ମିଳିତ ଭାବେ ବିକଶିତ ଭାରତ ଭୁଟାନ ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ଡିଆଇଟିଟି ଭୁଟାନ ଏବଂ ଇସ୍ରୋକୁ ପ୍ରଶଂସା କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭୁଟାନର ଲୋକଙ୍କ ସହ ଆମର ବିଶେଷ ସମ୍ପର୍କର ପ୍ରମାଣ ହେଉଛି ଭାରତ ଭୁଟାନ ଉପଗ୍ରହ । ମିଳିତ ଭାବେ ବିକଶିତ ଏହି ଉପଗ୍ରହର ସଫଳ ଉତକ୍ଷେପଣରେ ଶ୍ରୀ ମୋଦୀ ଭୁଟାନର ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲିକମ୍ (ଡିଆଇଟିଟି) ବିଭାଗ ଏବଂ ଇସ୍ରୋକୁ ପ୍ରଶଂସା କରିଛନ୍ତି ।

ଭାରତ-ଭୁଟାନ ଉପଗ୍ରହର ସଫଳ ଉତ୍‍କ୍ଷେପଣ ସଂକ୍ରାନ୍ତରେ ଭୁଟାନର ମହାମହିମ ରାଜାଙ୍କର ଏକ ବାର୍ତ୍ତା ଏବଂ ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତ ଭୁଟାନ ଉପଗ୍ରହ ଭୁଟାନର ଲୋକଙ୍କ ସହ ଆମର ବିଶେଷ ସମ୍ପର୍କର ଏକ ପ୍ରମାଣ । ଏହି ମିଳିତ ବିକଶିତ ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ମୁଁ  ଭୁଟାନର ଡିଆଇଟିଟି ଏବଂ  ଇସ୍ରୋକୁ ପ୍ରଶଂସା କରୁଛି ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Economic Journey: From Licence Raj To Pragmatic Governance

Media Coverage

India's Economic Journey: From Licence Raj To Pragmatic Governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 27, 2026
August 27, 2026

Make in India Goes Global: Engineering Boom, Rice Triumph & EU FTA Breakthrough Under PM Modi