ଆମେ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନେତାମାନେ ପ୍ରଥମ ଥର ପାଇଁ “କ୍ଵାଡ଼”ରେ ବ୍ୟକ୍ତିଗତ ଭାବେ ସମ୍ମିଳିତ ହୋଇଛୁ। ଏହି ଐତିହାସିକ ଅବସରରେ, ଏକ ସ୍ୱାଧୀନ ଓ ମୁକ୍ତ ତଥା ସମାବେଶୀ ଓ ଦୀର୍ଘସ୍ଥାୟୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷା ପ୍ରତି ଆମେ ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ। ଏହି କ୍ଷେତ୍ର ଆମ ଆପୋସ ସୁରକ୍ଷା ଏବଂ ସମୃଦ୍ଧିର ଆଧାର। ଏହାର ସୁରକ୍ଷା ପାଇଁ ଆମ ସହଭାଗିତା ପ୍ରତି ଆମେ ପୁନଃପ୍ରତିବଦ୍ଧତା ବ୍ୟକ୍ତ କରୁଛୁ। ଆମର ବିଗତ ବୈଠକକୁ ମାତ୍ର ଛଅ ମାସ ବିତିଛି। ମାର୍ଚ୍ଚ ପରଠାରୁ, କୋଭିଡ-୧୯ ମହାମାରୀ ବିଶ୍ୱବ୍ୟାପୀ ଯନ୍ତ୍ରଣା ବୃଦ୍ଧି କରିଛି; ଜଳବାୟୁ ପରିବର୍ତ୍ତନ ସଙ୍କଟ ଘନେଇଛି; ଏବଂ କ୍ଷେତ୍ରୀୟ ସୁରକ୍ଷା ପରିସ୍ଥିତି ଆହୁରି ଜଟିଳ ହୋଇଛି। ଆମର ପ୍ରତ୍ୟେକ ରାଷ୍ଟ୍ର ଏବଂ ମିଳିତ ଭାବେ ସବୁ ରାଷ୍ଟ୍ର ପାଇଁ ଏହା ଏକ ପରୀକ୍ଷାର ସମୟ। ତେବେ ଆମର ପାରସ୍ପରିକ ସହଯୋଗ ସୁଦୃଢ଼ ରହିଛି।

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଆମେ ହାସଲ କରିବାକୁ ଚାହୁଁଥିବା ଲକ୍ଷ୍ୟ ପାଇଁ ଆମ ସଂକଳ୍ପ ଦିଗରେ ଆମର ଏବଂ ବିଶ୍ୱର ଧ୍ୟାନ କେନ୍ଦ୍ରିତ କରିବା ଲାଗି କ୍ଵାଡ୍ ଶିଖର ସମ୍ମିଳନୀ ଏକ ସୁଯୋଗ ଆଣିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଅନ୍ୟ କ୍ଷେତ୍ରରେ ସୁରକ୍ଷା ଓ ସମୃଦ୍ଧିକୁ ସୁଦୃଢ଼ କରିବା ଲାଗି ଅନ୍ତର୍ଜାତୀୟ ଆଇନ ଦ୍ୱାରା ପରିଚାଳିତ ତଥା କୌଣସି ପ୍ରକାରର ଚାପରୁ ମୁକ୍ତ ଏକ ସ୍ୱାଧୀନ, ମୁକ୍ତ ଏବଂ ନିୟମ ଆଧାରିତ ବ୍ୟବସ୍ଥାର ପ୍ରୋତ୍ସାହନ ଲାଗି ଆମେ ମିଳିତ ଭାବେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ। ଆଇନ ସମର୍ଥିତ ନିୟମ, ନୌପରିବହନ ଏବଂ ବିମାନଉଡ଼ାଣ କ୍ଷେତ୍ରରେ ସ୍ୱାଧୀନତା, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ଗଣତାନ୍ତ୍ରିକ ମୂଲ୍ୟବୋଧ, ରାଷ୍ଟ୍ରଗୁଡ଼ିକର କ୍ଷେତ୍ରୀୟ ଅଖଣ୍ଡତାକୁ ଆମେ ଦୃଢ଼ ଭାବେ ସମର୍ଥନ କରୁଛୁ। ଆମେ ପରସ୍ପର ସହ ମିଳିତ ଭାବେ ଏବଂ ଅନ୍ୟ ଭାଗିଦାରମାନଙ୍କ ସହିତ କାମ କରିବା ଲାଗି ପ୍ରତିବଦ୍ଧ। ଆସିଆନ ରାଷ୍ଟ୍ରସମୂହର ଏକତା, କେନ୍ଦ୍ରୀୟତା ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପ୍ରତି ଆସିଆନର ଦୃଷ୍ଟିକୋଣ ପାଇଁ ଆମେ ଆମର ଦୃଢ଼ ସମର୍ଥନକୁ ପୁଣିଥରେ ଦୋହରାଉଛୁ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର କେନ୍ଦ୍ରସ୍ଥଳୀରେ ଥିବା ଆସିଆନ ଏବଂ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ବାସ୍ତବ ଏବଂ ସମାବେଶୀ ମାର୍ଗରେ କାର୍ଯ୍ୟ କରିବା ଲାଗି ଆମେ ଆମର ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛୁ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗ ପାଇଁ ସେପ୍ଟେମ୍ବର ୨୦୨୧ ଇୟୁ ରଣନୀତିକୁ ମଧ୍ୟ ଆମେ ସ୍ୱାଗତ କରୁଛୁ।

ଆମର ପ୍ରଥମ ବୈଠକ ପରଠାରୁ, କୋଭିଡ-୧୯ ମହାମାରୀ, ଜଳବାୟୁ ପରିବର୍ତ୍ତନ ସଙ୍କଟ ଏବଂ ଗୁରୁତ୍ୱପୂର୍ଣ୍ଣ ଓ ଉଦୀୟମାନ ପ୍ରଯୁକ୍ତି ଭଳି ବିଶ୍ୱର ସବୁଠୁ ବଡ଼ ସମସ୍ୟା ଗୁଡ଼ିକୁ ସମାଧାନ କରିବା କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛୁ।

କୋଭିଡ-୧୯ ମୁକାବିଲା ଏବଂ ସହାୟତା ନିମନ୍ତେ ଆମର ନୂତନ ଭାଗିଦାରୀ କ୍ଵାଡ ପାଇଁ ଏକ ଐତିହାସିକ ନୂତନ କେନ୍ଦ୍ରବିନ୍ଦୁ ପାଲଟିଛି। ଆମେ କ୍ଵାଡ୍ ଟିକା ବିଶେଷଜ୍ଞ ଦଳ ଗଠନ କରିଛୁ। ଏଥିରେ ଆମ ସରକାରମାନଙ୍କର ଶୀର୍ଷ ବିଶେଷଜ୍ଞମାନେ ସାମିଲ ରହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କୋଭିଡ-୧୯ ମୁକାବିଲାକୁ ସମର୍ଥନ କରିବା ଲାଗି ଉନ୍ନତ ଯୋଜନା ପ୍ରସ୍ତୁତ କରିବା ଏବଂ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାର ଦାୟିତ୍ୱ ଏହି ଦଳକୁ ଦିଆଯାଇଛି। ଏହା କରିବା ସହିତ, ଆମେ ମହାମାରୀର ସ୍ଥିତି ଆକଳନର ତଥ୍ୟ ପରସ୍ପରକୁ ପ୍ରଦାନ କରିଛୁ। ଏହାର ମୁକାବିଲା ପାଇଁ ଆମର ପ୍ରୟାସରେ ସମନ୍ୱୟ ଆଣିଛୁ। କ୍ଷେତ୍ରୀୟ ସ୍ତରରେ କୋଭିଡ-୧୯ର ମୁକାବିଲା ପାଇଁ ସହଭାଗୀ କୂଟନୈତିକ ନୀତି ଲାଗୁ କରିଛୁ। କୋଭାକ୍ସ ସମେତ ବିଭିନ୍ନ ବହୁପକ୍ଷୀୟ ପ୍ରୟାସରେ ନିବିଡ଼ ସହଭାଗିତା ଜରିଆରେ ନିରାପଦ, ପ୍ରଭାବୀ, ଗୁଣବତ୍ତା-ସୁନିଶ୍ଚିତ ଟିକା ଉତ୍ପାଦନ ଏବଂ ସମାନତାପୂର୍ଣ୍ଣ ବିତରଣ ଲାଗି ଆମର ସମ୍ମିଳିତ ପ୍ରୟାସରେ ସକ୍ରିୟ ସୁଧାର ଆଣିପାରିଛୁ।

କୋଭାକ୍ସ ମାଧ୍ୟମରେ ଟିକା ଡୋଜ୍ ପାଇଁ ପାଣ୍ଠି ଯୋଗାଣ ଅତିରିକ୍ତ, ନିରାପଦ ଏବଂ ପ୍ରଭାବୀ କୋଭିଡ-୧୯ ଟିକାର ୧.୨ ବିଲିୟନ ଡୋଜ୍ ଦାନ କରିବା ଲାଗି ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଂକଳ୍ପ ନେଇଛନ୍ତି। ବର୍ତ୍ତମାନସୁଦ୍ଧା, ଏହି ପ୍ରତିଶ୍ରୁତିର ଅଂଶବିଶେଷ ସ୍ୱରୂପ ଆମେ ପାଖାପାଖି ୭୯ ମିଲିୟନ ନିରାପଦ, ପ୍ରଭାବୀ ଏବଂ ଉନ୍ନତ ମାନର ଭ୍ୟାକ୍ସିନ ଡୋଜ୍ ଯୋଗାଇ ଦେଇଛୁ। 

କ୍ଵାଡ୍ ଭ୍ୟାକ୍ସିନ ସହଭାଗିତା ମାଧ୍ୟମରେ ପାଣ୍ଠି ଯୋଗାଣ ଫଳରେ ବାୟୋଲୋଜିକାଲ ଇ ଲିମିଟେଡର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଛି। ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଅତିରିକ୍ତ ଟିକା ଉତ୍ପାଦନ ହୋଇପାରିବ। ଆମର ମାର୍ଚ୍ଚ ଘୋଷଣା ଅନୁରୂପ ତଥା ବିଶ୍ୱସ୍ତରୀୟ ଯୋଗାଣ ନିଅଣ୍ଟ ଜାରି ରହିବାକୁ ବିବେଚନା କରି, ଏହି ପରିବର୍ଦ୍ଧିତ ଉତ୍ପାଦନକୁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବିଶ୍ୱକୁ ଆମେ ସୁନିଶ୍ଚିତ ଭାବେ ରପ୍ତାନି କରିବୁ। ଏହାଛଡ଼ା ଆମେ ନିମ୍ନ ଏବଂ ମଧ୍ୟମ ଆୟ ବିଶିଷ୍ଟ ରାଷ୍ଟ୍ରଗୁଡ଼ିକ ପାଇଁ ନିରାପଦ, ପ୍ରଭାବୀ ଏବଂ ଗୁଣବତ୍ତା-ସୁନିଶ୍ଚିତ କୋଭିଡ-୧୯ ଟିକା କିଣିବା ଲାଗି କୋଭାକ୍ସ ସୁବିଧା ଭଳି ଗୁରୁତ୍ୱପୂର୍ଣ୍ଣ ବହୁପକ୍ଷୀୟ ପ୍ରୟାସ ସହିତ ସମନ୍ୱୟ ସ୍ଥାପନ କରିବୁ। ଟିକା ଉତ୍ପାଦନ ପାଇଁ ମୁକ୍ତ ଏବଂ ନିରାପଦ ଯୋଗାଣ ଶୃଙ୍ଖଳର ଗୁରୁତ୍ୱକୁ ଆମେ ବିବେଚନା କରୁଛୁ।

କ୍ଷେତ୍ରୀୟ ଏବଂ ବିଶ୍ୱସ୍ତରରେ ମହାମାରୀର କଷ୍ଟକର ସମୟ ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଆମେ ଅନେକ ଉପଲବ୍ଧି ହାସଲ କରିପାରିଛୁ। ଆମର କ୍ଵାଡ୍ ନିବେଶ ଜରିଆରେ ଉତ୍ପାଦନ ସମେତ, ବାୟୋଲୋଜିକାଲ ଇ-ଲିମିଟେଡର ଉତ୍ପାଦନକୁ କ୍ଵାଡ୍ ନେତାମାନେ ସ୍ୱାଗତ କରିଛନ୍ତି। ଏହା ଜରିଆରେ ୨୦୨୨ ଶେଷ ସୁଦ୍ଧା ଅତିକମରେ ଏକ ବିଲିୟନ ନିରାପଦ ଓ ପ୍ରଭାବୀ କୋଭିଡ-୧୯ ଟିକା ଉତ୍ପାଦନ ଲାଗି ଲକ୍ଷ୍ୟ ରଖାଯାଇଛି। ଆଜି, ଏହି ଯୋଗାଣ କ୍ଷେତ୍ରରେ ଏକ ପ୍ରାରମ୍ଭିକ ପଦକ୍ଷେପ ଘୋଷଣା କରି ଆମେ ଗର୍ବିତ, ଯାହା ମହାମାରୀର ଅନ୍ତ ପାଇଁ ତୁରନ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବିଶ୍ୱକୁ ବିଶେଷ ସହାୟକ ହେବ। ଅକ୍ଟୋବର ୨୦୨୧ ପ୍ରାରମ୍ଭରୁ, ଭାରତ ନିରାପଦ ଏବଂ ପ୍ରଭାବୀ କୋଭିଡ଼-୧୯ ଟିକା ଯୋଗାଣ ଆରମ୍ଭ କରିବା ଲାଗି ଘୋଷଣା କରିଛି। କୋଭାକ୍ସକୁ ମଧ୍ୟ ଏହି ଟିକା ଯୋଗାଇ ଦିଆଯିବ। ଭାରତର ଏହି ନିଷ୍ପତ୍ତିକୁ କ୍ଵାଡ୍ ସ୍ୱାଗତ କରୁଛି। ଜାପାନ୍ ୩.୩ ବିଲିୟନ ଡଲାର କୋଭିଡ-୧୯ ସଙ୍କଟ ମୁକାବିଲା ଜରୁରିକାଳୀନ ୠଣ ଯୋଗାଇ ଦେବା ମାଧ୍ୟମରେ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଟିକା କ୍ରୟ କରିବା ଲାଗି ସହାୟତା ଜାରି ରଖିବ। ଦକ୍ଷିଣପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଟିକା କ୍ରୟ କରିବା ନିମନ୍ତେ ଅଷ୍ଟ୍ରେଲିଆ ୨୧୨ ନିୟୁତ ଡଲାର ଅନୁଦାନ ସହାୟତା ଯୋଗାଇ ଦେବ। ଏହା ବ୍ୟତୀତ, ଏସବୁ କ୍ଷେତ୍ରର ଅନ୍ତିମ ସୋପାନରେ ଥିବା ଲୋକମାନଙ୍କୁ ଟିକା ଯୋଗାଇ ଦେବା ଲାଗି କ୍ଵାଡର ପ୍ରୟାସ ସହିତ ସମନ୍ୱୟ ସ୍ଥାପନ କରି ୨୧୯ ମିଲିୟନ ଡଲାର ସହାୟତା ଯୋଗାଇ ଦେବ।

କ୍ଲିନିକାଲ ପରୀକ୍ଷଣ ଏବଂ ଜେନୋମିକ ନିରୀକ୍ଷଣ କ୍ଷେତ୍ରରେ ଆମେ ଆମର ବିଜ୍ଞାନ ଓ ପ୍ରଯୁକ୍ତି (ଏସ ଆଣ୍ଡି ଟି) ସହଯୋଗକୁ ସୁଦୃଢ଼ କରିବୁ ଯାହାଫଳରେ ଆମେ ମହାମାରୀର ବିନାଶ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସୁରକ୍ଷା ନିର୍ମାଣ କରିବା ଲାଗି ଆମର ପ୍ରୟାସକୁ ତ୍ୱରାନ୍ୱିତ କରିପାରିବୁ। ସାରା ବିଶ୍ୱକୁ ଟିକା ଯୋଗାଣ, ବର୍ତ୍ତମାନ ଜୀବନ ରକ୍ଷା ଏବଂ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ସହାୟତା ପାଇଁ ସହଭାଗୀ ବିଶ୍ୱ ଲକ୍ଷ୍ୟ ଅନୁରୂପ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବା ଲାଗି ଆମେ ପ୍ରତିବଦ୍ଧ। ଏଥିପାଇଁ ଆମେ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ପାଣ୍ଠି ଯୋଗାଣ ଏବଂ ରାଜନୈତିକ ନେତୃତ୍ୱକୁ ସୁଦୃଢ଼ କରିବୁ। 2022ରେ ଆମ ରାଷ୍ଟ୍ରଗୁଡ଼ିକ ଏକ ମିଳିତ ମହାମାରୀ ପ୍ରସ୍ତୁତି ଟେବୁଲଟପ କିମ୍ବା ଅଭ୍ୟାସ ଆୟୋଜନ କରିବେ।

ଜରୁରିକାଳୀନ ଭିତ୍ତିରେ ଜଳବାୟୁ ସଂକଟର ସମାଧାନ କରିବା ଉଚିତ୍, ଏହାର ମୁକାବିଲା ପାଇଁ ଆମେ ହାତ ମିଳାଇଛୁ। ପ୍ୟାରିସ୍ ସହମତି ଅନୁଯାୟୀ, ତାପମାତ୍ରା ସୀମାକୁ ବଜାୟ ରଖିବା ପାଇଁ କ୍ଵାଡ ଦେଶଗୁଡ଼ିକ ମିଳିତ ଭାବରେ କାର୍ଯ୍ୟ କରିବେ ଏବଂ ଏହାକୁ ପ୍ରାକ୍-ଶିଳ୍ପ ସ୍ତରରୁ ୧.୫ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖିବା ପାଇଁ ଉଦ୍ୟମ କରିବେ। ଏଥିପାଇଁ, ସିଓପି ୨୬ ଦ୍ୱାରା ମହତ୍ୱାକାଂକ୍ଷୀ ଏନଡିସିରେ ସଂଶୋଧନ ଆଣିବା କିମ୍ବା ଏହାକୁ ପ୍ରସାରିତ କରିବା ଲାଗି କ୍ଵାଡ ଦେଶଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଏପରି କରିଥିବା ଦେଶଗୁଡ଼ିକୁ ସ୍ୱାଗତ କରିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରମୁଖ ଅଂଶୀଦାରମାନଙ୍କ ନିକଟରେ ପହଞ୍ଚିବା ସମେତ ବିଶ୍ୱ ମହତ୍ୱାକାଂକ୍ଷା ବଢ଼ାଇବା ଲାଗି ସେମାନଙ୍କ କୂଟନୈତିକ ସ୍ତରରେ ସମନ୍ୱୟ ସ୍ଥାପନ ଲାଗି କ୍ଵାଡ୍ ଦେଶଗୁଡ଼ିକ ପଦକ୍ଷେପ ଗ୍ରହଣ କରିବେ। ତିନୋଟି ବିଷୟବସ୍ତୁ କ୍ଷେତ୍ରରେ ଆମର କାର୍ଯ୍ୟ ସଂଗଠିତ ହୋଇଛି : ଜଳବାୟୁ ପରିବର୍ତ୍ତନ, ସ୍ୱଚ୍ଛ-ଇନ୍ଧନ ଉଦ୍ଭାବନ ଓ ନିୟୋଜନ ଏବଂ ଜଳବାୟୁ ଅନୁକୂଳନ, ସ୍ଥାୟିତ୍ୱ ଓ ପ୍ରସ୍ତୁତି। ୨୦୨୦ରେ ପରିବର୍ଦ୍ଧିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତି ଆଗ୍ରହ, ୨୦୫୦ ସୁଦ୍ଧା ବିଶ୍ୱସ୍ତରରେ ନିଟ-ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଯୋଗଦାନ ଏବଂ ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଆମେ ଜାତୀୟସ୍ତର ପାଇଁ ଉପଯୁକ୍ତ କ୍ଷେତ୍ରୀୟ ଡିକାର୍ବୋନାଇଜେସନ ପଦକ୍ଷେପ ଗ୍ରହଣ କରୁଛୁ। ଏଥିରେ ଜାହାଜ ଚଳାଚଳ ଏବଂ ବନ୍ଦର ପରିଚାଳନାକୁ ଡିକାର୍ବୋନାଇଜ୍ କରିବାର ଲକ୍ଷ୍ୟ ଏବଂ ସ୍ୱଚ୍ଛ-ହାଇଡ୍ରୋଜେନ ପ୍ରଯୁକ୍ତିର ନିୟୋଜନ ଆଦି ସାମିଲ ରହିଛି। ଆମେ ଉତ୍ତରଦାୟୀ ଏବଂ ଦୀର୍ଘସ୍ଥାୟୀ ସ୍ୱଚ୍ଛ-ଇନ୍ଧନ ଯୋଗାଣ ଶୃଙ୍ଖଳ ପ୍ରତିଷ୍ଠା କରିବା କ୍ଷେତ୍ରରେ ସହଯୋଗ କରିବୁ। ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ଏବଂ ଜଳବାୟୁ ସୂଚନା ବ୍ୟବସ୍ଥା ପାଇଁ ମିଳିତ ମେଣ୍ଟକୁ ସୁଦୃଢ଼ କରିବୁ। ସିଓପି ୨୬ ଏବଂ ଜି ୨୦ର ସଫଳ ପରିଣାମ ପାଇଁ କ୍ଵାଡ ଦେଶଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବେ। ଏହା ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ ଜଳବାୟୁ ମହତ୍ୱାକାଂକ୍ଷା ଏବଂ ନବୋନ୍ମେଷର ସ୍ତରକୁ ସୁଦୃଢ଼ କରିବ। ଆମେ ଜରୁରି ଏବଂ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ସ୍ଥାପନ କରିଛୁ। ଏହି ପ୍ରଯୁକ୍ତି ଯେପରି ଆମର ସହଭାଗୀ ମୂଲ୍ୟବୋଧ ଏବଂ ସାର୍ବଜନୀନ ମାନବାଧିକାର ପାଇଁ ସମ୍ମାନ ଆଧାରରେ ପ୍ରସ୍ତୁତି, ବିକଶିତ, ପରିଚାଳିତ ଏବଂ ବ୍ୟବହୃତ ହେବ ତାହା ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ। ଉଦ୍ୟୋଗ ସହିତ ସହଭାଗିତା ସ୍ଥାପନ କରି, ଆମେ ନିରାପଦ, ମୁକ୍ତ ଏବଂ ପାରଦର୍ଶୀ ଫାଇଭ୍ ଜି ଏବଂ ଫାଇଭ୍ ଜି ନେଟୱର୍କ ଠାରୁ ଅତ୍ୟାଧୁନିକ ପ୍ରଯୁକ୍ତି ନିୟୋଜନ ଦିଗରେ ଆମେ ଅଗ୍ରସର ହେଉଛୁ। ନବୋନ୍ମେଷ ବୃଦ୍ଧି କରିବା ଏବଂ ଓପନ-ଆରଏଏନ ଭଳି ଭରସାଯୋଗ୍ୟ ଭେଣ୍ଡର ଓ ଆଭିମୁଖ୍ୟ ର ପ୍ରୋତ୍ସାହନ ଲାଗି ଆମେ ବିଭିନ୍ନ ସ୍ତରର ସହଯୋଗୀଙ୍କ ସହିତ କାମ କରୁଛୁ। ଫାଇଭ ଜି ବିବିଧକରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସରକାରମାନଙ୍କ ଭୂମିକାକୁ ସ୍ୱୀକାର କରି, ସରକାରୀ-ଘରୋଇ ସହଯୋଗକୁ ସୁବିଧା ଯୋଗାଇବା ପାଇଁ ମିଳିତ ଭାବେ ଆମେ କାର୍ଯ୍ୟ କରିବୁ ଏବଂ ୨୦୨୨ରେ ମୁକ୍ତ, ମାନକ ଆଧାରିତ ପ୍ରଯୁକ୍ତିର ବ୍ୟାପକତା ଏବଂ ସାଇବର ସୁରକ୍ଷାକୁ ପ୍ରଦର୍ଶିତ କରିବୁ। ବୈଷୟିକ ମାନକ ବିକାଶ କ୍ଷେତ୍ରରେ, ଆମେ ଏକ ମୁକ୍ତ, ସମାବେଶୀ, ଘରୋଇ କ୍ଷେତ୍ର ପରିଚାଳିତ, ବହୁ-ଅଂଶୀଦାର ବିଶିଷ୍ଟ ଏବଂ ସହମତି ଆଧାରିତ ଆଭିମୁଖ୍ୟର ପ୍ରୋତ୍ସାହନ ଲାଗି କ୍ଷେତ୍ର-ନିର୍ଦ୍ଧାରିତ ଯୋଗାଯୋଗ ଗୋଷ୍ଠୀ ମାନ ପ୍ରତିଷ୍ଠା କରିବୁ। ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଭଳି ବହୁପକ୍ଷୀୟ ମାନକ ସଂଗଠନରେ ଆମେ ସମନ୍ୱୟ ଏବଂ ସହଯୋଗ ଜାରି ରଖିବୁ। ଆମେ ସେମିକଣ୍ଡକ୍ଟର ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ଏବଂ ଉପକରଣର ଯୋଗାଣ ଶୃଙ୍ଖଳକୁ ନିରୀକ୍ଷଣ କରୁଛୁ। ପାରଦର୍ଶୀ ଏବଂ ବଜାର-ଅନୁକୂଳ ପଦକ୍ଷେପ ଏବଂ ନୀତି ପ୍ରତି ସରକାରୀ ସମର୍ଥନର ଗୁରୁତ୍ୱକୁ ବିବେଚନା କରି ଆମେ ଦୀର୍ଘସ୍ଥାୟୀ, ବିବିଧ ଏବଂ ନିରାପଦ ଯୋଗାଣ ଶୃଙ୍ଖଳ ପ୍ରତି ଆମର ସକାରାତ୍ମକ ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛୁ। ବାୟୋଟେକ୍ନୋଲୋଜି ଠାରୁ ଆରମ୍ଭ କରି ଭବିଷ୍ୟତର ଜରୁରୀ ଏବଂ ଉଦୀୟମାନ ପ୍ରଯୁକ୍ତି ଧାରାକୁ ଆମେ ଅନୁଧ୍ୟାନ କରୁଛୁ ଏବଂ ସହଯୋଗ ପାଇଁ ଏ ସଂକ୍ରାନ୍ତ ସୁଯୋଗ ଚିହ୍ନଟ କରୁଛୁ। ଆଜି ଆମେ ପ୍ରଯୁକ୍ତି ଡିଜାଇନ, ବିକାଶ, ପରିଚାଳନା ଏବଂ ବ୍ୟବହାର ଉପରେ କ୍ଵାଡ୍ ନୀତିର ଉନ୍ମୋଚନ କରୁଛୁ। ଏହା କେବଳ ଗୋଟିଏ କ୍ଷେତ୍ର ନୁହେଁ ବରଂ ସାରା ବିଶ୍ୱକୁ ଉତ୍ତରଦାୟୀ, ମୁକ୍ତ, ଉଚ୍ଚ-ମାନର ନବୋନ୍ମେଷ ଦିଗରେ ମାର୍ଗଦର୍ଶନ କରିବ ବୋଲି ଆମେ ଆଶା କରୁଛୁ।

ଭବିଷ୍ୟତ ଦିଗରେ ପଦକ୍ଷେପ ସ୍ୱରୂପ, ଆମେ ଏସବୁ ଜରୁରି କ୍ଷେତ୍ରରେ କେବଳ ଆମ ସହଯୋଗକୁ ଅଧିକ ନିବିଡ଼ କରିବୁ ନାହିଁ ବରଂ ନୂଆ ନୂଆ କ୍ଷେତ୍ରରେ ମଧ୍ୟ ଏହାକୁ ବିସ୍ତାରିତ କରିବୁ। ଆମ ପ୍ରତ୍ୟେକଙ୍କର କ୍ଷେତ୍ରୀୟ ଭିତ୍ତିଭୂମି ପ୍ରୟାସକୁ ସୁଦୃଢ଼ କରି, ପୃଥକ ଏବଂ ମିଳିତ ଭାବେ, ଆମେ ଏକ ନୂଆ କ୍ଵାଡ୍ ଭିତ୍ତିଭୂମି ଭାଗିଦାରୀର ଶୁଭାରମ୍ଭ କରୁଛୁ। କ୍ଵାଡ୍ ସଂଗଠନରେ, ଆମର ପ୍ରୟାସରେ ସମନ୍ୱୟ ଆଣିବା, କ୍ଷେତ୍ରୀୟ ଭିତ୍ତିଭୂମି ଆବଶ୍ୟକତାକୁ ଅନୁଧ୍ୟାନ କରିବା ଏବଂ ଆଞ୍ଚଳିକ ଆବଶ୍ୟକତା ଓ ସୁଯୋଗ ଉପରେ ସମନ୍ୱୟ ସ୍ଥାପନ ଲାଗି ଆମେ ନିୟମିତ ଭାବେ ବୈଠକ ଆୟୋଜନ କରିବୁ। ବୈଷୟିକ ସହାୟତା ଯୋଗାଇ ଦେବା, ମୂଲ୍ୟବାନ ଉପକରଣ ସହିତ କ୍ଷେତ୍ରୀୟ ସହଯୋଗୀମାନଙ୍କୁ ସଶକ୍ତ କରିବା ଏବଂ ଦୀର୍ଘସ୍ଥାୟୀ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହନ ଲାଗି ଆମେ ପାରସ୍ପରିକ ସହଯୋଗ ଜାରି ରଖିବୁ। ଆମେ ଜି-୭ ଭିତ୍ତିଭୂମି ପ୍ରୟାସକୁ ସମର୍ଥନ କରିବୁ ଏବଂ ଇୟୁ ସମେତ ସମଭାବାପନ୍ନ ସହଯୋଗୀଙ୍କ ସହିତ ସହଯୋଗ ଜାରି ରଖିବୁ। ଜି-୨୦ ଗୁଣବତ୍ତା ଭିତ୍ତିଭୂମି ନିବେଶ ନୀତିକୁ ଆମେ ପୁନଃସୁନିଶ୍ଚିତ କରୁଛୁ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଉଚ୍ଚ-ମାନର ଭିତ୍ତିଭୂମି ଯୋଗାଇ ଦେବା ଲାଗି ଆମର ପ୍ରୟାସକୁ ଆହୁରି ତ୍ୱରାନ୍ୱିତ କରିବୁ। ବ୍ଲୁ ଡଟ୍ ନେଟୱର୍କ ସହିତ ଆମର ସମ୍ପର୍କକୁ ଆମେ ଜାରି ରଖିବା ନିମନ୍ତେ ଆମର ଆଗ୍ରହକୁ ଆମେ ପୁଣିଥରେ ସୁନିଶ୍ଚିତ କରୁଛୁ। ମୁକ୍ତ, ସ୍ୱଚ୍ଛ ଏବଂ ପାରଦର୍ଶୀ ଋଣ ପ୍ରଦାନ ବ୍ୟବସ୍ଥାକୁ ସମର୍ଥନର କରିବାର ଆବଶ୍ୟକତା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ। ଏହା ବୃହତ ଋଣପ୍ରଦାନକାରୀ ରାଷ୍ଟ୍ରଗୁଡ଼ିକ ପାଇଁ ଅନ୍ତର୍ଜାତୀୟ ନିୟମ ଏବଂ ମାନକ ଆଧାରିତ ହେବା ଉଚିତ୍। ଏଥିରେ ଋଣ ସ୍ଥାୟିତ୍ୱ ଏବଂ ଉତ୍ତରଦାୟିତ୍ୱ ସାମିଲ ରହିବା ଆବଶ୍ୟକ। ଏ ସମସ୍ତ ନିୟମବଳୀ ଏବଂ ମାନକଗୁଡ଼ିକୁ ପାଳନ କରିବା ଲାଗି ଆମେ ସମସ୍ତ ଋଣଦାତାମାନଙ୍କୁ ଆହ୍ୱାନ କରୁଛୁ।

ଆଜି, ସାଇବର କ୍ଷେତ୍ରରେ ଆମେ ନୂତନ ସହଯୋଗ ଆରମ୍ଭ କରିଛୁ ଏବଂ ସାଇବର ବିପଦ ମୁକାବିଲା, ଦୀର୍ଘସ୍ଥାୟିତ୍ୱକୁ ପ୍ରୋତ୍ସାହନ ଏବଂ ଆମର ଜରୁରି ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମେ ସଂକଳ୍ପ ନେଉଛୁ। ମହାକାଶ କ୍ଷେତ୍ରରେ ଆମେ ନୂତନ ସହଯୋଗ ଅବସର ଚିହ୍ନଟ କରିବୁ ଏବଂ ଜଳବାୟୁ ପରିବର୍ତ୍ତନର ନିରୀକ୍ଷଣ, ବିପର୍ଯ୍ୟୟ ପ୍ରଶମନ ଓ ପ୍ରସ୍ତୁତି, ମହାସାଗର ଓ ସାମୁଦ୍ରିକ ସମ୍ବଳର ନିରନ୍ତର ଉପଯୋଗ ଏବଂ ସହଭାଗୀ କ୍ଷେତ୍ରରେ ଆହ୍ୱାନର ମୁକାବିଲା ଭଳି ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ପରସ୍ପର ସହ ଉପଗ୍ରହ ତଥ୍ୟ ଆଦାନପ୍ରଦାନ କରିବୁ। ବାହ୍ୟ ମହାକାଶର ଦୀର୍ଘସ୍ଥାୟୀ ଉପଯୋଗ ସୁନିଶ୍ଚିତ କରିବା ପାଇଁ ଆମେ ନିୟମାବଳୀ, ସର୍ତ୍ତାବଳୀ, ମାର୍ଗଦର୍ଶିକା ଏବଂ ନୀତି ଉପରେ ବିଚାରବିମର୍ଶ କରିବୁ।

ଆମେ କ୍ଵାଡ୍ ଫେଲୋଶିପର ଉଦଘାଟନ କରିଛୁ। ଏଥିସହିତ ଶିକ୍ଷା ଏବଂ ନାଗରିକ ସହଯୋଗ କ୍ଷେତ୍ରରେ ନୂତନ ଅଧ୍ୟାୟ ଆରମ୍ଭ କରି ଆମେ ଗର୍ବିତ। ଶ୍ମିଟ୍ ଫ୍ୟୁଚର୍ସ ଦ୍ୱାରା ପରିଚାଳିତ ଏକ ପରୋପକାରୀ ପ୍ରୟାସ ଏବଂ ଆକ୍ସେଞ୍ଚର, ବ୍ଲାକଷ୍ଟୋନ, ବୋଇଂ, ଗୁଗଲ, ମାଷ୍ଟରକାର୍ଡ ଏବଂ ୱେଷ୍ଟର୍ଣ୍ଣ ଡିଜିଟାଲର ଉଦାର ସମର୍ଥନ ସହିତ ଏହି ପାଇଲଟ ଫେଲୋଶିପ କାର୍ଯ୍ୟକ୍ରମ ଆମ ଚାରି ଦେଶରେ ଅଗ୍ରଣୀ, ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ ସ୍ନାତକ ଛାତ୍ରଛାତ୍ରୀଙ୍କୁ ୧୦୦ଟି ସ୍ନାତକ ଫେଲୋଶିପ ପ୍ରଦାନ କରିବ। କ୍ଵାଡ୍ ଫେଲୋଶିପ ଜରିଆରେ, ଆମ ସହଭାଗୀ ଭବିଷ୍ୟତ ଗଠନ ପାଇଁ ନବୋନ୍ମେଷ ନିମନ୍ତେ ଆମ ଏସଟିଇଏମ ପ୍ରତିଭାର ପରବର୍ତ୍ତୀ ପିଢ଼ି କ୍ଵାଡ ଏବଂ ଅନ୍ୟ ସମଭାବାପନ୍ନ ସହଯୋଗୀଙ୍କ ନେତୃତ୍ୱ ନେବା ଲାଗି ପ୍ରସ୍ତୁତ ହୋଇପାରିବେ। 

ଦକ୍ଷିଣ ଏସିଆରେ, ଆଫଗାନିସ୍ତାନ ପ୍ରତି ଆମର କୂଟନୈତିକ, ଅର୍ଥନୈତିକ ଏବଂ ମାନବିକ ଅଧିକାର ନୀତିକୁ ଆମେ ଅତି ନିକଟରୁ ସମନ୍ୱିତ କରିବୁ ଏବଂ ୟୁଏନଏସସିଆର ୨୫୯୩ ଅନୁଯାୟୀ, ଆଗାମୀ ମାସ ଗୁଡ଼ିକରେ ଆତଙ୍କବାଦ ନିରୋଧୀ ତଥା ମାନବିକ ସହଯୋଗକୁ ଆହୁରି ଗଭୀର କରିବୁ। ଆମେ ଏହା ପୁଣି ଥରେ ଦୋହରାଉଛୁ ଯେ, ଆଫଗାନିସ୍ତାନର ଭୂଖଣ୍ଡ କୌଣସି ରାଷ୍ଟ୍ରକୁ ଭୟଭୀତ କିମ୍ବା ଆକ୍ରମଣ କରିବା ଅଥବା ଆତଙ୍କବାଦୀଙ୍କୁ ଆଶ୍ରୟ କିମ୍ବା ପ୍ରଶିକ୍ଷଣ ଦେବା, ଅଥବା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ କିମ୍ବା ଯୋଜନା ପ୍ରସ୍ତୁତ କରିବା ଲାଗି ବ୍ୟବହାର ହେବା ଅନୁଚିତ୍। ଏହାସହିତ ଆମେ ଆଫଗାନିସ୍ତାନରେ ଆତଙ୍କବାଦର ମୁକାବିଲା କରିବାର ଗୁରୁତ୍ୱକୁ ଦୋହରାଉଛୁ। ଆମେ ଆତଙ୍କବାଦୀଙ୍କ ପ୍ରତିନିଧିତ୍ୱ ବ୍ୟବହାରକୁ ନିନ୍ଦା କରୁଛୁ ଏବଂ ଆତଙ୍କବାଦୀ ଗୋଷ୍ଠୀକୁ ସୀମାପାର ଆକ୍ରମଣ ସମେତ ଆତଙ୍କବାଦୀ ଆକ୍ରମଣର ଆରମ୍ଭ କିମ୍ବା ଯୋଜନା କରିବାରେ ବ୍ୟବହୃତ ହୋଇପାରିବା ଭଳି କୌଣସି ସାମଗ୍ରୀ ସହାୟତା, ଆର୍ଥିକ କିମ୍ବା ସାମରିକ ସହାୟତାକୁ ଅସ୍ୱୀକାର କରିବା ଉପରେ ଗୁରୁତ୍ୱାରୋପ କରୁଛୁ । ଆଫଗାନିସ୍ତାନ ନାଗରିକମାନଙ୍କ ପ୍ରତି ଆମେ ମିଳିତ ଭାବେ ଆମର ସମର୍ଥନ ବ୍ୟକ୍ତ କରୁଛୁ। ଆଫଗାନିସ୍ତାନ ଛାଡ଼ିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କୁ ନିରାପଦ ଭାବେ ଦେଶ ଛାଡ଼ିବା ନିମନ୍ତେ ସୁଯୋଗ ଦେବା ଏବଂ ମହିଳା, ଶିଶୁ ଓ ସଂଖ୍ୟାଲଘୁଙ୍କ ସମେତ ସମସ୍ତ ଆଫଗାନବାସୀ ମାନଙ୍କ ମାନବୀୟ ଅଧିକାରକୁ ସମ୍ମାନ ଦେବା ଲାଗି ତାଲିବାନକୁ ଆହ୍ୱାନ କରୁଛୁ।

ଆମେ ଏହା ମଧ୍ୟ ବିବେଚନା କରୁ ଯେ, ଆମର ସହଭାଗୀ ଭବିଷ୍ୟତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଲିଖିତ ହେବ । ଆମେ କ୍ଵାଡକୁ କ୍ଷେତ୍ରୀୟ ଶାନ୍ତି, ସ୍ଥିରତା, ନିରାପତ୍ତା ଏବଂ ସମୃଦ୍ଧିର ଏକ ଶକ୍ତିରେ ପରିଣତ କରିବା ଲାଗି ନିଶ୍ଚିତ ଭାବେ ଦ୍ୱିଗୁଣିତ ପ୍ରୟାସ କରିବୁ। ଏଥିପାଇଁ, ପୂର୍ବ ଏବଂ ଦକ୍ଷିଣ ଚୀନ ସାଗର ସମେତ ସାମୁଦ୍ରିକ ନିୟମାବଳୀ-ଆଧାରିତ ବ୍ୟବସ୍ଥା ପ୍ରତି ସୃଷ୍ଟି ହେଉଥିବା ଆହ୍ୱାନର ମୁକାବିଲା ଲାଗି, ‘ସମୁଦ୍ରର ନିୟମ ଉପରେ ମିଳିତ ଜାତିସଂଘର ସମ୍ମିଳନୀ (ୟୁଏନସିଏଲଓଏସ)ରେ ବିଶେଷ କରି ପ୍ରତିଫଳିତ ହୋଇଥିବା ଅନ୍ତର୍ଜାତୀୟ ଆଇନର ସୂଚାରୁ ରୂପେ ଅନୁପାଳନ ଆମେ ଜାରି ରଖିବୁ। ବିଶେଷ କରି ପ୍ରଶାନ୍ତ ମହାସାଗରରେ ରହିଥିବା କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରଗୁଡ଼ିକର ଆର୍ଥିକ ଏବଂ ପରିବେଶଗତ ସ୍ଥାୟିତ୍ୱ ବଜାୟ ରଖିବା ଲାଗି ଆମେ ଆମର ସମର୍ଥନକୁ ଦୋହରାଉଛୁ। କୋଭିଡ-୧୯ ଜନିତ ସ୍ୱାସ୍ଥ୍ୟ ଓ ଆର୍ଥିକ ପ୍ରଭାବର ମୁକାବିଲା ଏବଂ ଉଚ୍ଚମାନର, ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଆମେ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଗୁଡ଼ିକୁ ଆମର ସହାୟତା ଜାରି ରଖିବୁ। ଏଥିସହିତ ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ଓ ପ୍ରଶମନ ନିମନ୍ତେ ସହଭାଗୀ ପ୍ରୟାସ କରିବୁ । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପ ଅନୁରୂପ ଉତ୍ତର କୋରିଆର ସମ୍ପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ ପ୍ରତି ଆମେ ଆମର ପ୍ରତିବଦ୍ଧତା ପୁଣିଥରେ ଦୋହରାଉଛୁ ଏବଂ ଜାପାନୀ ଅପହୃତମାନଙ୍କ ପ୍ରସଙ୍ଗର ତୁରନ୍ତ ସମାଧାନର ଆବଶ୍ୟକତା ରହିଥିବା ଆମେ ଦାବି କରୁଛୁ। ମିଳିତ ଜାତିସଂଘ ପ୍ରତି ରହିଥିବା ଉତ୍ତରଦାୟିତ୍ୱ ପାଳନ କରିବା ଏବଂ ଉତ୍ତେଜନା ସୃଷ୍ଟି ଠାରୁ ଦୂରେଇ ରହିବା ଲାଗି ଆମେ ଉତ୍ତର କୋରିଆକୁ ନିବେଦନ କରୁଛୁ। ପ୍ରାସଙ୍ଗିକ ଆଲୋଚନା ପାଇଁ ଆମେ ଉତ୍ତର କୋରିଆକୁ ଆହ୍ୱାନ କରୁଛୁ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗଣତାନ୍ତ୍ରିକ ସ୍ଥାୟିତ୍ୱ ପ୍ରତିଷ୍ଠା କରିବା ଲାଗି ଆମେ ପ୍ରତିବଦ୍ଧ। ମ୍ୟାଁମାରରେ ହିଂସା ସମାପ୍ତ କରିବା, ବିଦେଶୀଙ୍କ ସମେତ ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବା, ଫଳପ୍ରଦ ଆଲୋଚନା ଆରମ୍ଭ କରିବା ଏବଂ ଯଥାଶୀଘ୍ର ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିବା ଲାଗି ଆମେ ବାରମ୍ବାର ଆହ୍ୱାନ କରୁଛୁ। ଆସିଆନ ପଞ୍ଚସୂତ୍ରୀ ଅନୁଯାୟୀ ସହମତ ନିୟମ ଜରୁରିକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବା ଲାଗି ଆମେ ପୁଣିଥରେ ଆହ୍ୱାନ କରୁଛୁ। ମିଳିତ ଜାତିସଂଘ ସମେତ ବହୁପକ୍ଷୀୟ ମଞ୍ଚରେ ଆମର ସହଯୋଗକୁ ଆମେ ନିବିଡ଼ କରିବୁ, ଯେଉଁଠି ଆମର ସହଭାଗୀ ପ୍ରାଥମିକତା ବହୁପକ୍ଷୀୟ ବ୍ୟବସ୍ଥାର ଦୀର୍ଘସ୍ଥାୟୀତ୍ୱ ବୃଦ୍ଧି କରିବ। ବ୍ୟକ୍ତିଗତ ଏବଂ ମିଳିତ ଭାବେ, ଆମେ ଆମ ସମୟର ଆହ୍ୱାନକୁ ମୁକାବିଲା କରିବୁ, ଏହା ସୁନିଶ୍ଚିତ କରିବୁ ଯେ କ୍ଷେତ୍ର ଯେପରି ଭାବେ ସମାବେଶୀ, ମୁକ୍ତ ଏବଂ ସାର୍ବଜନୀନ ନିୟମାବଳୀ ଏବଂ ସର୍ତ୍ତାବଳୀ ଦ୍ୱାରା ପରିଚାଳିତ ହେବ। 

ଆମେ ସହଯୋଗର ଧାରା ଜାରି ରଖିବୁ; ଆମର ନେତା ଏବଂ ବିଦେଶ ମନ୍ତ୍ରୀମାନେ ବାର୍ଷିକ ଆଧାରରେ ପରସ୍ପରକୁ ଭେଟିବେ ଏବଂ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ନିୟମିତ ବୈଠକ ଜାରି ରହିବ। ଏକ ସୁଦୃଢ଼ କ୍ଷେତ୍ର ନିର୍ମାଣ ପାଇଁ ଆବଶ୍ୟକ ସହଯୋଗ ହାସଲ କରିବା ନିମନ୍ତେ ଆମର କାର୍ଯ୍ୟକାରୀ ଗୋଷ୍ଠୀଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ ଜାରି ରଖିବେ। 

ଆମ ସମସ୍ତଙ୍କ ପାଇଁ ଏକ ପରୀକ୍ଷା ସମୟରେ, ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସାକାର ରୂପ ଦେବା ଲାଗି ଆମେ ଦୃଢ଼ ସଂକଳ୍ପବଦ୍ଧ। ଏହି ସହଭାଗିତା ପାଇଁ ଆମର ସଂକଳ୍ପ ମହତ୍ୱାକାଂକ୍ଷୀ ଏବଂ ସୁଦୂରପ୍ରସାରୀ। ନିରନ୍ତର ସହଯୋଗର ସଂକଳ୍ପ ସହିତ ଆମେ ଏହି ମୁହୂର୍ତ୍ତରେ ଏକତ୍ରିତ ହୋଇଛୁ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s address at the Hindustan Times Leadership Summit
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।