Dahej SEZ has made it to the top 50 industrial areas in the world: PM
OPAL will have a key role to play in intiatives like 'Make In India' and 'Start up India': PM
Petrochemical sector is expanding at a fast rate in the country: PM Modi
After we assumed office, we took measures to control inflation rate: PM Modi
Today India is a bright spot in global economy: PM Modi
Latest GDP data reveals that demonetisation did not affect India's growth: PM Modi

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ,

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଶ୍ରୀ ନୀତିନ ଗଡକରୀ ଏବଂ ମନସୁଖ ମାଣ୍ଡଭିୟା

ଏହି କ୍ଷେତ୍ରର ଲୋକପ୍ରିୟ ସାଂସଦ ଶ୍ରୀ ମନସୁଖ ଭାଇ ବସାବା

ମଂଚସ୍ଥ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି

ମୋର ସାଥୀମାନେ,

ଆମ ଦହେଜ ଗୋଟିଏ ପ୍ରକାରେ ଛୋଟ ଭାରତ ପାଲଟି ଯାଇଛି । ଦେଶର କୌଣସି ଜିଲ୍ଲା ଏମିତି ନଥିବ ଯେଉଁଠାର ଲୋକ ଏଠାରେ ନ ଥିବେ ଏବଂ ଯେଉଁମାନଙ୍କର ଜୀବନ ଜୀବିକାର ସାଧନ ଏହା ସହିତ ଯୋଡି ହୋଇ ନ ଥିବ ।

ପୁରା ଦେଶରେ ଏବଂ ବିଶ୍ୱରେ ଗୁଜୁରାଟର ବ୍ୟବସାୟିକ ଚିନ୍ତାଧାରା ଏବଂ ସାହସିକତାର ଗୁଂଜରଣ ରହିଛି ।

ଗୁଜୁରାଟର ସେହି ସାହସିକତାକୁ ଉଜାଗର କରିବାରେ ଦହେଜ-ଭାରୁଚ କ୍ଷେତ୍ରର ବଡ଼ ଯୋଗଦାନ ରହିଛି ।

ମୁଁ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି, ତ ଅନେକ ଥର ଏହି କ୍ଷେତ୍ରର ବିକାଶକୁ ଆଗେଇ ନେବା ପାଇଁ ଏଠାକୁ ଆସୁଥିଲି ଏବଂ ଲଗାତର ଏଥିରେ ଯୋଡି ହୋଇ ରହିଥିଲି ।

ଏହି ଜାଗାକୁ ମୁଁ ଇଟା ସହିତ ଇଟା ଯୋଡି ମଜବୁତ ହେବା ଏବଂ ପାଦ ପରେ ପାଦ ଆଗକୁ ବଢୁଥିବାର ଦେଖିଅଛି ।

ବିଗତ 15 ବର୍ଷରେ ଦହେଜର ବିକାଶ ପାଇଁ ଗୁଜୁରାଟ ସରକାର ଭଗୀରଥ ଭଳି ପ୍ରୟାସ କରିଛନ୍ତି । ଆଜି ତାହାର ପରିଣାମ ସ୍ୱରୂପ ଦହେଜର ପୁରା ଅଂଚଳ ଔଦ୍ୟୋଗିକ ଦୃଷ୍ଟିକୋଣରୁ ବହୁତ ମହତ୍ୱପୂର୍ଣ୍ଣ ସ୍ଥାନ ପାଲଟି ଯାଇଛି ।

ବନ୍ଧୁଗଣ, ଏହା ଗୁଜୁରାଟ ସରକାରଙ୍କର ଲଗାତର ପ୍ରୟାସର ପରିଣାମ ଥିଲା କି ଦହେଜ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ (ଏସ୍ଇଜେଡ୍) ଦୁନିଆର ଶ୍ରେଷ୍ଠ-50 ଔଦ୍ୟୋଗିକ କ୍ଷେତ୍ରରେ ନିଜର ସ୍ଥାନ ସୃଷ୍ଟି କରି ପାରିଛି ।

ଏହା ଭାରତର ଏମିତି ପ୍ରଥମ ଔଦ୍ୟୋଗିକ କ୍ଷେତ୍ର ଥିଲା, ଯାହା ବିଶ୍ୱ ମାନ୍ୟତାରେ ଏତେ ବିସ୍ଫୋରକ ଭାବରେ ପ୍ରବେଶ ଜାହିର କରିଥିଲା ।

2011-12 ରେ ଦହେଜ SEZ ବିଶ୍ୱ ମାନ୍ୟତାରେ 23 ଥିଲା । 

ଆଜି ମଧ୍ୟ ଦହେଜ-ଏସ୍ଇଜେଡ୍ ବିଶ୍ୱର କିଛି ବଛା-ବଛା ଔଦ୍ୟୋଗିକ କ୍ଷେତ୍ରରେ ନିଜର ବିଶେଷ ସ୍ଥାନ ରଖି ପାରିଛି ।

ଦହେଜ ଔଦ୍ୟୋଗିକ କ୍ଷେତ୍ର କେବଳ ଗୁଜୁରାଟର ନୁହେଁ ବରଂ ପୁରା ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାର ଦେବାରେ ବଡ଼ ଭୂମିକା ତୁଲାଉଛି । ଏ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ 40 ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ହୋଇ ସାରିଛି ।

ଦହେଜ-ଏସ୍ଇଜେଡର ଏହି ମର୍ଯ୍ୟାଦା ସଂପନ୍ନ ସଫଳତା ପାଇଁ ଏହା ସହିତ ସମ୍ପୃକ୍ତ ଲୋକଙ୍କୁ ବହୁତ ବହୁତ ପ୍ରଶଂସା ଦେଉଛି ।

ଦହେଜ ଏବଂ ଏହାର ଆଖପାଖ ଭିତ୍ତିଭୂମିକୁ ବିକଶିତ କରିବା ପାଇଁ ଗୁଜୁରାଟ ସରକାର ସବୁବେଳେ ଗମ୍ଭୀରତା ଦେଖାଇଛନ୍ତି । ଏହି କାରଣରୁ ଯେବେ ଏହି ଚର୍ଚ୍ଚା ଆରମ୍ଭ ହେଲା ଯେ, ଦେଶରେ ଚାରୋଟି ପେଟ୍ରୋଲିୟମ୍-କେମିକାଲ-ପେଟ୍ରୋ ରସାୟନ ନିବେଶ ଅଂଚଳ ଅର୍ଥାତ ପିସିପିଆଇଆର ପ୍ରତିଷ୍ଠା କରାଯିବ ତ ସେଥିରେ ଗୁଜୁରାଟର ଦହେଜର ମଧ୍ୟ ନାମ ଥିଲା ।

ପିସିପିଆଇଆର କାରଣରୁ ଏକ ଲକ୍ଷ 25 ହଜାରରୁ ଅଧିକ ଲୋକଙ୍କୁ ରୋଜଗାର ମିଳିଛି ଆଉ ଏଥିରୁ 32 ହଜାର ଲୋକ ଏମିତି ଅଛନ୍ତି ଯେଉଁମାନେ ସିଧା ସଳଖ ଯୋଡି ହୋଇଛନ୍ତି । ଏକ ଅନୁମାନ କରାଯାଇଛି ଯେ, ଯେତେବେଳେ ପିସିପିଆଇଆରର ପୂର୍ଣ୍ଣ କ୍ଷମତା ବିକାଶ ହୋଇଯିବ ତ 8 ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ମିଳିବ ।

ପିସିପିଆଇଆର କାରଣରୁ ଦହେଜ ଏବଂ ସଂପୂର୍ଣ୍ଣ ଭାରୁଚର ଆଖପାଖର ଭିତ୍ତିଭୂମି ବହୁତ ଭଲ ଭାବରେ ବିକାଶ ହୋଇଛି । ପେଟ୍ରୋଲିୟମ୍-କେମିକାଲ-ପେଟ୍ରୋରସାୟନ ନିବେଶ ଅଂଚଳ କାରଣରୁ ବଡ଼ ଆକାରରେ ଆର୍ଥିକ ଗତିବିଧିରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଆସିଛି ।

ଆଜି ଦହେଜର ଏସ୍ଇଜେଡ୍, ପିସିପିଆଇଆର ଏବଂ ଗୁଜୁରାଟ ଶିଳ୍ପ ବିକାଶ ନିଗମ ବହୁତ ସକ୍ରିୟ ଓ ଚଳଚଞ୍ଚଳ ଔଦ୍ୟୋଗିକ ସ୍ଥାନ ପାଲଟିଛି । ଇଏ ଏଭଳି ଏକ ଶିଶୁ ଯାହାକୁ ମୁଁ ନିଜ ଆଖି ସାମ୍ନାରେ ବଢିବାର ଦେଖିଛି ଆଉ ଏଥି ପାଇଁ ଏଠାରେ ମୋର ବହୁତ ଭାବନାତ୍ମକ ସଂପର୍କ ଯୋଡି ହୋଇ ରହିଛି ।

ଦହେଜର ଏସ୍ଇଜେଡ୍ ଏବଂ ପିସିପିଆଇଆରକୁ ଯଦି କେହି ମଥାମଣି କରିଛି ତ ତାହା ହେଉଛି ONGC PETRO ADDITIONS LIMITED ଅର୍ଥାତ ପା

ପା ଏଠାକାର ଗୋଟିଏ ଅଗ୍ରଣୀ ଶିଳ୍ପ ଭଳି । ଏହା ହେଉଛି ଦେଶର ସବୁଠାରୁ ବଡ଼ ପେଟ୍ରୋରସାୟନ କାରଖାନା । ଏଥିରେ 30 ହଜାର କୋଟି ଟଙ୍କାର ନିବେଶ କରାଯିବାର ଥିଲା ଯେଉଁଥିରେ ପାଖାପାଖି 28 ହଜାର କୋଟି ତ ଲାଗି ସାରିଛି ।

ସାଥୀମାନେ, ଆଜି ଭାରତରେ ପଲିମରର ମୁଣ୍ଡ ପିଛା ବ୍ୟବହାର 10 କିଲୋ ଅଟେ ଯେବେ କି ପୁରା ବିଶ୍ୱରେ ଏହାର ଅନୁପାତ ପାଖାପାଖି 32 କିଲୋ ଅଟେ । ଆଜି ଯେତେବେଳେ ସାରା ଦେଶରେ ମଧ୍ୟବିତ୍ତ ଶ୍ରେଣୀର ପରିସର ବଢୁଛି, ଲୋକଙ୍କର ଆୟ ବଢୁଛି, ସହର ଗୁଡିକର ବିକାଶ ହେଉଛି ତ ନିଶ୍ଚିତ ଭାବରେ ପଲିମରର ମୁଣ୍ଡ ପିଛା ବ୍ୟବହାରରେ ମଧ୍ୟ ବୃଦ୍ଧି ଆସିବ ।  

ONGC PETRO ADDITIONS LIMITED – ଓପା ର ଏଥିରେ ବହୁତ ବଡ ଭୂମିକା ଅଛି । ପଲିମର ସହିତ ଯୋଡି ହୋଇଥିବା ଉତ୍ପାଦ ଗୁଡିକର ବ୍ୟବହାର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର – ଯେପରି କି ଭିତ୍ତିଭୂମି, ଗୃହ ନିର୍ମାଣ, ପ୍ୟାକେଜିଂ, ଜଳସେଚନ, ଅଟୋମେଟିଭ୍ କ୍ଷେତ୍ର ଓ ସ୍ୱାସ୍ଥ୍ୟ ସୁରକ୍ଷାରେ ହେଉଛି ।

କେନ୍ଦ୍ର ସରକାରଙ୍କ ମେକ୍ ଇନ ଇଣ୍ଡିଆ ଏବଂ ସ୍ମାର୍ଟ ସିଟି ଭଳି ବଡ ପ୍ରକଳ୍ପ କୁଡିକରେ ମଧ୍ୟ ଓପେଲର ବହୁତ ଯୋଗଦାନ ରହିବ । ଏକ ଅନୁମାନ ଯେ 2018 ମଧ୍ୟରେ ପଲିମରରେ ପାର ଅଂଶଧନ ପାଖାପାଖି 13 ପ୍ରତିଶତ ହୋଇଯିବ ।

ପଲିମରର ବ୍ୟବହାର ବଢିବାର ସିଧା ଅର୍ଥ ଯେ ଯେଉଁ ପରମ୍ପରାଗତ ଜିନିଷ ରହିଛି ଯେଭଳି କି କାଠ, କାଗଜ, ଧାତୁର ବ୍ୟବହାର କମ୍ ହେବ । ଅର୍ଥାତ ଏହା ଆମ ଦେଶର ପ୍ରାକୃତିକ ସଂସାଧନ ଗୁଡିକୁ ବଞ୍ଚାଇବାରେ ସହାୟକ ପ୍ରମାଣିତ ହେବ ।

ଦେଶରେ ପେଟ୍ରୋରସାୟନ କ୍ଷେତ୍ର ଏହି ସମୟରେ ଦ୍ରୁତ ଗତିରେ ଆଗକୁ ବଢୁଛି । ବିଶେଷଜ୍ଞମାନଙ୍କର ଅନୁମାନ ଏହି ଯେ ଆଗାମୀ ଦୁଇ ଦଶକ ମଧ୍ୟରେ ଏହି କ୍ଷେତ୍ର 12ରୁ 15 ପତିଶତ ବେଗରେ ଆଗକୁ ବଢିବ ।

ବନ୍ଧୁଗଣ, ଭବିଷ୍ୟତରେ ଏହି କ୍ଷେତ୍ରରେ ଆହୁରି ମଧ୍ୟ ବଡ଼ ଆକାରରେ ଭିତ୍ତିଭୂମିର ବିକାଶ ହେବ ଯେଉଁଥିରେ ବନ୍ଦରର ଆଧୁନିକୀକରଣ 5,000 ମେଗାୱାଟ ବିଜୁଳି ଉତ୍ପାଦନ ଏବଂ ବର୍ଜ୍ୟବସ୍ତୁ ବିଶୋଧନ କାରଖାନା ସାମିଲ ଅଛି । ନିଶ୍ଚିତ ଭାବରେ ଏହା ଦ୍ୱାରା ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାର ମଧ୍ୟ ମିଳିବ ।

ଶ୍ରମିକମାନଙ୍କ ସୁବିଧା ପାଇଁ, ନିଯୁକ୍ତି ବଜାରର ସଂପ୍ରସାରଣ ପାଇଁ ସରକାର ଲଗାତାର ଚେଷ୍ଟା କରୁଛନ୍ତି । ଉଦ୍ୟୋଗ ଗୁଡିକରେ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ସହିତ ଦକ୍ଷତାର ବିକାଶ ପାଇଁ ମଧ୍ୟ ଭଗୀରଥ ଭଳି ପ୍ରୟାସ କରାଯାଉଛି । ଦେଶରେ ପ୍ରଥମ ଥର ପାଇଁ ଦକ୍ଷତାର ବିକାଶ ମନ୍ତ୍ରଣାଳୟ ପ୍ରତିଷ୍ଠା କରି ଏହା ଉପରେ ସୁ-ନିୟୋଜିତ ଉପାୟରେ କାମ ହେଉଛି । ସରକାର ବହୁ ବର୍ଷର ପୁରୁଣା ନିୟମଗୁଡିକୁ ହଟାଇ କିମ୍ବା ସେଥିରେ କିଛି ପରିବର୍ତ୍ତନ କରି ନିଯୁକ୍ତି ବଜାରର ସଂପ୍ରସାରଣ କରୁଛନ୍ତି ।

ଆପ୍ରେଂଟିସିପ୍ ଆଇନରେ ସଂଶୋଧନ କରି ଶିକ୍ଷାନବିସଙ୍କ ସଂଖ୍ୟା ବଢାଯାଇଛି ଏବଂ ଆପ୍ରେଂଟିସ୍ କାଳରେ ମିଳୁଥିବା ଭତ୍ତାରେ ମଧ୍ୟ ବୃଦ୍ଧି କରାଯାଇଛି ।

1948ର ଫ୍ୟାକ୍ଟ୍ରି ଆଇନରେ ପରିବର୍ତ୍ତନ କରି ରାଜ୍ୟମାନଙ୍କୁ ଉପଦେଶ ଦିଆଯାଇଛି ଯେ ସେମାନେ ମହିଳାମାନଙ୍କୁ ରାତିରେ କାମ କରିବାର ସୁବିଧା ପ୍ରଦାନ କରିବେ ।

ଏହା ଛଡା ସବେତନ ମାତୃତ୍ୱ କାଳୀନ ଛୁଟିକୁ 12 ସପ୍ତାହରୁ ବଢାଇ 26ସପ୍ତାହ କରାଯାଇଛି ।

ଶ୍ରମିକମାନଙ୍କର କଷ୍ଟ ଉପାର୍ଜିତ ଧନ ଏବଂ ସଂଚୟ ଇପିଏଫ୍ ଏକାଉଂଟରେ ଜମା ହୁଏ । ଏହି ଅର୍ଥ ସେମାନଙ୍କୁ କେଉଁଠାରେ ହେଲେ ମଧ୍ୟ, କେବେହେଲେ ମଧ୍ୟ ମିଳି ପାରିବ । ଏଥି ପାଇଁ ସାର୍ବଜନୀନ ଖାତା ନମ୍ବର ଦେବା ଆରମ୍ଭ କରାଯାଇଛି । କିଛି କ୍ଷେତ୍ରରେ ଯେଉଁଠାରେ ରୋଜଗାର ବଢାଇବାର ବିଶେଷ ସମ୍ଭାବନା ଅଛି, ଯେଭଳି କି ବୟନ ଶିଳ୍ପ କ୍ଷେତ୍ରରେ, ସେଠାରେ ଆବଶ୍ୟକତା ଅନୁସାରେ ନିର୍ଦ୍ଧିଷ୍ଟ ମିଆଦି ନିଯୁକ୍ତି ମାଧ୍ୟମରେ ଶ୍ରମିକମାନଙ୍କୁ ରୋଜଗାର ଯୋଗାଇ ଦେବାର ସୁବିଧା ଉପଲବ୍ଧ କରାଯାଇଛି ।

ସାଧାରଣ ଦୋକାନ ଏବଂ ସଂସ୍ଥା ଗୁଡିକ ବର୍ଷର 365 ଦିନ ଖୋଲା ରହିପାରିବା ଭଳି ପରାମର୍ଶ ରାଜ୍ୟଗୁଡିକୁ ଦିଆଯାଇଛି ।

ସାଥୀମାନେ, 2014ରେ ସରକାର ଗଠନ ହେବା ପୂର୍ବରୁ ଦେଶ ସାମ୍ନାରେ କେଉଁ ଭଳି ଆର୍ଥିକ ଆହ୍ୱାନ ଥିଲା, ତାହା ଆପଣମାନଙ୍କୁ ଜଣା । ଅନିୟନ୍ତ୍ରିତ ମୂଲ୍ୟବୃଦ୍ଧି, ନିବେଶ ଏବଂ ନିବେଶକଙ୍କର ଭରସା, ଦୁଇଟି ଯାକ ହ୍ରାସ ପାଉଥିଲା । ନିବେଶ ହ୍ରାସ ପାଇବାର ସିଧାସଳଖ ପ୍ରଭାବ ଭିତ୍ତିଭୂମି ଏବଂ ରୋଜଗାର ଉପରେ ପଡୁଥିଲା ।

କିନ୍ତୁ ଅର୍ଥ ବ୍ୟବସ୍ଥା ସହିତ ଯୋଡି ହୋଇଥିବା ପ୍ରତ୍ୟେକଟି ଆହ୍ୱାନକୁ କେନ୍ଦ୍ର ସରକାର ସମାଧାନ କରିବାର ଚେଷ୍ଟା କଲେ । ଗୋଟିଏ ପଟେ ଯେବେ ପୁରା ବିଶ୍ୱରେ ଅନ୍ଧକାରର କଳାବାଦଲ ଘୋଟି ରହିଛି, ସେହିଠାରେ ଭାରତ ‘ଉଜ୍ଜ୍ୱଳ ବିନ୍ଦୁ’ ହୋଇ ଚମକୁଛି ।

ଗତବର୍ଷ ଆସିଥିବା ବିଶ୍ୱ ନିବେଶ ରିପୋର୍ଟରେ ଭାରତକୁ 2016 ରୁ 18 ମଧ୍ୟରେ ଦୁନିଆର ଶ୍ରେଷ୍ଠ 3ଟି ନିଜସ୍ୱ ଭବିଷ୍ୟତ ଅର୍ଥ ବ୍ୟବସ୍ଥାରେ ସ୍ଥାନିତ କରାଯାଇଛି ।

2015-16ବର୍ଷରେ 55.5 ବିଲିଅନ ଡଲାର ଅର୍ଥାତ 3.64ଲକ୍ଷ କୋଟି ଟଙ୍କାର ରେକର୍ଡ ବିଦେଶୀ ନିବେଶ ହୋଇଛି । ଏହା ଏପର୍ଯ୍ୟନ୍ତ ହୋଇଥିବା ନିବେଶ ମଧ୍ୟରେ ଏକ ଆର୍ଥିକ ବର୍ଷରେ ସର୍ବାଧିକ ନିବେଶ ।

ଦୁଇ ବର୍ଷରେ ବିଶ୍ୱ ଅର୍ଥନୈତିକ ଫୋରମ୍ ରେ ବିଶ୍ୱ ପ୍ରତିଯୋଗିତା ମୂଳକ ସୂଚକାଙ୍କରେ ଭାରତ 32ତମ ସ୍ଥାନ ଉପରକୁ ଉଠିଛି ।

ବିଶ୍ୱ ବ୍ୟାଙ୍କର ପଣ୍ୟ ପ୍ରଦର୍ଶନ ସୂଚକାଙ୍କରେ ଭାରତ 2014ରେ 54 ତମ ସ୍ଥାନରେ ଥିଲା । 2016ରେ ଭାରତ ଏହି ମାନ୍ୟତାରେ ବହୁ ସୁଧାର କରି 35 ତମ ସ୍ଥାନ ହାସଲ କରିଛି ।

ମେକ୍ ଇନ ଇଣ୍ଡିଆ ଆଜି ଭାରତର ସବୁଠାରୁ ବଡ ପଦକ୍ଷେପ ହୋଇ ପାରିଛି ।

ସବୁ ରେଟିଂ ସଂସ୍ଥାଗୁଡିକ ଏହାର ସଫଳତାକୁ ନେଇ ପ୍ରଶଂସା କରିଛନ୍ତି । ମେକ୍ ଇନ ଇଣ୍ଡିଆ ଗୋଟିଏ ପ୍ରୟାସ ଅଟେ – ଭାରତକୁ ବିନିର୍ମାଣ, ଡିଜାଇନ, ଏବଂ ନବସୃଜନର ବିଶ୍ୱ ହବ୍ କରିବା ଦିଗରେ  ।

ଏହି ପଥରେ ଚାଲି ଆଜି ଭାରତ ଦୁନିଆର ସବୁଠାରୁ ବଡ଼ ଷଷ୍ଠ ବିନିର୍ମାଣ ଦେଶ ଅଟେ । ଯେଉଁଥିରେ ଆଗରୁ ଭାରତ ନବମ ସ୍ଥାନରେ ଥିଲା ।

ବିନିର୍ମାଣ କ୍ଷେତ୍ରରେ ଖୁବ୍ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ଏହାର ଉଦାହରଣ ସକଳ ମୂଲ୍ୟ ସମ୍ବର୍ଦ୍ଧନର ବିକାଶ ସ୍ତର 2012ରୁ 2015 ମଧ୍ୟରେ 5 ରୁ 6 ପ୍ରତିଶତ ଥିଲା ଏବଂ ଗତ ବର୍ଷ ଏହା ବୃଦ୍ଧି ପାଇ 9.3ପ୍ରତିଶତ ପର୍ଯ୍ୟନ୍ତ ପହଂଚି ଯାଇଛି ।

ଆଜି ଭାରତ ବିଶ୍ୱର ବଡ଼ ଅର୍ଥ ବ୍ୟବସ୍ଥା ଗୁଡିକ ମଧ୍ୟରେ ସବୁଠାରୁ ଦ୍ରୁତ ଗତିରେ ବିକାଶ କରୁଥିବା ଦେଶ ଅଟେ ।

ବନ୍ଦର ଭିତ୍ତିକ ବିକାଶ ସରକାରଙ୍କର ପ୍ରାଥମିକତା ଅଟେ । ସାଗରମାଳା ଯୋଜନା ଉପରେ ଜୋରସୋରରେ କାମ ଚାଲିଛି ।

ବନ୍ଦରଗୁଡିକର ଆଧୁନିକୀକରଣ, ନୂତନ ବନ୍ଦର ନିର୍ମାଣ, ସଂଯୋଗୀକରଣର ଉନ୍ନତି ଉପରେ ଗୁରୁତ୍ୱ, ବନ୍ଦର ଭିତ୍ତିକ ଔଦ୍ୟୋଗୀକରଣ ଏବଂ ଉପକୂଳ ଗୋଷ୍ଠୀର ବିକାଶର ଏହା ଏକ ମହତ୍ୱାକାଂକ୍ଷୀ ପରିଯୋଜନା ଅଟେ ।

8 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶରେ 400ରୁ ଅଧିକ ପ୍ରକଳ୍ପର ଚୟନ କରାଯାଇ ସାରିଛି; ଏବଂ ପ୍ରାୟ ଏକ ଲକ୍ଷ କୋଟିର ପ୍ରକଳ୍ପ କ୍ରିୟାନ୍ୱୟନ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଛି ।

ରେଳବାଇ ଏବଂ ବନ୍ଦରର ଉତ୍ତମ ସଂଯୋଗୀକରଣ ପାଇଁ ଭାରତୀୟ ପୋର୍ଟ-ରେଳ ନିଗମ ସ୍ଥାପନା କରାଯାଇଛି ।

ଦେଶର ବିଭିନ୍ନ ସ୍ଥାନରେ 14 ଉପକୂଳ ଆର୍ଥିକ ଜୋନ୍ ହେବାର ପ୍ରସ୍ତାବ ରହିଛି ।

ଗୁଜୁରାଟରେ 85 ହଜାର କୋଟି ଟଙ୍କା ବ୍ୟୟରେ 40ରୁ ଅଧିକ ପ୍ରକଳ୍ପ ଚିହ୍ନଟ କରାଯାଇଛି । ପାଖାପାଖି 5 ହଜାର କୋଟି ଟଙ୍କାର ପ୍ରକଳ୍ପରେ କାମ ଆରମ୍ଭ ହୋଇଯାଇଛି ।

କାଣ୍ଡଲା ବନ୍ଦରରେ କିଛି ବହୁତ ବଡ଼ ଯୋଜନା ଗୁଡିକର ଆରମ୍ଭ କରାଯାଇଛି ।

କାଣ୍ଡଲା ବନ୍ଦରର ବର୍ତ୍ତମାନ ଥିବା କ୍ଷମତାକୁ ତ ଅଧିକ ବଢାଯାଉଛି । ତା ଛଡା 1400ଏକରରେ ସ୍ମାର୍ଟ ଔଦ୍ୟୋଗିକ ସିଟିର ବିକାଶ କରାଯାଉଛି । ଏଠାରେ ପ୍ରାୟ 50 ହଜାର ନିଯୁକ୍ତି ସୃଷ୍ଟି ହେବ ।

ଦୁଇଟି ନୂଆ କାର୍ଗୋ/ମାଲ ପରିବହନ ଜେଟି ଏବଂ ଗୋଟିଏ ତୈଳ ଜେଟିର କାମ ଚାଲୁ ରହିଛି । ପବନ ଶକ୍ତି ପ୍ରକଳ୍ପ ଏବଂ ଛାତ ଉପରେ ସୌର ପ୍ରକଳ୍ପର କାମ ମଧ୍ୟ ଦ୍ରୁତ ଗତିରେ ସଂପୂର୍ଣ୍ଣ କରାଯାଉଛି ।

ନଭେମ୍ବରରେ କଳାଧନ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ନିଆଯାଇଥିବା ନିଷ୍ପତ୍ତି ପରେ ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଂଚି ଥିବାର ଯେଉଁ ଅଭିଯୋଗ ଲଗାଯାଉଥିଲା, ତାହାର ଜବାବ ବିଗତ ତ୍ରୈମାସିକ ଆକଳନର ସଂଖ୍ୟା ଦେଇଦେଇଛି ।

ଦୀପାବଳି ପରେ ହୋଇଥିବା ଏହି ପଦକ୍ଷେପକୁ ଦୁନିଆର ବଡ଼ ବଡ଼ ସଂଗଠନମାନେ ଏବଂ ଜ୍ଞାନୀଗୁଣୀ ମାନେ ସମର୍ଥନ କରିଛନ୍ତି ।

ଏପଲ୍ ସଂସ୍ଥାର ସିଇଓ ଟିମ୍ କୁକ୍ କହିଲେ ଯେ, ଏହି ନିଷ୍ପତ୍ତିର ସୁଦୁରଗାମୀ ପରିଣାମ ମିଳିବ ।

ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍ ଗେଟସ୍ କହିଲେ ଯେ ଏହି ନିଷ୍ପତ୍ତି ସମାନ୍ତରାଳ ଅର୍ଥନୀତିକୁ ଶେଷ କରିବ ଏବଂ ଅର୍ଥ ବ୍ୟବସ୍ଥାରେ ପାରଦର୍ଶିତା ଆଣିବ ।

ବିଶ୍ୱ ବ୍ୟାଙ୍କର ସିଇଓ କ୍ରିଷ୍ଟଲିନା ଜାର୍ଜିଏବା ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ । ସେ କହିଥିଲେ ଏହା ଦ୍ୱାରା ଅର୍ଥ ବ୍ୟବସ୍ଥା ଉପରେ ସକରାତ୍ମକ ପ୍ରଭାବ ପଡିବ ଏବଂ ଭାରତ ଯାହା କରିଛି, ତାହା ଦୁନିଆର ଅନ୍ୟ ଦେଶମାନେ ଅଧ୍ୟୟନ କରିବେ ।

ମାଲେସିଆର ପ୍ରଧାନମନ୍ତ୍ରୀ ନଜୀବ ରଜାକ୍ ଏହି ନିଷ୍ପତ୍ତିକୁ ସ୍ଵାଗତ କରି ବହୁତ ସାହସିକ ପଦକ୍ଷେପ ବୋଲି କହିଥିଲେ ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଏହି ନିଷ୍ପତ୍ତିକୁ  ସମର୍ଥନ କରିଥିଲେ ।

ନୋବେଲ ପୁରସ୍କାରରେ ସମ୍ମାନିତ ଅର୍ଥଶାସ୍ତ୍ରୀ ମହମ୍ମଦ ୟୁନୁସ ମଧ୍ୟ କହିଥିଲେ କି ବିମୁଦ୍ରୀକରଣ ଦ୍ୱାରା ଗ୍ରାମୀଣ ଏବଂ ଅସଂଗଠିତ କ୍ଷେତ୍ର ଏବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟକୁ ଆସିଗଲେ ।

ବ୍ରିଟେନର ପ୍ରସିଦ୍ଧ ସମାଚାରପତ୍ର ଫାଇନାନସିଆଲ ଟାଇମ୍ସର ପ୍ରମୁଖ ଆର୍ଥିକ ସ୍ତମ୍ଭକାର ମାର୍ଟିନ ବୁଲ୍ଫ ଲେଖିଥିଲେ କି ଏହି ନିଷ୍ପତ୍ତି ଦ୍ୱାରା ପୁଞ୍ଜି, ଅପରାଧୀମାନଙ୍କ ହାତରୁ ବାହାରି ସରକାରଙ୍କ ପାଖକୁ ଆସିବ । ଆଉ ପୁଞ୍ଜିର ଏ ଭଳି ହସ୍ତାନ୍ତରଣରେ ଯାହାକୁ କ୍ଷତି ହେବ, ସେମାନଙ୍କ ପାଇଁ କିଛି ସହାନୁଭୂତି ମିଳିବା କଷ୍ଟକର ।

ବନ୍ଧୁଗଣ, ନିଶ୍ଚିତ ଭାବେ ଯେତେବେଳେ ଅର୍ଥବ୍ୟବସ୍ଥାରୁ କଳାଧନ ଶେଷ ହେବ, ତ ତାହାର ସୁଫଳ ପ୍ରତ୍ୟେକ କ୍ଷେତ୍ରରେ, ସେ ଆର୍ଥିକ ହେଉ ଅବା ସାମାଜିକ, ସମସ୍ତଙ୍କୁ ହେବ । ଆଜି ଦୁନିଆ ଭାରତର ଏହି ସାହସିକ ନିଷ୍ପତ୍ତିକୁ ବହୁତ ସମ୍ମାନର ସହିତ ଦେଖୁଛି ।

ସାଥୀମାନେ, ଶେଷରେ, ମୁଁ ଏକ ମହତ୍ୱପୂର୍ଣ୍ଣ କଥା ଆପଣଙ୍କ ଆଗରେ ରଖିବା ପାଇଁ ଚାହୁଁଛି । ତାହା ହେଉଛି ପରିବେଶର ସୁରକ୍ଷା ।

ମୁଁ ପ୍ରଥମରୁ ମଧ୍ୟ କହିଛି କି ଆମକୁ ପରିଯୋଜନାଗୁଡିକର ସଂପ୍ରସାରଣ କରିବା ସମୟରେ, ନୂତନ କୌଶଳର ବ୍ୟବହାର ବଢାଇ ଏହି କଥା ଉପରେ ମଧ୍ୟ ଜୋର ଦେବାକୁ ହେବ କି ସେହି କାରଣରୁ ପର୍ଯ୍ୟାବରଣର ଯେପରି କିଛି କ୍ଷତି ନ ହେଉ । ପରିବେଶର ସୁରକ୍ଷା ସହିତ କୌଣସି ପ୍ରକାରର ସାଲିସ କରା ନ ଯାଉ ।

ମୋର ବିଶ୍ୱାସ ଅଛି କି ଯେପରି ଦହେଜର ପୁରା ପରିବେଶ ସମସ୍ତଙ୍କ ପାଇଁ ଅନୁକୂଳ ଅଛି, ସେହିପରି ଦହେଜ-ଏସ୍ଇଜେଡ୍ ମଧ୍ୟ ପରିବେଶ ଅନୁକୂଳ ରହିବ ।

ଏହି ଶବ୍ଦ ସହିତ ମୁଁ ମୋ କଥା ସମାପ୍ତ କରୁଛି ।

ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Today, India is becoming the key growth engine of the global economy: PM Modi
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।