକୁ ଚିହ୍ନଟ କରିବା।

ମେଜର ଜେନେରାଲ ଅନିଲ କୁମାର କାଶିଦ

ଅତିରିକ୍ତ ନିର୍ଦ୍ଦେଶକ (ଆଇସି)

ମେଜର ଜେନେରାଲ୍ ହୋଙ୍ଗ କିମ୍ ଫୁଙ୍ଗ୍

ନିର୍ଦ୍ଦେଶକ

6.

ଭାରତର ଆଣବିକ ଶକ୍ତି ନିୟାମକ ବୋର୍ଡ (ଏଇଆରବି) ଏବଂ ଭିଏତନାମ ଏଜେନ୍ସ ଅଫର ରେଡିଏସନ ଏବଂ ନ୍ୟୁକ୍ଲିୟର ନିରାପତ୍ତା (ଭିଏଆରଏନଏସ)

ବିକିରଣ ସୁରକ୍ଷା ଏବଂ ଆଣବିକ ନିରାପତ୍ତା କ୍ଷେତ୍ରରେ ଦୁଇ ଦେଶର ନିୟାମକ ସଂସ୍ଥା ମଧ୍ୟରେ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରିବା।

ଶ୍ରୀ ଜି ନାଗେଶ୍ୱରା ରାଓଅଧ୍ୟକ୍ଷ

ପ୍ରଫେସର ଗୁଏନ୍ ତୁଆନ୍ ଖାଏ

ମହାନିର୍ଦ୍ଦେଶକ

7.

ସିଏସଆଇଆର– ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ ଏବଂ ଭିଏତନାମ ପେଟ୍ରୋଲିୟମ ପ୍ରତିଷ୍ଠାନ ମଧ୍ୟରେ ବୁଝାମଣାପତ୍ର

ପେଟ୍ରୋଲିୟମ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣରେ ସହଯୋଗକୁ ପ୍ରୋତ୍ସାହିତ କରିବା

Dr. Anjan Ray
Director

ମିଃ. ଗୁଏନ ଆନ ଡୁଏ

ନିର୍ଦ୍ଦେଶକ

8.

ଭାରତର ଟାଟା ମେମୋରିଆଲ୍ ସେଣ୍ଟର ଏବଂ ଭିଏତନାମ ନ୍ୟାସନାଲ କ୍ୟାନସର ହସ୍ପିଟାଲ ମଧ୍ୟରେ ଏମଓୟୁ
କର୍କଟ ରୋଗୀଙ୍କ ରୋଗ ନିରୂପଣ ଏବଂ ଚିକିତ୍ସା କ୍ଷେତ୍ରରେ ପ୍ରଶିକ୍ଷଣ ଏବଂ ବୈଜ୍ଞାନିକ ଗବେଷଣା, ସ୍ବାସ୍ଥ୍ୟସେବା ପାଇଁ ସହଯୋଗକୁ ପ୍ରୋତ୍ସାହନ ଲାଗି।

ରାଜେନ୍ଦ୍ର  ବଦୱେ

ନିର୍ଦ୍ଦେଶକ

ଶ୍ରୀ ଲେ ଭାନ୍ କ୍ୱାଙ୍ଗ୍

ନିର୍ଦ୍ଦେଶକ

9.

ନ୍ୟାସନାଲ ସୋଲାର ଫେଡେରେସନ୍ ଅଫ୍ ଇଣ୍ଡିଆ ଏବଂ ଭିଏତନାମ କ୍ଲିନ୍ ଏନର୍ଜି ଆସୋସିଏସନ୍ ମଧ୍ୟରେ ବୁଝାମଣା।
ଭାରତ ଓ ଭିଏତନାମ ସୌର ଶକ୍ତି ଉଦ୍ୟୋଗଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ପ୍ରଚଳନ ଏବଂ ଜ୍ଞାନ ବିନିମୟ ତଥା ଭାରତ ଓ ଭିଏତନାମରେ ସୌର ଶକ୍ତି କ୍ଷେତ୍ରରେ ରହିଥିବା ନୂତନ ବ୍ୟବସାୟିକ ସୁଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ

 

ଶ୍ରୀ ପ୍ରଣବ ଆର

ଅଧ୍ୟକ୍ଷ

ଶ୍ରୀ ଡାଓ ଡୁଙ୍ଗ୍

ରାଷ୍ଟ୍ରପତି

 

କରାଯାଇଥିବା ଘୋଷଣା :

1. ହାଇ ସ୍ପିଡ୍ ଗାର୍ଡ ଡଙ୍ଗା (ଏଚଏସଜିବି) ର କାର୍ଯ୍ୟାନ୍ୱୟନ

ଭାରତ ସରକାରଙ୍କ ପକ୍ଷରୁ ଭିଏତନାମକୁ ଯୋଗାଇ ଦିଆଯାଇଥିବା 100 ନିୟୁତ ଆମେରିକୀୟ ଡଲାର ଲାଇନ ଅଫ କ୍ରେଡିଟ ଅନ୍ତର୍ଗତ ଭିଏତନାମ ବର୍ଡର ଗାର୍ଡ କମାଣ୍ଡ ପାଇଁ ପ୍ରକଳ୍ପ ନିର୍ମାଣ; ଭିଏତନାମକୁ ଗୋଟିଏ ସମ୍ପୂର୍ଣ୍ଣ ହୋଇଥିବା ଏଚଏସଜିବି ହସ୍ତାନ୍ତର; ଭାରତରେ ନିର୍ମାଣ ହୋଇଥିବା ଦୁଇଟି ଏଚଏସଜିବିର ଉନ୍ମୋଚନ; ଏବଂ ଭିଏତନାମରେ ବିନିର୍ମାଣ ଲାଗି ଏଚଏସଜିବି ପାଇଁ କିଲ ବିଛାଣ।

2. ଭିଏତନାମର ନିନ ଥୁଆନ ଅଞ୍ଚଳରେ ସ୍ଥାନୀୟ ସମୁଦାୟର ଲାଭ ନିମନ୍ତେ ଭାରତ ପକ୍ଷରୁ 1.5 ମିଲିୟନ ଡଲାରର ଗ୍ରାଣ୍ଟ ଇନ ଏଡ ସହାୟତାରେ ସାତଟି ବିକାଶମୂଳକ ପ୍ରକଳ୍ପ ସମ୍ପୂର୍ଣ୍ଣ ଏବଂ ହସ୍ତାନ୍ତରଣ।

3. 2021-2022 ଆର୍ଥିକ ବର୍ଷ ଠାରୁ ବାର୍ଷିକ ତ୍ବରିତ ପ୍ରଭାବ ପ୍ରକଳ୍ପ(କ୍ୟୁଆଇପି)କୁ ପାଞ୍ଚରୁ ଦଶକୁ ବଢ଼ାଇବା।

4. ଭିଏତନାମରେ ଐତିହ୍ୟ ସଂରକ୍ଷଣ ନିମନ୍ତେ ତିନୋଟି ବିକାଶମୂଳକ ସହଭାଗିତା ପ୍ରକଳ୍ପ (ମାଇଁ ସନ ମନ୍ଦିରର ଏଫ-ବ୍ଲକ; କୁଆଙ୍ଗ ନାମ ଅଞ୍ଚଳରେ ଥିବା ଡଙ୍ଗ ଡୁଆଙ୍ଗ ବୌଦ୍ଧ   ମଠ; ଏବଂ ଫୁ ୟେନ ଅଞ୍ଚଳରେ ଥିବା ନାନ ଚାପ ଟାଓ୍ବାର

5. ଭାରତ – ଭିଏତନାମ ସଭ୍ୟତା ଏବଂ ସାଂସ୍କୃତିକ ସମ୍ପର୍କ ଉପରେ ଏକ ବିଶ୍ୱକୋଷ ପ୍ରସ୍ତୁତ ପାଇଁ ଦ୍ୱିପାକ୍ଷିକ ପ୍ରକଳ୍ପର ଶୁଭାରମ୍ଭ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival