କ୍ରମିକ ନଂ

ଘୋଷଣା/ରାଜିନାମା/ବୁଝାମଣା ପତ୍ର

1

ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ମଧ୍ୟରେ ଯୁଗ୍ମ ଘୋଷଣାନାମା

2

ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ମଧ୍ୟରେ ପାଞ୍ଚ ବର୍ଷ (2019-2024) ପାଇଁ ବାଣିଜ୍ୟ ଏବଂ ଅର୍ଥନୀତି ସହଯୋଗ କ୍ଷେତ୍ରରେ ରୋଡମ୍ୟାପ

3

ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତି (ବିଆଇଟି)

4

ଭାରତର ଜାତୀୟ ସୁରକ୍ଷା ପରିଷଦ ସେକ୍ରେଟାରିଆଟ ଓ କିର୍ଗିଜ ସାଧାରଣତନ୍ତ୍ରର ସୁରକ୍ଷା ପରିଷଦ କାର୍ଯ୍ୟାଳୟ ମଧ୍ୟରେ ସହଯୋଗ ପାଇଁ ବୁଝାମଣା ପତ୍ର

5

ଭାରତ-କିର୍ଗିଜସ୍ତାନ ଦ୍ଵେତ ରାଜସ୍ୱ ପରିହାର ରାଜିନାମା (DTAA)ର ଧାରା 26ରେ ସଂଶୋଧନ ଆଣିବା ଲାଗି ପ୍ରୋଟୋକଲ

6

ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା ପତ୍ର

7

ଡିଆରଡିଓ ଏବଂ କିର୍ଗିଜ ଭାରତ ମାଉଂଟେନ ବାୟୋମେଡିକାଲ ଗବେଷଣା କେନ୍ଦ୍ର ମଧ୍ୟରେ ବୁଝାମଣା ପତ୍ର

8

ଭାରତର ଜାତୀୟ ସୁରକ୍ଷା ବାହିନୀ ଓ କିର୍ଗିଜ ସାଧାରଣତନ୍ତ୍ରର ଜାତୀୟ ସୁରକ୍ଷା ବାହିନୀ ମଧ୍ୟରେ ସହଯୋଗ ପାଇଁ ବୁଝାମଣା ପତ୍ର

9

ଭାରତର ଜାତୀୟ ପ୍ରତିରକ୍ଷା ବାହିନୀ ଓ କିର୍ଗିଜ ସାଧାରଣତନ୍ତ୍ରର କିର୍ଗିଜ ସାମରିକ ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ପାଇଁ ବୁଝାମଣା ପତ୍ର

10

ଭାରତୀୟ ସୈନ୍ୟ ବାହିନୀର ଉଚ୍ଚ ଅକ୍ଷାଂଶରେ ଅବସ୍ଥିତ ଯୁଦ୍ଧନୀତି ବିଦ୍ୟାଳୟ (ଗୁଲମାର୍ଗ) ଏବଂ କିର୍ଗିଜ ସାଧାରଣତନ୍ତ୍ର ସୈନ୍ୟ ବାହିନୀର ଯୁଗ୍ମ ପର୍ବତାରୋହଣ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟରେ ସହଯୋଗ ପାଇଁ ବୁଝାମଣା ପତ୍ର

11

ଭାରତର ରପ୍ତାନୀ-ଆମଦାନୀ ବ୍ୟାଙ୍କ ଓ କିର୍ଗିଜ ସାଧାରଣତନ୍ତ୍ରର ନିବେଶ ପ୍ରସାରଣ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟରେ ସହଯୋଗ ପାଇଁ ବୁଝାମଣା ପତ୍ର ।

12

ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ମଧ୍ୟରେ ବୁଝାମଣା ପତ୍ର

13

ଭାରତର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଓ କିର୍ଗିଜ ସାଧାରଣତନ୍ତ୍ରର ଆର୍ଥିକ ମନ୍ତ୍ରଣାଳୟ ମଧ୍ୟରେ ଆଇନଗତ ମାପ ପଦ୍ଧତିକୁ ନେଇ ବୁଝାମଣା ପତ୍ର

14

ଭାରତର ବିକଶିତ ରାଷ୍ଟ୍ରମାନଙ୍କ ପାଇଁ ଗବେଷଣା ଓ ସୂଚନା ପଦ୍ଧତି (ଆରଆଇଏସ) ଓ କିର୍ଗିଜ ସାଧାରଣତନ୍ତ୍ରର ଜାତୀୟ ରଣନୈତିକ ଶିକ୍ଷା ପ୍ରତିଷ୍ଠାନ (ଏନଆଇଏସଏ) ମଧ୍ୟରେ ବୁଝାମଣା ପତ୍ର

15

ହିମାଚଳ ପ୍ରଦେଶର ୱାଇଏସ ପରମାର ଉଦ୍ୟାନ ଓ ଜଙ୍ଗଲ ବିଶ୍ୱବିଦ୍ୟାଳୟ ଓ କିର୍ଗିଜ ଜାତୀୟ କୃଷି ବିଶ୍ୱବିଦ୍ୟାଳୟ (କେଏନଏୟୁ) ମଧ୍ୟରେ ବୁଝାମଣା ପତ୍ର

       

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI to remain free for consumers, says Payments Council of India

Media Coverage

UPI to remain free for consumers, says Payments Council of India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch