ସେୟାର
 
Comments

"ଉତ୍ତରପ୍ରଦେଶର ଲଖିମପୁରରେ ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସମାଜବାଦୀ ପାର୍ଟିର ସରକାରଙ୍କ ଉପରେ ଆକ୍ଷେପ କରି କହିଲେ ,'ଉତ୍ତରପ୍ରଦେଶରେ ଅପରାଧ ନିଜ ଚରମରେ ଅଛି  । ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଦ୍ରୁତ ଭବେ ବୃଦ୍ଧି ଘଟୁଛି  । ଏଭଳି ଅପରାଧୀ ଅଛନ୍ତି ଯିଏ ଜେଲରେ ବସି ମଧ୍ୟ ନିଜର ଗ୍ୟାଙ୍ଗ ବିସ୍ତାର କରୁଛନ୍ତି । ଏହି ଗ୍ୟାଙ୍ଗ ଲୋକଙ୍କୁ ହତ୍ୟା ,ବଳାତ୍କାର ,ଅପହରଣ ଏବଂ ଦଙ୍ଗା ଭଳି ଅପରାଧିକ ଗତିବିଧିରେ ଲିପ୍ତ ରହୁଛନ୍ତି ।' ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଙ୍କ କଷି କହିଲେ ,'ୟେ ଆପକା କାମ ବୋଲ ରହା ହେ କି ଆପକା କାରନାମା ।'"

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
PM Jan-Dhan Yojana: Number of accounts tripled, government gives direct benefit of 2.30 lakh

Media Coverage

PM Jan-Dhan Yojana: Number of accounts tripled, government gives direct benefit of 2.30 lakh
...

Nm on the go

Always be the first to hear from the PM. Get the App Now!
...
Social Media Corner 5th August 2021
August 05, 2021
ସେୟାର
 
Comments

#धन्यवाद_मोदीजी says nation as PM Modi interacts with beneficiaries of the Pradhan Mantri Garib Kalyan Anna Yojana in Uttar Pradesh

Modi Govt’s key initiatives have proved that Atmanirbhar Bharat is not just a vision but a well-planned strategy