ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗକୁ ଲୋକପ୍ରିୟ କରିବାକୁ ବହୁମୁଖୀ ଗବେଷଣାର ଆବଶ୍ୟକତାକୁ ଦୋହରାଇଛନ୍ତି ।
ଜଣେ ନାଗରିକଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଠିକ କହିଛନ୍ତି । ଆଗକୁ ଯିବା ପାଇଁ ଯୋଗ ଓ ଭାରତୀୟ ଚିକିତ୍ସାର ପାରମ୍ପରିକ ଧାରାକୁ ଏମିତି ଏକ ଭାଷାରେ ଲୋକପ୍ରିୟ କରିବାକୁ ପଡିବ ଯାହାକୁ ବିଶ୍ୱ ବୁଝିପାରିବ । ଆମ ଦେଶବାସୀଙ୍କ ମଧ୍ୟରେ ଏ ସମ୍ପର୍କରେ ମଧ୍ୟ ବ୍ୟାପକ ସଚେତନତା ରହିଛି ଦେଖି ଖୁସି ଲାଗିଲା ।”
Well said. The way ahead is by popularising Yoga and traditional forms of Indian medicine in a language that the world understands. I am happy to see greater awareness among our people on this too. https://t.co/KNbdSlpMlb
— Narendra Modi (@narendramodi) February 12, 2023


