ଗୋଆର ରାଜ୍ୟପାଳ ଶ୍ରୀ ପୁସାପତି ଅଶୋକ ଗଜପତି ରାଜୁ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ଗୋଆର ରାଜ୍ୟପାଳ ଶ୍ରୀ ପୁସାପତି ଅଶୋକ ଗଜପତି ରାଜୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।”
Governor of Goa, Shri Pusapati Ashok Gajapathi Raju met Prime Minister @narendramodi. pic.twitter.com/1dlJP5R4av
— PMO India (@PMOIndia) August 4, 2025


