ଆଣ୍ଡାମାନ ଓ ନିକୋବର ଦ୍ୱୀପର ଉପରାଜ୍ୟପାଳ ଆଡମିରାଲ ଡି.କେ. ଯୋଶୀ (ଅବସରପ୍ରାପ୍ତ) ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି:
“ଆଣ୍ଡାମାନ ଓ ନିକୋବର ଦ୍ୱୀପର ଉପରାଜ୍ୟପାଳ ଆଡମିରାଲ ଡି.କେ. ଯୋଶୀ (ଅବସରପ୍ରାପ୍ତ) ପ୍ରଧାନମନ୍ତ୍ରୀଙ୍କୁ @narendramodi ଭେଟିଛନ୍ତି ।”
Lieutenant Governor of Andaman & Nicobar Islands, Admiral D K Joshi, (Retd.) met Prime Minister @narendramodi. pic.twitter.com/Zph0era9Qq
— PMO India (@PMOIndia) October 1, 2025


