ଆଜି ଆମେରିକା, ଅଷ୍ଟ୍ରେଲିଆ, ଭାରତ ଓ ଜାପାନ କର୍କଟ ରୋଗ ବିଲୋପ କରିବାରେ ସାହାଯ୍ୟ କରିବା ପାଇଁ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି, ଯେମିତିକି ଆମେ ଇଣ୍ଡୋ-ପାସିଫିକ୍ (ହିନ୍ଦ-ପ୍ରଶାନ୍ତ କ୍ଷେତ୍ର)ରେ ଜାଣିଛୁ, ଆରମ୍ଭ ଗର୍ଭାଶୟ କର୍କଟରୁ ହୋଇଛି, ଏହା ଏକ ପ୍ରମୁଖ ପ୍ରତିରୋଧକାରୀ ରୋଗ ଯାହା ଏହି କ୍ଷେତ୍ରରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସଂକଟ ଭାବେ ବଳବତ୍ତର ରହିଛି ଏବଂ ଅନ୍ୟାନ୍ୟ ପ୍ରକାରର କର୍କଟ ରୋଗର ସମାଧାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା। ଏହି ପଦକ୍ଷେପ କ୍ୱାଡ ଲିଡର୍ ସମ୍ମିଳନୀରେ କରାଯାଇଥିବା ବ୍ୟାପକ ଘୋଷଣାର ଏକ ଅଂଶ।
କ୍ୱାଡ କର୍କଟ ମୁନ୍‌ଶଟ୍ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି, ଅନୁସନ୍ଧାନ ସହଯୋଗକୁ ବିସ୍ତାର କରି, ଡାଟା ସିଷ୍ଟମ୍ ଗଠନ ଏବଂ କର୍କଟ ରୋଗ ନିରରାକରଣ, ଚିହ୍ନଟ, ଚିକିତ୍ସା ଏବଂ ଯତ୍ନ ପାଇଁ ଅଧିକ ସହାୟତା ପ୍ରଦାନ କରି ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ସାମଗ୍ରିକ କର୍କଟ ଯତ୍ନ ଇକୋସିଷ୍ଟମ୍‌କୁ ମଜବୁତ କରିବା ଦିଗରେ କାମ କରିବ।
ଗର୍ଭାଶୟ କର୍କଟ, ଟୀକାକରଣ ଦ୍ୱାରା ପ୍ରତିରୋଧଯୋଗ୍ୟ ଏବଂ ସାଧାରଣତଃ ଶୀଘ୍ର ଚିହ୍ନଟ ହେଲେ ଚିକିତ୍ସାଯୋଗ୍ୟ, ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ମହିଳାମାନଙ୍କ ମଧ୍ୟରେ କର୍କଟ ରୋଗରେ ହେଉଥିବା ମୃତ୍ୟୁର ତୃତୀୟ ପ୍ରମୁଖ କାରଣ ପାଲଟିଛି। ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ପ୍ରତି ୧୦ରେ ଜଣେରୁ କମ୍ ମହିଳା ସେମାନଙ୍କର ହ୍ୟୁମାନ ପାପିଲୋମାଭାଇରସ୍ (ଏଚ୍‌ପିଭି) ଟିକାକରଣ ସିରିଜ୍ ସମାପ୍ତ କରିଛନ୍ତି ଏବଂ ୧୦ ପ୍ରତିଶତରୁ କମ୍ ନିକଟରେ ସ୍କ୍ରିନିଂ କରିଛନ୍ତି। ଏହି ଅଞ୍ଚଳର ଅନେକ ଦେଶ ସ୍ୱାସ୍ଥ୍ୟସେବା, ସୀମିତ ସମ୍ବଳ ଏବଂ ଟୀକାକରଣ ହାରରେ ପାର୍ଥକ୍ୟ ସହ ଜଡିତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ପଦକ୍ଷେପ ଜରିଆରେ କ୍ୱାଡ ଦେଶଗୁଡିକ ଏଚ୍‌ପିଭି ଟିକାକରଣ ବୃଦ୍ଧି କରିବା ପାଇଁ, ସ୍କ୍ରିନିଂ ଉପଲବ୍ଧତା ବୃଦ୍ଧି କରିବା ଏବଂ ଅଣସଂରକ୍ଷିତ କ୍ଷେତ୍ରଗୁଡିକରେ ଚିକିତ୍ସା ତଥା ଯତ୍ନର ସୁଯୋଗ ଯୋଗାଇଦେବା ଦିଗରେ କାର୍ଯ୍ୟ କରିବେ।
ମୋଟାମୋଟି ଭାବେ, ଆମର ବୈଜ୍ଞାନିକ ବିଶେଷଜ୍ଞମାନେ ଆକଳନ କରନ୍ତି ଯେ, କ୍ୱାଡ କର୍କଟ ମୁନ୍‌ଶଟ୍ ଆଗାମୀ ଦଶନ୍ଧିରେ ହଜାର ହଜାର ଜୀବନ ରକ୍ଷା କରିବ। ଯେମିତିକି ଆମେ ଜାଣିଛୁ, ଏହି ପଦକ୍ଷେପଗୁଡିକ କର୍କଟ ରୋଗ ବିଲୋପ କରିବା ପାଇଁ ବାଇଡେନ୍‌-ହାରିସ୍ ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ଉପରେ ଆଧାରିତ। ଦୁଇ ବର୍ଷରୁ ଅଧିକ ସମୟ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ପ୍ରଥମ ମହିଳା ଜିଲ୍ ବାଇଡେନ୍ ଆମେରିକାରେ କର୍କଟ ମୃତ୍ୟୁ ହାରକୁ ଅତି କମ୍‌ରେ ଅଧା ହ୍ରାସ କରିବା – ୨୦୪୭ ସୁଦ୍ଧା ୪ ନିୟୁତରୁ ଅଧିକ କର୍କଟ ଯୋଗୁଁ ହେଉଥିବା ମୃତ୍ୟୁକୁ ରୋକିବା ଏବଂ ଏହି ରୋଗ ଦ୍ୱାରା ପ୍ରଭାବିତ ହେଉଥିବା ଲୋକମାନଙ୍କର ଅନୁଭବରେ ସୁଧାର ଆଣିବାର ଲକ୍ଷ୍ୟ ନେଇ କର୍କଟ ମୁନ୍‌ଶଟ୍ ପୁଣି ଥରେ ଆରମ୍ଭ କରିଥିଲେ।
କର୍କଟ ହେଉଛି ଏକ ବିଶ୍ୱସ୍ତରୀୟ ଆହ୍ୱାନ ଯାହା ପାଇଁ କୌଣସି ଏକ ରାଷ୍ଟ୍ରର ପ୍ରୟାସ ଅପେକ୍ଷା ସାମୂହିକ କାର୍ଯ୍ୟ ଏବଂ ସହଯୋଗର ଆବଶ୍ୟକ କରେ। ମିଳିତ ଭାବେ କାର୍ଯ୍ୟ କରିବା ସହ କ୍ୱାଡ କର୍କଟ ରୋଗୀ ଏବଂ ସେମାନଙ୍କ ପରିବାର ଉପରେ ଏହି ରୋଗର ପ୍ରଭାବକୁ ରୋକିବା, ଚିହ୍ନଟ କରିବା, ଚିକିତ୍ସା କରିବା ତଥା ହ୍ରାସ କରିବା ପାଇଁ ଅଭିନବ ରଣନୀତି କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି। କ୍ୱାଡ ଅଂଶୀଦାରମାନେ ମଧ୍ୟ ସମ୍ପୃକ୍ତ ଜାତୀୟ ପରିପ୍ରେକ୍ଷୀରେ କର୍କଟ ରୋଗ କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶ ତ୍ୱରାନ୍ୱିତ କରିବାରେ ସହଯୋଗ କରିବାକୁ ତଥା ଏହି ଅଞ୍ଚଳରେ ଗର୍ଭାଶୟ କର୍କଟ ରୋଗର ଭାର ହ୍ରାସ କରିବା ସମର୍ଥନରେ ଘରୋଇ ତଥା ବେସରକାରୀ କ୍ଷେତ୍ରର କାର୍ଯ୍ୟକଳାପ ବୃଦ୍ଧି କରିବା ପାଇଁ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି।
କ୍ୱାଡ ଦେଶ
କ୍ୱାଡ ଦେଶଗୁଡିକ ଇଣ୍ଡୋ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଏଚ୍‌ପିଭି ଟିକା ସହିତ ଗାଭି ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ଜାରି ରଖିବାକୁ ଲକ୍ଷ୍ୟ ରଖିଛନ୍ତି, ଏଥିସହ ଆମେରିକା ୫ ବର୍ଷ ମଧ୍ୟରେ ଅତିକମ୍‌ରେ ୧.୫୮ ବିଲିୟନ୍ ଡଲାରର ପ୍ରାରମ୍ଭିକ ପ୍ରତିଶୃତି ଦେଇଛି।
ଏହାଛଡା, କ୍ୱାଡ ଦେଶଗୁଡିକ ଗର୍ଭାଶୟ କର୍କଟ ଯାଞ୍ଚର ମୂଲ୍ୟ ହ୍ରାସ କରିବାକୁ ଏଚ୍‌ପିଭି ଡାଇଗ୍ନୋସ୍ଟିକ୍ସର ବହୁଳ କ୍ରୟ ଉପରେ ମିଳିତ ଜାତିସଂଘର ଏଜେନ୍ସିଗୁଡିକ ସହିତ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ସହିତ ମେଡିକାଲ୍ ଇମେଜିଂ ଏବଂ ବିକିରଣ ଚିକିତ୍ସା ପଦ୍ଧତିର ଗୁଣବତ୍ତା ତଥା ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରିବେ।
ଆମେରିକା
ପ୍ରତିରକ୍ଷା ବିଭାଗ, ଆମେରିକାର ନୌସେନା ମାଧ୍ୟମରେ, ୨୦୨୫ରୁ ଆରମ୍ଭ ହେବାକୁ ଥିବା ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ସହଭାଗୀମାନଙ୍କ ସହ ଏଚ୍‌ପିଭି ଟିକା ବିଶେଷଜ୍ଞ ଆଦାନ ପ୍ରଦାନକୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଛି। ଏହି ସହଭାଗିତାରେ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଏଚ୍‌ପିଭି ଟିକାକରଣ ଭଳି ପ୍ରତିଷେଧକ ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦେଇ ଭାଗିଦାରୀ ଦେଶମାନଙ୍କର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ବ୍ୟବହାରିକ ପ୍ରଶିକ୍ଷଣ ଉପଲବ୍ଧ କରାଇବା, ଦକ୍ଷତା ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରାଯିବ। ଏହି ପଦକ୍ଷେପ କର୍କଟ ରୋଗ ଉପରେ ଆଞ୍ଚଳିକ ସହଯୋଗକୁ ବୃଦ୍ଧି କରିବା ଏବଂ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି।
ଖାଦ୍ୟ ଏବଂ ଔଷଧ ପ୍ରଶାସନର (ଏଫ୍‌ଡିଏ) ଅଙ୍କୋଲୋଜି ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ଆସନ୍ତା ୧୨ ମାସ ମଧ୍ୟରେ ଏଫ୍‌ଡିଏର ‘ପ୍ରୋଜେକ୍ଟ ଆଶା’ ଅଧିନରେ ହିତାଧିକାରୀମାନଙ୍କ ସହ ସହଯୋଗ ସ୍ଥାପନକ କରିବାକୁ ଭାରତକୁ ଏକ ବୈଷୟିକ ଗସ୍ତ କରିବାକୁ ଯୋଜନା କରିଛି। ଏଫ୍‌ଡିଏ ଇଣ୍ଡିଆ କାର୍ଯ୍ୟାଳୟ, ଅଗ୍ରଣୀ ଅଙ୍କୋଲୋଜିଷ୍ଟ, ରୋଗୀଙ୍କ ସମର୍ଥକ ଗୋଷ୍ଠୀ, କ୍ଲିନିକାଲ୍ ଟ୍ରାଏଲ୍ ପ୍ରଯୋଜକ ଏବଂ ସରକାରୀ ହିତାଧିକାରୀଙ୍କ ସହ ମିଶି କାର୍ଯ୍ୟ କରିବା ସହ ଏହି ନୂତନ ସହଭାଗିତା ଦକ୍ଷତା ବୃଦ୍ଧି ପ୍ରୟାସ ସହ ଡିଜାଇନ୍ ଉପରେ ଶିକ୍ଷା, ଆଚରଣ ଏବଂ କ୍ଲିନିକାଲ୍ ପରୀକ୍ଷଣର ପରିଚାଳନା, ଅନ୍ତର୍ଜାତୀୟ ସ୍ତରରେ ମାନ ପ୍ରୋତ୍ସାହନ, ଅନୁମୋଦନ ପ୍ରକ୍ରିୟାଗୁଡିକୁ ଶୃଙ୍ଖଳିତ କରିବାରେ ସାହାଯ୍ୟ କରିବା, ନିୟାମକ ଜ୍ଞାନକୌଶଳ ବାଣ୍ଟିବା ଏବଂ କର୍କଟ କ୍ଲିନିକାଲ୍ ଟ୍ରାଏଲ୍ ଆକ୍ସେସ୍ ବୃଦ୍ଧି କରିବା ଉପରେ ଧ୍ୟାନ ଦେବ।
ଆମେରିକାର ଜାତୀୟ କର୍କଟ ପ୍ରତିଷ୍ଠାନ (ଏନ୍‌ସିଆଇ) ବିଶ୍ୱ କର୍କଟ ଗବେଷଣା ଏବଂ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ବିଶ୍ୱର କର୍କଟ ଗବେଷଣା ପ୍ରଶିକ୍ଷଣର ଏକ ଅଗ୍ରଣୀ ପାଣ୍ଠି ଭାବରେ ଏହାର ସମର୍ଥନ ବିସ୍ତାର କରିବାକୁ ଚାହୁଁଛି। ଏହି ପୋର୍ଟଫୋଲିଓରେ ବର୍ତ୍ତମାନ ଦକ୍ଷିଣ ଏସିଆ, ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ପ୍ରାୟ ୪୦୦ ସକ୍ରିୟ ପ୍ରକଳ୍ପ ଅନ୍ତର୍ଭୁକ୍ତ, ଯେଉଁଥିରେ ବିଶେଷ ଭାବରେ ଗର୍ଭାଶୟ କର୍କଟ ଟୀକାକରଣ, ସ୍କ୍ରିନିଂ ଏବଂ ଚିକିତ୍ସା ଅନୁସନ୍ଧାନକାରୀ ତଥା ରଣନୀତିର ପରୀକ୍ଷଣ ଉପରେ କେନ୍ଦ୍ରୀତ ପ୍ରମୁଖ ନିବେଶ ସାମିଲ ରହିଛି, ଯାହା ବିଶ୍ୱବ୍ୟାପୀ ମହିଳା ଏବଂ ବାଳିକାମାନଙ୍କର ଆବଶ୍ୟକତା ପୂରଣ କରିପାରିବ। ଅନ୍ତର୍ଜାତୀୟ କର୍କଟ ନିୟନ୍ତ୍ରଣ ଭାଗିଦାରୀ, କର୍କଟ ଉପରେ ଅନୁସନ୍ଧାନ ପାଇଁ ଅନ୍ତର୍ଜାତୀୟ ସଂସ୍ଥା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସହଯୋଗ କେନ୍ଦ୍ର ମାଧ୍ୟମରେ ଦେଶମାନଙ୍କୁ ପ୍ରଦାନ କରାଯାଇଥିବା ବୈଜ୍ଞାନିକ ସହାୟତା ଜରିଆରେ ଏନ୍‌ସିଆଇ ବିଶ୍ୱ କର୍କଟ ନିୟନ୍ତ୍ରଣ ଉଦ୍ୟମ ପାଇଁ ଏହାର ସମର୍ଥନକୁ ଅଧିକ ତ୍ୱରାନ୍ୱିତ କରିବ। 
ଏହି ବିଶ୍ୱସ୍ତରୀୟ ଦର୍ଶକଙ୍କୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ କର୍କଟ ରୋଗରେ ଆକ୍ରାନ୍ତ ଲୋକମାନଙ୍କ ପାଇଁ ପ୍ରମାଣ-ଆଧାରିତ କର୍କଟ ସୂଚନା ଯୋଗାଇବା ପାଇଁ ଏନ୍‌ସିଆଇ ହିନ୍ଦ-ପ୍ରଶାନ୍ତ ଅଞ୍ଚଳର ରାଷ୍ଟ୍ରମାନଙ୍କ ସହିତ ଚାଲିଥିବା ସଯୋଗକୁ ଅଧିକ ବଢ଼ାଇବ। ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ରୋଗୀମାନଙ୍କୁ ଏହାର ବିଶେଷଜ୍ଞ-କ୍ୟୁରେଟେଡ୍‌, ବିସ୍ତୃତ ଏବଂ ପ୍ରାଧିକୃତ କର୍କଟ ସୂଚନା ପ୍ରଦାନ କରି କ୍ୱାଡ କର୍କଟ ମୁନ୍‌ଶଟ୍‌ର ପଦକ୍ଷେପ ସର୍ବଶିକ୍ଷା ଆବଶ୍ୟକତାକୁ ସମର୍ଥନ କରିବାକୁ ଏନ୍‌ସିଆଇର ଲକ୍ଷ୍ୟ ରହିବ। ଏଥିରେ ବୟସ୍କ ଏବଂ ଶିଶୁମାନଙ୍କ କର୍କଟ ଚିକିତ୍ସା, ସ୍କ୍ରିନିଂ, ପ୍ରତିରୋଧ, ଜେନେଟିକ୍ସ, ସହାୟକ ଏବଂ ଉପଶମ ଜନିତ ଯତ୍ନ ଏବଂ ଏକୀକୃତ, ବିକଳ୍ପ ଏବଂ ପରିପୂରକ ଉପଚାର ଯେପରିକି ଗର୍ଭାଶୟ କର୍କଟ ରୋଗର ସ୍କ୍ରିନିଂ, ପ୍ରତିରୋଧ, ନିରାକରଣ ଏବଂ ଚିକିତ୍ସା ସମ୍ବନ୍ଧୀୟ ବ୍ୟାପକ ସୂଚନା ସହିତ କର୍କଟ ବିଷୟଗୁଡିକ ଉପରେ ଏକ ବିସ୍ତୃତ ସଂଗ୍ରହ ଅନ୍ତର୍ଭୁକ୍ତ ହେବ।
ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଏଚ୍‌ପିଭି ଟିକାକରଣ କାର୍ଯ୍ୟକ୍ରମକୁ ସମର୍ଥନ କରିବ, ଟିକା ବଣ୍ଟନକୁ ଉନ୍ନତ କରିବ ଏବଂ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ କର୍କଟ ରୋଗର ନିରାକରଣ ତଥା ପ୍ରତିରୋଧ ପ୍ରଣାଳୀକୁ ମଜବୁତ କରିବ।     ଏଥିରେ ଭବିଷ୍ୟତରେ ଟିକା ବଣ୍ଟନ ବିଷୟରେ ସୂଚନା ଦେବା ପାଇଁ ଆଚରଣ ଏବଂ ସାମାଜିକ ବାହକ ଉପରେ ଧ୍ୟାନ ଦେଇ ଫିଲିପାଇନ୍ସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଏକ ଏଚ୍‌୍‌ପିଭି ଟିକାକରଣ କାର୍ଯ୍ୟକ୍ରମ ମୂଲ୍ୟାଙ୍କନ ଉପରେ କାର୍ଯ୍ୟ କରିବା ଅନ୍ତର୍ଭୁକ୍ତ ରହିବ। ଏହି ଅଞ୍ଚଳରେ ସାମଗ୍ରିକ କର୍କଟ ଯତ୍ନ ଇକୋସିଷ୍ଟମ୍‌କୁ ମଜବୁତ କରିବା ପାଇଁ କର୍କଟ ନିୟନ୍ତ୍ରଣ ଯୋଜନା ବିକାଶକୁ ସମର୍ଥନ କରି ବ୍ୟାପକ କର୍କଟ ନିୟନ୍ତ୍ରଣ ଉଦ୍ୟମରେ ମଧ୍ୟ ସିଡିସି ସହଯୋଗ କରିବ।
ଆମେରିକୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ତଥା ସ୍ୱତନ୍ତ୍ର ଭାବରେ ଜଡିତ ରାଜ୍ୟଗୁଡିକରେ ପାଇଲଟ୍ ଗର୍ଭାଶୟ କର୍କଟ ସ୍କ୍ରିିନିଂ ଅଧ୍ୟୟନ ଦ୍ୱାରା ବୈଷୟିକ ସହାୟତା ପ୍ରଦାନ ଏବଂ ସର୍ବୋତ୍ତମ ଅଭ୍ୟାସ ସମ୍ପ୍ରସାରଣ କରିବାକୁ ସିଡିସିର ଉଦ୍ଦେଶ୍ୟ ରହିଛି, ଏବଂ ଆମେରିକାର ପ୍ରଶାନ୍ତ ଦ୍ୱୀପପୁଞ୍ଜ ପ୍ରାଧିକରଣ (ପିଆଇଜେଏସ୍‌)ରେ ସିଡିସି ଅନୁଦାନ ପ୍ରାପ୍ତ ଜାତୀୟ କର୍କଟ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସମର୍ଥନ ଜାରି ରଖିବାକୁ ମଧ୍ୟ ଲକ୍ଷ୍ୟ ରଖିଛି। ଏହି ଉଦ୍ୟମଗୁଡିକରେ ଗର୍ଭାଶୟ କର୍କଟର ଶୀଘ୍ର ଚିହ୍ନଟକୁ ଅଧିକ ଉନ୍ନତ କରିବା ପାଇଁ ପ୍ରମାଣ-ଆଧାରିତ ନୀତି ବାଣ୍ଟିବା ସାମିଲ ହେବ। ଏଥିସହ, ସିଡିସି ଏକ କାର୍ଯ୍ୟକାରିତା ଗାଇଡ୍‌ର ପ୍ରସାର କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ଯାହା ସେମାନଙ୍କର ସ୍କ୍ରିନିଂ କ୍ଷମତାକୁ ଉନ୍ନତ କରିବା ଓ ଗର୍ଭାଶୟ କର୍କଟ ସ୍କ୍ରିନିଂକୁ ପ୍ରୋତ୍ସାହିତ କରିବାକୁ ପିଆଇଜେ ପ୍ରୟାସକୁ ସାହାଯ୍ୟ କରିପାରିବ ଏବଂ ପ୍ରାଥମିକ ଏଚ୍‌ପିଭି ପରୀକ୍ଷା ଏବଂ ପରବର୍ତ୍ତୀ ପରୀକ୍ଷଣ ପାଇଁ ଡାକ୍ତରୀ ତଥା ଲାବୋରେଟୋରୀ କ୍ଷମତା କିପରି ବୃଦ୍ଧି କରାଯିବ ସେ ସମ୍ବନ୍ଧରେ ନିର୍ଦ୍ଦେଶନାମା ଅନ୍ତର୍ଭୁକ୍ତ କରି ଏବଂ କର୍କଟ ନିରାକରଣ ତଥା ଯତ୍ନ ଭିତ୍ତିଭୂମି ବୃଦ୍ଧି ପାଇଁ ସ୍କ୍ରିନିଂ ଉପରେ ନଜର ରଖିବାକୁ ଡାଟା ସିଷ୍ଟମ୍‌ର ଉନ୍ନତି କରିବାକୁ ଧାର୍ଯ୍ୟ କରାଯାଇଛି।
ଆମେରିକାର ଇଣ୍ଟରନ୍ୟାଶନାଲ୍ ଡେଭଲପ୍‌ମେଣ୍ଟ୍ ଫାଇନାନ୍ସ କର୍ପୋରେସନ୍ (ଡିଏଫ୍‌ସି) ଗର୍ଭାଶୟ କର୍କଟ ସମେତ କର୍କଟ ରୋଗର ବିଲୋପ, ନିରାକରଣ ଏବଂ ଚିକିତ୍ସା ପାଇଁ ଯୋଗ୍ୟ ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ପ୍ରକଳ୍ପଗୁଡିକୁ ସମର୍ଥନ କରିବାକୁ ଚେଷ୍ଟା କରିବ। ବିଶେଷ ଭାବରେ, ଡିଏଫ୍‌ସି ସେବାରୁ ବଞ୍ôଚତ ସମୁଦାୟଗୁଡିକ ପାଇଁ ଅଭିନବ ଉପାୟ ଏବଂ ପ୍ରଯୁକ୍ତିବିଦ୍ୟା ନିୟୋଜନକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରିବ।
ୟୁଏସ୍ ଏଜେନ୍ସି ଫର୍ ଇଣ୍ଟର୍‌ନ୍ୟାଶନାଲ୍ ଡେଭଲପ୍‌ମେଣ୍ଟ (ୟୁଏସ୍‌ଏଆଇଡି) ଏଚ୍‌ପିଭି ଟିକାକରଣ ଉପଲବ୍ଧତା ସମ୍ପ୍ରସାରଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଆର୍ôଥକ ଓ ବୈଷୟିକ ସହାୟତା ଯୋଗାଇ ଦେବାକୁ ଚେଷ୍ଟା କରିବ। ୟୁଏସ୍‌ଆଇଡି ଜରିଆରେ ଆମେରିକା ସରକାର, ଗାଭି, ଭ୍ୟାକ୍ସିନ୍ ଆଲାଏନ୍ସକୁ ଅତି କମରେ ୧.୫୮ ବିନିୟନ୍ ଡଲାରର ଏକ ଅପ୍ରତ୍ୟାଶିତ ପ୍ରତିଶୃତି ଦେଇଛି, ଯାହାକି ନିମ୍ନ ଏବଂ ମଧ୍ୟବିତ୍ତ ଦେଶରେ ଏଚ୍‌ପିଭି ଟିକା ସମେତ ଟିକା ପରିସୀମାକୁ ବୃଦ୍ଧି କରିବା ପାଇଁ ବିଶ୍ୱସ୍ତରୀୟ ଉଦ୍ୟମକୁ ବଢ଼ାଇବା ସହ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ଏବଂ ଏହା ବ୍ୟତୀତ ଅନ୍ୟ କ୍ଷେତ୍ରରେ ଲକ୍ଷାଧିକ ମହିଳା ଏବଂ ବାଳିକାମାନଙ୍କୁ ଗର୍ଭାଶୟ କର୍କଟରୁ ରକ୍ଷା ପାଇବା ପାଇଁ ସାହାଯ୍ୟ କରିବ।
ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କୂଟନୀତି (ଜିଏଚ୍‌ଏସ୍‌ଡି)- ରାଷ୍ଟ୍ରପତିଙ୍କ ଜରୁରୀକାଳୀନ ଉପଶମ ଯୋଜନା (ପିଇପିଏଫ୍‌ଏଆର୍‌) ମାଧ୍ୟମରେ ଗୃହ ବିଭାଗ, ଗର୍ଭାଶୟ କର୍କଟ ସ୍କ୍ରିନିଂ ଏବଂ ଏଚ୍‌ଆଇଭି ସହ ଜୀବନ ଅତିବାହିତ କରୁଥିବା ଲୋକଙ୍କ ମଧ୍ୟରେ ଚିକିତ୍ସା ପ୍ରୟାସ ଦ୍ରୁତ ଗତିରେ ବୃଦ୍ଧି କରିବା ପାଇଁ ସର୍ବୋତ୍ତମ ବ୍ୟବସ୍ଥା ଯୋଗାଇ ଦିଆଯିବ, ଯେଉଁଥିରେ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡିକରେ ଦ୍ରବ୍ୟ କ୍ରୟ ଏବଂ ସ୍ୱାସ୍ଥ୍ୟ ସେବା ମଜବୁତ କରିବା ମଧ୍ୟ ସାମିଲ ରହିଛି। ଏହି ସହଯୋଗ ଜୀବନ ରକ୍ଷାକାରୀ ହସ୍ତକ୍ଷେପକୁ ବୃଦ୍ଧି କରିବା ସହ ପ୍ରଚଳିତ ଏଚ୍‌ଆଇଭି ଚିକିତ୍ସା କାର୍ଯ୍ୟକ୍ରମରେ ଗର୍ଭାଶୟ କର୍କଟ ସ୍କ୍ରିନିଂର ଏକୀକରଣକୁ ମଧ୍ୟ ବଢ଼ାଇବ। ସ୍କ୍ରିନିଂ ଏବଂ ଚିକିତ୍ସା ପାଇଁ ଆବଶ୍ୟକ ଚିକିତ୍ସା ଯୋଗାଣ ନିମନ୍ତେ ଯୋଗାଣ ଶୃଙ୍ଖଳାର ଉନ୍ନତି ଉପରେ ମଧ୍ୟ ଏହା ଧ୍ୟାନ ଦେବ।
ଅଷ୍ଟ୍ରେଲିଆ
ଅଷ୍ଟ୍ରୋଲିଆ ସରକାର ଏବଂ ପରୋପକାର କ୍ଷେତ୍ରରେ ଅବଦାନ ମାଧ୍ୟମରେ, ଇଣ୍ଡୋ-ପାସିଫିକ୍ ଫର୍ ସର୍ଭାଇକାଲ୍ କ୍ୟାନ୍‌ସର୍ (ଇପିଆଇସିସି) କନ୍‌ସୋର୍ଟିୟମ୍ ଏଲିମିନେଶନ୍ ପାର୍ଟନର୍‌ସିପ୍ ପାଇଁ ମୋଟ ପାଣ୍ଠି ପ୍ରତିବଦ୍ଧତା ୨୯.୬ ମିଲିୟନ୍ ଅଷ୍ଟ୍ରେଲିଆ ଡଲାରକୁ ବୃଦ୍ଧି ପାଇବ। ଇପିଆଇସିସି ହେଉଛି ଏକ ନୂତନ କାର୍ଯ୍ୟକ୍ରମ ଯାହାକି ଦଶନ୍ଧି ଧରି ଗବେଷଣା ଏବଂ କ୍ଲିନିକାଲ୍ ନେତୃତ୍ୱ ଉପରେ ଭାରତ-ପ୍ରଶାନ୍ତ ମହାସାଗର ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଗର୍ଭାଶୟ କର୍କଟକୁ ବିଲୋପ କରିବା ପାଇଁ ଏହି ଅଞ୍ଚଳର ଯେକୌଣସି ଦେଶରେ ଏଚ୍‌ପିଭି ସମ୍ବନ୍ଧୀୟ ନୀତି, ଯୋଜନା ଏବଂ ପ୍ରସ୍ତୁତିକୁ ସୁଦୃଢ଼ କରିଥାଏ। ଇପିସିଆଇିସି ତିମୋର-ଲେଷ୍ଟେ ଏବଂ ସୋଲେମାନ ଦ୍ୱୀପପୁଞ୍ଜରେ ଭବିଷ୍ୟତର ଆହ୍ୱାନ ପାଇଁ ଏଚ୍‌ପିଭି କାର୍ଯ୍ୟକ୍ରମଗୁଡିକୁ ସଞ୍ଚାଳନା କରୁଛି, ମାଲେସିଆ, ଫିଜି ଏବଂ ପାପୁଆ ନ୍ୟୁ ଗିନିରେ ଦେଶର ପ୍ରସ୍ତୁତିକୁ ସମର୍ଥନ କରିବା ପାଇଁ ଉପ-ଜାତୀୟ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିଛି ଏବଂ ଟୁଭାଲୁ, ଭାନୁୟୁଟୁ ଏବଂ ନାଉରୁରେ ଜାତୀୟ ସ୍ଥାୟୀ ଏଚ୍‌ପିଭି ବିଲୋପ କାର୍ଯ୍ୟକ୍ରମ ପ୍ରତିଷ୍ଠାକୁ ସମର୍ଥନ କରୁଛି। ଗର୍ଭାଶୟ କର୍କଟ ବିଲୋପ କରିବା ପାଇଁ ଇପିଆଇସିସି ୬ଟି ପ୍ରାଥମିକ କ୍ଷେତ୍ର ଯେପରିକି ଏଚ୍‌ପିଭି ଟୀକାକରଣ ସହାୟତା ମାଧ୍ୟମରେ ପ୍ରାଥମିକ ପ୍ରତିରୋଧକୁ ଶକ୍ତିଶାଳୀ କରିବା, ଏଚ୍‌ପିଭି ସ୍କ୍ରିନିଂ ମାଧ୍ୟମରେ ଗର୍ଭାଶୟ କର୍କଟ ରୋଗର ମାଧ୍ୟମିକ ପ୍ରତିରୋଧ ଓ କର୍କଟ ପୂର୍ବବର୍ତ୍ତୀ ଚିକିତ୍ସା, ଗର୍ଭାଶୟ କର୍କଟ ସ୍କ୍ରିନିଂ ଏବଂ ନିରାକରଣ ପାଇଁ ଉନ୍ନତ ଲାବୋରେଟୋରୀ ସୁବିଧା, ନିଷ୍ପତ୍ତି ନେବା ଓ ଚିକିତ୍ସା ପାଇଁ ସୁଦୃଢ଼ ମଡେଲ୍ ପାଇଁ ତଥ୍ୟ ଉତ୍ପନ୍ନ କରିବାକୁ ଡିଜିଟାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟ, ଗର୍ଭାଶୟ କର୍କଟ ପରିଚାଳନାକୁ ସମର୍ଥନ କରିବା (ଉଭୟ ଚିକିତ୍ସା ଏବଂ ଉପଶମ ଚିକିତ୍ସାରେ) ଏବଂ ଗର୍ଭାଶୟ କର୍କଟ ବିଲୋପ ପଥର ସମସ୍ତ ସ୍ତମ୍ଭରେ ନୀତି ଏବଂ ମଡେଲିଂ ସମର୍ଥନରେ କାର୍ଯ୍ୟ କରୁଛି।
ମୋଟ୍ ୧୬.୫ ମିଲିୟନ୍ ଡଲାରର ଅଷ୍ଟ୍ରେଲିଆ ସରକାରଙ୍କ ପ୍ରତିବଦ୍ଧତା ସହିତ, ସମ୍ପ୍ରସାରିତ ଇପିଆଇସିସି ପ୍ରକଳ୍ପ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଅଧିକ ମହିଳାଙ୍କ ନିକଟରେ ପହଞ୍ôଚବ। ଏହା ମଧ୍ୟ ଗର୍ଭାଶୟ କର୍କଟ ବିଲୋପ ଉପରେ କାର୍ଯ୍ୟ କରୁଥିବା ଏହି ଅଞ୍ଚଳର ସହଭାଗୀ ସଂଗଠନଗୁଡିକୁ ସହାୟତା କରିବ, ଯାହା ପରବର୍ତ୍ତୀ ଗ୍ଲୋବାଲ୍ ଫୋରମ୍‌ରେ ଗର୍ଭାଶୟ କର୍କଟ ବିଲୋପ ଉପରେ ଅଂଶଗ୍ରହଣ କରିବେ, ଯେଉଁଥିରେ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀତ ରହିବ।
ଡ. ଆଣ୍ଡ୍ର‌୍ୟୁ ଫରେଷ୍ଟ ଏଓ ଏବଂ ନିକୋଲା ଫରେଷ୍ଟ ଏଓ ତାଙ୍କର ଦାନ ମାଇଣ୍ଡ୍‌ରୋ ଫାଉଣ୍ଡେସନ୍ ଜରିଆରେ ଇପିଆଇସିସି ପାଇଁ ୧୩.୧ ମିଲିୟନ୍ ଅଷ୍ଟ୍ରେଲିଆ ଡଲାର (୮.୮୧ ମିଲିୟନ୍ ଡଲାର)ର ଜୀବନ ରକ୍ଷାକାରୀ ଯୋଗଦାନ ବୃଦ୍ଧି କରୁଛନ୍ତି। ଏହି ଅତିରିକ୍ତ ପାଣ୍ଠି ଯୋଗୁଁ ଇପିଆଇସିସି ଉକ୍ତ କ୍ଷେତ୍ରର ୧୧ଟି ଦେଶକୁ ସମ୍ପ୍ରସାରଣ କରିବ ଏବଂ ମାଇଣ୍ଡରୋର ମୋଟ୍ କ୍ଷମତା ୨୧.୭ ମିଲିୟନ୍ ଅଷ୍ଟ୍ରେଲିଆ ଡଲାରକୁ ବୃଦ୍ଧି କରିବ। ଏହି ସମ୍ପ୍ରସାରିତ କାର୍ଯ୍ୟକ୍ରମରେ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ୧୪୦,୦୦୦ ମହିଳା ଆଗାମୀ ୪ ବର୍ଷ ମଧ୍ୟରେ ସ୍କ୍ରିନିଂ କରିବା ସହିତ ମହିଳା ଓ ବାଳିକାମାନଙ୍କର ଆଗାମୀ ପୀଢ଼ି ପାଇଁ ଏହି କାର୍ଯ୍ୟକ୍ରମକୁ ବଜାୟ ରଖିବାକୁ ଜାତୀୟ ବିଲୋପ କାର୍ଯ୍ୟକ୍ରମ ଆରମ୍ଭ ଏବଂ ସରକାରୀ ସଶକ୍ତିକରଣ କରାଯିବ।

ଭାରତ
ଭାରତ ଏହାର ଜାତୀୟ ଅଣ-ସଂକ୍ରାମକ ରୋଗ (ଏନ୍‌ସିଡି) ପୋର୍ଟାଲ୍ ମାଧ୍ୟମରେ ଡିଜିଟାଲ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ବାଣ୍ଟିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ନେତୃତ୍ୱାଧିନ ବିଶ୍ୱସ୍ତରୀୟ ପଦକ୍ଷେପ ଉପରେ ଡିଜିଟାଲ୍ ସ୍ୱାସ୍ଥ୍ୟକୁ ସମର୍ଥନ କରିବାକୁ ୧୦ ମିନିୟନ୍ ଡଲାରର ପ୍ରତିବଦ୍ଧତାର ଏକ ଅଂଶ ଭାବରେ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ବୈଷୟିକ ସହାୟତା ପ୍ରଦାନ କରିବ। ଏହା ଜାତୀୟ ଅଣ-ସଂକ୍ରାକମ ରୋଗ ପୋର୍ଟାଲ୍‌ର ବ୍ୟବହାର ପାଇଁ ବୈଷୟିକ ସହାୟତା ପ୍ରଦାନ କରିବା ଅନ୍ତର୍ଭୁକ୍ତ କରେ, ଯାହା କର୍କଟ ସ୍କ୍ରିନିଂ ଏବଂ ଯତ୍ନ ବିଷୟରେ ଦୀର୍ଘକାଳୀନ ତଥ୍ୟକୁ ଟ୍ରାକ କରିଥାଏ।
ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ୭.୫ ନିୟୁତ ଡଲାର ମୂଲ୍ୟର ଏଚ୍‌ପିଭି ନମୁନା ସଂଗ୍ରହ କିଟ୍‌, ଚିହ୍ନଟ ଉପରକଣ ଏବଂ ଗର୍ଭାଶୟ କର୍କଟ ଟିକା ପ୍ରଦାନ କରିବାକୁ ଭାରତ ପ୍ରତିଶୃତି ଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଅବଦାନର ଉଦ୍ଦେଶ୍ୟ ହେଉଛି ଗର୍ଭାଶୟ କର୍କଟ ରୋଗକୁ ରୋକିବା ଏବଂ ଚିହ୍ନଟ କରିବା ପାଇଁ ସ୍ଥାନୀୟ ପ୍ରୟାସକୁ ସୁଦୃଢ଼ କରିବା ତଥା ପ୍ରତିରୋଧ ଏବଂ ଶୀଘ୍ର ଚିହ୍ନଟ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ ଉପକରଣ ସହିତ ସମୁଦାୟକୁ ସଶକ୍ତ କରିବା ସହ ସମଗ୍ର କ୍ଷେତ୍ରରେ ଏହି ରୋଗର ପ୍ରଭାବକୁ ହ୍ରାସ କରିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ସମର୍ଥନ କରିବା।
ଅଣ-ସଂକ୍ରାମକ ରୋଗର ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ ଏହାର ଜାତୀୟ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ, ସ୍ତନ ଏବଂ ଗର୍ଭାଶୟ କର୍କଟ ପାଇଁ ଭାରତ ଜନସଂଖ୍ୟା ଆଧାରିତ ଯାଞ୍ଚକୁ ବୃଦ୍ଧି କରୁଛି। ବିଶେଷ ଭାବରେ ଗର୍ଭାଶୟ କର୍କଟ ଯାଞ୍ଚ ପାଇଁ ଭାରତ ଭିଜୁଆଲ୍ ଇନ୍‌ସ୍ପେକ୍ସନ୍ ସହିତ ଏସିଟିକ୍ ଏସିଡ୍ ପ୍ରଣାଳୀ ବ୍ୟବହାର କରେ, ଯାହା ସରଳ, ବ୍ୟୟବହୁଳ ଏବଂ ଦକ୍ଷ ଅଟେ ତଥା ଉନ୍ନତ ଲବୋରେଟୋରୀ ଭିତ୍ତିଭୂମି ଆବଶ୍ୟକ ନକରି ସ୍ୱାସ୍ଥ୍ୟ କର୍ମୀଙ୍କୁ ଗର୍ଭାଶୟ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବାକୁ ଅନୁମତି ଦେଇଥାଏ, ଯାହା ହିନ୍ଦ-ପ୍ରଶାନ୍ତ କ୍ଷେତ୍ରର ବ୍ୟତୀତ ଅନ୍ୟ ଅଞ୍ଚଳ ପାଇଁ ଏକ ଉଦାହରଣ ହେବ।
ଭାରତ ଏହାର “ତୃତୀୟ ସ୍ତରର କର୍କଟ ନିରାକରଣ କେନ୍ଦ୍ର” କାର୍ଯ୍ୟକ୍ରମ ଅଧିନରେ ସ୍ୱତନ୍ତ୍ର କର୍କଟ ଚିକିତ୍ସା କେନ୍ଦ୍ରଗୁଡିକର ଉପଲବ୍ଧତା ସମ୍ପ୍ରସାରଣ କରୁଛି। ସେବାରୁ ବଞ୍ôଚତ ସମୁଦାୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକମାନଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବା ନିମନ୍ତେ ସମଗ୍ର ଦେଶରେ ଚିକିତ୍ସା କ୍ଷମତା ବଢ଼ାଇବା ପାଇଁ ଭାରତ ସରକାର ଉଭୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସମର୍ଥନ ଯୋଗାଇ ଦେଉଛନ୍ତି।
ପ୍ରଧାନମନ୍ତ୍ରୀ ଜନ ଆରୋଜ୍ୟ ଯୋଜନା (ପିଏମ୍‌ଜେଏୱାଇ) ମାଧ୍ୟମରେ ଭାରତ ସୁଲଭ କର୍କଟ ଚିକିତ୍ସା ପାଇଁ ପ୍ରତିଶୃତିବଦ୍ଧ। ନିଜର ବ୍ୟାପକ ସ୍ୱାସ୍ଥ୍ୟ ପରିସୀମା ପ୍ରୟାସର ଏକ ଅଂଶ ଭାବରେ ପିଏମ୍‌ଜେଏୱାଇ ଅଧିନରେ ଭାରତ ନିଜ ନାଗରିକମାନଙ୍କୁ ସୁଲଭ କର୍କଟ ଚିକିତ୍ସା ଯୋଗାଇବା ପାଇଁ ପ୍ରତିଶୃତିବଦ୍ଧ, ବିଶେଷକରି ଅଭାବୀମାନଙ୍କ ପାଇଁ ଆର୍ôଥକ ସୁରକ୍ଷା ନିଶ୍ଚିତ କରିବା।
ଗର୍ଭାଶୟ କର୍କଟ ବିଲୋପ ପାଇଁ ଭାରତର ପ୍ରତିବଦ୍ଧତା ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ନେତୃତ୍ୱରେ କାର୍ଯ୍ୟକାରିତା ଅନୁସନ୍ଧାନ ଜରିଆରେ ଅଧିକ ସମର୍ଥନ ଯୋଗାଇ ଦିଆଯାଉଛି। ଏହି ଅନୁସନ୍ଧାନ ଗର୍ଭାଶୟ କର୍କଟ ପରୀକ୍ଷା, ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ଆରମ୍ଭ ଉପରେ କେନ୍ଦ୍ରୀତ। ଆଞ୍ଚଳିକ ସହଯୋଗକୁ ମଜବୁତ କରିବା ପାଇଁ ଆଗାମୀ ବର୍ଷଗୁଡିକରେ ଇଣ୍ଡୋ-ପାସିଫିକ୍ ଦେଶମାନଙ୍କ ସହ ଫଳାଫଳ ଏବଂ ଅନୁସନ୍ଧାନ ଶେୟାର କରାଯିବ।
ଜାପାନ
ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଦେଶମାନଙ୍କୁ ଜାପାନ ପ୍ରାୟ ୨୭ ମିଲିୟନ୍ ଡଲାର ମୂଲ୍ୟର କମ୍ପ୍ୟୁଟେଡ୍ ଟୋମୋଗ୍ରାଫି (ସିଟି) ଏବଂ ମ୍ୟାଗ୍‌ନେଟିକ୍ ରିଜୋନାନ୍ସ ଇମେଜିଂ (ଏମ୍‌ଆର୍‌ଆଇ) ସ୍କାନର୍ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଉଛି। ଏହି ଦେଶଗୁଡିକ ମଧ୍ୟରେ କାମ୍ବୋଡିଆ, ଭିଏତ୍‌ନାମ ଏବଂ ତିମୋର-ଲେଷ୍ଟେ ସହ ଅନ୍ତର୍ଜାତୀୟ ସଂସ୍ଥାଗୁଡିକର ଅବଦାନ ରହିଛି।
ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି ଏବଂ ଅନ୍ୟାନ୍ୟ ସଂଗଠନ ମାଧ୍ୟମରେ ଜାପାନ, ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଗର୍ଭାଶୟ କର୍କଟ ସହିତ କର୍କଟ ରୋଗର ମୁକାବିଲା ପାଇଁ ୨୦୧୯ ରୁ ୨୦୨୩ ଆର୍ôଥକ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୭୫ ମିଲିୟନ୍ ଡଲାର ଖର୍ଚ୍ଚ କରିବାକୁ ପ୍ରତିଶୃତି ଦେଇଛି। ଏଥିରେ ଚିକିତ୍ସା ଉପକରଣ ଏବଂ ସୁବିଧା, ଚିକିତ୍ସା ନିରାକରଣ, ସ୍ୱାସ୍ଥ୍ୟ ବ୍ୟବସ୍ଥା ମଜବୁତ ତଥା ବୈଷୟିକ ସହାୟତା ପ୍ରଦାନ ଅନ୍ତର୍ଭୁକ୍ତ।
ଗ୍ଲୋବାଲ୍ ହେଲଥ୍ ଇନିସିଏଟିଭ୍ କିମ୍ବା ଗାଭି କିମ୍ବା ଗାଭି, ୟୁଏନ୍‌ଏଫ୍‌ପିଏ, ଆଇପିପିଏଫ୍ ଭଳି ଅନ୍ତର୍ଜାତୀୟ ସଂସ୍ଥା ଜରିଆରେ ଟୀକା ଉପଲବ୍ଧତା ସୁଦୃଢ଼ କରିବା ଏବଂ ଗର୍ଭାଶୟ କର୍କଟ ରୋଗର ପ୍ରତିରୋଧକ ଏବଂ ନିୟନ୍ତ୍ରଣ ସହିତ ମହିଳାମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରୋତ୍ସାହିତ କରିବାକୁ ଜାପାନ ପ୍ରତିବଦ୍ଧ। ଏହି ପଦକ୍ଷେପକୁ ସମର୍ଥନ କରିବାକୁ ଜାପାନ ନିଜର ପ୍ରତିବଦ୍ଧତା ଜାରି ରଖିବାକୁ ଚାହୁଁଛି।
ୟୁନିଭର୍ସାଲ୍ ହେଲ୍‌ଥ କଭରେଜ୍‌ର ଉପଲବ୍ଧି ଦିଗରେ, ଜାପାନ ସ୍ୱାସ୍ଥ୍ୟ ପ୍ରଣାଳୀକୁ ମଜବୁତ କରି ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଗର୍ଭାଶୟ କର୍କଟ ସମେତ କର୍କଟ ରୋଗର ମୁକାବିଲା ପାଇଁ କ୍ଷମତା ବୃଦ୍ଧି କରିବାକୁ ପ୍ରତିବଦ୍ଧ। ନ୍ୟାଶନାଲ କ୍ୟାନ୍ସର୍ ସେଣ୍ଟର୍ ସହଭାଗିତା ମାଧ୍ୟମରେ ଜାପାନ ପ୍ରତ୍ୟେକ କ୍ୱାଡ ଦେଶର କର୍କଟ ସମ୍ବନ୍ଧୀୟ ଅନୁଷ୍ଠାନ ସହିତ ମିଳିତ ଭାବେ ଏହି ଅଞ୍ଚଳରେ ଗର୍ଭାଶୟ କର୍କଟର ମୁକାବିଲା ପାଇଁ ସହଯୋଗ ଜାରି ରଖିବ।
ବେସରକାରୀ ସଂଗଠନ 
ସମସ୍ତ କ୍ୱାଡ ଦେଶର ଘରୋଇ ଏବଂ ଅଣ-ଲାଭଦାୟକ କ୍ଷେତ୍ର ସହିତ ସହଯୋଗ ଏହି ପଦକ୍ଷେପର ସଫଳତା ପାଇଁ ଅପରିହାର୍ଯ୍ୟ, କାରଣ ସେମାନଙ୍କର ସାମୁହିକ ଉଦ୍ଭାବନ, ଉତ୍ସ ଏବଂ ପ୍ରତିବଦ୍ଧତା ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ କର୍କଟ ରୋଗ ସହ ସଂଘର୍ଷର ଅଗ୍ରଗତି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କ୍ୱାଡ ଦେଶମାନେ ଅଣ-ସରକାରୀ ଯୋଗଦାନକାରୀଙ୍କଠାରୁ ନିମ୍ନଲିଖିତ କାର୍ଯ୍ୟ ବିଷୟରେ ଘୋଷଣା କରି ଆନନ୍ଦିତ :
କର୍କଟ ଚିହ୍ନଟ ଏବଂ ପ୍ରତିରୋଧ କ୍ଷେତ୍ରରେ ଯୋଗାଯୋଗ ସୁଧାର 
ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଗର୍ଭାଶୟ କର୍କଟ ନିରାକରଣ ଏବଂ ଚିକିତ୍ସା ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ପ୍ରଣାଳୀ ଦୃଷ୍ଟିକୋଣରୁ ବିଶ୍ୱ ବ୍ୟାଙ୍କ ନିଜର ପ୍ରତିବଦ୍ଧତାକୁ ଯଥେଷ୍ଟ ବୃଦ୍ଧି କରୁଛି, ଯାହା ଆସନ୍ତା ତିନି ବର୍ଷ ମଧ୍ୟରେ ବିଶ୍ୱରେ ଏଚ୍‌ପିଭି ସମ୍ବନ୍ଧୀୟ ପୁଞ୍ଜି ବିନିଯୋଗରେ ୪୦୦ ମିଲିୟନ୍ ଡଲାର୍ ସାମିଲ କରିବ। ୨୦୩୦ ସୁଦ୍ଧା ୧.୫ ବିଲିୟନ୍ ଲୋକଙ୍କୁ ଗଣାତ୍ମକ, ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇବାର ବ୍ୟାପକ ଲକ୍ଷ୍ୟ ସହିତ, ବିଶ୍ୱ ବ୍ୟାଙ୍କ ମହିଳା, ଶିଶୁ ଏବଂ ଗର୍ଭାଶୟ କର୍କଟ ପାଇଁ ଗ୍ଲୋବାଲ ଫାଇନାନ୍ସିଂ ଫ୍ୟାସିଲିଟି (ଜିଏଫ୍‌ଏଫ୍‌) ଭଳି ପ୍ରକଳ୍ପ ମାଧ୍ୟମରେ ଭିଏତ୍‌ନାମ, ଲାଓସ୍‌, କମ୍ବୋଡିଆ, ବାଂଲାଦେଶ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ଆଦି ଦେଶରେ ପ୍ରକଳ୍ପ ସହିତ ବିଶ୍ୱ ବ୍ୟାଙ୍କ ଏହି ସେବାଗୁଡିକୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ଏକୀକୃତ କରି ଗର୍ଭାଶୟ କର୍କଟ ଚିହ୍ନଟ, ଏଚ୍‌ପିଭି ଟିକାକରଣ ଏବଂ ଚିକିତ୍ସାକୁ ସମର୍ଥନ କରୁଛି। ଏଥିରେ ସେବାରୁ ବଞ୍ôଚତ ସମୁଦାୟ ପାଇଁ ସ୍କ୍ରିନିଂ ଉପଲବ୍ଧତାରେ ସୁଧାର ଆଣିବାକୁ, ସେବା ବିତରଣକୁ ମଜବୁତ କରିବା ଏବଂ ନିରାକରଣ ତଥା ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ସହଭାଗିତାକୁ ଅନ୍ତର୍ଭୁକ୍ତ କରିବା। ଏଥିସହ ଯୋଗାଣ ଶୃଙ୍ଖଳା ଆହ୍ୱାନର ସମାଧାନ ତଥା ଏଚ୍‌ପିଭି ଟିକାଗୁଡିକର ନିରନ୍ତର ଉତ୍ପାଦନ ଏବଂ ବଣ୍ଟନକୁ ସୁନିଶ୍ଚିତ କରିବା ପାଇଁ ବିଶ୍ୱ ବ୍ୟାଙ୍କ କାର୍ଯ୍ୟ କରୁଛି। ଏହି ଉପାୟ ମାଧ୍ୟମରେ ବିଶ୍ୱ ବ୍ୟାଙ୍କ ସ୍ଥିର ଏବଂ ସମାନ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି, ଯାହା ଗର୍ଭାଶୟ କର୍କଟ ରୋଗର ବୃଦ୍ଧି ପାଉଥିବା ଭାରକୁ ଦୂର କରିପାରିବ ଏବଂ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ମହିଳା ଏବଂ ବାଳିକାମାନଙ୍କ ପାଇଁ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ଫଳାଫଳର ସମର୍ଥନ କରିପାରିବ।
ମହିଳା ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ସଶକ୍ତିକରଣ ନେଟୱାର୍କ (ଡବ୍ଲ୍ୟୁଏଚ୍‌ଇଏନ୍‌) ର ମହିଳା ନିବେଶକ ଏବଂ ସମାଜସେବୀମାନେ, ଦକ୍ଷିଣ ପୂର୍ବ ଏସିଆରେ ଗର୍ଭାଶୟ କର୍କଟ ପାଇଁ ଆସନ୍ତା ତିନି ବର୍ଷରେ ୧୦୦ ମିଲିୟନ୍ ଡଲାରରୁ ଅଧିକର ମିଳିତ ବିନିଯୋଗ କରିବେ। ଏହି ପାଣ୍ଠି ଗର୍ଭାଶୟ କର୍କଟ ରୋଗର ପ୍ର୍ରତିରୋଧ, ସ୍କ୍ରିନିଂ, ନିରାକରଣ ଏବଂ ଚିକିତ୍ସାର ଉନ୍ନତି ପାଇଁ ଅତ୍ୟାବଶ୍ୟକ ବ୍ୟବଧାନ ପୂରଣ କରିବା ପାଇଁ କାର୍ଯ୍ୟ କରିବ। ଯେତେବେଳେ ମହିଳା ନିବେଶକ ଏବଂ ପରୋପକାରୀ ଏଚ୍‌ପିଭି ସ୍କ୍ରିନିଂ, ମେଡିକାଲ୍ ଇମେଜିଂ, ପାଥୋଲୋଜି, ରେଡିଓଥେରାପି, ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ତାଲିମ ଏବଂ ସ୍ୱାସ୍ଥ୍ୟ ସୁବିଧଗୁଡିକର ସୌରୀକରଣରେ ଅନୁଦାନ, ରିହାତି ଏବଂ ବିନିଯୋଗ ପୁଞ୍ଜି ନିୟୋଜିତ କରିବେ।
ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଗାଭି ସହ ସହଭାଗିତାରେ, ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ପ୍ରାୟ ୪୦ ମିଲିୟନ୍ ଏଚ୍‌ପିଭି ଟିକା କ୍ରୟକୁ ସମର୍ଥନ କରିବ। ଚାହିଦାକୁ ଆଧାର କରି ଏହି ପ୍ରତିବଦ୍ଧତାକୁ ବିସ୍ତାର କରାଯାଇପାରିବ, ଅଣସଂରକ୍ଷିତ ଅଞ୍ଚଳରେ ଗର୍ଭାଶୟ କର୍କଟ ଭାର ଦୂର କରିବା ପାଇଁ ଟିକା ଯୋଗାଣକୁ ସୁନିଶ୍ଚିତ କରାଯାଇ ପାରିବ। ଜୀବନ ରକ୍ଷାକାରୀ ଟିକାଗୁଡିକର ପ୍ରବେଶକୁ ବୃଦ୍ଧି କରି, ଏହି ପ୍ରତିବଦ୍ଧତା ଗର୍ଭାଶୟ କର୍କଟକୁ ରୋକିବାରେ ସାହାଯ୍ୟ କରିବ ଏବଂ ସମଗ୍ର ଅଞ୍ଚଳରେ ସମାନ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବ।
ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍‌, ଅନ୍ୟ ଦାତା ଓ ଦେଶମାନଙ୍କ ସହ ମିଶି ଚଳିତ ବର୍ଷ ଆରମ୍ଭରେ ଗର୍ଭାଶୟ କର୍କଟ ରୋଗ ବିଲୋପକୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି। ଫାଉଣ୍ଡେସନ୍ ଆସନ୍ତା ୪ ବର୍ଷ ମଧ୍ୟରେ ଏଚ୍‌ପିଭି ଟିକାର ବୈଷୟିକ ଉପଯୋଗ ବଢ଼ାଇବା, ନୂଆ ପ୍ରୋଫାଇଲାଟିକ୍ ଏଚ୍‌ପିଭି ଏବଂ ଉପଚାରାତ୍ମକ ଟିକା ତଥା କ୍ଲିନିକାଲ୍ ଅଧ୍ୟୟନ ପାଇଁ ପାଣ୍ଠି ଯୋଗାଇବା ପାଇଁ ୧୮୦ ମିଲିୟନ୍ ଆମେରିକୀୟ ଡଲାର ପର୍ଯ୍ୟନ୍ତ ନିବେଶ କରିବାକୁ ଘୋଷଣା କରିଛି।
ସାବିନ୍ ଭ୍ୟାକ୍ସିନ୍ ଇନ୍‌ଷ୍ଟିଚ୍ୟୁଟ୍‌, ଗ୍ଲୋବାଲ୍ ଏଚ୍‌ପିଭି କନ୍ସୋର୍ଟିୟମ୍ (ଜିଏଚ୍‌ସି) ମାଧ୍ୟମରେ ଗର୍ଭାଶୟ କର୍କଟ ରୋଗ ଦୂର କରିବା ପାଇଁ ଏକ ନୂତନ ଦେଶ ଆଧାରିତ ମିଳିତ ବୁଝାମଣାକୁ ସମର୍ଥନ କରିବ। ଗର୍ଭାଶୟ କର୍କଟର ଏଲିମିନେସନ୍ କନ୍ସୋର୍ଟିୟମ୍‌-ଇଣ୍ଡିଆ (ସିସିଇସି-ଆଇ), ଯେଉଁଠାରେ ଉପଯୁକ୍ତ, ଭାରତ ସରକାରଙ୍କ ସହିତ ସହଯୋଗ କରିବ, “୧୦୦ ଗର୍ଭାଶୟ କର୍କଟମୁକ୍ତ ଜିଲ୍ଲା” ପାଇଁ ଏକୀକୃତ ସେଭ୍ ରଣନୀତି : ସ୍କ୍ରିନିଂ, ଚିକିତ୍ସା ପାଇଁ ପ୍ରବେଶ, ଟୀକାକରଣ, ଶିକ୍ଷା ଜରିଆରେ କାର୍ଯ୍ୟ କରିବ। ଏହା ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଜିଏଚ୍‌ସି୍‌ର ପ୍ରତିବଦ୍ଧତାକୁ ଜାରି ରଖିବ, ଯାହା ପୂର୍ବରୁ ଇଣ୍ଡୋନେସିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ସେମାନଙ୍କର ଜାତୀୟ ଗର୍ଭାଶୟ କର୍କଟ ବିଲୋପ ଯୋଜନାର ବିକାଶ ପାଇଁ ସହଯୋଗ କରିଥିଲା।
ଝିପିଗୋ, ଫିଲିପାଇନ୍ସର ସ୍ୱାସ୍ଥ ବିଭାଗ ସହ ସହଭାଗିତାରେ ଏବଂ ରୋଶ୍‌ଙ୍କ ସହାୟତାରେ, ମହିଳାମାନଙ୍କୁ ଏଚ୍‌ପିଭି ପରୀକ୍ଷଣର ଗୁରୁତ୍ୱ ଏବଂ ଗର୍ଭାଶୟ କର୍କଟ ରୋଗର ବିପଦ ବିଷୟରେ ଶିକ୍ଷା ଦେଇ ଗର୍ଭାଶୟ କର୍କଟ ସ୍କ୍ରିନିଂ ପାଇଁ ସଚେତନତା, ଚାହିଦା ଏବଂ ଯୋଗାଯୋଗ ବୃଦ୍ଧି କରୁଛି। ସେଣ୍ଟ୍ରାଲାଇଜ୍‌ଡ ଲାବୋରେଟୋରୀ ମଡେଲ୍ ଅଫ୍ ସ୍କ୍ରିନିଂ ପ୍ରୋଜେକ୍ଟ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ମଜବୁତ ସୁପାରିଶ ମାର୍ଗ ସହ ଫିଲିପାଇନ୍ସର ୫ ଟି ସହରୀକରଣ ସ୍ଥାନୀୟ ସରକାରୀ ୟୁନିଟ୍‌ଗୁଡିକରେ ଏଚ୍‌ବିପି ପରୀକ୍ଷଣ ଉପଲବ୍ଧତା, କର୍କଟ ହେବା ପୂର୍ବରୁ ଥର୍ମାଲ୍ ଆବ୍ଲେସନ୍ ଚିକିତ୍ସାର ଡବ୍ଲ୍ୟୁଏଚ୍‌ଓର ବିଲୋପ ରଣନୀତି-ସୁପାରିଶ ସହ ଗର୍ଭାଶୟ କର୍କଟର ସ୍କ୍ରିନିଂ କଭରେଜ୍ ବୃଦ୍ଧି କରୁଛି।
ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଜେନୋମିକ୍ ଡାଇଗ୍ନୋଷ୍ଟିକ୍ ପରୀକ୍ଷଣର ବିକାଶ ଏବଂ ଏହାର ବ୍ୟବହାରକୁ ସମର୍ଥନ କରିବାକୁ ଇଲୁମିନା ପ୍ରତିବଦ୍ଧ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସୁନିଶ୍ଚିତ କରିବା ଯେ, ଉନ୍ନତ ପର୍ଯ୍ୟାୟ ଏବଂ ଅଣ-ଏଚ୍‌ପିଭି ଚାଳିତ ଗର୍ଭାଶୟ କର୍କଟ ରୋଗୀ ସଠିକ ନିରାକରଣ ଏବଂ ପିଲି (ଏଡିପି ରାଇବୋଜ୍‌) ପଲିମରେଜ୍ (ପିଏଆର୍‌ପି) ଇନ୍‌ହିବିଟର୍ ଭଳି ଉପଯୁକ୍ତ ଚିକିତ୍ସା ଗ୍ରହଣ କରନ୍ତି ଏବଂ ଇମ୍ୟୁନ୍ ଚେକ୍‌ପଏ ଇନ୍‌ହିବିଟର୍ସ (ଆଇସିଆଇ) ସୁନିଶ୍ଚିତ କରିବ। ସେହିପରି ସମାନ ପଦକ୍ଷେପ ଅନୁସନ୍ଧାନ ଅଷ୍ଟ୍ରେଲିଆ ଏବଂ ଜାପାନରେ ସ୍ତ୍ରୀରୋଗ ସମ୍ବନ୍ଧୀୟ ଅଙ୍କୋଲୋଜି ସଂଗଠନଗୁଡିକ ସହିତ କରାଯାଉଛି।
ରୋଶ୍ ଡାଇଗ୍ନୋଷ୍ଟିକ୍ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଗର୍ଭାଶୟ କର୍କଟ ସ୍କ୍ରିନିଂ ଏବଂ ନିରାକରଣ ପଦକ୍ଷେପକୁ ବିସ୍ତାର କରୁଛି। ରୋଶ୍ ଡାଇଗ୍ନୋଷ୍ଟିକ୍ ହିନ୍ଦ-ପ୍ରଶାନ୍ତ ମହାସାଗରରେ ସ୍କ୍ରିନିଂରେ ଯୋଗାଯୋଗ ବୃଦ୍ଧି ତଥା ଜାପାନ ସହ ସହଭାଗିତାରେ ମହିଳାମାନଙ୍କୁ ଶିକ୍ଷା ପ୍ରଦାନ, ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ତାଲିମ ଦେବା ଏବଂ ଦକ୍ଷତାର ସହ ଅନୁସନ୍ଧାନ ପାଇଁ ଡିଜିଟାଲ୍ ସମାଧାନର ବିକାଶ ଉପରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସକୁ ବିସ୍ତାର କରିବା ସାମିଲ୍ ରହିଛି। ଏହାଛଡା ଅଷ୍ଟ୍ରେଲିଆ ସହିତ ସହଭାଗିତାରେ ରୋଶ ଡାଇଗ୍ନୋଷ୍ଟିକ୍ସ ଅଣ୍ଡର୍‌ସ୍କିନଡ୍ ଏବଂ କେବେବି ସ୍କ୍ରିନ୍ କରାଯାଇନଥିବା ଗୋଷ୍ଠୀ, ଯେଉଁମାନଙ୍କ ମଧ୍ୟରେ ଆଦିବାସୀ, ଟୋରେସ୍ ଷ୍ଟ୍ରେଟ୍ ଆଇଲ୍ୟାଣ୍ଡର୍ ଏବଂ ସାଂସ୍କୃତିକ ରୂପରେ ବବିଧ ସମୁଦାୟ ଅନ୍ତର୍ଭୁକ୍ତ ଅଛନ୍ତି, ସେମାନଙ୍କ ମଧ୍ୟରେ ଗର୍ଭାଶୟ କର୍କଟ ସ୍କ୍ରିନିଂକୁ ପ୍ରୋତ୍ସାହିତ କରୁଛି।
ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଗର୍ଭାଶୟ କର୍କଟ ସ୍କ୍ରିନିଂରେ ବେକ୍ଟନ୍ ଡିକିନ୍ସନ୍ ଆଣ୍ଡ କମ୍ପାନୀ (ବିଡି) ବ୍ୟାପକ ବିନିଯୋଗ କରୁଛି। ୨୦୨୫ ମସିହାରୁ ୧୨୦୦ରୁ ଅଧିକ କ୍ଲିନିକ୍ ଏବଂ ସର୍ପୋର୍ଟ ଷ୍ଟାଫ୍‌ଙ୍କ ନିକଟରେ ପହଞ୍ôଚବା ସହ କ୍ଲିନିସିଆନ୍‌ମାନଙ୍କୁ ଗର୍ଭାଶୟ କର୍କଟ ସ୍କ୍ରିନିଂର ସର୍ବୋତ୍ତମ କାର୍ଯ୍ୟ ସମ୍ପର୍କରେ ଶିକ୍ଷା ଦେବା ଲକ୍ଷ୍ୟ ନେଇ ବିଡି ପ୍ରସୁତି ଏବଂ ସ୍ତ୍ରୀ ରୋଗ ସୋସାଇଟି ସହ କାର୍ଯ୍ୟ କରୁଛି। ବିଡି ପାଇଲଟ୍ ପରିଯୋଜନାରେ ମଧ୍ୟ ନିବେଶ କରୁଛି, କାରଣ ବଡ ଧରଣର ଏଚ୍‌ପିଭି ସ୍କ୍ରିନିଂ କାର୍ଯ୍ୟକ୍ରମର ଡିଜାଇନ୍ ଏବଂ ସେବାରୁ ବଞ୍ôଚତ ସମୁଦାୟ ନିକଟରେ ପହଞ୍ôଚବା ପାଇଁ ସୂଚନା ହାସଲ କରାଯାଇ ପାରିବ। ସେମାନଙ୍କର ଦୀର୍ଘ ଦିନର ସହଭାଗିତା ମାଧ୍ୟମରେ ୨୦ ହଜାରରୁ ଅଧିକ ମହିଳାଙ୍କ ସ୍କ୍ରିନିଂକୁ ସୁଗମ କରିବା ପାଇଁ ସ୍ୱୟଂ ନିଯୁକ୍ତ ମହିଳା ସଂଗଠନ (ଏସ୍‌ଇଡବ୍ଲ୍ୟୁଏ) ସହିତ କାର୍ଯ୍ୟ କରୁଛି। ଏହି କାର୍ଯ୍ୟକ୍ରମ ଅଧିନରେ ୪୦୦ ସ୍କ୍ରିନିଂ କ୍ୟାମ୍ପ ସ୍କ୍ରିନିଂ, ନିରାକରଣ ଏବଂ ମାନସିକ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରିବ।
କର୍କଟ ଚିକିତ୍ସାରେ ସୁଧାର 
ପ୍ରୋଜେକ୍ଟ ଇସିଏଚ୍‌ଓ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଗର୍ଭାଶୟ କର୍କଟ ବିଲୋପକୁ ତ୍ୱରାନ୍ୱିତ କରିବା ପାଇଁ ୧୦ଟି ନୂତନ ଶିକ୍ଷଣ ନେଟ୍‌ୱାର୍କ ସ୍ଥାପନ କରିବ, ଯାହା ପ୍ରଭାବଶାଳୀ ତଥା ଉପଲବ୍ଧ ପ୍ରତିରୋଧ ଏବଂ ଚିକିତ୍ସାକୁ ସହଜ କରିଥାଏ। ୩୩ଟି ଦେଶରେ ୧୮୦ରୁ ଅଧିକ ଜନସ୍ୱାସ୍ଥ୍ୟ ସଂଗଠନ ଇସିଏଚ୍‌ଓ ମଡେଲ୍‌କୁ ବ୍ୟବହାର କରନ୍ତି, ଯାହାକି ସମ୍ପ୍ରଦାୟ ଭିତ୍ତିକ ସ୍ୱାସ୍ଥ୍ୟ ବୃତ୍ତିଗତମାନଙ୍କ ପାଇଁ ଏକ ପ୍ରମାଣ-ଆଧାରିତ ତାଲିମ ଏବଂ ମାର୍ଗଦର୍ଶନ ଢ଼ାଞ୍ଚା, ଯାହା କର୍କଟ ଚିକିତ୍ସାରେ ସୁଧାର ଅଣାଯାଇପାରିବ। ୨୦୨୮ ସୁଦ୍ଧା ପ୍ରୋଜେକ୍ଟ ଇସିଏଚ୍‌ଓ ଇଣ୍ଡୋନେସିଆ, ଭିଏତ୍‌ନାମ, ମାଲେସିଆ ଏବଂ ଅନ୍ୟାନ୍ୟ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରର ଅନ୍ୟ ଦେଶଗୁଡିକରେ ସ୍ଥାନୀୟ ସହଭାଗୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ମିଶି ୧୦ରୁ ଅଧିକ ନୂଆ ସମୁଦାୟ ଆରମ୍ଭ କରିବ, ଯେଉଁଥିରେ ଏଚ୍‌ପିଭି ଟିକାକରଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତା, କର୍କଟ ପୂର୍ବ କ୍ଷତର ଚିକିତ୍ସା ଏବଂ ଅତ୍ୟାବଶ୍ୟକ ଚିକିତ୍ସାର ବ୍ୟବହାର ରହିଛି।
ଆମେରିକୀୟ କ୍ୟାନସର୍ ସୋସାଇଟି ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ସମେତ ସର୍ବଭାରତୀୟ ସ୍ତରରେ ନାଗରିକ ସମାଜ ସଂଗଠନର ସମର୍ଥନ ବଢ଼ାଇ ଏଚ୍‌ପିଭି ସମ୍ବନ୍ଧୀୟ କର୍କଟ ରୋଗର ବିଶ୍ୱସ୍ତରୀୟ ଭାର ହ୍ରାସ କରିବାକୁ ପ୍ରତିଶୃତିବଦ୍ଧ। ଏହି ସଂଗଠନଗୁଡିକର ସହାୟତା ପାଇଁ ପ୍ରଥମେ କର୍କଟ ନାଗରିକ ସମାଜ ସଂଗଠନ ଏବଂ ଚିକିତ୍ସା ସଂଗଠନ ଉପରେ ଧ୍ୟାନ ଦିଆଯିବ, ଯେଉଁଥିରେ ଜୀବନ ରକ୍ଷାକାରୀ ପ୍ରତିରୋଧ ସେବାର ଚାହିଦା ତଥା ଉପଯୋଗ ବଢ଼ାଇବା ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ପ୍ରଦାନକାରୀ ପ୍ରଶିକ୍ଷଣ ମାଧ୍ୟମରେ ସ୍ୱଳ୍ପ ମୂଲ୍ୟର ଆଚରଣ ବିଧି କାର୍ଯ୍ୟକାରୀ କରିବା ପାଇଁ ଅନୁଦାନ ଏବଂ ବୈଷୟିକ ସହାୟତା ପ୍ରଦାନ କରାଯିବ।
ଆମେରିକାନ୍ ସୋସାଇଟି ଅଫ୍ କ୍ଲିନିକାଲ୍ ଅଙ୍କୋଲୋଜି (ଏଏସ୍‌ସିଓ) ଗର୍ଭାଶୟ କର୍କଟ ରୋଗର ଚିକିତ୍ସା ପାଇଁ ନୂଆ ବୈଜ୍ଞାନିକ ପ୍ରମାଣକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଶ୍ୱସ୍ତରୀୟ ନିର୍ଦ୍ଦେଶାବଳୀକୁ ଅପ୍‌ଡେଟ୍ କରିବ। ନିର୍ଦ୍ଦେଶଳବଳୀ ସମାପ୍ତ ହେବା ପରେ, ଏଏସ୍‌ସିଓ ଏହାର ସଦସ୍ୟମାନଙ୍କ ସହିତ ସେମାନଙ୍କ ଏସିଆ ପାସିଫିକ୍ ଆଞ୍ଚଳିକ ପରିଷଦ ଏବଂ ହିନ୍ଦ-ପ୍ରଶାନ୍ତ ସହଭାଗୀ ଅଙ୍କଲୋଜି ସୋସାଇଟିଗୁଡିକ ସହିତ ମିଶି ଏହି ନିର୍ଦ୍ଦେଶାବଳୀଗୁଡିକର ବ୍ୟବହାରକୁ ସମର୍ଥନ କରିବ, ଯାହାକି କର୍କଟ ଚିକିତ୍ସକମାନଙ୍କୁ ରୋଗୀମାନଙ୍କ ସ୍ଥିତିରେ ସୁଧାର ଆଣିବାରେ ସାହାଯ୍ୟ କରିବ।
ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ରେଡିଓଥେରାପି ଏବଂ ମେଡିକାଲ୍ ଇମେଜିଂ କ୍ଷମତାକୁ ମଜବୁତ କରିବା ପାଇଁ ଏହାର ଆଶାର କିରଣ ପଦକ୍ଷେପକୁ ବିସ୍ତାର କରୁଛି। ଏହି ପଦକ୍ଷେପ ମାଧ୍ୟମରେ ୧୩ ଟି ଦେଶ ଏବଂ ଅଞ୍ଚଳ ସହାୟତା ପାଇଁ ଅନୁରୋଧ କରିଛନ୍ତି ଏବଂ ଗର୍ଭାଶୟ କର୍କଟ ପ୍ରତି ସଚେତନତା ବୃଦ୍ଧି କରିବା ତଥା ସ୍କ୍ରିନିଂ ହାର ବୃଦ୍ଧି ପାଇଁ ଉଦ୍ୟମ ଚାଲିଛି। ଆଇଏଇଏ ଜାପାନ ଓ ଭାରତର କର୍କଟ ପ୍ରତିଷ୍ଠାନଗୁଡିକୁ ଆଶାର କିରଣ ଆଙ୍କର୍ ସେଣ୍ଟର୍ ନାମରେ ନାମିତ କରିଛି, ଯାହା ଶିକ୍ଷା, ପ୍ରଶିକ୍ଷଣ, ଅନୁସନ୍ଧାନ, ଉଦ୍ଭାବନ ଏବଂ ଗୁଣବତ୍ତା କ୍ଷେତ୍ରରେ ଦକ୍ଷତା ନିର୍ମାଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।
ଅସମାନତା ଦୂର କରିବା ତଥା ଗର୍ଭାଶୟ କର୍କଟ ରୋଗ ଦୂର କରିବାରେ ବିଶ୍ୱସ୍ତରୀୟ କାର୍ଯ୍ୟକୁ ଆଗେଇ ନେବା ପାଇଁ ଅନ୍ତର୍ଜାତୀୟ କର୍କଟ ନିୟନ୍ତ୍ରଣ ସଂଘ ୧୭୨ ଟି ଦେଶରେ ଏହାର ୧୧୫୦ ସଦସ୍ୟଙ୍କ ସହ ମିଶି ଅନ୍ତର୍ଜାତୀୟ କର୍କଟ ନିୟନ୍ତ୍ରଣ ପାଇଁ ପ୍ରତିଶୃତିବଦ୍ଧ। ଯାହାଦ୍ୱାରା ଆସନ୍ତା ୩ ବର୍ଷ ମଧ୍ୟରେ ‘ଗର୍ଭାଶୟ କର୍କଟ ପାଇଁ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଭାଗିଦାରୀ ହ୍ରାସ’ର ଅଂଶ ସ୍ୱରୂପ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ମଧ୍ୟ ସାମିଲ୍ ରହିଛି। ପ୍ରମୁଖ ଆୟୋଜନ ମଞ୍ଚ, ପ୍ରତିଷ୍ଠିତ ଶିିକ୍ଷାର ସୁଯୋଗ, ଏହାର ସମୃଦ୍ଧ ନେଟ୍‌ୱାର୍କ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବାରେ ପ୍ରମାଣିତ କ୍ଷମତା ସହିତ, ୟୁଆଇସିସି ଜାତୀୟ ସହଭାଗୀମାନଙ୍କୁ ଚିକିତ୍ସାର ଉନ୍ନତି, ପ୍ରଗତି ବଜାୟ ରଖିବା ଏବଂ ସର୍ବଶେଷରେ ବିଶ୍ୱର ଜନସଂଖ୍ୟା ପାଇଁ କର୍କଟ ରୋଗର ଭାର ହ୍ରାସ କରିବାରେ ସହାୟତା କରିବ।
କର୍କଟ ଗବେଷଣା, ଭିତ୍ତିଭୂମି ଏବଂ ତାଲିମ ପାଇଁ କ୍ଷମତା ବୃଦ୍ଧି
ମେମୋରିଆଲ୍ ସ୍ଲୋନ୍ କେଟେରିଂ କର୍କଟ କେନ୍ଦ୍ର ଏବଂ ସିଡନୀରେ ଥିବା ଅଷ୍ଟ୍ରେଲିଆର ରୟାଲ୍ ନର୍ଥ ଶୋର୍ ହସ୍ପିଟାଲ୍ ଏକ ୪୦ ମିଲିୟନ୍ ଡଲାରର ସରକାର-ବେସରକାରୀ ଭାଗିଦାରୀ ଆରମ୍ଭ କରିଛି ଯାହା ଗର୍ଭାଶୟ କର୍କଟ ଚିହ୍ନଟ ଏବଂ ବିଲୋପ ପାଇଁ ସଠିକ ଅଙ୍କୋଲୋଜି ଓ ତରଳ ବାୟୋପ୍ସି ଟେକ୍ସୋଲୋଜିର ଅନ୍ତର୍ଜାତୀୟ କ୍ଲିନିକାଲ୍ ପରୀକ୍ଷଣକୁ ଆଗକୁ ବଢ଼ାଇବ। ଅଷ୍ଟ୍ରେଲୀୟ ସମାଜସେବୀ ଶ୍ରୀ ଗ୍ରେଗୋରୀ ଜନ୍ ପୋଚେ ଏବଂ ସ୍ୱର୍ଗତ ଶ୍ରୀମତୀ କେ ୱାନ୍ ନର୍ଟନ ପୋଚେଙ୍କ ଦ୍ୱାରା ପ୍ରତ୍ୟେକ ଅନୁଷ୍ଠାନକୁ ୨୦ ମିନିୟନ୍ ଡଲାରର ଉଦାର ଦାନ ଏହି ସରକାରୀ-ବେସରକାରୀ ଭାଗିଦାରୀକୁ ସମର୍ଥନ କରିବ, ଯାହା ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ଓ ଅନ୍ୟାନ୍ୟ ଅଞ୍ଚଳରେ ଅତ୍ୟାଧୁନିକ ନିଦାନ ଏବଂ ଚିକିତ୍ସା ଉପକରଣର ବିକାଶକୁ ତ୍ୱାରାନ୍ୱିତ କରିବ।
ଆମାଜନ୍ ୱେବ୍ ସର୍ଭିସେସ୍ ଇନ୍ (ଏଡବ୍ଲ୍ୟୁଏସ୍‌) ପ୍ରଶାନ୍ତ କ୍ଷେତ୍ରରେ ସଂଗଠନଗୁଡିକୁ ଗର୍ଭାଶୟ କର୍କଟ ବିଲୋପ, ଚିହ୍ନଟ ଏବଂ ଚିକିତ୍ସା କରିବାର ସେମାନଙ୍କର କ୍ଷମତାରେ ସହଯୋଗ କରିବ, କ୍ଲାଉଡ୍ କମ୍ପ୍ୟୁଟିଂ କ୍ରେଡିଟ୍ ପ୍ରଦାନ କରିବ ଏବଂ ଏଡବ୍ଲ୍ୟୁଏସ୍ ଉପରେ ମୁକ୍ତ ତଥ୍ୟ ପଞ୍ଜୀକରଣ ମାଧ୍ୟମରେ ଏଡବ୍ଲ୍ୟୁଏସ୍ ଓ ଡାଟାସେଟ ସହ ଯୋଗାଯୋଗକୁ ସକ୍ଷମ କରାଇବ। ଅନୁସନ୍ଧାନକାରୀମାନେ ଏଡବ୍ଲ୍ୟୁଏସ୍ ମାଧ୍ୟମରେ କର୍କଟ ଜେନୋମ ଆଟଲାସ୍ ଏବଂ ଅନ୍ୟମାନଙ୍କଠାରୁ ସୁରକ୍ଷିତ ଡାଟାସେଟ୍‌ରୁ ଢ଼ାଞ୍ଚା ଏବଂ ଭିନ୍ନତା ଚିହ୍ନଟ କରୁଛନ୍ତି।
ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ସ୍ତରରେ ଅଙ୍କୋଲୋଜି କ୍ଷମତା ଗଠନ ପାଇଁ ଫାଇଜର୍ ଇଣ୍ଡୋଭେସନ୍ ପଦକ୍ଷେପର ବିସ୍ତାର କରିବ। ସ୍ଥାନୀୟ ଷ୍ଟାର୍ଟଅପ୍‌କୁ ସମର୍ଥନ କରିବା ପାଇଁ ଦୁଇ ବର୍ଷ ପୂର୍ବ ଫାଇଜର୍ ଦ୍ୱାରା ଇଣ୍ଡୋଭେସନ୍ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅଧିନରେ ଫାଇଜର୍ ଗର୍ଭାଶୟ କର୍କଟ ସହିତ ଜଡିତ ଷ୍ଟାର୍ଟଅପ୍‌ମାନଙ୍କୁ ପ୍ରାୟ ୧ ମିଲିୟନଡ଼ ଡଲାର ଅନୁଦାନ ପ୍ରଦାନ କରିଛନ୍ତି ଏବଂ ସରକାର ତଥା ବିଶ୍ୱବିଦ୍ୟାଳୟ ସହ ସହଭାଗିତାରେ କାର୍ଯ୍ୟ କରିଛନ୍ତି। ପ୍ରାଥମିକ ଚିକିତ୍ସା ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଜବୁତ କରିବା ଲକ୍ଷ୍ୟରେ ଅଙ୍କୋଲୋଜି ଉପରେ ଧ୍ୟାନ ଦେବା ପାଇଁ ଫାଇଜର୍ ବର୍ତ୍ତମାନ କାର୍ଯ୍ୟକ୍ରମକୁ ବିସ୍ତାର କରୁଛି। ଏହି ପର୍ଯ୍ୟାୟରେ ଫାଇଜର୍ ୧୦ଟି ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରିବ ଯାହା ପ୍ରାଥମିକ ଚିକିତ୍ସା ସେଟିଂରେ ପ୍ରାଥମିକ ନିରାକରଣ ଏବଂ ରୋଗୀ ସେବାକୁ ବଢ଼ାଇବାରେ ସାହାଯ୍ୟ କରିପାରିବ ତଥା ଏହି ଅଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ସମ୍ଭାବ୍ୟ ନିୟୋଜନ ସହିତ ସମାଧାନ କରିପାରିବ।
ଏଲେକ୍ତା ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ରେଡିଓଥେରାପି କ୍ଷମତାର ବିସ୍ତାର କରିବ ଏବଂ ଗର୍ଭାଶୟ କର୍କଟ ବିଲୋପ ରକିବାରେ ଏହି ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ବ୍ୟବଧାନକୁ ସମ।।ପ୍ତ କରିବାରେ ସହାୟତା ମିଳିବ। ଦକ୍ଷିଣ-ପୂର୍ବ ଏସିଆରେ ରେଡିଓଥେରାପି ତାଲିମ କେନ୍ଦ୍ର ପ୍ରତିଷ୍ଠା, ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ସହିତ ଚିକିତ୍ସା ପାଠ୍ୟକ୍ରମ ପରିଚାଳନା ଏବଂ ଜ୍ଞାନ ବଣ୍ଟନ ମାଧ୍ୟମରେ ରେଡିଓଥେରାପିରେ ଚିକିତ୍ସାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ କ୍ଲାଉଡ୍‌-ଆଧାରିତ ପ୍ଲାଟଫର୍ମ କାର୍ଯ୍ୟକାରୀ କରିବା ତଥା ଏସିଆ-ପ୍ରଶାନ୍ତ ମହାସାଗରୀୟ ବିକିରଣ ଅଙ୍କୋଲୋଜି ନେଟୱାର୍କର ସଦସ୍ୟମାନଙ୍କ ମଧ୍ୟରେ ସମୀକ୍ଷା ଅଧିବେଶନ ଅନ୍ତର୍ଭୁକ୍ତ।
ଏମ୍‌ଡି ଆଣ୍ଡର୍‌ସନ୍ ସେମାନଙ୍କର ଗର୍ଭାଶୟ କର୍କଟ ଗବେଷଣା, ତାଳିମ ଏବଂ ଶିକ୍ଷା କାର୍ଯ୍ୟକ୍ରମକୁ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ବିସ୍ତାର କରିବାକୁ ପ୍ରତିଶୃତି ଦେଇଛନ୍ତି। ଏମ୍‌ଡି ଆଣ୍ଡର୍‌ସନ୍ ବର୍ତ୍ତମାନ ଇଣ୍ଟୋନେସିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଗର୍ଭାଶୟ କର୍କଟ ସ୍କିନିଂ, ନିରାକରଣ ଏବଂ ଚିକିତ୍ସା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ତଥା ମୂଲ୍ୟାଙ୍କନ ଉପରେ ସହଯୋଗ କରନ୍ତି ଏବଂ ଦେଶରେ ଚିକିତ୍ସା ପ୍ରଦାନକାରୀଙ୍କୁ କଲପୋସ୍କୋପି, ଆବ୍ଲାସନ୍‌, ଲୁପ୍ ଇଲେକ୍ଟ୍ରୋ ସର୍ଜିକାଲ୍ ଏକ୍ସାଇଜନ୍ ପ୍ରଣାଳୀ (ଏଲ୍‌ଇଇପି) ଏବଂ ଅସ୍ତ୍ରୋପଚାର କରିବାରେ ପ୍ରଶିକ୍ଷଣ ପ୍ରଦାନ କରିବାରେ ସାହାଯ୍ୟ କରୁଛନ୍ତି    । ଗର୍ଭାଶୟ କର୍କଟ ବିଲୋପ କରିବାରେ ସହଭାଗିତା ପାଇଁ ଇଚ୍ଛୁକ ଥିବା ଏମ୍‌ଡି ଆଣ୍ଡର୍‌ସନ୍ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଏହି କାର୍ଯ୍ୟକ୍ରମଗୁଡିକର ସମ୍ପ୍ରସାରଣ କରିବା ପାଇଁ ପ୍ରତିଶୃତିବଦ୍ଧ।
କର୍କଟ ପ୍ରତି ସଚେତନତା ଏବଂ ଶିକ୍ଷା ବୃଦ୍ଧି
ଗର୍ଭାଶୟ ଏବଂ ସ୍ତନ କର୍କଟ ପାଇଁ ଡାଇଗ୍ନୋଷ୍ଟିକ ତଥା ମେଡିକାଲ୍ ଇମେଜିଂ ସମାଧାନର ଏକ ବିଶ୍ୱସ୍ତରୀୟ ନେତା ହୋଲୋଜିକ୍‌, ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଥିବା ସରକାରୀ ଏଜେନ୍ସି ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ଗର୍ଭାଶୟ କର୍କଟ ବିଷୟରେ ଶିକ୍ଷା ତଥା ସଚେତନତା ପାଇଁ କାର୍ଯ୍ୟ କରୁଛି। ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ଅଭାବ ଦୂର କରିବା ପାଇଁ ହେଲୋଜିକ୍ ବର୍ତ୍ତମାନ ଅଭିନବ ପ୍ରଯୁକ୍ତିବିଦ୍ୟା ଯେପରିକି ଗର୍ଭାଶୟ କର୍କଟ ସ୍କ୍ରିନିଂରେ କୃତ୍ରିମ ବୁଦ୍ଧିମତା ପରି ଜନସଂଖ୍ୟା ଆଧାରିତ କାର୍ଯ୍ୟକ୍ରମକୁ ତଦାରଖ କରୁଛି। ଏଥିସହ, ହୋଲୋଜିକ୍ ଗ୍ଲୋବାଲ୍ ମହିଳା ସ୍ୱାସ୍ଥ୍ୟ ସୂଚକାଙ୍କ ଜାରି ରଖିବା ପାଇଁ ପ୍ରତିଶୃତି ଦେଇଛି, ମହିଳାମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ବିସ୍ତୃତ ବିଶ୍ୱ ସର୍ବେକ୍ଷଣ, ବିଶ୍ୱର ମହିଳା ଏବଂ ବାଳିକାମାନଙ୍କ ସ୍ୱାସ୍ଥ୍ୟ ତଥା କଲ୍ୟାଣ ବିଷୟରେ ତଥ୍ୟରେ ଗୁରୁତ୍ୱପୂର୍ଣ୍ଣ ଅନ୍ତର ପୂରଣ କରିବା ପାଇଁ କାର୍ଯ୍ୟ କରିବ।
ଏଚ୍‌ପିଭି ଏବଂ ଗର୍ଭାଶୟ କର୍କଟ ବିରୋଧରେ ଗ୍ଲୋବାଲ୍ ଇନିସିଏଟିଭ୍ ହିନ୍ଦ-ପ୍ରଶାନ୍ତ ଅଞ୍ଚଳର ସହଭାଗୀ ଏବଂ ସହକର୍ମୀମାନଙ୍କ ସହିତ ଏଚ୍‌ପିଭି ଟୀକାକରଣ, ଗର୍ଭାଶୟ କର୍କଟ ସ୍କ୍ରିନିଂ ଓ ପ୍ରାରମ୍ଭିକ ଚିକିତ୍ସା ପ୍ରକଳ୍ପକୁ ପ୍ରୋତ୍ସାହିତ କରିବ। ଏହି ପ୍ରୟାସରେ ବ୍ୟାଙ୍କକ୍‌ରେ ଏସିଆ-ପାସିଫିକ୍ କର୍ମଶାଳାର ଆୟୋଜନ ସାମିଲ ହେବ, ଯାହାର ଉଦ୍ଦେଶ୍ୟ ଏହି ଅଞ୍ଚଳରେ ଜ୍ଞାନ ତଥା ସର୍ବୋତ୍ତମ କାର୍ଯ୍ୟ ପ୍ରଣାଳୀ ବାଣ୍ଟିବା ସହ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ସଚେତନତା ପଦକ୍ଷେପକୁ ଆହୁରି ବଢ଼ାଇବା ପାଇଁ ପ୍ରୟାସର ବିସ୍ତାର କରାଯିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Great To See How He Supports Art': 'Fauda' Star Lior Raz On Meeting PM Modi In Israel

Media Coverage

Great To See How He Supports Art': 'Fauda' Star Lior Raz On Meeting PM Modi In Israel
NM on the go

Nm on the go

Always be the first to hear from the PM. Get the App Now!
...
The HPV vaccination campaign, launched from Ajmer, marks a significant step towards empowering the nation’s Nari Shakti: PM Modi in Rajasthan
February 28, 2026
Our government is committed to all-round development: PM
Today, I had the privilege of launching the nationwide HPV vaccination campaign from Ajmer, inaugurating and laying foundation stones for multiple projects and distributing appointment letters to the youth: PM
The HPV vaccination campaign has commenced from Ajmer, this campaign is a significant step towards empowering the Nari Shakti of the country: PM
The double-engine government is moving forward by taking both Rajasthan’s heritage and development together: PM
The campaign to link rivers started by our government will significantly benefit Rajasthan: PM
There is no shortage of sunlight in Rajasthan, this very sunshine is becoming a source of savings and income for the common man: PM
A very significant role is being played by the PM Surya Ghar Free Electricity Scheme, this scheme has the power to change Rajasthan's destiny: PM

भारत माता की जय।

भारत माता की जय।

भारत माता की जय।

तीर्थराज पुष्कर और माता सावित्री की इस पावन भूमि पर, आज मुझे आप सबके बीच आने का, आपके आशीर्वाद प्राप्त करने का अवसर मिला है। इस मंच से मैं सुरसुरा के तेजाजी धाम को, पृथ्वीराज की भूमि अजमेर को प्रणाम करता हूं।

मेरे साथ बोलिए –

तीर्थराज पुष्कर की जय।

तीर्थराज पुष्कर की जय।

वीर तेजाजी महाराज की जय।

वीर तेजाजी महाराज की जय।

भगवान देव नारायण की जय।

भगवान देव नारायण की जय।

वरूण अवतार भगवान झूलेलाल जी की जय।

भगवान झूलेलाल जी की जय।

मंच पर विराजमान राजस्थान के राज्यपाल हरिभाउ बागडे जी, राज्य के लोकप्रिय मुख्यमंत्री श्री भजनलाल शर्मा जी, पूर्व मुख्यमंत्री बहन वसुंधरा जी, केंद्रीय मंत्रिमंडल में मेरे साथी भगीरथ चौधरी जी, उपमुख्यमंत्री प्रेमचंद भैरवा जी, दिया कुमारी जी, संसद में मेरे साथी, भाजपा के प्रदेश अध्यक्ष मदन राठौर जी, उपस्थित अन्य मंत्रिगण, अन्य महानुभाव और राजस्थान के मेरे प्यारे भाई और बहनों। मैं पूज्य संतों का बहुत आभारी हूं, कि हमें आशीर्वाद देने के लिए इतनी बड़ी संख्या में पूज्य संतगण यहां मौजूद हैं।

साथियों,

अजमेर आस्था और शौर्य की धरती है। यहां तीर्थ भी है और क्रांतिवीरों के पदचिन्ह भी हैं। अभी कल ही मैं इजराइल की यात्रा को पूरा करके भारत लौटा हूं। राजस्थान के सपूत मेजर दलपत सिंह के शौर्य को इजराइल के लोग आज भी गौरव से याद करते हैं। मुझे भी इजराइल की संसद में, मेजर दलपत सिंह जी के शौर्य को नमन करने का सौभाग्य मिला। राजस्थान के वीर बाकुरों की, इजराइल के हाइफा शहर को आजाद कराने में जो भूमिका थी, मुझे उसका गौरवगान करने का अवसर मिला है।

साथियों,

कुछ समय पहले ही, राजस्थान में भाजपा की डबल इंजर सरकार को दो साल पूरे हुए हैं, मुझे संतोष है कि आज राजस्थान विकास के नए पथ पर अग्रसर है। विकास के जिन वायदों के साथ भाजपा सरकार आपकी सेवा में आई थी, उन्हें तेजी के साथ पूरा कर रही है। और आज का दिन, विकास के इसी अभियान को तेज करने का दिवस है। थोड़ी देर पहले यहां राजस्थान के विकास से जुड़ी करबी 17 हजार करोड़ रूपयों की परियोजनाओं का शिलान्यास और लोकार्पण हुआ है। सड़क, बिजली, पानी, स्वास्थ्य, शिक्षा, हर क्षेत्र में नई शक्ति जुड़ रही है। ये सारे प्रोजेक्टस राजस्थान की जनता की सुविधा बढ़ाएंगे और राजस्थान के युवाओं के लिए, रोजगार के भी अवसर पैदा करेंगे।

साथियों,

भाजपा की डबल इंजर सरकार लगातार युवा शक्ति को सशक्त कर रही है। दो साल पहले तक राजस्थान से भर्तियों में भ्रष्टाचार और पेपर लीक की ही खबरें चमकती रहती थीं, आती रहती थीं। अब राजस्थान में पेपर लीक पर लगाम लगी है, दोषियों पर सख्त कार्रवाई हो रही है। आज यहां इसी मंच से राजस्थान के 21 हजार से अधिक युवाओं को नियुक्ति पत्र भी सौंपे गए हैं। ये बहुत बड़ा बदलाव आया है। मैं इस बदलाव के लिए, नई नौकरियों के लिए, विकास के सभी कामों के लिए, राजस्थान के आप सभी लोगों को बहुत-बहुत बधाई देता हूं।

साथियों,

आज वीरांगनाओं की इस धरती से, मुझे देशभर की बेटियों के लिए एक अहम अभियान शुरू करने का अवसर मिला है। यहां अजमेर से HPV वैक्सीनेशन अभियान शुरू हुआ है। ये अभियान, देश की नारीशक्ति को सशक्त करने की दिशा में अहम कदम है।

साथियों,

हम सब जानते हैं कि परिवार में जब मां बीमार होती है, तो घर बिखर सा जाता है। अगर मां स्वस्थ है, तो परिवार हर संकट का सामना करने में सक्षम रहता है। इसी भाव से, भाजपा सरकार ने महिलाओं को संबल देने वाली अनेक योजनाएं चलाई हैं।

साथियों,

हमने 2014 से पहले का वो दौर देखा है, जिसमें शौचालय के अभाव में बहनों-बेटियों को कितनी पीड़ा, कितना अपमान झेलना पड़ता था। बच्चियां स्कूल छोड़ देती थीं, क्योंकि वहां अलग टॉयलेट की सुविधा नहीं होती थी। गरीब बेटियां सेनिटरी पैड्स नहीं ले पाती थीं। पहले जो सत्ता में रहे, उनके लिए ये छोटी बातें थीं। इसलिए इन समस्याओं की चर्चा तक नहीं होती थी। लेकिन हमारे लिए ये बहनों-बेटियों को बीमार करने वाला, उनके अपमान से जुड़ा संवेदनशील मसला था। इसलिए, हमने इनका मिशन मोड पर समाधान किया।

साथियों,

गर्भावस्था के दौरान कुपोषण माताओं के जीवन के लिए बहुत बड़ा खतरा होता था। हमने सुरक्षित मातृत्व के लिए योजना चलाई, मां को पोषक आहार मिले, इसके लिए पांच हज़ार रुपए बहनों के खाते में जमा करने की योजना शुरु की। मां धुएं में खांसती रहती थी, लेकिन उफ्फ तक नहीं करती थी। हमने कहा ये नहीं चलेगा। और इसलिए उज्जवला गैस योजना बनाई गई। ये सब इसलिए संभव हुआ, क्योंकि भाजपा सरकार, सत्ता भाव से नहीं, संवेदनशीलता के साथ काम करती है।

साथियों,

21वीं सदी का एक चौथाई हिस्सा बीत चुका है। आज का समय राजस्थान के विकास के लिए बड़ा महत्वपूर्ण है। भाजपा की डबल इंजन सरकार, राजस्थान की विरासत और विकास, दोनों को साथ लेकर चल रही है। हम सब जानते हैं, अच्छी सड़क, अच्छी रेल और हवाई सुविधा सिर्फ सफर आसान नहीं करती, वो पूरे इलाके की किस्मत बदल देती है। जब गांव-गांव तक अच्छी सड़क पहुँचती है, तो किसान अपनी फसल सही दाम पर बेच पाता है। व्यापारी आसानी से अपना सामान बाहर भेज पाते हैं। और हमारा अजमेर-पुष्कर तो, उसकी पर्यटन की ताकत कौन नहीं जानता। अच्छी कनेक्टिविटी का पर्यटन पर सबसे अच्छा असर पड़ता है। जब सफर आसान होता है, तो ज्यादा लोग घूमने आते हैं।

और साथियों,

जब पर्यटक आते हैं तो स्वाभाविक है होटल चलते हैं, ढाबे चलते हैं, कचौड़ी और दाल बाटी ज्यादा बिकती है, यहां राजस्थान के कारीगरों का बनाया सामान बिकता है, टैक्सी चलती है, गाइड को काम मिलता है। यानी एक पर्यटक कई परिवारों की रोज़ी-रोटी बन जाता है। इसी सोच के साथ हमारी सरकार, राजस्थान में आधुनिक कनेक्टिविटी पर बहुत बल दे रही है।

साथियों,

जैसे-जैसे राजस्थान में कनेक्टिविटी का विस्तार हो रहा है, वैसे-वैसे यहां निवेश के लिए भी अवसर लगातार बढ़ते जा रहे हैं। दिल्ली-मुंबई इंडस्ट्रियल कॉरिडोर के इर्द-गिर्द उद्योगों के लिए एक बहुत ही शानदार इंफ्रास्ट्रक्चर बनाया जा रहा है। यानी राजस्थान को अवसरों की भूमि बनाने के लिए, डबल इंजन सरकार हर संभव, अनेक विध काम कर रही है।

साथियों,

राजस्थान की माताएं अपने बच्चों को पालने में ही, राष्ट्र भक्ति का संस्कार देती हैं। राजस्थान की ये धरा जानती है कि देश का सम्मान क्या होता है, और इसीलिए आज राजस्थान की इस धरा पर, मैं आप लोगों से एक और बात कहने आया हूं।

साथियों,

हाल में ही, दिल्ली में, दुनिया का सबसे बड़ा AI सम्मेलन हुआ, Artificial Intelligence इसमें दुनिया के अनेक देशों के प्रधानमंत्री, अनेक देशों के राष्ट्रपति, अनेक देशों के मंत्रि, उस कार्यक्रम में आए थे। दुनिया की बड़ी-बड़ी कंपनियां, उन कंपनियों के कर्ता-धर्ता वो भी एक छत के नीचे इकट्ठे हुए थे। सबने भारत की खुले मन से प्रशंसा की। मैं जरा राजस्थान के मेरे भाई-बहनों से पूछना चाहता हूं। जब दुनिया के इतने सारे लोग, भारत की प्रशंसा करते हैं, ये सुनकर के आपको गर्व होता है की नहीं होता है? आपको गर्व होता है कि नहीं होता है? आपको अभिमान होता है कि नहीं होता है? आपका माथा ऊंचा हुआ या नहीं हुआ? आपका सीना चौड़ा हुआ कि नहीं हुआ?

साथियों,

आपको गर्व हुआ, लेकिन हताशा निराशा में डूबी, लगातार पराजय के कारण थक चुकी कांग्रेस ने क्या किया, ये आपने देखा है। दुनियाभर के मेहमानों के सामने, कांग्रेस ने देश को बदनाम करने की कोशिश की। इन्होंने विदेशी मेहमानों के सामने देश को बेइज्जत करने के लिए पूरा ड्रामा किया।

साथियों,

कांग्रेस, पूरे देश में ल्रगातार हार रही है, और गुस्से में वो इसका बदला, वो भारत को बदनाम करके ले रही है। कभी कांग्रेस, INC यानी इंडियन नेशनल कांग्रेस थी, लेकिन अब INC नहीं बची है, इंडियन नेशनल कांग्रेस नहीं बची है, आज वो INC के बजाय MMC, MMC बन गई है। MMC यानी मुस्लिम लीगी माओवादी कांग्रेस हो चुकी है।

राजस्थान के मेरे वीरों,

इतिहास गवाह है, मुस्लिम लीग भारत से नफरत करती थी, और इसलिए मुस्लिम लीग ने देश बांट दिया। आज कांग्रेस भी वही कर रही है। माओवादी भी, भारत की समृद्धि, हमारे संविधान और हमारे सफल लोकतंत्र से नफरत करते हैं, ये घात लगाकर हमला करते हैं, कांग्रेस भी घात लगाकर, देश को बदनाम करने के लिए कहीं भी घुस जाती है। कांग्रेस के ऐसे कुकर्मों को देश कभी माफ नहीं करेगा।

साथियों,

देश को बदनाम करना, देश की सेनाओं को कमजोर करना, ये कांग्रेस की पुरानी आदत रही है। आप याद कीजिए, यही कांग्रेस है, जिसने हमारी सेना के जवानों को हथियारों और वर्दी तक के लिए तरसा कर रखा था। ये वही कांग्रेस है, जिसने सालों तक हमारे सैनिक परिवारों को वन रैंक वन पेंशन से वंचित रखा था। ये वही कांग्रेस है, जिसके जमाने में विदेशों से होने वाले रक्षा सौदों में बड़े-बड़े घोटाले होते थे।

साथियों,

बीते 11 वर्षों में भारत की सेना ने हर मोर्चे पर आतंकियों पर, देश के दुश्मनों पर करारा प्रहार किया। हमारी सेना, हर मिशन, हर मोर्चे में विजयी रही। सर्जिकल स्ट्राइक से लेकर ऑपरेशन सिंदूर तक, वीरता का लोहा मनवाया, लेकिन कांग्रेस के नेताओं ने इसमें भी दुश्मनों के झूठ को ही आगे बढ़ाया। देश के लिए जो भी शुभ है, जो भी अच्छा है, जो भी देशवासियों का भला करने वाला है, कांग्रेस उस सबका विरोध करती है। इसलिए, देश आज कांग्रेस को सबक सिखा रहा है।

साथियों,

राजस्थान में तो आपने कांग्रेस के कुशासन को करीब से अनुभव किया है। यहां जितने दिन कांग्रेस की सरकार रही, वो भ्रष्टाचार करने और आपसी लड़ाई-झगड़े में ही उलझी रही। कांग्रेस ने हमारे किसानों को भी हमेशा धोखा दिया है। आप याद कीजिए, कांग्रेस ने दशकों तक सिंचाई की परियोजनाओं को कैसे लटकाए रखा। इसका राजस्थान के किसानों को बहुत अधिक नुकसान हुआ है। ERCP परियोजना को कांग्रेस की सरकारों ने केवल फाइलों और घोषणाओं में उलझाकर रखा। हमारी सरकार ने आते ही इस स्कीम को फाइलों से निकालकर धरातल पर उतारने का प्रयास किया है।

साथियों,

हमारी सरकार ने नदियों को जोड़ने का जो अभियान शुरु किया है, उसका बहुत अधिक फायदा राजस्थान को मिलना तय है। संशोधित पार्वती-कालीसिंध-चंबल लिंक परियोजना हो, यमुना-राजस्थान लिंक प्रोजेक्ट हो, डबल इंजन सरकार ऐसी अनेक सिंचाई परियोजनाओं का लाभ किसानों तक पहुंचाने के लिए प्रतिबद्ध है। आज भी झालावाड़, बारां, कोटा और बूंदी जिले के लिए पानी की अनेक परियोजनाओं पर काम शुरु हुआ है। हमारा प्रयास है, कि राजस्थान में भूजल का स्तर भी ऊपर उठे।

साथियों,

भाजपा सरकार, राजस्थान के सामर्थ्य को समझते हुए, योजनाएं बना रही है, उन्हें लागू कर रही है। मुझे खुशी है कि राजस्थान अब, सूरज की ताकत से समृद्धि कमाने वाली धरती बन गया है। हम सब जानते हैं, हमारे राजस्थान में धूप की कोई कमी नहीं। अब यही धूप, सामान्य मानवी के घर की बचत और कमाई का साधन बन रही है। और इसमें बहुत बड़ी भूमिका है, प्रधानमंत्री सूर्यघर मुफ्त बिजली योजना की। इस योजना में राजस्थान का भाग्य बदलने की ताकत है। इस योजना में भाजपा सरकार लोगों को अपनी छत पर सोलर पैनल लगाने के लिए 78 हजार रुपए की सहायता देती है। सरकार सीधे आपके बैंक खाते में पैसे भेजती है। आजादी के बाज सब बजट, सब योजनाएं देख लीजिए, जिसमें मध्यम वर्ग को सबसे ज्यादा लाभ होने वाला है, ऐेसी योजना कभी नजर नहीं आएगी, आज इन परिवारों को सोलर पैनल लगाने के लिए 78 हजार रुपए सीधा सरकार देती है। सबसे अधिक लाभ मध्यम वर्ग के लोग ले रहे हैं। और जिससे घर पर एक छोटा सा बिजली घर तैयार हो जाता है। दिन में सूरज की रोशनी से बिजली बनती है, घर में वही बिजली काम आती है और जो ज्यादा बिजली बनती है, वो बिजली ग्रिड में जाती है। और जिस घर में बिजली बनी होती है, उसे भी इसका लाभ मिलता है।

साथियों,

आज राजस्थान में सवा लाख से अधिक परिवार इस योजना से जुड़ चुके हैं। और इस योजना की वजह से, कई घरों का बिजली बिल लगभग जीरो आ रहा है। यानी खर्च कम हुआ है, बचत ज़्यादा हुई है।

साथियों,

विकसित राजस्थान से विकसित भारत के मंत्र पर हम लगातार काम कर रहे हैं। आज जिन योजनाओं पर काम शुरू हुआ है, वो विकसित राजस्थान की नींव को और अधिक मजबूत करेंगे। जब राजस्थान विकसित होगा, तो यहां के हर परिवार का जीवन समृद्ध होगा। आप सभी को एक बार फिर, विकास परियोजनाओं के लिए बहुत-बहुत शुभकामनाएं। मेरे साथ बोलिये-

भारत माता की जय!

भारत माता की जय!

वंदे मातरम के 150 साल देश मना रहा है। मेरे साथ बोलिये-

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

बहुत-बहुत धन्यवाद।