PM Modi inaugurates the Amma Two Wheeler Scheme in Chennai, pays tribute to Jayalalithaa ji
When we empower women in a family, we empower the entire house-hold: PM Modi
When we help with a woman's education, we ensure that the family is educated: PM
When we secure her future, we secure future of the entire home: PM Narendra Modi

ଦେବୀ ଓ ସଜ୍ଜନମଣ୍ଡଳୀ,

ସେଲ୍ଭି ଜୟଲଳିତା ମହୋଦୟଙ୍କ ଜୟନ୍ତୀ ଅବସରରେ ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି । ସେ ଯେଉଁଠି ବି ଥାଆନ୍ତୁ, ମୁଁ ନିଶ୍ଚିତ ଯେ,  ଆପଣମାନଙ୍କ ମୁହଁରେ ଖୁସି ଦେଖି ସେ ବହୁତ ଖୁସି ଥିବେ ।

ମୁଁ ଖୁସି ଯେ, ଆଜି ତାଙ୍କର ଏକ ସ୍ୱପ୍ନର ପରିଯୋଜନା- ଆମ୍ମା ଦୁଇଚକିଆ ଯାନ ଯୋଜନାକୁ ଶୁଭାରମ୍ଭ କରିବାରେ ସକ୍ଷମ ହୋଇଛି । ମୋତେ କୁହାଯାଇଛି କି, ଆମ୍ମାଙ୍କ 70ତମ ଜନ୍ମ ଜୟନ୍ତୀରେ ସମଗ୍ର ତାମିଲନାଡୁରେ 70ଲକ୍ଷ ବୃକ୍ଷରୋପଣ କରାଯିବ । ମହିଳାଙ୍କୁ ସଶକ୍ତ କରିବା ଓ ପ୍ରକୃତିର ସୁରକ୍ଷା ପାଇଁ ଏହି ଦୁଇଟି ପ୍ରୟାସ ଏକ ଦୀର୍ଘ ଯାତ୍ରା ଅତିକ୍ରମ କରିବ ।

ବନ୍ଧୁଗଣ,

ଯେତେବେଳେ ଆମେ ପରିବାରରେ ମହିଳାଙ୍କୁ ସଶକ୍ତ କରାଇଥାଉ, ଆମେ ପୁରା ପରିବାରକୁ ସଶକ୍ତ କରିଥାଉ । ଯେତେବେଳେ ଆମେ ମହିଳାଙ୍କ ଶିକ୍ଷାରେ ସହାୟତା କରିଥାଉ, ଆମେ ପୁରା ପରିବାରକୁ ଶିକ୍ଷିତ କରାଇଥାଉ । ଯେତେବେଳେ ଆମେ ମହିଳାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଉପଲବ୍ଧ କରାଇଥାଉ, ପୁରା ପରିବାରକୁ ସୁସ୍ଥ ରଖିବାରେ ସହାୟତା କରିଥାଉ । ଯେତେବେଳେ ଆମେ ତା’ର ଭବିଷ୍ୟତ ସୁରକ୍ଷିତ କରିଥାଉ, ସେତେବେଳେ ଆମେ ପୁରା ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିଥାଉ । ଆମେ ଏବେ ସେହି ଦିଗରେ କାର୍ଯ୍ୟ କରୁଛେ ।

ବନ୍ଧୁଗଣ,

ସାଧାରଣ ନାଗରିକଙ୍କ ‘ଇଜି ଅଫ୍ ଲିଭିଂ’ରେ ସୁଧାର ଉପରେ କେନ୍ଦ୍ର ସରକାର ଧ୍ୟାନକେନ୍ଦ୍ରିତ କରୁଛନ୍ତି । ଆମର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ମଧ୍ୟ ଏହି ଉଦ୍ଦେଶ୍ୟଭିତ୍ତିକ ହୋଇଛି । ତାହା ଆର୍ଥିକ ସମାବେଶ ହେଉ, ଅବା ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଉପଲବ୍ଧ ଅବା ସ୍ୱାସ୍ଥ୍ୟସେବା ଓ ପରିଚ୍ଛନ୍ନତା, ଏହା ହିଁ ହେଉଛି ମୌଳିକ ମନ୍ତ୍ର ଯାହା ଉପରେ ଏନଡିଏ ସରକାର କେନ୍ଦ୍ରରେ କାମ କରୁଛି ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ଲୋକଙ୍କୁ ବିନା ବ୍ୟାଙ୍କ ଗ୍ୟାରେଂଟିରେ 4ଲକ୍ଷ 60ହଜାର କୋଟି ଟଙ୍କାର ପ୍ରାୟ 11କୋଟିରୁ  ଉର୍ଦ୍ଧ୍ଵ ଋଣ ମଞ୍ଜୁର କରାଯାଇଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, 70 ପ୍ରତିଶତ ହିତାଧିକାରୀ ହେଉଛନ୍ତି ମହିଳା ।

ଏହି ଯୋଜନା ସଫଳତା ହେଉଛି, ଭାରତର ମହିଳାମାନେ ଏବେ ପୁରୁଣା ବନ୍ଧନରୁ ବାହାରି ଆତ୍ମସ୍ୱାବଲମ୍ବୀ ହେବାକୁ ଚାହୁଁଥିବାର ପ୍ରମାଣ ମିଳିଛି । ମହିଳାଙ୍କ ସଶକ୍ତିକରଣ ପାଇଁ ଆମେ ଅନେକ ଅନ୍ୟ ପଦକ୍ଷେପ ମଧ୍ୟ ନେଇଛୁ । ନିକଟରେ କେନ୍ଦ୍ର ବଜେଟରେ ଆମେ ନୂଆ ମହିଳା କର୍ମଚାରୀଙ୍କ ଇପିଏଫ୍ ରେ ଯୋଗଦାନର ପରିମାଣକୁ 3ବର୍ଷ ପାଇଁ 12 ପ୍ରତିଶତରୁ 8 ପ୍ରତିଶତକୁ ହ୍ରାସ କରିଛୁ । ତେବେ ଇପିଏଫ୍ ରେ ନିଯୁକ୍ତିଦାତାଙ୍କ ଯୋଗଦାନକୁ 12 ପ୍ରତିଶତ ରଖାଯାଇଛି ।

ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଯୋଜନା ଅନ୍ତର୍ଗତ ମହିଳା ଉଦ୍ୟୋଗୀମାନଙ୍କୁ 10ଲକ୍ଷ ଟଙ୍କାରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ଆମେ ମଧ୍ୟ କଳକାରଖାନା (Factory) ଆଇନରେ ପରିବର୍ତ୍ତନ କରି ରାଜ୍ୟଗୁଡ଼ିକୁ ପରାମର୍ଶ ପଠାଇଛୁ କି ସେମାନେ ମହିଳାମାନଙ୍କୁ ରାତି ସିଫ୍ଟରେ କାର୍ଯ୍ୟ କରିବାର ଅନୁମତି ଦିଅନ୍ତୁ । ଆମେ ମଧ୍ୟ ପ୍ରସବକାଳୀନ ଛୁଟିକୁ 12 ସପ୍ତାହରୁ 26 ସପ୍ତାହକୁ ବୃଦ୍ଧି କରିଛୁ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ, ଘରର ରେଜିଷ୍ଟ୍ରି ମହିଳାଙ୍କ ନାଁରେ କରାଯାଉଛି ।

ଜନଧନ ଯୋଜନା ମଧ୍ୟ ମହିଳାମାନଙ୍କୁ ବ୍ୟାପକ ଭାବେ ଫାଇଦା ଦେଇଛି । 31 କୋଟି ଜନଧନ ଏକାଉଣ୍ଟ ମଧ୍ୟରୁ 16 କୋଟି ହେଉଛି ମହିଳାଙ୍କର ।

ମହିଳାମାନଙ୍କର ମୋଟ୍ ବ୍ୟାଙ୍କ ଏକାଉଣ୍ଟ ପରିମାଣ 2014 ମସିହାରେ 28 ପ୍ରତିଶତ ଥିବାବେଳେ ଏବେ 40 ପ୍ରତିଶତ ହୋଇଛି । ସ୍ୱଚ୍ଛ ଭାରତ ମିଶନ ମହିଳାମାନଙ୍କୁ ସମ୍ମାନ ଓ  ମର୍ଯ୍ୟାଦା ଦେଇଛି, ଯାହାକି ସେମାନଙ୍କର ଅଧିକାର । ଦେଶର ଗ୍ରାମାଂଚଳ ପରିଚ୍ଛନ୍ନତା Coverage ପରିମାଣ 40 ପ୍ରତିଶତରୁ 78 ପ୍ରତିଶତକୁ ବୃଦ୍ଧି ପାଇଛି । ସମସ୍ତ ସରକାରୀ ସ୍କୁଲରେ ଝିଅ ପିଲାମାନଙ୍କୁ ଶୌଚାଳୟ ଉପଲବ୍ଧ କରାଇବା ପାଇଁ ଆମେ ଏକ ମିଶନ ଢଙ୍ଗରେ କାର୍ଯ୍ୟ କରୁଛୁ ।

ବନ୍ଧୁଗଣ,

କେନ୍ଦ୍ର ସରକାରର ଯୋଜନାଗୁଡ଼ିକ ପ୍ରକୃତିର ସୁରକ୍ଷା କରାଉଛି, ଯଦିଓ ଏସବୁ ଲୋକଙ୍କୁ ସଶକ୍ତ କରାଉଛି । ଉଜାଲା ଯୋଜନାରେ ଏପର୍ଯ୍ୟନ୍ତ 29 କୋଟି ଏଲ୍ଇଡି ବଲ୍ବ ବଂଟନ କରାଯାଇସାରିଲାଣି । ଏହା 15 ହଜାର କୋଟି ଟଙ୍କାର ବିଦ୍ୟୁତ ବିଲ୍ ସଂଚୟ କରାଇପାରିଛି । ଏହା ମଧ୍ୟ କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ବହୁ ପରିମାଣରେ ହ୍ରାସ କରିବାରେ ସକ୍ଷମ ହୋଇଛି ।

କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଏପର୍ଯ୍ୟନ୍ତ 3.4 କୋଟି ମାଗଣା ଗ୍ୟାସ୍ ସଂଯୋଗ ଦେଇଛନ୍ତି । ଏହା ମହିଳାମାନଙ୍କୁ ଧୂଆଁମୁକ୍ତ ପରିବେଶର ଫାଇଦା ଦେଉଥିବାବେଳେ କିରୋସିନି ଉପଯୋଗ ହ୍ରାସ କରି ପରିବେଶ ପାଇଁ ମଧ୍ୟ ସହାୟକ ହେବ । ତାମିଲନାଡୁର ସାଢ଼େ 9ଲକ୍ଷ ମହିଳା ଏହି ଯୋଜନାରେ ଏପର୍ଯ୍ୟନ୍ତ ଉପକୃତ ହୋଇଛନ୍ତି ।

ଗ୍ରାମାଂଚଳରେ ଗ୍ୟାସ ସଂଯୋଗ ଓ ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୋବର-ଧନ ଯୋଜନା ଆଣିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ପଶୁ ମଳ ଓ କୃଷି ବର୍ଜ୍ୟକୁ ଖତ, ବାୟୋ ଗ୍ୟାସ ଓ ବାୟୋ-ସିଏନଜିରେ ପରିବର୍ତ୍ତନ କରିବା । ଏହା ଉପାର୍ଜନ ବୃଦ୍ଧି କରିବା ସହ ଗ୍ୟାସ୍ ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବ ।

ବନ୍ଧୁଗଣ

ଏବେ ତାମିଲନାଡୁରେ 24 ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପରିଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି । ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଏସବୁ ପରିଯୋଜନା  ଆରମ୍ଭ ହୋଇଛି । ଏଥିରେ ସୌର ଶକ୍ତି ପ୍ଲାଂଟ, ଅଶୋଧିତ ତୈଳ ପାଇପଲାଇନ୍, ଜାତୀୟ ରାଜପଥ ଓ ବନ୍ଦର ସଂକ୍ରାନ୍ତ କାର୍ଯ୍ୟର ପରିଯୋଜନା ସାମିଲ ଅଛି । ଚେନ୍ନାଇ ମେଟ୍ରୋ ରେଳ ପାଇଁ  3ହଜାର 7ଶହ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମଞ୍ଜୁର କରାଯାଇଛି ।

ଯେତେବେଳେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଥିଲା, ତାମିଲନାଡୁକୁ ତ୍ରୟୋଦଶ ଅର୍ଥ କମିଶନ ଅନ୍ତର୍ଗତ 81ହଜାର କୋଟି ଟଙ୍କା ମିଳିଥିଲା । ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଚତୁର୍ଦ୍ଦଶ ଅର୍ଥ କମିଶନ ଅନ୍ତର୍ଗତ ତାମିଲନାଡୁକୁ 1ଲକ୍ଷ 80ହଜାର ଟଙ୍କା ମିଳିଛି । ଏହା ପ୍ରାୟ 120ପ୍ରତିଶତ ବୃଦ୍ଧି ।

2022 ମସିହା ସୁଦ୍ଧା ସମସ୍ତ ଗରିବ ଲୋକଙ୍କୁ ବାସଘର ଉପଲବ୍ଧ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଗତ 3ବର୍ଷ ମଧ୍ୟରେ ପ୍ରାୟ 1 କୋଟି ଗୃହ ନିର୍ମାଣ ହୋଇଛି ।

ତାମିଲନାଡୁକୁ ଗ୍ରାମାଂଚଳ ଗୃହ ନିର୍ମାଣ ପାଇଁ 2016-17ମସିହାରେ 700 କୋଟି ଟଙ୍କା ଦିଆଯାଇଛି ଓ 2017-18ମସିହାରେ ପ୍ରାୟ 200 କୋଟି ଟଙ୍କା ଦିଆଯାଇଛି । ସହରାଂଚଳ ଗୃହ ନିର୍ମାଣ ପାଇଁ ରାଜ୍ୟକୁ 6ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଦିଆଯାଇଛି ।

ବନ୍ଧୁଗଣ,

ତାମିଲନାଡୁର ଚାଷୀମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଉପକୃତ ହୋଇଛନ୍ତି । ମୋତେ କୁହାଯାଇଛି କି ଏହି ଯୋଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ ତାମିଲନାଡୁର ଚାଷୀଙ୍କୁ 2600କୋଟି ଟଙ୍କାରୁ ଅଧିକ ବୀମା ଦାବିରାଶି ଦିଆଯାଇଛି ।

ନୀଳ ବିପ୍ଲବ ଯୋଜନା ଅନ୍ତର୍ଗତ ତାମିଲନାଡୁରେ ମାଛଧରାର ଆଧୁନିକୀକଣ ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଆମେ ମତ୍ସ୍ୟଜୀବୀମାନଙ୍କୁ ଲମ୍ବା ଲାଇନର ବା ଗଭୀର ସମୁଦ୍ରକୁ ଯାଇପାରିବା ଭଳି ଟ୍ରଲର ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛୁ । 750 ବୋଟକୁ ଲମ୍ବା ଲାଇନର ଟ୍ରଲରରେ ପରିବର୍ତ୍ତନ କରିବା ପାଇଁ ଗତବର୍ଷ ଆମେ ରାଜ୍ୟ ସରକାରକୁ 100କୋଟି ଟଙ୍କା ଦେଇଥିଲୁ । ସେମାନଙ୍କର ଜୀବନକୁ ସରଳ କରାଇବା ସହିତ ଏଭଳି ଟ୍ରଲର ମତ୍ସ୍ୟଜୀବୀଙ୍କୁ ଅଧିକ ଉପାର୍ଜନ କରିବାରେ ସହାୟକ ହେବ ।

ଭାରତର ବିଶାଳ ସାଗର ସମ୍ବଳ ଓ ସୁଦୀର୍ଘ ଉପକୂଳରେ ବ୍ୟାପକ ସମ୍ଭାବନା ରହିଛି । ଆମର ଏହି ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ସାଗରମାଳା ପରିଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ଏହା ଉଭୟ ଘରୋଇ ଓ ବିଦେଶୀ କାରବାର ଖର୍ଚ୍ଚକୁ ହ୍ରାସ କରିବ । ଏହା ମଧ୍ୟ ଭାରତର ଉପକୂଳରେ ରହୁଥିବା ଲୋକଙ୍କୁ ଉପକୃତ କରାଇବ ।

ନିକଟରେ କେନ୍ଦ୍ର ବଜେଟରେ ଆମେ ଆୟୁଷ୍ମାନ ଭାରତ ଯୋଜନାର ଘୋଷଣା କରିଛୁ । ପ୍ରତ୍ୟେକ ଗରିବ ପରିବାରକୁ ବଛା ବଛା/ମନୋନୀତ ହସ୍ପିଟାଲରେ ବର୍ଷକୁ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଦିଆଯିବ । ଏଥିରେ ସମଗ୍ର ଦେଶର 45 ରୁ 50 କୋଟି ଲୋକ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଜୀବନ ଜ୍ୟୋତି ଯୋଜନାରେ 18 କୋଟିରୁ ଉର୍ଦ୍ଧ୍ଵ ଲୋକଙ୍କୁ ବୀମାଭୁକ୍ତ କରାଯାଇଛି । ଆମେ ମଧ୍ୟ 800 ରୁ ଉର୍ଦ୍ଧ୍ଵ ଜନଔଷଧି କେନ୍ଦ୍ର ମାଧ୍ୟମରେ ସୁଲଭ ଦରରେ ଔଷଧ ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନେଇଛୁ ।

ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଆମେ କଠିନ ପରିଶ୍ରମ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।

ମୁଁ ପୁଣିଥରେ ସେଲ୍ଭି ଜୟଲଳିତା ମହୋଦୟାଙ୍କ ସ୍ମୃତି ପ୍ରତି ମୋର ସମ୍ମାନ ଅର୍ପଣ କରୁଛି । ଆପଣମାନଙ୍କ ସମସ୍ତଙ୍କର ମଙ୍ଗଳ କାମନା କରୁଛି

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Safran’s Hyderabad engine MRO starts operations, targets 300 LEAP engines annually

Media Coverage

Safran’s Hyderabad engine MRO starts operations, targets 300 LEAP engines annually
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s speech at the launch of ‘Nasha Mukt Yuva for Viksit Bharat Sankalp Abhiyan’ via VC
August 02, 2026


नमस्‍कार!

आज हम सभी देशवासी एक महान और महत्वपूर्ण संकल्प के लिए एकजुट हुए हैं। इस संकल्प को लेकर, इसक कार्यक्रम से जुड़े सभी पूज्य संतजन, अलग-अलग राज्यों का प्रतिनिधित्व कर रहे सभी राज्यपाल, सभी मुख्यमंत्री, अन्‍य सभी जनप्रतिनिधिगण, 28 हजार से अधिक स्थानों से जुड़े एक करोड़ से युवा साथी, मैं आज इस शुभ घड़ी पर, शुभ संकल्प के लिए करोड़ों-करोड़ों नौजवानों का विशेष रूप से अभिनंदन करता हूं। आज हम सभी जिस अभियान के साक्षी बन रहे हैं, वह अभियान व्यक्ति के लिए हैं, परिवार के लिए हैं, समाज के लिए भी है और सबसे बड़ी बात है, यह राष्‍ट्र के लिए है।

साथियों,

विकसित भारत संकल्प अभियान के लिए ‘नशा मुक्त युवा’ इस मूवमेंट का नाम ही इसके संकल्प को स्पष्ट करता है, क्योंकि आज जब देश ने विकसित भारत का लक्ष्य तय किया है, तो इसके लिए आवश्यक है, देश का युवा तन से स्वस्थ हो, मन से स्वस्थ हो, आत्‍मविश्‍वास से भरपूर हो और ड्रग्स जैसी घातक आदत से हमेशा-हमेशा दूर ही रहे, दूर हो। यही इस अभियान का उद्देश्य है। इसलिए हम सबको यह संकल्प लेना है, हमारे युवा नशे और ड्रग्स के खतरों को समझे, हर तरह से जागरूक रहे और उससे दूर रहें और इस संकल्प में अब ‘राष्‍ट्रीय नशा मुक्त युवा’ अभियान की बड़ी भूमिका है।

साथियों,

काशी का सांसद होने के नाते मुझे खुशी है कि यह अभियान का पायलट प्रोजेक्ट के तौर पर पिछले साल काशी की पवित्र धरती से शुरू हुआ था। इसलिए वैज्ञानिक स्‍पष्‍टता के साथ-साथ इसमें आध्यात्मिक ऊर्जा भी है, संतों के आशीर्वाद भी हैं और महान सांस्कृतिक विरासत भी हैं। इसमें वह सांस्कृतिक समर्पण भी है, जिसने सदियों से नशे को खारिज किया है। यही वजह है, देश के 125 से अधिक आध्यात्मिक संगठन करोड़ों-करोड़ों देशवासियों के हित के लिए आज हमारे साथ जुड़ चुके हैं। सामाजिक संगठनों ने, NGOs ने इस दिशा में संकल्प लिया है। सबने मिलकर ‘काशी डिक्लेरेशन’ के जरिए रोडमैप तैयार किया है और आज हम देख रहे हैं, काशी से उठा वो कल्याणकारी विचार अब यह एक नेशनल प्रोजेक्ट्स बन गया है। आज से देशभर में ‘नशा मुक्त युवा’ अभियान आरंभ हो रहा है।

साथियों,

कुछ काम ऐसे होते हैं, जो व्यक्तिगत रूप से कोई प्रयास करे, तो कभी-कभी निराश हो जाता है, थकान महसूस करता है, लंबी दूरी चलने में मन तैयार नहीं होता है, लेकिन जब सामूहिक अभियान बन जाता है, कंधे से कंधा मिलाकर करोड़ों लोग चल पड़ते हैं, तो ऐसे सभी जो व्यक्तिगत रूप से अपने आप कुछ नहीं कर पाते हैं, उनको भी एक नई ऊर्जा मिल जाती है। सामूहिकता की एक ताकत होती है और आज उस ताकत को लेकर के यह अभियान हर युवा मन को छूने वाला है। थोड़ी देर पहले देश के लाखों युवाओं ने नशा मुक्ति की शपथ ली है। आपने अपने जीवन को नशे से दूर रखने का संकल्प लिया है। आपने अपने स्कूल, अपने कॉलेज और अपने समाज में नशा मुक्ति का संदेश पहुंचाने का संकल्प लिया है।

साथियों,

आज लिया गया यह संकल्प आने वाले 100 सप्ताह तक लगातार ऐसे ही आगे बढ़ेगा। हर रविवार, कला, संस्‍कृति, स्पोर्ट्स, मेडिटेशन, आध्यात्म और सेवा से जुड़ी गतिविधियां होंगी। नशा मुक्ति का संदेश नए लोगों तक पहुंचेगा। आने वाले 100 रविवार नशा मुक्त भारत की दिशा में 100 मजबूत कदम होंगे, हंड्रेड मजबूत स्‍टेप्‍स।

साथियों,

आज हजारों स्कूलों, कॉलेजों और यूनिवर्सिटीज़ के लाखों विद्यार्थी इस कार्यक्रम से ऑनलाइन जुड़े हैं। माई भारत के वॉलंटियर्स भी लाखों की तादाद में आज इससे जुड़े हैं। मेरे एनएसएस के नौजवान भी आज हमारे साथ शामिल हैं। देश के अलग-अलग क्षेत्रों से, अलग-अलग संस्‍थानों से, अलग-अलग बैकग्राउंड के एक करोड़ से अधिक युवा आज एक साथ हैं। मेरा आप सभी से आग्रह है, आप सब इस बड़े मोवमेंट के लीडर हैं। आपने मेरे इस विश्वास को और मजबूत किया है कि भारत का युवा कितना जागरूक है, कितना समझदार है और अपने कर्तव्यों के प्रति कितना गंभीर है। मैं आप सभी को इस अभियान के लिए अनेक-अनेक शुभकामनाएं देता हूं।

मेरे युवा साथियों,

आप भारत की अमृत पीढ़ी हैं। आप अगले 20-25 वर्षों में अपने जीवन को भी दिशा देंगे और आप ही 2047 में देश को विकसित भारत की मंजिल तक लेकर जाएंगे और उसको शिखर पर आप ही बैठे होंगे, उसका सारा रसपान करने का अवसर आप ही को मिलने वाला है। देश को आपकी ऊर्जा, आपकी कल्पनाशक्ति और आपके टैलेंट की जरूरत है। इसलिए, देश के लिए और अपने जीवन के लिए, खुद को नशा मुक्त रखना बहुत जरूरी है। नशा फोकस को भटकाता है, और धीरे-धीरे युवा को उसके अपने सपनों से दूर ले जाता है। अभी जिन नौजवानों ने नाट्य मंचन किया, बहुत कम समय में, बहुत अच्छे तरीके से नाट्य मंचन में उन्होंने समस्या भी बताई, समस्या के कारण पैदा हुए संकट भी बताए और बाहर निकलने के सामूहिक प्रयत्न का रास्ता भी दिखाया। नाट्य मंचन छोटा था, लेकिन जैसा उन्होंने कहा, आओ हम नाटक देखें! यह नाटक नहीं था, यह हम लोगों के लिए एक बहुत बड़ा संदेश था। हमें जगा रहा था, हमें जूझने के लिए प्रेरित कर रहा था।

साथियों,

आजकल हम देखते हैं, आज के युवा स्‍टार्टअप्‍स की दुनिया में छाए हैं, AI को लीड कर रहे हैं, Sports में तिरंगा लहरा रहे हैं, स्‍पेस से लेकर Science तक नए कीर्तिमान बना रहे हैं। लेकिन साथियों, जब कोई युवा, अगर ड्रग्स के एडिक्‍शन में फंस जाए, तो केवल एक युवा नहीं हारता, एक सपना हार जाता है, एक सपने की बाल मृत्यु हो जाती है, एक परिवार हार जाता है, पूरा का पूरा परिवार टूट जाता है, समाज से भी नफरत का शिकार बन जाता है। नशा केवल शरीर को नुकसान नहीं पहुंचाता, नशा एक माँ की मुस्कान छीन लेता है। नशा एक पिता के सपनों को चूर-चूर कर देता है। एक बहन की राखी की उम्मीद को कमजोर कर देता है। एक छोटे भाई का आदर्श छीन लेता है। घर के बुजुर्ग हर दिन इस दर्द को जीते हैं कि उनका अपना बच्चा धीरे-धीरे खुद को खो रहा है, खुद को गला रहा है, तिल-तिल गल रहा है, आंखों के सामने उसे बर्बाद होते देख रहे हैं और जब परिवार में, समाज में ऐसा होता है और कहीं न कहीं, राष्ट्र की शक्ति भी कमजोर पड़ जाती है और इसलिए दुश्मन देश भी षड्यंत्र करके हमारे देश के युवाओं को इस नशे की लत में खींचने के लिए कोई कोशिश बाकी नहीं रखते हैं। ड्रग्स सप्लाई कर-करके कमाई करना और हमारे जैसे देश को तबाह करना, यह भी उनकी आतंकी साजिश का हिस्सा होता है और इसलिए हमें हर एक युवा को नशे के चंगुल में फंसने से बचाना है।

साथियों,

नशा मुक्त रहकर आपको अपने पोटेंशियल को प्रोटेक्ट करना है! आपको ध्यान रखना है, ड्रग्स कुछ समय के लिए 'High' देता है। लेकिन आपके करियर और फैमिली लाइफ को 'Low' कर देता है। हमें नशे को किसी भी तरह की स्वीकार्यता नहीं देनी है।

साथियों,

हमारे समाज में भी हमेशा नशे को एक बुराई के रूप में देखा है। हमारे संतों ने, गुरुओं ने हमें इससे बचने के लिए चेताया। श्री गुरु ग्रंथ साहिब में भी कहा गया है- "जितु पीतै मति दूरि होइ बरलु पवै विचि आइ। आपणा पराइआ न पछाणई खसमहु धके खाइ॥'' अर्थात, जिस पदार्थ के सेवन से बुद्धि और विवेक साथ छोड़ दें, इंसान अपने और पराए की पहचान भूल जाए, ऐसा नशा उसे पतन की ओर ले जाता है।

साथियों,

हमारी संस्कृति में बचाव के लिए चेतावनी भी दी गईं है और नशे की आदत लगने पर उससे निकलने के रास्ते भी बताए गए हैं। समाज का सहयोग, योग और ध्यान की ताकत, यह नशे के खिलाफ हमारे अंतर्मन को ताकत देते हैं। और आज तो हमारे पास नशा छोड़ने के लिए rehabilitation center जैसी सुविधाएं भी हैं। इसलिए, अगर कोई युवा गलती से नशे में फंस भी गया है, तो इसका ये मतलब बिल्कुल नहीं है कि उसके सारे रास्ते बंद हो गए हैं। हमें हमेशा इस बात का ध्यान रखना है, घर का कोई बच्चा अगर नशे का शिकार बन गया है, तो इसे सामाजिक प्रतिष्ठा की आड़ में छिपाएं नहीं। जिसकी जरूरत हो, उसका सहयोग मांगे, मन खोलकर के उससे बात करें, जो एक्सपर्ट्स हैं, उनका सहयोग लें। मेडिकल हेल्प से अपने बच्चे को नशे से मुक्त कराने का प्रयास करें। हमें परिवार में बच्चों से खुलकर संवाद की संस्कृति भी बनानी चाहिए, ताकि ऐसे भंवर में फंसने से पहले ही आप उसका हाथ थाम सके। आपको भनक आ जाएगी, थोड़ा ध्यान रखिए पता चलेगा, उसमें बदलाव आ रहा है, वो खोया-खोया लग रहा है, वो मुँह छुपा रहा है, कमरे में बंद हो जा रहा है, देर रात आ रहा है, पैसे अनाब-शनाब मांग रहा है, यह सारी चीजों से पता चल जाता है, भनक आ जाती है, कुछ मामला गड़बड़ है।

साथियों,

एक आवाहन मैं कॉलेज और यूनिवर्सिटीज़ के हमारे प्रोफेसर्स साथियों से भी करना चाहता हूँ, आप भी कोर्स की पढ़ाई के साथ-साथ स्टूडेंट्स के साथ ड्रग्स के खतरों पर बात करें। नशे के खिलाफ अपने कैम्पस में एक मूवमेंट चलाएं। आपके प्रयास बड़े-बड़े परिणाम ला सकते हैं। और साथियों, हमें एक और बात ध्यान रखनी है, जो युवा नशे से लड़कर बाहर निकलते हैं, वह कमजोर नहीं होते, जो नशे को परास्‍त करके निकला है न, वह असली योद्धा होता है, समाज को उनका सम्मान करना चाहिए, अपनापन देना चाहिए, उसे दूसरा अवसर देना चाहिए क्योंकि ड्रग्स से जुड़ा किसी का अतीत उसकी पहचान नहीं हो सकता, उसका साहस उसकी पहचान होता है।

साथियों,

ड्रग्स के खिलाफ अभियान में आज सरकार भी मजबूती से युवाओं के साथ खड़ी है। देश में नशे के कारोबारियों और तस्करों पर सख्ती के साथ कार्रवाई हो रही है। पहले की तुलना में कई गुना ज्यादा गिरफ्तारियां हुई हैं। हजारों करोड़ रुपए की ड्रग्स भी जब्त की गई है। यह दिखाता है कि, ड्रग्स के खिलाफ हमारी सरकार कितनी सख्त है। मुझे विश्वास है, केन्‍द्र सरकार, राज्य सरकार, हर कोई इसे मिशन मोड में करेंगे। मुझे विश्वास है, हमारे देश का युवा नशे से मुक्त रहकर अपनी युवा ऊर्जा को न केवल संरक्षित करेगा, बल्कि विकसित भारत के संकल्पों को भी आगे बढ़ाएगा। और जब मैं आज अनेक महान संतों को मेरे सामने देख रहा हूं, दूर से मैं मन से उनको प्रणाम करता हूं। मैं इन सभी सामाजिक संस्‍थाएं, आध्यात्मिक संस्‍थाएं, आध्यात्मिक गुरुजन, आपका देश के कोने-कोने में संगठन है, आपके युवा साथी डिवोटीज हैं। आने वाले 100 दिन में हर एक संगठन, एक सप्ताह अपने जिम्मे ले सकता है, पूरा सप्ताह पूरे देश में वह संगठन नेतृत्व करे, बाकी सब शक्तियां उसके साथ जुड़े और रविवार को बहुत बड़ा कार्यक्रम करें। दूसरे सप्ताह, दूसरा संगठन, दूसरी शक्ति, सप्ताह भर प्रयोग करें, कार्यक्रम करे और रविवार को बड़ा कार्यक्रम करे। अगर 100 सप्ताह हमारे देश के ऐसे आध्यात्मिक, सामाजिक संगठन, युवा संगठन एक-एक सप्ताह अपने जिम्मे ले लें और बाकी सारी शक्तियां वह जुड़े और रविवार सब मिलकर के करें, आप कल्पना कर सकते हैं, देश में कितना बड़ा आंदोलन खड़ा हो जाएगा। मैं एक बार फिर आप सबने समय निकाला, इस पवित्र कार्य में हम सबको आशीर्वाद दिए, इसके लिए संतों का, आचार्यो का, संगठन के महारथियों का हृदय से आभार व्यक्त करता हूं। मैं इन एक करोड़ से ज्यादा जुटे नौजवानों का विशेष रूप से अभिनंदन करता हूं, आपने यह बहुत बड़ा काम किया है। मैं माई भारत के वॉलंटियर्स की बधाई करता हूं, वो जो भी ठान लेते हैं, आजकल करके दिखाते हैं। अभी पिछले दिनों मुझे माई भारत के वॉलंटियर्स को मिलने का मौका मिला, वह हिन्‍दुस्‍तान के सीमावर्ती गांवों में जाकर के एक-एक सप्ताह रूक करके आए हैं। जिसे कभी देश का आखिरी गांव कहा जाता है, जाता था जिसको आज हम देश का पहला गांव कहते हैं, वहां जाकर के आए। उनके अनुभव बड़े प्रेरक थे और आज इतना बड़ा कार्यक्रम माई भारत के वॉलंटियर्स कर पाते हैं, यह अपने आप में उनकी राष्‍ट्र के प्रति जागरूक समर्पित भावना का प्रतीक है, मैं उनकी बधाई देता हूं, उनका भी अभिनंदन करता हूं। और मुझे पूरा विश्वास है कि आप सबके सामूहिक प्रयत्नों से यह हमारी मोवमेंट घर-घर पहुंचेगी, हर युवा के दिन में पहुंचेगी और यह ड्रग्स के कारोबारियों के लिए बहुत बड़ा खौफ भी बन जाएगी। आइए, हम सब मिलकर के आगे चलें, मेरी आप सबको बहुत-बहुत शुभकामनाएं!

बहुत-बहुत धन्यवाद!