ବୁଝାମଣା/ ଚୁକ୍ତିନାମାର ଶୀର୍ଷକ

୧ - ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଏବଂ ଲୁମ୍ବିନୀ ବୌଦ୍ଧ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୌଦ୍ଧ ଶାସ୍ତ୍ର ଅଧ୍ୟୟନ (ବୁଦ୍ଧିଷ୍ଟ ଷ୍ଟଡିଜ୍‌) ପାଇଁ ଡଃ ଆମ୍ବେଦକର ଚେୟାର ସ୍ଥାପନ ନିମନ୍ତେ ବୁଝାମଣା

୨- ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଏବଂ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତୀୟ ପ୍ରାଚୀନ ଶାସ୍ତ୍ର ଅଧ୍ୟୟନ (ଇଣ୍ଡିଆନ୍ ଷ୍ଟଡିଜ୍‌)ର ଆଇସିସିଆର୍ ଚେୟାର୍ ସ୍ଥାପନ ନିମନ୍ତେ ବୁଝାମଣା

୩ - ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ (କେୟୁ) ମଧ୍ୟରେ ଭାରତୀୟ ପ୍ରାଚୀନ ଶାସ୍ତ୍ର ଅଧ୍ୟୟନ (ଇଣ୍ଡିଆନ୍ ଷ୍ଟଡିଜ୍‌) ନିମନ୍ତେ ଆଇସିସିଆର୍ ଚେୟାର ସ୍ଥାପନା ନିମନ୍ତେ ବୁଝାମଣା

୪ - କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ (କେୟୁ), ନେପାଳ ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ୍ (ଆଇଆଇଟି – ଏମ୍ ), ଭାରତ ମଧ୍ୟରେ ସହଯୋଗ ନିମନ୍ତେ ବୁଝାମଣା

୫ - କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ (କେୟୁ), ନେପାଳ ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ୍ (ଆଇଆଇଟି – ଏମ୍ ), ଭାରତ ମଧ୍ୟରେ ସ୍ନାତକୋତର ସ୍ତରରେ ମିଳିତ ଡିଗ୍ରୀ ପାଠ୍ୟକ୍ରମ ନିମନ୍ତେ ବୁଝାମଣା ପତ୍ର (ଏଲ୍‌ଓଏ)  ସ୍ୱାକ୍ଷରିତ

୬ - ଅରୁଣ – ୪ ପ୍ରକଳ୍ପର ବିକାଶ ଏବଂ କାର୍ଯ୍ୟାନ୍ୱୟନ ନିମନ୍ତେ ଏସ୍‌ଜେଭିଏନ୍ ଲିମିଟେଡ୍ ଏବଂ ନେପାଳ ବିଦ୍ୟୁତ୍ ପ୍ରାଧିକରଣ (ଏନ୍‌ଇଏ) ମଧ୍ୟରେ ରାଜିନାମା

 

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
How Varanasi epitomises the best of Narendra  Modi’s development model

Media Coverage

How Varanasi epitomises the best of Narendra Modi’s development model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 26, 2024
February 26, 2024

Appreciation for the Holistic Development of Critical Infrastructure Around the Country