ନଭେମ୍ବର 8, 2016 ରେ ବିମୁଦ୍ରୀକରଣର ଐତିହାସିକ ନିର୍ଣ୍ଣୟ ଗ୍ରହଣ କରାଯାଇଥିଲା । ଯେଉଁଥିରେ 500 ଏବଂ 1000 ଟଙ୍କିଆ ନୋଟକୁ ତତ୍କାଳ ପ୍ରଭାବରେ ବନ୍ଦ କରିଦିଆଯାଇଥିଲା । ଏଥିରୁ ଦେଶକୁ ଅନେକ ଲାଭ ହୋଇଛି । ସରକାରଙ୍କ ଏହି ନିଷ୍ପତ୍ତିର ଫଳସ୍ୱରୂପ, ଭାରତ ଏପର୍ଯ୍ୟନ୍ତ ସବୁଠୁ ଅଧିକ କଳାଧନ ଠାବ କରିଛି ,ଟିକସଦାତାଙ୍କ ସଂଖ୍ୟା ବଢିଛି ଏବଂ ଭାରତୀୟ ଆର୍ଥିକ ପ୍ରଣାଳୀ ସ୍ୱଚ୍ଛ ହେଉଛି ।
ତଳେ ଦିଆଯାଇଥିବା ସୂଚନାନକ୍ସାରେ ବିମୁଦ୍ରୀକରଣରୁ ହୋଇଥିବା ଲାଭକୁ ଦର୍ଶାଯାଇଛି :






