ଯୋଜନା ପାଇଁ କେନ୍ଦ୍ର ସରକାର 54061.73 କୋଟି ଟଙ୍କା ଏବଂ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାରମାନେ ସରକାର 31,733.17 କୋଟି ଟଙ୍କା ଖର୍ଚ୍ଚ କରିବେ
11.20 ଲକ୍ଷ ବିଦ୍ୟାଳୟର 80 କୋଟି ଛାତ୍ରଛାତ୍ରୀ ଉପକୃତ ହେବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏମ୍ /ଏସ୍ ଏକ୍ସପୋର୍ଟ କ୍ରୋଡିଟ୍  ଗ୍ୟାରେଣ୍ଟି କର୍ପୋରସନ ଲିମିଟେଡ(ଇସିଜିସି) ଷ୍ଟକ୍ ଏକ୍ସଚେଂଚରେ ତାଲିକାଭୁକ୍ତ କରିବା (ଲିଷ୍ଟିଂ) ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଇସିଜିସି ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସ୍‌ସି) ଯାହା ଏଯାଏ ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇ ନ ଥିଲା। ଏହି ଅନୁମୋଦନ ପୂର୍ବରୁ ଇସିଜିସି ‘ସେବି’ ନିୟମ୨୦୧୮ ଅନୁସାରେ ଷ୍ଟକ୍ ଏକ୍ସଚେଞ୍ଚରେ ଆଇପିଓ କାରବାର କରୁଥିଲା ।

ଏହା ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାରେ ଏକ ସଂସ୍ଥା । ରପ୍ତାନୀ ବାଣିଜ୍ୟକୁ ବଢାଇବା ସହ ରପ୍ତାନୀକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ପାଇଁ ତିଆରି ହୋଇଥିବା ଏହି ସଂସ୍ଥା କ୍ରେଡିଟ ରିସ୍କ ଇନ୍‌ସୁରାନ୍ସ ଓ ସେବା ଯୋଗାଉଛି । ଏହି କମ୍ପାନୀର ବର୍ତ୍ତମାନର ଦେଣା ପରିମାଣ ଏକଲକ୍ଷ କୋଟି ଟଙ୍କା, ୨୦୨୫-୨୬ ମଧ୍ୟରେ ଏହି ଦେଣା(ଲିଆବିଲିଟି) ପରିମାଣକୁ ସର୍ବାଧିକ ୨.୦୩ଲକ୍ଷ କୋଟି ଟଙ୍କାରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି ।

ଇସିଜି ଷ୍ଟକ ମାର୍କେଟରେ ଲିଷ୍ଟିଂ ହେଲେ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରିତ ହେବ ଏବଂ ସର୍ବସାଧାରଣ ଏହାର ସେୟାର ବିକ୍ରି ପାଇଁ ମିଳିବ । ଲୋକେ ଯେତେ ସେୟାର କିଣିବେ କମ୍ପାନୀର ମାଲିକାନା ପରିସର ସେତେ ବଢିବ ଏବଂ ଏହା ଜନତାଙ୍କ କମ୍ପାନୀର ପରିଣତ ହେବ । ଏହା ଫଳରେ କର୍ପୋରେଟ ଗଭର୍ଣ୍ଣାସ ପାଇଁ ବାଟ ଫିଟିବ ଓ କମ୍ପାନୀର ପରିଚାଳନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଢିବ । ଲିଷ୍ଟଂ ଫଳରେ ଏହି କମ୍ପାନୀ ସେୟାର ବା ଆଇପିଓ ବିକି ଅଧିକ ପୁଞ୍ଜି ବଜାରରୁ ସଂଗ୍ରହ କରିପାରିବ । ସରକାର ଏଥିରୁ ନିଜର ଅଂଶଧନ ପ୍ରତ୍ୟାହାର କରି ତାହାକୁ ବିଭିନ୍ନ ସାମାଜିକ କ୍ଷେତ୍ରର ଯୋଜନା ବାବଦରେ ଖର୍ଚ୍ଚ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s solar power generation jumps 138% in four years: MNRE

Media Coverage

India’s solar power generation jumps 138% in four years: MNRE
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi