India-Indonesia ties are special: PM Modi
We are all proud of the manner in which the Indian diaspora has distinguished itself in Indonesia: PM Modi
In the last four years, India has witnessed unparalleled transformation, says PM Modi in Indonesia
Both India and Indonesia are proud of their democratic ethos and their diversity: PM Modi
In 2014 the people of India voted for a Government headed by a person belonging to a poor background. Similarly, the people of Indonesia elected President Widodo whose background is also humble: PM
Indian diaspora in Indonesia further strengthens the vibrant people-to-people ties between both our countries: PM Modi
Ensuring a corruption-free, citizen-centric and development-friendly ecosystem is our priority: PM Modi
GST has enhanced the tax compliance system in India; it has ensured a better revenue system: PM Modi
To enhance ‘Ease of Living’, we are focussing on modern infrastructure; we are creating a system which is transparent as well as sensitive: PM Modi

ଇଣ୍ଡୋନେସିଆରେ ଭାରତୀୟ ହୋଇ ବସବାସ କରୁଥିବା ସମସ୍ତ ବନ୍ଧୁମାନଙ୍କୁ ମୋର ନମସ୍କାର,

ସମସ୍ତ ବନ୍ଧୁଙ୍କୁ ଶୁଭ ସନ୍ଧ୍ୟା ।

ଆପା କାବାର? (ଆପଣମାନେ କିପରି ଅଛନ୍ତି?)

ଓାୟା ସନାଂଗ ସକାଲୀ ବର-ଅଦା ଦି ସିନି( ଏଠାକୁ ଆସି ମୁଁ ଆପଣମାନଙ୍କ ଗହଣରେ ବେଶ୍‌ ଖୁସି ଅନୁଭବ କରୁଛି) ।

ମୁଁ ଇଣ୍ଡୋନେସିଆର ଜନସାଧାରଣ, ଆପଣମାନଙ୍କୁ ସମସ୍ତଙ୍କୁ ଏବଂ ବିଶେଷ କରି ରାଷ୍ଟ୍ରପତି ୱିଡ଼ୋଡ଼ୋଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି ଯେଉଁମାନେ ଏହି ପବିତ୍ର ରମଜାନ ମାସରେ ମୋତେ ସ୍ୱାଗତ କରିଛନ୍ତି । ଆଜି ସକାଳେ ମୋତେ ଇଣ୍ଡୋନେସିଆର ବିବିଧତାର ଝଲକ ବି ଦେଖିବାର ସୁଯୋଗ ମୁଁ ପାଇଛି । ବିଭିନ୍ନ ରକମର ପୋଷାକ ପରିଧାନ କରି ନାଗରିକମାନେ, ଶିଶୁମାନେ ମୋତେ ସ୍ୱାଗତ କରିଥିଲେ । ସେହି ଭବ୍ୟ ଅଭ୍ୟର୍ଥନା ମୋର ହୃଦୟକୁ ଛୁଇଁଛି ।

ବନ୍ଧୁଗଣ,

କିଛି ମାସ ପୂର୍ବେ  10ଟି ଯାକ ଆସିଆନ୍‌ ରାଷ୍ଟ୍ରର ନେତାଙ୍କ ସହ ଆମେ ଭାରତରେ ଗଣତନ୍ତ୍ର ଦିବସ ପାଳନ କରିଥିଲୁ । ଆସିଆନ୍‌ ରେ ଇଣ୍ଡୋନେସିଆ ସବୁଠାରୁ ଜନବହୁଳ ତଥା ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରର ମାନ୍ୟତା ବହନ କରେ । ମୁଁ ରାଷ୍ଟ୍ରପତି ୱିଡ଼ୋଡ଼ୋଙ୍କୁ ଧନ୍ୟବାଦ ଜଣାଉଛି ଯେ ସେତେବେଳେ ସେ ମୋତେ ଆତିଥ୍ୟ ସତ୍କାରର ସୁଯୋଗ ପ୍ରଦାନ କରିଥିଲେ ।  ଏହା ଏକ ସଂଯୋଗର କଥା ନୁହେଁ ଯେ ସନ 1950 ମସିହାରେ ଭାରତର ପ୍ରଥମ ଗଣତନ୍ତ୍ର ଦିବସରେ ବି ଇଣ୍ଡୋନେସିଆର ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ବନ୍ଧୁଗଣ,

ବିଗତ ଚାରି ବର୍ଷ ମଧଧ୍ୟରେ ମୁଁ 125 କୋଟି ଭାରତୀୟଙ୍କ ଜନ ପ୍ରତିନିଧି ଭାବେ ବିଶ୍ୱର ଯେଉଁ ଯେଉଁ ରାଷ୍ଟ୍ରକୁ ଯାଇଛି, ସବୁଠାରେ ମୋର ପ୍ରୟାସ ରହିଛି ଯେ ଆପଣମାନଙ୍କ ଭଳି ଲକ୍ଷ ଲକ୍ଷ ବନ୍ଧୁମାନଙ୍କ ସହ ଭାଇଭଉଣୀମାନଙ୍କୁ ଭେଟିବି, ଯେଉଁମାନଙ୍କର ମୂଳ ଭୂମି ଭାରତ । ସେହି ଅବସରରେ ମୋର ଯେତେଯେତେ ଲୋକଙ୍କ ସହ ଭାବ ବିନିମୟ ଘଟିଛି, ସେଥିରେ ଗୋଟିଏ କଥା ସବୁଠାରେ ସମାନ ରହିଛି । ତାହା ହେଲା, ମା’ଭାରତୀ ପ୍ରତି ସେମାନଙ୍କ ମନରେ ଥିବା ଅତୁଟ ଶ୍ରଦ୍ଧା ଏବଂ ସମ୍ମାନ । ଏଠାରେ ଇଣ୍ଡୋନେସିଆରେ ବି ମୁଁ ମୋ ସାମ୍ନାରେ ସେହିକଥା ଦେଖିବାକୁ ପାଉଛି । ଇଣ୍ଡୋନେସିଆ ପ୍ରତି ଆପଣମାନଙ୍କ ମନରେ ଯେତିକି ଭକ୍ତି ଭରି ରହିଛି, ସେତିକି ମାତ୍ରାରେ ଶ୍ରଦ୍ଧା ଆପଣମାନଙ୍କ ମନରେ ମୂଳ ଭୂମି ଭାରତ ପ୍ରତି ରହିଛି । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଡୋନେସିଆ ଅଧିବାସୀ । କିନ୍ତୁ  ହୃଦୟର ନିଭୃତ କୋଣରେ କେଉଁଠି ହେଲେ ମଧ୍ୟ ଭାରତ  ପ୍ରତି ଶ୍ରଦ୍ଧା ଓ ସ୍ନେହ ଭରି ରହିଛି ।

ସାଥୀଗଣ,

ଆମମାନଙ୍କ ମଧ୍ୟରେ ସଂସ୍କୃତ ଏବଂ ସଂସ୍କୃତିର ସଂପର୍କ ରହିଛି । ଏବଂ ଆପଣମାନେ ସଭିଏଁ ଯେଉଁମାନେ କି ଏଠାରେ ଇଣ୍ଡୋନେସିଆରେ ବସବାସ କରି ରହୁଛନ୍ତି, ସେମାନେ ସମସ୍ତେ ଏହି ସଂପର୍କର ଡ଼ୋରିକୁ ମଜଭୁତ କରୁଛନ୍ତି । ଆପଣମାନଙ୍କ ମଧ୍ୟରୁ କେହି କେହି ଚାରି ପାଞ୍ଚ ପିଢ଼ି ଧରି ଏଠାରେ ବସବାସ କରିଆସୁଛନ୍ତି । ଏମିତି ତ ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ବିଗତ ଦୁଇ ତିନି ଦଶନ୍ଧି ଭିତରେ ଏଠାରେ ପହଞ୍ଚôଛନ୍ତି । ଆଜି ଆପଣମାନଙ୍କ ଭିତରୁ କେହି କପଡ଼ା ବ୍ୟବସାୟରେ ଲାଗି ରହିଛନ୍ତି ତ ଆଉ କିଏ କ୍ରୀଡ଼ା ସାମଗ୍ରୀ ବ୍ୟବସାୟ କରୁଛନ୍ତି । କିଏ ଇଂଜିନିୟର ଅଛନ୍ତି ତ ଆଉ କିଏ କନସଲଟାଣ୍ଟ୍‌ ।  କିଏ ଚାର୍ଟାର୍ଡ଼ ଏକାଉଣ୍ଟାଣ୍ଟ୍‌ ତ ଆଉ କିଏ ବ୍ୟାଙ୍କର୍‌ ଓ ଅଧ୍ୟାପକ ଅଛନ୍ତି । ପୁଣି କିଏ ଆଧ୍ୟାତ୍ମିକ ଗୁରୁ । ଭାରତ ସହ ସମ୍ବନ୍ଧ ରଖୁଥିବା ଶ୍ରୀ ଗୁରନାମ ସିଂହ 1962 ମସିହାରେ ଜାକର୍ତ୍ତା ଏସିଆନ୍‌ କ୍ରୀଡ଼ାରେ ଇଣ୍ଡୋନେସିଆକୁ ପ୍ରତିନିଧିତ୍ୱ କରି ମେଡ଼ାଲ ଲାଭ କରିଥିଲେ । ଏକଥା ଜାଣି ମୁଁ ଖୁବ୍‌ ଆନନ୍ଦିତ ଏବଂ ଗର୍ବ ଅନୁଭବ କରେ ଯେ ଆପଣମାନେ ସମସ୍ତେ ନିଜର ତପସ୍ୟା ବଳରେ,କଠିନ ପରିଶ୍ରମ ବଳରେ କେବଳ ଏଠାରେ ନିଜପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିନାହାନ୍ତି ଅପରନ୍ତୁ ଆଜି ଆପଣମାନେ ଇଣ୍ଡୋନେସିଆର ବିକାଶରେ ସୁଦ୍ଧା ବିଶେଷ ଯୋଗଦାନ ଦେଇପାରିଛନ୍ତି ।

ବନ୍ଧୁଗଣ,

ଏପରି ଏକ ସମୟ ବି ଥିଲା, ଯେତେବେଳେ ଆପଣମାନଙ୍କ ପୂର୍ବଜମାନଙ୍କୁ ଭିନ୍ନ ଭିନ୍ନ ପରିସ୍ଥିତିରେ ଭାରତ ଛାଡ଼ିବାକୁ ପଡ଼ିଥିଲା । ପୁଣି ଆଜି ଏଭଳି ଏକ ପରିସ୍ଥିତି ଆସିଛି ଯେତେବେଳେ ଦୁନିଆ ସାରା ଭାରତର ମଜଭୁତ ପରିଚୟ ସୃଷ୍ଟି ହୋଇପାରିଛି । ବିଗତ ଚାରି ବର୍ଷ ମଧ୍ୟରେ ଭାରତ ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଆଗକୁ ଆଗେଇ ନେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

 –ଆଜି ଭାରତ ବିଶ୍ୱର ସବୁଠାରୁ ମୁକ୍ତ ଅର୍ଥବ୍ୟବସ୍ଥାମାନଙ୍କ ମଧ୍ୟରେ ଅନ୍ୟତମ ଭାବେ ପରିଚୟ ସୃଷ୍ଟି କରିପାରିଛି । ଭାରତରେ ରେକର୍ଡ଼ ସ୍ତରର ବିଦେଶୀ ପୁଂଜି ନିବେଶ ହୋଇପାରୁଛି ।

– ଭାରତର ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାର ହାରାହାରି 300 ବିଲିୟନ ଡ଼ଲାରରୁ ବୃଦ୍ଧି ପାଇ 400 ବିଲିୟନ ଡ଼ଲାର ସ୍ତରରେ ପହଞ୍ଚି ପାରିଛି ।

– ଗ୍ରୀନଫିଲ୍ଡ ଏଫଡ଼ିଆଇକୁ ଆକର୍ଷିତ କରିବା ଦିଗରେ ଭାରତ ପୃଥିବୀର ନମ୍ବର ଏକ ଦେଶ ହୋଇପାରିଛି ।

– ଏଫଡ଼ିଆଇ କନଫିଡ଼େନ୍ସ ସୂଚକାଂକରେ ଭାରତ ବିଶ୍ୱର ସବୁଠାରୁ ଅଧିକ ପ୍ରଗତିଶୀଳ ଦୁଇ ଅର୍ଥବ୍ୟବସ୍ଥା ମଧ୍ୟରେ ଅନ୍ୟତମ ଭାବେ ପରିଚିତ ହୋଇପାରିଛି ।

– ବିଶ୍ୱ ଆର୍ଥିକ ଫୋରମର ଗ୍ଲୋବାଲ୍‌ କମ୍ପିଟିଟିଭ୍‌ ସୂଚକାଂକରେ ଭାରତର ସ୍ଥିତି 70ରୁ ସୁଧାର ହୋଇ 40ରେ ପହଞ୍ଚିଛି ।

– ଇଜ୍‌ ଅଫ ଡ଼ୁଇଂ ବିଜିନେସ୍‌ ମାନ୍ୟତାରେ ଭାରତ 142ଟି ରେଙ୍କ ମଧ୍ୟରେ 100ତମ ସ୍ଥାନକୁ ଉନ୍ନୀତ ହୋଇପାରିଛି ।

 – ଲଜିଷ୍ଟିକ୍ସ ପରଫର୍ମାନ୍ସ ସୂଚକାଂକରେ ଭାରତର ସ୍ଥିତିରେ 19 ଅଙ୍କ ସୁଧାର ଘଟିଛି ।

 – ବିଶ୍ୱ ଅଭିନବତ୍ୱ ସୂଚକାଂକରେ ଭାରତର ସ୍ଥାନ ଏବେ 21ରେ ରହିଛି ।

– ଅଙ୍କଟାଡ଼ର ରିପୋର୍ଟ ଅନୁସାରେ ଭାରତର ଅର୍ଥ ବ୍ୟବସ୍ଥାର ଭବିଷ୍ୟତ ବେଶ୍‌ ସୁଦୃଢ଼ ଏବଂ ଏହାକୁ ଏବେ ଶ୍ରେଷ୍ଠ ତିନି ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ଭାବେ ବିବେଚିତ କରାଯାଇଛି ।

–ବିଗତ 14 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୁଡ଼ିସ୍‌ ଭାରତର କ୍ରେଡ଼ିଟ ରେଟିଂରେ ସୁଧାର ଆଣିଛି ।

ଭାଇ ଓ ଭଉଣୀମାନେ,

ଭାରତ ଯେତେବେଳେ ବିଶ୍ୱର ସବୁଠାରୁ ଲୋକତନ୍ତ୍ର ଭାବେ ନିଜର ପରିଚୟ ସୃଷ୍ଟି କରିଛି ସେତେବେଳେ ଇଣ୍ଡୋନେସିଆରେ ବି ଲୋକତନ୍ତ୍ରର ସ୍ଥିତି ମଜଭୁତ ରହିଛି । ଏହାହିଁ ଏକମାତ୍ର କାରଣ ଯେତେବେଳେ ଭାରତର 125 କୋଟି ଜନତା ମୋ ଭଳି ଜଣେ ସାଧାରଣ ନାଗରିକଙ୍କୁ ସେମାନଙ୍କର ପ୍ରଧାନ ସେବକଭାବେ ନିର୍ବାଚିତ କରିଛନ୍ତି ଅନୁରୂପ ଭାବେ ଇଣ୍ଡୋନେସିଆର ଜନତା ୱିଡ଼ୋଡ଼ୋ ଜୀଙ୍କୁ ନିଜର ରାଷ୍ଟ୍ରପତି ଭାବେ ଚୟନ କରିଛନ୍ତି । ସାଥୀଗଣ, ଭାରତ ଏବଂ ଇଣ୍ଡୋନେସିଆ ସାମାଜିକ ଏବଂ ସାଂସ୍କୃତିକ ବିବିଧତା ଏବଂ ସଦ୍ଭାବର ପ୍ରତୀକ । ଏଠାରେ ଅନେକ ଭାଷା ରହିଛି, ଶହ ଶହ ସମୁଦାୟ ବସବାସ କରନ୍ତି । ସେହିଭଳି ଭାରତରେ ବି ଗୋଟିଏ ପ୍ରବାଦ ରହିଛି  । ତାହା ହେଲା କୋଶ କୋଶରେ ପାଣି ବଦଳିଯାଏ ଏବଂ ଚାରି କୋଶରେ ବାଣୀ ବଦଳିଯାଏ । ମୁଁ କେଉଁଠି ପଢ଼ିଥିଲି ଯେ ଇଣ୍ଡୋନେସିଆ ଦ୍ୱୀପରେ ସତରଶହ ବର୍ଷ ପୂର୍ବର ଅବଶେଷ ରହିଛି ଯାହା ଭାରତ ସହ ସମ୍ବନ୍ଧର ସୂଚନା ଏବଂ ପ୍ରମାଣ । ଏବେ ତିନି ଚାରି ଦିନ ପୂର୍ବେ ମୁଁ ଓଡ଼ିଶାର କଟକ ନଗରୀରେ ଥିଲି । ସେଠାରେ ଯେଉଁ ମୈଦାନରେ ବିଶାଳ ଜନସଭାର ଆୟୋଜନ କରାଯାଇଥିଲା ତାହାର ନାମ ଥିଲା ‘ବାଲିଯାତ୍ରା’ ।ବାଲିଯାତ୍ରା ର ଅର୍ଥ କଣ? ଇଣ୍ଡୋନେସିଆର ବାଲି ଦ୍ୱୀପକୁ ଯାତ୍ରା । ଶହ ଶହ ବର୍ଷ ପୂର୍ବେ ଓଡ଼ିଶାର ମହାନ ନାବିକମାନେ କଟକ ଠାରୁ ବାହାରି ଜାଭା ସୁମାତ୍ରା ଏବଂ ବୋର୍ଣ୍ଣିଓ ପର୍ଯ୍ୟନ୍ତ  ଆସୁଥିଲେ । ଆଜି ସୁଦ୍ଧା ପ୍ରତି ବର୍ଷ ଅକ୍ଟୋବର ନଭେମ୍ବର ମାସରେ ଓଡ଼ିଶାରେ ବାଲିଯାତ୍ରା ଉତ୍ସବ ବେଶ୍‌ ଧୁମଧାମରେ ପାଳନ କରାଯାଇ ଆସୁଛି । ଇଣ୍ଡୋନେସିଆର ଗୁଜରାଟ ସହ ବି ପୁରୁଣା ସଂପର୍କ ରହିଛି । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି,ସେତେବେଳେ ଥରେ ମୋତେ କେହିଜଣେ କହିଥିଲେ ଯେ  ଦ୍ୱାଦଶ ଶତାବ୍ଦୀ ପାଖାପାଖି କଚ୍ଛର ଅଧିବାସୀମାନେ ଯେଉଁ ମୁସଲମାନ ସଂପ୍ରଦାୟ ଥିଲେ ସେମାନଙ୍କ ଭିତରୁ ଅଧିକାଂଶ ଇଣ୍ଡୋନେସିଆ ଆସି ଏଠାରେ ଘରଦ୍ୱାର କରି ବସବାସ କରିଥିଲେ । ସେମାନଙ୍କ କଥିତ ଭାଷାରେ ଗୁଜରାଟୀ ଭାଷା, ଖାଦ୍ୟପେୟ, ରହଣିସହଣିର ଢ଼େର୍‌ ସାମଞ୍ଜସ୍ୟ ରହିଛି । ସେମାନଙ୍କ ସହ ଇଣ୍ଡୋନେସିଆକୁ ଏହି ସଂସ୍କୃତି ଆସିଥିଲା । ମୁଁ ଶୁଣିବାକୁ ପାଇଛି ଯେ ବୁବୁର ଗୁଜରାଟ, ଗୁଜରାଟୀ ଖେଚେଡ଼ି ଇଣ୍ଡୋନେସିଆରେ ବସବାସ କରୁଥିବା ମୁସଲମାନ ପରିବାରମାନଙ୍କରେ ଆଜିସୁଦ୍ଧା ପ୍ରସ୍ତୁତ କରାଯାଏ ଏବଂ ତାହା ବେଶ୍‌ ଲୋକପ୍ରିୟ । ଆଜି ସୁଦ୍ଧା ଏଠାକାର ଲୋକମାନେ ଏଭଳି କିଛି ଶବ୍ଦ ବ୍ୟବହାର କରନ୍ତି ଯାହା ଭାରତ ଇଣ୍ଡେୋନସିଆ ମଧ୍ୟରେ ଥିବା ଗଭୀର ସଂପର୍କକୁ ସୂଚୀତ କରେ । ପୁଣି ଏହି ସମ୍ବନ୍ଧ ବେଶ୍‌ ପ୍ରାଚୀନ ଏବଂ ଘନିଷ୍ଠ ବୋଲି ସେଥିରୁ ସୂଚନା ମିଳେ । ଯେପରି କି ଭାଇ ପାଇଁ ‘ସହୋଦର’ ନିଧନ ପାଇଁ ‘ମାଟି’, ରଙ୍ଗ ବା କଲର ପାଇଁ  ‘ବର୍ଣ୍ଣ’, ଗ୍ରୁପ୍‌ ପାଇଁ ‘ସମୂହ’, ଅଥବା ‘ସମୁଅ’, ‘ଉପବାସ’ ଏବଂ ‘ପୁବାସ’ ‘ବହାସା’ ଏବଂ ‘ଭାଷା’, ‘ରୂପିୟାହ’ ଏବଂ ‘ରୁପୟା’ ଇତ୍ୟାଦି । ଏପରି ଶବ୍ଦମାନଙ୍କୁ ଏକତ୍ର ଯଦି କରାଯାଏ ତେବେ ଗୋଟିଏ ନୂଆ ସମାନାନ୍ତର ଅଭିଧାନ ପ୍ରସ୍ତୁତ କରାଯାଇପାରିବ । ସେଥିରେ ସମାନତା ଓ ସ୍ୱାଭାବିକତା ପରିସ୍ଫୁଟ ହୋଇଉଠିବ । ଭାରତ ଏବଂ ଇଣ୍ଡୋନେସିଆ କେବଳ ପରସ୍ପର ମଧ୍ୟରେ 90 ନଉଟିକାଲ ମାଇଲ ନିକଟତର ବୋଲି ଏହି ଦୃଷ୍ଟିରୁ କୁହାଯାଇପାରେ । ଅର୍ଥାତ, ଆମେମାନେ 90 ନଉଟିକାଲ୍‌ ମାଇଲ ନିକଟବର୍ତ୍ତୀ । ପଡ଼ୋଶୀ ।

ବନ୍ଧୁଗଣ,

ମୁଁ ଜାଣିବାକୁ ପାଇଛି ଯେ ଭାରତ ଏବଂ ଇଣ୍ଡୋନେସିଆ  ଭିତରେ ଗଭୀର ସାଂସ୍କୃତିକ ସମ୍ବନ୍ଧ ରହିଛି ଯାହାକୁ ବିଭିନ୍ନ ରୂପରେ ପାଳନ କରାଯାଇଥାଏ । ଏଠାରେ ‘ଇଣ୍ଡୋନେସିଆ ତାମିଲ ସଂଗମ’ର ସାଂସ୍କୃତିକ ଆୟୋଜନର ବିଶେଷ ମହତତ୍ତ୍ୱ ରହିଛି । ଏହାର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଅଛି । ଗତ ବର୍ଷ ଜାକର୍ତ୍ତା ଏବଂ ଅନ୍ୟ ସ୍ଥାନମାନଙ୍କରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଅନେକ ସଫଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେ ସଂପର୍କରେ ମୋତେ ସୂଚୀତ କରାଯାଇଛି । ଏକଥା ଜାଣି ମୁଁ ବିଶେଷ ଆନନ୍ଦିତ ଯେ ବାଲିରେ ପ୍ରସିଦ୍ଧ ଭାରତୀୟ ପାରମ୍ପରିକ ଔଷଧିର କେନ୍ଦ୍ର ରହିଛି । ପଞ୍ଚକର୍ମ-ଆୟୁର୍ବେଦ ସେଣ୍ଟରର ଲୋକପ୍ରିୟତା ଢ଼େର୍‌ ବେଶୀ ଓ ତାହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଗତ ବର୍ଷ ମାନଙ୍କରେ ସାମଗ୍ରିକ ସ୍ୱାସ୍ଥ୍ୟସେବା (ହୋଲିଷ୍ଟିକ୍‌ ହେଲ୍‌ଥକେୟାର) ପ୍ରତି ସମଗ୍ର ଦୁନିଆ ଆକର୍ଷିତ ହୋଇଛି ଏବଂ ଏହାର ଆଦର ବଢ଼ିବାରେ ଲାଗିଛି ।  ଆପଣମାନଙ୍କ ସକାଶେ ପାରମ୍ପରିକ ଭାରତୀୟ ଚିକିତ୍ସା ପଦ୍ଧତିର ଆମ୍ବାସାଡ଼ର ହେବାର ଏହା ଏକ ଅପୂର୍ବ ଅବସର ହୋଇପାରେ ।

ବନ୍ଧୁଗଣ,

ଏମିତି ତ ଦେଖିବାକୁ ଗଲେ ଏହା ଏକ ସଂଯୋଗ ଯେ କିଛି ଦିନ ପୂର୍ବେ ମୋତେ ନେପାଳର ଜନକପୁର ଠାରେ ମା’ଜାନକୀଙ୍କ ଆଶୀର୍ବାଦ ନେବାର ଅବସର ମିଳିଥିଲା । ଏବଂ ଏବେ ମୁଁ ଏଠାରେ ଇଣ୍ଡୋନେସି୍ରଆ ଆସିଛି,ଏଠାରେ ରାମକଥାକୁ ଏକ ନୂତନ ଭୂମି ଏବଂ ନୂତନ ପରିବେଶ ପ୍ରାପ୍ତ ହୋଇଛି । ଏହା ଇଣ୍ଡୋନେସିଆର ଏକ ବିଶେଷତା ଯେ ଏଠାକାର ରାମାୟଣ ମଞ୍ଚନ କରୁଥିବା କଳାକାରମାନେ ହେଲେ ମୁସଲମାନ ସଂପ୍ରଦାୟର । ଆଜି କିଛି ସମୟ ପୂର୍ବରୁ ରାଷ୍ଟ୍ରପତି ୱିଡ଼ୋଡ଼ୋ ଏବଂ ମୁଁ ଏକ ଗୁଡ଼ିଉଡ଼ା ପ୍ରଦର୍ଶନୀରେ ଯୋଗ ଦେଇଥିଲୁ । ସେଠାରେ ଏକଥା ଦେଖି ମୁଁ ବେଶ୍‌ ଖୁସି ଅନୁଭବ କଲି ଯେ ରାମାୟଣ ଏବଂ ମହାଭାରତର କଥାବସ୍ତୁ ଏବଂ ପରମ୍ପରାକୁ ନେଇ ଇଣ୍ଡୋନେସିଆରେ ସାଧାରଣ ଜନଜୀନବନ ମନରେ ଆଜି ସୁଦ୍ଧା ବିଶେଷ ସ୍ଥାନ ରହିଛି । ଆସ୍ଥା ଏବଂ ସଂସ୍କୃତି କିଭଳି ପରସ୍ପରର ନିକଟତର ହୋଇ ପଲ୍ଲବିତ ଏବଂ ପୋଷିତ ହୋଇପାରେ, ତାହାର ଏହା ହେଉଛି ଏକ ଅପୂର୍ବ ଉଦାହରଣ ।

ସାଥୀଗଣ,

ବିଗତ ଶତାବ୍ଦୀରେ ଯେତେବେଳେ ଆମର ଦୁଇ ଦେଶ ସ୍ୱାଧୀନ ହେଲେ, ସେତେବେଳଠାରୁ ଆମେ ବୈଶ୍ୱିକ ଏବଂ କ୍ଷେତ୍ରୀୟ ସ୍ତରରେ ପରସ୍ପର ସହ ସହଯୋଗ କରିଆସୁଛେ । ବିଗତ ଚାରି ବର୍ଷ ମଧ୍ୟରେ ଆମର ସମ୍ବନ୍ଧରେ ପ୍ରଗାଢ଼ତା ଆସିଛି । ଆଜି ଭାରତ ଏବଂ ଇଣ୍ଡୋନେସିଆ ଭିତରେ ସମ୍ବନ୍ଧ ନୂତନ ଶୀର୍ଷରେ ପହଞ୍ଚିଛି ।  ତାହା ରାଜନୈତିକ ସ୍ତରରେ ହୋଇଥାଉ ଅଥବା ରଣନୈତିକ ସ୍ତରରେ କିମ୍ବା ଆର୍ଥିକ ସହଯୋଗ ସ୍ତରୀୟ ହୋଇଥାଉ । ଭାରତ ଏବଂ ଇଣ୍ଡୋନେସିଆ ନିଜର ରଣନୈତିକ ସଂପର୍କକୁ ଏକ ନୂତନ ସ୍ତରରେ ପହଞ୍ଚାଇବା ଲାଗି ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ରାଷ୍ଟ୍ରପତି ୱିଡ଼ୋଡ଼ୋ ଏବଂ ମୁଁ ଆଜି ଏହାକୁ ଆଉ ଏକ ପାଦ ଆଗକୁ ଆଗେଇ ନେଇଯାଇ‘ବ୍ୟାପକ  ରଣନୈତିକ ସହଭାଗୀତା’ର ମାନ୍ୟତା ଦେଇଛୁ । ଆମର ସେନାବାହିନୀ ଭିତରେ ସମ୍ମିଳିତ ଅଭ୍ୟାସ ଅନୁଷ୍ଠିତ ହୋଇଆସୁଛି । ସୁରକ୍ଷା ସମ୍ବନ୍ଧୀତ ପ୍ରସଙ୍ଗ ଉପରେ ଆମ ଭିତରେ ବିଶେଷ ତାଳମେଳ ରହିଛି ଓ ତାହା ବୃଦ୍ଧି ପାଇବାରେ ଲାଗିଛି । ଆଜି ଇଣ୍ଡୋନେସିଆ ଆସିଆନ୍‌ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତକୁ ସବୁଠାରୁ ବଡ଼ ବ୍ୟାପାରିକ ସହଭାଗୀର ମାନ୍ୟତା ପ୍ରଦାନ କରିଛି । ଆଜି ଆମର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 18 ବିଲିୟନ୍‌ ଡ଼ଲାରରୁ ଅଧିକ ସ୍ତରରେ ପହଞ୍ଚିଛି ।

ସାଥୀଗଣ,

ଭାରତ ଏବଂ ଇଣ୍ଡୋନେସିଆ ଭିତରେ ଗଢ଼ିଉଠିଥିବା ମଜଭୁତ ସଂପର୍କକୁ ଆମର ଦୁଇ ଦେଶର ନାଗରିକାମାନେ ଆଉ ଏକ ଆଧାର ପ୍ରଦାନ କରିଛନ୍ତି । ଅର୍ଥାତ୍‌, ଆପଣମାନେ ସମସ୍ତେ ଏଥିରେ ସହଭାଗୀ । ଏଠାରେ ଆମର ଏକ ବୃହତ୍‌ ଜନସଂଖ୍ୟା ଏପରି ଅଛନ୍ତି ଯେଉଁମାନେ 35 ବର୍ଷରୁ କମ୍‌ ବୟସର । ସେମାନଙ୍କର ପ୍ରତିଭାର ଔଜଲ୍ୟକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିବା ସକାଶେ ଏବଂ ପ୍ରେତ୍ସାହିତ କରିବା ଲାଗି ଆମ ସରକାର  ପ୍ରୟାସ କରୁଛନ୍ତି । ସେଥିପାଇଁ , ମୋ ସରକାରକୁ କାର୍ଯ୍ୟ କରିବାର ବେଗ କ୍ଷିପ୍ରତର ହୋଇଛି ଏବଂ ଏବଂ ଏହାର ପରିସର ବ୍ୟାପକ ହୋଇପାରିଛି । ଦେଶର ଜନତାଙ୍କ ଆଶା ଓ ଆକାର ଅନୁରୂପ ବ୍ୟାପକ ମାତ୍ରାରେ ଆମେ ଏହିଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ । ସେମାନଙ୍କୁ ଉତ୍ତମ ପ୍ରଶାସନ, ସର୍ବାଧିକ ସୁଶାସନ ପାଇଁ ସୁଯୋଗ ପ୍ରଦାନ କରାଯାଉଛି । ଆମମାନଙ୍କର ଗୁରୁତ୍ୱ ହେଉଛି ପ୍ରଥମେ ନାଗରିକ । ଏହି ମନ୍ତ୍ରକୁ ନେଇ ଆମେ ଆଗକୁ ବଢ଼ୁଛୁ । ସରକାର ସମାଜର ତୃଣମୂଳ ସ୍ତରକୁ ଯାଇ ବିରାଟ ପ୍ରଶାସନିକ, ବିତ୍ତୀୟ ଏବଂ ଆଇନଗତ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଆମ ସରକାରଙ୍କ ସକାଶେ ଦୁର୍ନୀତିମୁକ୍ତ ଶାସନ, ଜନକୈନ୍ଦ୍ରିକ ଏବଂ ବିକାଶ ଅନୁକୂଳ ବ୍ୟବସ୍ଥା ଗଠକ କରିବା ସବୁଠାରୁ ବଡ଼ ପ୍ରାଥମିକତା । ପାସପୋର୍ଟଟିଏ  ପାଇବାକୁ ହେଲେ ଏବେ ଭାରତରେ ଆଉ ମାସ ମାସ କିମ୍ବା ସପ୍ତାହ ସପ୍ତାହ ଅପେକ୍ଷା କରିବାକୁ ପଡ଼ୁନାହିଁ । ଦୁଇ ବା ତିନି ଦିନ ଭିତରେ ପାସପୋର୍ଟ ଯାଇ ଲୋକମାନଙ୍କ ଘରେ ପହଂଚିଯାଉଛି । ଇଣ୍ଡୋନେସିଆ ସମେତ 163ଟି ଦେଶର ନାଗରିକଙ୍କ ପାଇଁ ଇ-ଭିସାର ସୁବିଧା ଭାରତ ଯୋଗାଇ ଦେଇଛି । ଇ-ଭିସା ସହାୟତାରେ ଭାରତ ଆସୁଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟାରେ 150 ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି । ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ପ୍ରଚଳିତ ଥିବା 1400ରୁ ଅଧିକ ପୁରୁଣା ଆଇନକୁ ଉଚ୍ଛେଦ କରାଯାଇଛି । ସେହିଭଳି ବସ୍ତୁ ଓ ସେବାକର- ଜିଏସଟି ଭାରତକୁ ଟିକସ ପ୍ରଶାସନରେ ଏକ ନୂତନ ଯୁଗରେ ପହଞ୍ଚାଇଛି । ଏହା ଦ୍ୱାର ଟିକସ ପ୍ରଦାନ ଓ ଅସୁଲ ତଥା ରାଜସ୍ୱ ବ୍ୟବସ୍ଥା ସୁସଂଗତ ହୋଇପାରିଛି ।

ବନ୍ଧୁଗଣ,

ଆମେ ଦେଶର ନାଗରିକମାନଙ୍କ ସକାଶେ ଇଜ୍‌ ଅଫ୍‌ ଲିଭିଂ ଏବଂ ଦେଶ ପାଇଁ ଅତ୍ୟାଧୁନିକ ସଂସାଧନର ଅଭିନବ ସଂଯୋଗ ଘଟାଇପାରିଛୁ । ଏହି ଦିଗରେ ଆମେ ଆମର କାର୍ଯ୍ୟ ଜାରି ରଖିଛୁ । ଆମେ ଭାରତରେ ଏପରି ଏକ ବ୍ୟବସ୍ଥା ଅନୁସରଣ କରିବାକୁ ଯାଉଛୁ ଯାହା କେବଳ ସ୍ୱଚ୍ଛ ନୁହେଁ ଅପରନ୍ତୁ ସମ୍ବେଦନୀ ମଧ୍ୟ ହୋଇପାରିବ ।

– ରେଳ ଲାଇନକୁ ଆମେ ବ୍ରଡ଼ ଗେଜରୁ ବଦଳାଇ ଏଥିରେ ଟ୍ରେନ୍‌ମାନଙ୍କ ବେଗକୁ ଦ୍ୱିଗୁଣିତ କରିପାରିଛୁ ।

 – ରେଳଲାଇନ ବିଦ୍ୟୁତିକରଣକୁ ତିନିଗୁଣ ବେଗରେ କାର୍ଯ୍ୟକାରୀ କରାଯାଉଛି ।

 – ଗ୍ରାମ୍ୟ ସଡ଼କ ଏବଂ ଜାତୀୟ ରାଜପଥ କାର୍ଯ୍ୟକ୍ରମକୁ ମୋ ସରକାର ଦ୍ୱିଗୁଣିତ ବେଗରେ କାର୍ଯ୍ୟକାରୀ କରୁଛି ।

– ପୂର୍ବରୁ ବିଜୁଳି ସରବରାହ ଲାଇନ ଯେଉଁଭଳି ଭାବେ କାର୍ଯ୍ୟକାରୀ କରାଯାଉଥିଲା ଏବେ ସେହି କାର୍ଯ୍ୟ ଦ୍ୱିଗୁଣିତ ହୋଇଛି ।

 – ପୂର୍ବରୁ କେବଳ 59 ଗ୍ରାମ ପଞ୍ଚାୟତ ତୁଳନାରେ ଏବେ 1 ଲକ୍ଷ 10 ହଜାରରୁ ଅଧିକ ଗ୍ରାମ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ମାଧ୍ୟମରେ ସଂଯୋଗ କରାଯାଇପାରିଛି ।

 – ପୂର୍ବରୁ କେବଳ 28ଟି ସରକାରୀ ଯୋଜନା ଥିବା ବେଳେ ଏବେ 400ରୁ ଅଧିକ ଯୋଜନା ମାଧ୍ୟମରେ ଲୋକମାନଙ୍କ ଜମାଖାତାରେ ସିଧାସଳଖ ସେମାନଙ୍କ ଅର୍ଥ ପହଞ୍ଚିପାରୁଛି ।

– ଏପରିକି ଏଲଇଡ଼ି ବଲବ୍‌ ପୂର୍ବରୁ ସାଢ଼େ ତିନିଶହ ଟଙ୍କାରେ ଗୋଟିଏ ଲେଖାଏଁ ଉପଲବ୍ଧ ହେଉଥିବା ବେଳେ ଏବେ କେବଳ 40-50 ଟଙ୍କାରେ ତାହା ଲୋକମାନଙ୍କୁ ଯୋଗାଇ ଦିଆ ଯାଇପାରୁଛି । 

– ପୂର୍ବରୁ ଯେଉଁଠି ଭାରତରେ କେବଳ 2ଟି ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଥିଲେ, ଏବେ ଏହାର ସଂଖ୍ୟ ବୃଦ୍ଧିପାଇ 120ରେ ପହଞ୍ଚିଛି ।

ଭାରତ ରେ ଆଜି ସବୁଠାରୁ ଅଧିକ ଇଞ୍ଜିନିୟରିଂ କଲେଜମାନ ଖୋଲିବାରେ ଲାଗିଛି । ମ୍ୟାନେଜମେଣ୍ଟ କଲେଜ,ମେଡ଼ିକାଲ କଲେଜ ଖୋଲୁଛି । କେବଳ ବିଗତ ଅଢ଼େଇ ବର୍ଷ ଭିତରେ ଭାରତରେ 9 ହଜାରରୁ ଅଧିକ ଷ୍ଟାର୍ଟ ଅପ୍‌ ପଂଜୀକୃତ ହୋଇଛନ୍ତି । ବିଶ୍ୱର ସବୁଠାରୁ ବଡ଼ ଷ୍ଟାର୍ଟ ଅପ୍‌ ବାତାବରଣ ଏବେ ଭାରତରେ ସୃଷ୍ଟି ହୋଇପାରିଛି । ଆଜି ସମଗ୍ର ବିଶ୍ୱରେ ଭାରତର ପାସପୋର୍ଟର କ୍ଷମତା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱର ଶକ୍ତିଶାଳୀ ବ୍ୟବସ୍ଥାମାନଙ୍କ ସହ ଭାରତ ଏକ ଅଂଶ ପାଲଟିଛି । ଭାରତ ସୌର ଶକ୍ତିକୁ ମାନବ କଲ୍ୟାଣ ଉଦ୍ଦେଶ୍ୟରେ ସବୁଠାରୁ ଅଧିକ ମାତ୍ରା ଉପଯୋଗ କରିବାର ସଂକଳ୍ପ ନେଇଛି । ସେଥିପାଇଁ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଆରମ୍ଭ କରିବା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆମ ସରକାର ଭାରତକୁ ଏକବିଂଶ ଶତାବ୍ଦୀର ସମସ୍ତ ଆବଶ୍ୟକତା- ଆଶା ଓ ଆକାଂକ୍ଷା ଅନୁରୂପ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ରହିଛି । ଆଜି ଭାରତ ଏକ ନୂତନ ଭାରତର ସଂକଳ୍ପର ସହ ଆଗକୁ ବଢ଼ିବାରେ ଲାଗିଛି । ଆମେ 2022 ମସିହା ସୁଦ୍ଧା ଏକ ନୂତନ ଭାରତ ଗଠନର ସଂକଳ୍ପ ନେଇଛୁ । ସେହି ବର୍ଷ ଆମେ ଦେଶ ସ୍ୱାଧୀନର 75ବର୍ଷ ପୂର୍ତ୍ତି ପାଳନ କରିବୁ ।

ବନ୍ଧୁଗଣ,

ଏଠାରେ ଇଣ୍ଡୋନେସିଆର ସୁଖ-ଦୁଃଖରେ ପରସ୍ପରକୁ ସାହାଯ୍ୟ ଦେବାର ଏକ ମହାନ ପରମ୍ପରା ରହିଛି ଏବଂ ବସୁଧୈବ କୁଟୁମ୍ବକମ୍‌ ମନ୍ତ୍ରରେ ଆପଣମାନେ ସଭିଏଁ ଆଗକୁ ବଢ଼ିବାରେ ଲାଗିଛନ୍ତି । ମୋତେ ସୂଚୀତ କରାଯାଇଛି ଯେ ନିକଟରେ ବାଲି ଦ୍ୱୀପରେ ଯେଉଁ ଜ୍ୱାଳାମୁଖୀ ଆପଦା ସଂଘଟିତ ହୋଇଥିଲା ସେଥିରେ ଆକ୍ରାନ୍ତ ହଜାର ହଜାର ସଂଖ୍ୟକ ଭାରତୀୟ ପର୍ଯ୍ୟଟକଙ୍କୁ ବାଲି ଏବଂ ସୁରବାୟାର ଲୋକମାନେ କେବଳ ଜୀବନ ରକ୍ଷା କରିନଥିଲେ ପରନ୍ତୁ ସେମାନଙ୍କୁ ଭାରତ ପ୍ରତ୍ୟାବର୍ତ୍ତନର ସମସ୍ତ ସହଯୋଗ କରିଥିଲେ । ଏଭଳି ମାନବୀୟ ଆଚରଣ ଲାଗି ଆମେ ସଭିଏଁ ଆପଣମାନଙ୍କୁ ଭୂୟସୀ ପ୍ରଶଂସା କରୁଛୁ । ଆପଣମାନଙ୍କୁ ଧନ୍ୟବାଦ ଜଣାଉଛୁ । ମାନବୀୟ ମୂଲ୍ୟବୋଧର ଏତାଦୃଶ ସଂରକ୍ଷଣ ଭାରତର ପ୍ରାଚୀନ ପରମ୍ପରା ହୋଇ ରହିଆସିଛି । ଏହା ନେପାଳରେ ସଂଘଟିତ ଭୂକମ୍ପ ପ୍ରତି ହୋଇଥାଉ କିମ୍ବା ଶ୍ରୀଲଙ୍କାର ବନ୍ୟା ଆପଦା, ଭାରତର ପରିଚୟ ହେଉଛି ସଂକଟର ଘଡ଼ିରେ ପ୍ରତିବେଶୀମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସକଳ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବା । ସଂକଟରେ ଫସିଥିବା 90,000 ଭାରତୀୟଙ୍କୁ ଏନଡ଼ିଏ ସରକାର ଅମଳରେ ସୁରକ୍ଷିତ ଭାରତ ଫେରାଇ ଅଣାଯିବା ଏହାର ପ୍ରକୃଷ୍ଟ ଉଦାହରଣ । ବନ୍ଧୁଗଣ,

ଭାରତ ଏବଂ ଇଣ୍ଡୋନେସିଆ କେବଳ ନାମରେ ପରସ୍ପର ସହ ସଂପର୍କରେ ନାହାନ୍ତି । ଏଭଳି ତାଳମେଳରେ ସବୁପ୍ରକାର ସ୍ୱର ଓ ଲୟ ମଧ୍ୟ ରହିଛି । ଏହି ତାଳମେଳ ଆମର ସଂସ୍କୃତି ଏବଂ ପରମ୍ପରା । ଆମର ଆସ୍ଥାର ପ୍ରତୀକ ଏବଂ ବ୍ୟବସ୍ଥାର ନିଦର୍ଶନ । ଲୋକ ସଂପର୍କ ଏବଂ ଲେକତନ୍ତ୍ରକୁ ଏହା ପ୍ରତିପାଦିତ କରେ ।

ଭାଇ ଓ ଭଉଣୀମାନେ,

ଭାରତ ଏବଂ ଇଣ୍ଡୋନେସିଆ ସାଂସ୍କୃତିକ ବନ୍ଧନରେ ପରସ୍ପର ସହ ଆବଦ୍ଧ । ଆମର ସମ୍ବନ୍ଧ ବେଶ୍‌ ପ୍ରାଚୀନ । କିନ୍ତୁ ଆଜି ଆମ ସମସ୍ତଙ୍କ ସମ୍ମୁଖରେ ଏପରି ଏକ ପ୍ରଶ୍ନ ଉଠୁଛି ଯେ କେବଳ କଣ ପୁରାତତ୍ତ୍ୱ ମଧ୍ୟରେ ଏହି ସଂପର୍କ ସୀମିତ ରହିଥିବ? ଆମର ଆଗାମୀ ପିଢ଼ି ଭବିଷ୍ୟତରେ ଆମ ଦୁଇ ଦେଶର ଜନସାଧାରଣ ଲୋକ-ଲୋକ ସଂପର୍କରେ ଯୋଡ଼ି ହୋଇପାରିବେ ନାହିଁ? ଏହି ସଂପର୍କକୁ କିଭଳି ଭାବେ ଅଧିକ ମଜଭୁତ କରାଯାଇପାରିବ,ଜୀବନ୍ତ ରଖାଯାଇପାରିବ, ଏହା ଉପରେ ଆମେ ସଭିଏଁ ମିଳିତ ଭାବେ କାମ କରିବା ଉଚିତ । ଆପଣମାନଙ୍କ ମଧ୍ୟରୁ ଅନେକେ ଏପରି ଅଛନ୍ତି ଯେଉଁମାନେ କେବେ ଭାରତ ଦେଖିନାହାନ୍ତି । ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଦୀର୍ଘ ବର୍ଷ ଧରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିନାହାନ୍ତି । ମୋର ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ ଯେ ଆପଣମାନେ ଥରେ ହେଲେ ଭାରତ ଭାରତ ଭ୍ରମଣରେ ଆସନ୍ତୁ, ଆଉ ଭାରତରେ ଆସିଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ । ଏହାକୁ ଅନୁଭବ କରନ୍ତୁ ।  ମୁଁ ଆପଣମାନଙ୍କୁ ସୂଚିତ କରିବାକୁ ଚାହେଁ ଯେ ଇଣ୍ଡୋନେସିଆର ନାଗରିକମାନଙ୍କୁ 30 ଦିନର ଭାରତ ଯାତ୍ରା ସକାଶେ ନିଃଶୁଳ୍କ ଭିସାର ବ୍ୟବସ୍ଥା କରାଯାଉଛି । ଆଗାମୀ କିଛି ମାସ ମଧ୍ୟରେ ଏହା ଆପଣମାନଙ୍କ ସକାଶେ ସବୁଠାରୁ ବଡ଼ ସୁଯୋଗ ହେବ । ଆମେ ଏହି ପ୍ରତୀକ୍ଷାରେ ରହିବୁ । ଆସନ୍ତା ବର୍ଷ ଜାନୁଆରୀ ମାସରେ ଉତ୍ତର ପ୍ରଦେଶର ପ୍ରୟାଗ ଠାରେ କୁମ୍ଭ ମେଳାର ଆୟୋଜନ କରାଯାଉଛି । ଆସ୍ଥାର ଏହି ମେଳାରେ ଆପଣମାନଙ୍କୁ ସ୍ୱାଗତ ଏବଂ ଆପଣମାନେ ସେଠାକୁ ଆସି ଏହାର ଅନୁଭବର ମଜା ନିଅନ୍ତୁ । ସେଠାରେ ଆପଣମାନଙ୍କୁ ଭାରତର ସମୃଦ୍ଧି ସହ ଆଧ୍ୟାତ୍ମିକତାର ଦର୍ଶନ ମିଳିବ । ନୂତନ ଭାରତର ପ୍ରଜ୍ଞାପନ ଆପଣମାନେ ଲକ୍ଷ୍ୟ କରିପାରିବେ । ଆପଣମାନଙ୍କୁ ନୂତନ ଭାରତରେ ସୃଷ୍ଟ ଅବସର ସହ ସାମିଲ ହେବାକୁ ଆମେ ଆମନ୍ତ୍ରଣ କରୁଛୁ । ଏଭଳି ପରବର୍ତ୍ତନର ଲାଭ ଆପଣମାନେ ଉଠାନ୍ତୁ ।

ଆପଣମାନେ ମୋତେ ଏଠାରେ ଏତେ ମାନଥାନ ପ୍ରଦାନ କଲେ । ସେଥିପାଇଁ ମୁଁ ପୁଣି ଥରେ ଆପଣମାନଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି । ଇଣ୍ଡୋନେସିଆ ସରକାରଙ୍କୁ ଏବଂ ଏଠାକାର ପ୍ରଶାସନକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ତେରିମା କାସିହ କାଲିୟାନ୍‌ ତଳହ ବର-ଅଦା ଦି ସିନୀ (ଏଠାରେ ଆଜି ଉପସ୍ଥିତ ହୋଇଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ)!

ସଲାମତ୍‌ ରମାଦାନ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Today, India is becoming the key growth engine of the global economy: PM Modi
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।