Guru Gobind Singh Ji was a great warrior, philosopher poet and guru: PM Modi
Guru Gobind Singh Ji fought against oppression and injustice. His teachings to people focused on breaking the barriers of religion and caste: PM
Guru Gobind Singh Ji’s values and teachings will continue to be the source of inspiration and the guiding spirit for the mankind in years to come: PM

ୱାହେ ଗୁରୁ ଜୀ କା ଖାଲସା.. ୱାହେ ଗୁରୁ ଜୀ କୀ ଫତେହ!!

ଦେଶର ଭିନ୍ନ ଭିନ୍ନ କୋଣରୁ ଏଠାରେ ଉପସ୍ଥିତ ଆପଣମାନେ ସମସ୍ତ ମହାନୁଭବମାନଙ୍କୁ ମୁଁ ସ୍ୱାଗତ କରୁଛି । ଆପଣମାନଙ୍କୁ ସମସ୍ତଙ୍କୁ, ସମଗ୍ର ଦେଶକୁ ଲୋହରିର ମଧ୍ୟ ଅନେକ ଅନେକ ଶୁଭକାମନା । ବିଶେଷ କରି ମୁଁ ମୋ ଦେଶର ଅନ୍ନଦାତା ସାଥୀମାନଙ୍କ ପାଇଁ ଫସଲ ଅମଳର ଏ ଋତୁ ଅନନ୍ତ ଖୁସି ନେଇ ଆସିଛି, ସେଥିପାଇଁ ମଙ୍ଗଳକାମନା କରୁଛି ।

ସାଥୀଗଣ, ଆଜି ଗୁରୁ ଗୋବିନ୍ଦ ସିଂ ମହାରାଜଙ୍କ ପ୍ରକାଶ ପର୍ବ ଦେଶ ପାଳନ କରୁଛି । ଖାଲସା ପନ୍ଥର ସ୍ରଷ୍ଟା, ମାନବତାର ପାଳନକର୍ତ୍ତା, ଭାରତୀୟ ମୂଲ୍ୟବୋଧ ପ୍ରତି ସମର୍ପିତ, ଗୁରୁ ଗୋବିନ୍ଦ ସିଂଙ୍କୁ ମୋର ଶ୍ରଦ୍ଧାପୂର୍ବକ ପ୍ରଣାମ । ଗୁରୁ ଗୋବିନ୍ଦ ସିଂଙ୍କ ପ୍ରକାଶୋତ୍ସବରେ ଆପଣ ସମସ୍ତ ସାଥୀମାନଙ୍କ ସହିତ,ଦେଶ ଏବଂ ସାରା ବିଶ୍ୱରୁ ଶିଖ ପନ୍ଥ ସହ ଜଡ଼ିତ ଏବଂ ଭାରତୀୟ ସଂସ୍କୃତି ଲାଗି ସମର୍ପିତ ଜନସାଧାରଣଙ୍କୁ ମୁଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ଗତ ବର୍ଷକୁ ଆମେ ଗୁରୁ ଗୋବିନ୍ଦ ସିଂ ମହାରାଜଙ୍କ 350ତମ ଜନ୍ମଜୟନ୍ତୀ ବର୍ଷ ଭାବେ ପାଳନ କରିଥିଲୁ । ଶିଖ ପନ୍ଥର ଏହି ଗୁରୁତ୍ୱପୂର୍ଣ୍ଣ ଅବସରକୁ ଆହୁରି ସ୍ମରଣୀୟ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋତେ ଗୋଟିଏ 350 ଟଙ୍କାର ସ୍ମାରକୀ ମୁଦ୍ରା ଦେଶବାସୀଙ୍କୁ ସମର୍ପିତ କରିବାର ସୌଭାଗ୍ୟ ମିଳିଛି ।

ଏମିତି ତ' ଗୁରୁ ଗୋବିନ୍ଦ ସିଂଙ୍କ ମୁଦ୍ରା ଆମମାନଙ୍କ ହୃଦୟକୁ ଶତାଧିକ ବର୍ଷ ଧରି ପ୍ରଭାବିତ କରି ଆସିଛି ଏବଂ ଆଗକୁ ମଧ୍ୟ ଅନେକ ଶହ ବର୍ଷ ପର୍ଯ୍ୟନ୍ତ ଚାଲିବ । ସେଥିପାଇଁ ଯାହାର କୃତିତ୍ୱ ଏକ ମୂଲ୍ୟ ହୋଇ ଆମ ଜୀବନରେ ଚାଲିଆସିଛି, ଆମମାନଙ୍କୁ ପ୍ରେରଣା ଦେଇଆସିଛି, ତା'କୁ ସବୁବେଳେ ମନେ ରଖିବା ପାଇଁ ଆମେ ଏକ ଛୋଟ ପ୍ରୟାସ କରୁଛୁ । ଏହା ତାଙ୍କ ପ୍ରତି ଆଦର ଏବଂ ଶ୍ରଦ୍ଧା ବ୍ୟକ୍ତ କରିବାର ଏକ ଛୋଟ ପ୍ରୟାସ ମାତ୍ର ଏବଂ ଏଥିପାଇଁ ଆମେ ସମସ୍ତେ  ଏକ ପ୍ରକାରେ ସନ୍ତୋଷ ଅନୁଭବ କରିପାରୁଛୁ ।

ସାଥୀଗଣ, ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ବ୍ୟକ୍ତିତ୍ୱ ଅନେକ ପ୍ରତିଭାର ସଂଗମ ଥିଲା । ସେ ଗୁରୁ ତ' ଥିଲେ,ଭକ୍ତମାନଙ୍କ ମଧ୍ୟରେ ବି ଶ୍ରେଷ୍ଠ ଥିଲେ ।

ସେ ଯେତେ ଭଲ ଯୋଦ୍ଧା ଥିଲେ ସେତେ ଚମତ୍କାର କବି ଏବଂ ସାହିତ୍ୟକାର ମଧ୍ୟ ଥିଲେ । ଅନ୍ୟାୟ ବିରୋଧରେ ତାଙ୍କର ଯେତେ କଡ଼ା ଆଭିମୁଖ୍ୟ ଥିଲା, ଶାନ୍ତି ପାଇଁ ସେ ସେତିକି ଆଗ୍ରହୀ ଥିଲେ ।

ମାନବତାର ରକ୍ଷା ନିମନ୍ତେ, ରାଷ୍ଟ୍ରର ରକ୍ଷା ନିମନ୍ତେ, ଧର୍ମର ରକ୍ଷା ନିମନ୍ତେ, ତାଙ୍କର ସର୍ବୋଚ୍ଚ ବଳିଦାନ ବିଷୟରେ ଦେଶ ଏବଂ ଦୁନିଆ ପରିଚିତ ।

ଇନ ପୁତ୍ରନ କେ କାରନ, ୱାର ଦିଏ ସୂତ ଚାର ।

ଚାର ମୁଏ ତୋ କ୍ୟା ହୁଆ, ଜୀବିତ କଇଁ ହଜାର । ।

ହଜାର ହଜାର ସନ୍ତାନଙ୍କ ରକ୍ଷା ଲାଗି ନିଜ ସନ୍ତାନମାନଙ୍କୁ, ନିଜ ବଂଶର ହିଁ ବଳିଦାନ ଯିଏ ଦେଇଥିଲେ । ରାଷ୍ଟ୍ରର ରକ୍ଷା ଲାଗି, ଧର୍ମର ରକ୍ଷା ଲାଗି, ତ୍ୟାଗ ଏବଂ ବଳିଦାନର ଏହାଠାରୁ ବଡ଼ ଉଦାହରଣ ଆଉ କ'ଣ ହୋଇପାରେ ।

ସାଥୀଗଣ, ବୀରତ୍ୱର ସହିତ ତାଙ୍କ ଠାରେ ଯେଉଁ ସ୍ଥିରତା ଥିଲା, ଧୈର୍ଯ୍ୟ ଥିଲା, ତାହା ଅଦ୍ଭୂତ ଥିଲା । ସେ ସଂଘର୍ଷ କରୁଥିଲେ କିନ୍ତୁ ତ୍ୟାଗର ପରାକାଷ୍ଠା ଅଦ୍ଭୂତ ଥିଲା । ସେ ସମାଜର କଳୁଷତା ବିରୋଧରେ ଲଢ଼ୁଥିଲେ । ଉଚ୍ଚ-ନୀଚ ଭେଦଭାବ, ଜାତିବାଦର ବିଷ, ଏହା ବିରୋଧରେ ମଧ୍ୟ ଗୁରୁ ଗୋବିନ୍ଦ ସିଂ ସଂଘର୍ଷ କରିଥିଲେ । ଏ ସମସ୍ତ ମୂଲ୍ୟବୋଧ ନୂତନ ଭାରତ ନିର୍ମାଣର ଆଧାରରେ ରହିଛି ।

ସାଥୀଗଣ, ଗୁରୁ ସାହେବ ଜ୍ଞାନକୁ କେନ୍ଦ୍ରରେ ରଖି ଗୁରୁ ଗ୍ରନ୍ଥ ସାହିବର ପ୍ରତ୍ୟେକ ଶବ୍ଦକୁ ଜୀବନ-ମନ୍ତ୍ର ଭାବେ ଗ୍ରହଣ କରିଥିଲେ । ସେ କହିଥିଲେ ଯେ ଏବେ ଗୁରୁ ଗ୍ରନ୍ଥ ସାହିବ ହିଁ, ଏହାର ପ୍ରତ୍ୟେକ ଶବ୍ଦ,ଏହାର ପ୍ରତ୍ୟେକ ପୃଷ୍ଠା ଆଗାମୀ ଯୁଗ ଯୁଗ ପର୍ଯ୍ୟନ୍ତ ଆମକୁ ପ୍ରେରଣା ଦେଇଚାଲିବ । ପରବର୍ତ୍ତୀସମୟରେ ଯେତେବେଳେ ପଞ୍ଚ ପ୍ୟାରେ ଏବଂ ଖାଲସା ପନ୍ଥର ସୃଷ୍ଟି ହେଲା, ଏଥିରେ ମଧ୍ୟ ସାରା ଭାରତକୁ ଯୋଡ଼ିବା ଲାଗି ତାଙ୍କର ପ୍ରୟାସ ରହିଥିଲା ।

ଖାଲସା ପନ୍ଥର ବିକାଶ ଗୁରୁ ସାହେବ ଦୀର୍ଘ ସମୟର ଗଭୀର ଚିନ୍ତନ-ସ୍ମରଣ ଏବଂ ଅଧ୍ୟୟନର ପରିଣାମ ଥିଲା । ସେ ବେଦ, ପୁରାଣ ଏବଂ ଅନ୍ୟ ପ୍ରାଚୀନ ଗ୍ରନ୍ଥର ଜ୍ଞାତା ଥିଲେ । ଗୁରୁ ସାହେବଙ୍କୁ ଗୁରୁ ନାନକ ଦେବଙ୍କଠାରୁ ଆରମ୍ଭ କରି ଗୁରୁ ତେଗ ବାହାଦୂରଙ୍କ ପର୍ଯ୍ୟନ୍ତ ଶିଖ ପନ୍ଥର ପରମ୍ପରା, ମୋଗଲ ଶାସନର କାଳରେ ଶିଖ ପନ୍ଥ ସହ ଜଡ଼ିତ ଘଟଣାର ବ୍ୟାପକ ସୂଚନା ତାଙ୍କୁ ଜଣାଥିଲା । ଦେଶ-ସମାଜରେ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ସେ ନିଜର ବିଚାର ରଖିଥିଲେ ।

ସାଥୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ "ଶ୍ରୀ ଦଶମଗ୍ରନ୍ଥ ସାହେବ'କୁ ପଢ଼ିଥିବେ । ଭାଷା ଏବଂ ସାହିତ୍ୟ ଉପରେ ଯେଉଁ ନିୟନ୍ତ୍ରଣ ତାଙ୍କର ରହିଥିଲା ତାହା ଅଦ୍ଭୂତ ଥିଲା । ଜୀବନର ପ୍ରତ୍ୟେକ ରସର ବ୍ୟାଖ୍ୟାନ ସେ ଏପରି କରିଥିଲେ ତାହା ସାଧାରଣରୁ ସାଧାରଣ ବ୍ୟକ୍ତିକୁ ମଧ୍ୟ ଛୁଇଁ ଯାଉଥିଲା । ଅଳଙ୍କାର ହେଉ, ପଦଶୈଳୀ ହେଉ, ଛନ୍ଦ ହେଉ, ପ୍ରବାହ ହେଉ, ମନ୍ତ୍ରମୁଗ୍ଧକାରୀ ଥିଲା । ଭାରତୀୟ ଭାଷାକୁ ନେଇ ତାଙ୍କର ଜ୍ଞାନ ଏବଂ ତାଙ୍କର ମୋହ ଅତୁଳନୀୟ ଥିଲା ।

ସାଥୀଗଣ, ଗୁରୁ ଗୋବିନ୍ଦ ସିଂଙ୍କ କାବ୍ୟ ଭାରତୀୟ ସଂସ୍କୃତିର ପ୍ରତ୍ୟେକ ବିନ୍ଦୁ, ଆମ ଜୀବନ ଦର୍ଶନର ସରଳ ଅଭିବ୍ୟକ୍ତି ଅଟେ । ଯେପରିକି ତାଙ୍କର ବ୍ୟକ୍ତିତ୍ୱ ବହୁମୁଖୀ ରହିଥିଲା, ସେପରି ତାଙ୍କର କାବ୍ୟ ମଧ୍ୟ ଅନେକ ଏବଂ ବିବିଧ ବିଷୟକୁ ସମାହିତ କରି ରଖିଥିଲା । ସାହିତ୍ୟର ଅନେକ ବିଦ୍ୱାନ ତ' ତାଙ୍କୁ ସାହିତ୍ୟିକମାନଙ୍କ ପ୍ରେରଣାଦାତା ଏବଂ ପୃଷ୍ଠପୋଷକ ବୋଲି ବିବେଚନା କରିଥାନ୍ତି ।

ସାଥୀଗଣ, କୌଣସି ଦେଶର ସଂସ୍କୃତି ତାର ମହିମାକୁ ଉଜ୍ଜ୍ୱଳ କରିଥାଏ । ମାର୍ଜିତ କରିଥାଏ । ସଂସ୍କୃତିକୁ ସମୃଦ୍ଧ କରିବା ଏବଂ ଏହାର ପ୍ରଚାର-ପ୍ରସାର କରିବା ସବୁବେଳେ ବିଶ୍ୱର ଶକ୍ତିଶାଳୀ ସଭ୍ୟତାଗୁଡ଼ିକର ପ୍ରାଥମିକତା ଭାବେ ରହିଆସିଛି । ଏହି ପ୍ରୟାସ ଗତ ସାଢ଼େ 4 ବର୍ଷ ଧରି ଆମ ସରକାର କରୁଛନ୍ତି ।

ଭାରତ ନିକଟରେ ଯେଉଁ ସାଂସ୍କୃତିକ ଏବଂ ଜ୍ଞାନର ଐତିହ୍ୟ ରହିଛି, ତା'କୁ ବିଶ୍ୱର କୋଣ ଅନୁକୋଣରେ ପହଁଚାଇବା ଲାଗି ବ୍ୟାପକ ପ୍ରୟାସ କରାଯାଉଛି । ଯୋଗଠାରୁ ଆରମ୍ଭ କରି ଆୟୁର୍ବେଦ ପର୍ଯ୍ୟନ୍ତ ନିଜର ପ୍ରତିଷ୍ଠାକୁ ପୁନଃସ୍ଥାପିତ କରିବାରେ ଦେଶ ସଫଳ ହୋଇଛି । ଏହି କାମ ନିରନ୍ତର ଜାରି ରହିଛି ।

ସାଥୀଗଣ, ବୈଶ୍ୱିକ ଆରୋଗ୍ୟ, ସମୃଦ୍ଧି ଏବଂ ଶାନ୍ତିକୁ ନେଇ ଆମର ଋଷି, ମୁନି ଏବଂ ଗୁରୁମାନେ ଯେଉଁ ବାର୍ତ୍ତା ଦେଇଛନ୍ତି ସେ ବାର୍ତ୍ତା ଦ୍ୱାରା ବିଶ୍ୱ ଲାଭାନ୍ୱିତ ହେବ, ଏହାର ପ୍ରୟାସ କରାଯାଉଛି । ଗୁରୁ ଗୋବିନ୍ଦ ସିଂ ଜୀଙ୍କ 350ତମ ପ୍ରକାଶ ପର୍ବ ତ' ଆମେ ପାଳନ ତ' କରୁଛି, ଏବେ ଗୁରୁ ନାନକ ଦେବଜୀଙ୍କ 550ତମ ଜନ୍ମ ଜୟନ୍ତୀ ସମାରୋହର ପ୍ରସ୍ତୁତି ମଧ୍ୟ ଜାରି ରହିଛି । ଏହା ଆମ ସରକାରଙ୍କ ସୌଭାଗ୍ୟ ଯେ ଆମକୁ ଏବେ ଏସବୁ ପବିତ୍ର ଅବସର ସହ ଯୋଡ଼ି ହେବାର ସୌଭାଗ୍ୟ ବିଶେଷ ଭାବେ ମିଳୁଛି ।

ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏହି ପ୍ରକାଶୋତ୍ସବ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ତ' ପାଳନ ହିଁ କରାଯିବ, ସାରା ବିଶ୍ୱରେ ଥିବା ଆମର ଦୂତାବାସରେ ମଧ୍ୟ ଆୟୋଜିତ ହେବ ।

କେବଳ ସେତିକି ନୁହେଁ, ଆପଣମାନେ ଏହା ଭଲ ଭାବେ ଜାଣନ୍ତି ଯେ ଏବେ କେନ୍ଦ୍ର ସରକାର ନିରନ୍ତର ଏବଂ ଅଭୂତପୂର୍ବ ପ୍ରୟାସ ଦ୍ୱାରା କରତାରପୁର କରିଡର ନିର୍ମାଣ ହେବାକୁ ଯାଉଛି । ଏବେ ଗୁରୁ ନାନକଙ୍କ ପ୍ରଦର୍ଶିତ ମାର୍ଗରେ ଚାଲୁଥିବା ପ୍ରତ୍ୟେକ ଭାରତୀୟ, ପ୍ରତ୍ୟେକ ଶିଖ, ଦୂରବୀକ୍ଷଣ ବଦଳରେ ନିଜ ଆଖିରେ ନାରୋବାଲ ଯାଇପାରିବ ଏବଂ ବିନା ଭିସାରେ ଗୁରୁଦ୍ୱାରା ଦରବାର ସାହିବର ଦର୍ଶନ କରିପାରିବ ।

ଅଗଷ୍ଟ 1947ରେ ଯେଉଁ ଭୁଲ ହୋଇଥିଲା, ଏହା ତାହାର ପ୍ରାୟଶ୍ଚିତ ଅଟେ । ଆମ ଗୁରୁଙ୍କ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥଳ କେବଳ କିଛି କିଲୋମିଟର ଦୂରରେ ହିଁ ଥିଲା, କିନ୍ତୁ ତା'କୁ ମଧ୍ୟ ଆପଣ ସାଥୀରେ ଆଣିପାରିଲେ ନାହିଁ । ଏହି କରିଡର ସେହି କ୍ଷତିକୁ କମ କରିବା ଲାଗି ଏକ ପ୍ରାମାଣିକ ପ୍ରୟାସ ଅଟେ ।

ସାଥୀଗଣ, ଗୁରୁ ଗୋବିନ୍ଦ ସିଂ ହୁଅନ୍ତୁ କିମ୍ବା ପୁଣି ଗୁରୁ ନାନକ ଦେବ, ଆମର ପ୍ରତ୍ୟେକ ଗୁରୁ ନ୍ୟାୟ ସହିତ ଛିଡ଼ା ହେବା ଲାଗି ଶିକ୍ଷା ଦେଇଛନ୍ତି । ତାଙ୍କର ପ୍ରଦର୍ଶିତ ମାର୍ଗରେ ଚାଲି ଆଜି କେନ୍ଦ୍ର ସରକାର 1984ରେ ଆରମ୍ଭ ହୋଇଥିବା ଅନ୍ୟାୟର ପର୍ଯ୍ୟାୟକୁ ନ୍ୟାୟ ପର୍ଯ୍ୟନ୍ତ ପହଁଚାଇବାରେ ଲାଗି ରହିଛି । ଦଶନ୍ଧି ଧରି ମା'ମାନେ, ଭଉଣୀମାନେ, ପୁଅ-ଝିଅମାନେ, ଯେତେ ଲୁହ ଗଡ଼ାଇଛନ୍ତି, ତା'କୁ ପୋଛିବାର କାମ, ସେମାନଙ୍କୁ ନ୍ୟାୟ ଦେବାର କାମ ଏବେ ଆଇନ କରିବ ।

ସାଥୀଗଣ, ଆଜି ଏହି ପବିତ୍ର ଦିନରେ ଗୁରୁ ଗୋବିନ୍ଦ ସିଂ ମହାରାଜଙ୍କ ପ୍ରଦର୍ଶିତ 11 ସୂତ୍ରୀୟ ମାର୍ଗରେ ଚାଲିବା ଲାଗି ପୁଣିଥରେ ସଂକଳ୍ପ ନେବାର ଆବଶ୍ୟକତା ରହିଛି । ଆଜି ଯେତେବେଳେ ଭାରତ ଏକ ସଶକ୍ତ ରାଷ୍ଟ୍ର ରୂପରେ ପ୍ରତିଷ୍ଠିତ ହେବାର ମାର୍ଗରେ ଚାଲିବା ଆରମ୍ଭ କରିଛି, ସେତେବେଳ ଭାରତର ଭାବନାକୁ ଆହୁରି ସଶକ୍ତ କରିବାର ଆବଶ୍ୟକତା ରହିଛି ।

ମୋର ବିଶ୍ୱାସ ଅଛି ଯେ ଆମେ ସମସ୍ତେ ଗୁରୁଜୀଙ୍କ ପ୍ରଦର୍ଶିତ ମାର୍ଗରେ ନୂଆ ଭାରତକୁ ଆପଣାଇବାର ସଂକଳ୍ପକୁ ଆହୁରି ମଜଭୁତ କରିବୁ ।

ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରକାଶ ପର୍ବର ଶୁଭକାମନା । ଆପଣମାନଙ୍କ ପାଇଁ ନୂଆ ବର୍ଷ ଅନେକ ଖୁସି ନେଇକି ଆସୁ, ଏହି କାମନା ସହିତ-

ଜୋ ବୋଲେ, ସୋ ନିହାଲ!… ସତ୍ ଶ୍ରୀ ଅକାଲ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
India-France partnership is emerging as a strong pillar of trust, stability and cooperation: PM Modi in Paris
June 18, 2026

नमस्ते!

बों जू!

ऐसा लग रहा है, आप सब छुट्टी के मूड में हैं।

साथियों,

ये पेरिस शहर, Lights का शहर है, रंगों का शहर है, यहां Art है, Ideas हैं, और innovation की प्रेरणा भी है। इस शहर को भारत के अलग-अलग राज्यों से आए आप सभी लोग और भी खूबसूरत बना देते हैं। नए नए रंगों से भर देते हैं।

कोई तमिल है, कोई पंजाबी है, कोई गुजराती है, तो कोई मराठी है, और कोई बंगाली है। भारत के हर कोने का प्रतिनिधित्व यहां दिखाई देता है।

साथियों,

मैं जब 14 जून को नीस पहुंचा था तो सबसे पहले भारत इनोवेट्स कार्यक्रम में शामिल हुआ था। आज जब मैं फ्रांस से वापसी की तैयारी में हूं तो लग रहा है जैसे भारत कनेक्ट्स कार्यक्रम में आ गया हूं।

फ्रांस में रहने वाले आप लोगों ने 21वीं सदी के भारत-फ्रांस रिश्तों को जिस तरह कनेक्ट किया है, वो हमारी Strategic Partnership की बहुत बड़ी ताकत बन रही है। मैं आप सभी के लिए भारत से 140 करोड़ देशवासियों की शुभकामनाएं लेकर आया हूं। इस आत्मीय स्वागत के लिए, मैं आप सभी का हृदय से आभार व्यक्त करता हूं।

साथियों,

आज मैं ऐसे समय में फ्रांस आया हूं जब कुछ ही दिन पहले हमारी सरकार के 12 वर्ष पूरे हुए हैं। चुने हुए प्रधानमंत्री के रूप निरंतर 12 साल तक देश की सेवा करना मेरे जीवन का बहुत बड़ा सौभाग्य रहा है। यह भारत के लोकतंत्र की शक्ति है जिसने एक चायवाले को यहां तक पहुंचा दिया।

साथियों,

बीते 12 वर्ष, 140 करोड़ भारतीयों के अद्भुत सामर्थ्य के रहे हैं। 12 साल के इस कालखंड में भारत का GDP दोगुना हुआ है। Airports की संख्या दोगुनी हुई है। Universities की संख्या भी दोगुनी हो गई है। Highway Construction की स्पीड तीन गुना बढ़ गई। और Metro Network, चार गुणा बड़ा हो गया है।

मैं आपको कुछ और फैक्ट्स दूंगा, उससे आप अंदाजा लगा पाएंगे कि भारत किस स्पीड और कितने बड़े स्केल पर काम कर रहा है। पिछले 12 वर्षों में भारत का Defence Export 35 गुणा यानि Thirty Five Times बढ़ गया है।

औऱ एक फैक्ट सुनिए भारत में मोबाइल मैन्यूफैक्टरिंग यूनिट्स में, 100 गुणा की बढ़ोतरी हुई है। 100 times. भारत अब दुनिया का दूसरा सबसे बड़ा mobile phone manufacturer है। इसी गति, इसी प्रगति का नतीजा है कि आज भारत दुनिया की Fastest Growing Major Economy है।

साथियों,

आज भारत की कहानी सिर्फ Economic Progress की कहानी नहीं है। सिर्फ यहाँ अटक नहीं जाती है। ये Social Transformation की भी कहानी है।

पिछले 12 साल में देश में 25 करोड़ लोग गरीबी से बाहर निकले हैं। यानि एक ऐसी प्रगति जिसका लाभ समाज के अंतिम व्यक्ति तक पहुंच रहा है। फ्रांस में जितने घर हैं, उससे भी अधिक पक्के घर बीते 12 वर्ष में हमने जरूरतमंदों के लिए बनाए हैं।

अब हर परिवार के पास, गरीब से गरीब क्यों न हो, Bank Account है। Financial Inclusion एक सरकारी कार्यक्रम नहीं, बल्कि सामाजिक परिवर्तन का अभियान बना है।

साथियों,

इन 12 वर्षों की उपलब्धियों में, एक उपलब्धि ऐसी भी है जिसे किसी आंकड़े से, या अंकों से, नहीं मापा जा सकता। वह है 140 करोड़ भारतीयों का आत्मविश्वास।

आज का भारत और आज के भारत का युवा बहुत बड़े सपने देख रहा है। भारत का किसान नई संभावनाओं के साथ आगे बढ़ रहा है। भारत की महिलाएं नए नेतृत्व का परिचय दे रही हैं। इसलिए ये सिर्फ Achievements के 12 साल नहीं हैं, ये भारत की एस्पिरेशन्स को नई बुलंदी देने का कालखंड रहा है।

साथियों,

एक समय था जब दूर-दराज के गांवों तक आधुनिक सुविधाएं पहुंचाना वाकई बहुत मुश्किल भरा था। आज उन्हीं गांवों में बिजली भी है, इंटरनेट भी है, और डिजिटल सेवाओं की पूरी दुनिया भी है। आज एक क्लिक पर, कभी भी, कहीं भी बैंकिंग सेवाएं उपलब्ध हैं।

आज मोबाइल फोन, भारत के नागरिकों को अनेक सुविधाओं से कनेक्ट कर रहा है। हमारे किसान, हमारे मछुआरे, हमारे dairy farmers, हमारी महिलाएं, हमारे स्टूडेंट्स, सभी टेक्नोलॉजी के माध्यम से सशक्त हो रहे हैं, और अपने लिए नए अवसर बना रहे हैं।

साथियों,

आपने 125 करोड़ से अधिक Aadhaar IDs के बारे में सुना है। लेकिन आज भारत सिर्फ पहचान को डिजिटल नहीं बना रहा। आज करीब 90 करोड़ भारतीयों की Unique Digital Health IDs बनाई जा चुकी हैं। जिससे मेडिकल रिकॉर्ड सुरक्षित और accessible बन गए हैं। इससे हेल्थकेयर डिलीवरी और अधिक आसान और efficient हो रही है।

साथियों,

इन उपलब्धियों की सबसे बड़ी विशेषता यह है कि इनमें से अधिकांश चीजें कुछ वर्ष पहले तक कल्पना जैसी लगती थीं। कौन सोच सकता था कि गांव-गांव तक हाई-स्पीड इंटरनेट पहुंचेगा ? कौन सोच सकता था कि दूर-सुदूर के गांवों में भी QR code जीवन का हिस्सा बन जायेगा ? गांव में कोई बहन, ड्रोन से खेती करने में मदद करेगी, ये भी असंभव लगता था।

लेकिन आज यह सब, भारत के करोड़ों लोगों के जीवन का सामान्य हिस्सा बनता जा रहा है। और आपको गर्व होगा साथियों, यही नए भारत की पहचान है।

जो कभी सपना था, वह आज सच्चाई है। जो कभी नामुमकिन लगता था, वो आज मुमकिन हुआ है, औऱ ये करने के पीछे सबसे बड़ी ताकत क्या है? किसकी वजह से ये सब संभव हुआ है? यह मोदी के कारण नहीं, वो ताकत है- भारत का लोकतंत्र, भारत की डेमोक्रेसी। इस डेमोक्रेसी में सबका साथ है, सबका विकास है।

साथियों,

आज से 50 या 100 साल बाद जब भारत के इस कालखंड की समीक्षा होगी, तो ये बात उभरकर सामने आएगी कि इस कालखंड को भारत की Aspirations ने ड्राइव किया। यह भारत के एस्पिरेशन्स का नया युग है।

जहां बिजली पहुंची है, वहां लोग सिर्फ बिजली नहीं चाहते, वे Smart Living चाहते हैं। जहां ट्रेन पहुंची है, वहां लोग High-Speed Connectivity चाहते हैं। जहां हाईवे बने हैं, वहां लोग World-Class Expressways चाहते हैं। जहां इंटरनेट पहुंचा है, वहां लोग AI और Digital Innovation में नेतृत्व चाहते हैं।

यानि आज भारत के लोग अपने जीवन को भी Next Level पर ले जाना चाहते हैं, और भारत को भी Next Level पर ले जाना उनका मकसद है, उनका संकल्प है, उनके सपने है।

और साथियों,

यही Aspirations आज भारत की विकास यात्रा की सबसे बड़ी शक्ति हैं। मैं आपको भारत की Space Journey का उदाहरण दूंगा।

भारत ने चंद्रयान को चंद्रमा के South Pole पर उतारा। दुनिया ने इसे एक बहुत बड़ी उपलब्धि माना। लेकिन भारत इसे अपनी मंजिल मानकर रुका नहीं। आज देश गगनयान की तैयारी कर रहा है। भारत अंतरिक्ष में अपना Space Station बनाने की दिशा में आगे बढ़ रहा है।

हमारे Space Startups Global Space Economy में अपनी जगह बनाने के लिए पुरजोश काम कर रहे हैं, आगे बढ़ रहे हैं।

साथियों,

Green Energy के क्षेत्र में भी भारत की यही एस्पिरेशंस दिखाई देती है। Solar Power में भारत की उपलब्धियों की दुनिया भर में लगातार चर्चा हो रही हैं। लेकिन भारत अगली छलांग की तैयारी कर रहा है।

Green Hydrogen में बड़े निवेश हो रहे हैं। Advanced Nuclear Energy पर तेजी से काम हो रहा है। आपने भारत के Fast Breeder nuclear Reactor से जुड़ी प्रोग्रेस के बारे में भी सुना ज़रूर होगा। ये भारत के न्यूक्लियर एनर्जी लैंडस्केप में क्रांतिकारी परिवर्तन करने का बहुत बड़ा अचीवमेंट हमारे सीसेन्टिस्टों ने किया है।

साथियों,

आज का भारत भविष्य का पूरा Ecosystem बना रहा है। भारत एक साथ हर उस क्षेत्र में निवेश कर रहा है, जो आने वाले दशकों की दिशा तय करेगा।

अभी आपने कुछ दिन पहले ही देखा है नीस में भारत इनोवेट्स का एक आयोजन किया। ये इवेंट भारत के डीप टेक सामर्थ्य को दुनिया तक पहुंचाने का एक और माध्यम था। इसमें भारत के 120 Deep-Tech Startups उपस्थित थे। Bharat Innovates में करीब एक हजार चार सौ B2B Meetings हुईं है। कई Startups के लिए Investment Commitments आगे बढ़ीं, Commercial Orders के लिए रास्ते खुले। French और European Universities तथा Incubators के साथ Engagements बढ़ रही हैं।

Student Exchanges, Joint Research, और Innovation Support के नए रास्ते बने। इसलिए Bharat Innovates सिर्फ एक Summit नहीं रहा। यह Innovation Diplomacy का एक नया मॉडल बना है।

और आज ही पेरिस में VivaTech इवेंट के जरिए, इस यात्रा को हमने और आगे बढ़ाया। नीस में हमने Ideas को Capital से जोड़ा और पेरिस में Indian Innovation को Global Scale से जोड़ा। आज दुनिया देख रही है भारत केवल भविष्य के लिए तैयार नहीं हो रहा है। भारत भविष्य को आकार दे रहा है।

साथियों,

एक समय था, जब देशों के बीच रिश्ते केवल व्यापार से तय होते थे। आज व्यापार के साथ-साथ Trust यानि भरोसा भी उतना ही महत्वपूर्ण हो गया है।

हर देश Reliable Supply Chains चाहता है। हर देश Stable Partnerships चाहता है। हर देश ऐसे साथियों की तलाश में है, जिन पर लंबे समय तक भरोसा किया जा सके। और ऐसे समय में, भारत विश्व में एक Trusted Partner के रूप में उभर रहा है।

एवियां में G7 बैठक के दौरान मैंने trust based partnerships बनाने पर ज़ोर दिया। ग्लोबल साउथ के देशों के साथ equal पार्टनर्स के रूप में आगे बढ़ने का आह्वान किया। भारत का G7 समिट में संदेश था Global Governance तभी प्रभावी होगी जब वह Inclusive होगी। Global Growth तभी Sustainable होगी जब वह शेयर्ड होगी। और Global Technology तभी मानवता के लिए उपयोगी होगी जब वह Trusted होगी।

साथियों,

भारत और दुनिया के बीच व्यापारिक रिश्तों में नई ऊर्जा नज़र आ रही है। फ्रांस के साथ भारत का ट्रेड लगतार बढ़ रहा है। पिछले कुछ वर्षों में भारत ने दुनिया के अनेक देशों के साथ Free Trade Agreements किए हैं। यूरोपियन यूनियन हो, यूनाइटेड किंगडम हो दुनिया के हर देश, हर रीजन के साथ भारत समझौते कर रहा है।

अगले महीने से भारत और UK के बीच ट्रेड एग्रीमेंट भी लागू हो जाएगा। यह एग्रीमेंट भारत के farmers, workers और innovators को अनेक नए अवसर प्रदान करेगा।

साथियों,

आज दुनिया Uncertainty और Disruption के दौर से गुजर रही है। ऐसे समय में भारत और फ्रांस की साझेदारी विश्वास, स्थिरता और सहयोग का एक मजबूत स्तंभ बन रहा है।

इस वर्ष हमने भारत और फ्रांस के संबंधों को Special Global Strategic Partnership का दर्जा दिया था। नीस में मेरे मित्र President Macron और मैंने हमारे संबंधों को force for global good बनाने पर चर्चा की। Defence से लेकर space और नुक्लियर तक AI और क्रिटीकल मिनरल्स से लेकर high speed railway तक, हर क्षेत्र में हम मिलकर आगे बढ़ेंगे।

साथियों,

Solar energy हो, या AI के क्षेत्र में सहयोग हो, भारत और फ्रांस मिलकर ऐसे समाधान विकसित कर रहे हैं जो पूरी मानवता के हित में हैं। पिछले वर्ष पेरिस में और इस वर्ष दिल्ली में हमने AI Summit को Co-chair किया।

अब हम साथ मिलकर अगले वर्ष “तृष्णा” satellite को लॉन्च करने जा रहें हैं। यह “तृष्णा” satellite जो विश्व में फूड और वाटर सिक्युरिटी सुनिश्चित करने में योगदान देगा।

और साथियों,

यह सभी गवर्नमेंट टू गवर्नमेंट पहलो में आप सभी का योगदान बहुत महत्वपूर्ण है। ये आप हैं जो भारत और यूरोप के बीच सबसे मजबूत सेतु हैं। आप दोनों समाजों को समझते हैं। दोनों बाजारों को समझते हैं। आने वाले समय में Talent, Trade, Technology, Tourism और Investment के नए अवसरों को आगे बढ़ाने में आपकी भूमिका लगातार बढ़ने वाली हैं।

साथियों,

भारत और फ्रांस के रिश्तों को साझा इतिहास, साझा मूल्यों और साझा विश्वास ने आगे बढ़ाया है। विश्व युद्धों के दौरान फ्रांस की धरती पर बलिदान देने वाले भारतीय सैनिकों की स्मृतियां आज भी हमें जोड़ती हैं।

मुझे पहले नव शापेल में श्रद्धांजलि देने का अवसर मिला, पिछले वर्ष प्रेसिडेंट मैक्रों के साथ मार्सेय के वॉर मेमोरियल जाने का अवसर भी मिला। ये हमारी साझा विरासत है।

फ्रांस, भारतीयों के योगदान को संजोता भी है और सराहता भी है। भारतीय मूल की नूर इनायत खान हों, जिन्होंने फ्रांस की Resistance के लिए अपना जीवन बलिदान किया, या महाराजा रणजीत सिंह के साथ काम करने वाले जनरल जां फ्रांस्वा अलार हों ये सभी भारत और फ्रांस की साझा विरासत के प्रतीक हैं।

भारत के राज्य पुडुचेरी में भी फ्रेंच विरासत की झलक दिखाई देती है। वहां का Architecture, वहां की कला-संस्कृति और खान-पान सभी में हमारे संबंधों की महेक है।

साथियों,

इस समय फ्रांस समेत पूरी दुनिया में International Yoga Day की तैयारी भी चल रही है। इस अवसर पर मैं, फ्रांस में योग को आगे बढ़ाने वाले श्रीमान महेश घाट्राड्याल जी को भी आदरपूर्वक श्रद्धांजलि देता हूं। मैं पद्म पुरस्कार से सम्मानित, शार्लोत शोपां जी को भी प्रणाम करता हूं। जिन्होंने सौ वर्ष की आयु में भी, योग के माध्यम से फ़्रांस को भारत की विरासत से जोड़ा है। उनका जीवन यह सिद्ध करता है: Yoga does not add years to life, it adds life to years.

साथियों,

मैं फ्रेद नेग्री जी को भी आदरपूर्वक श्रद्धापूर्वक याद करता हूं। भारतीय विरासत को संरक्षित करने में उनका योगदान अतुल्य रहा है।

साथियों,

भारत और फ्रांस को कनेक्ट करने वाली एक और चीज है, और वो है फुटबॉल। इस वक्त यहां फुटबॉल फीवर पूरे जोर पर है। फ्रांस में इसकी दीवानगी, चप्पे-चप्पे पर दिखती है। लेकिन भारत में भी फुटबॉल का क्रेज़ सिर चढ़कर बोलता है।

खासतौर पर फ्रांस की टीम के फैन्स भारत में बहुत अधिक हैं। फ़्रांस ने इस वर्ल्ड कप की शुरुआत एक जोरदार जीत से शुरू की है। मैं फ्रांस की टीम को बहुत-बहुत शुभकामनाएं देता हूं।

साथियों,

जाने से पहले, आप सभी के लिए कुछ और अच्छी खबरें भी लेकर के आया हूँ। वो आपके लिए हैं। पिछले वर्ष, मार्सेय में कॉन्सुलेट खोला गया, इससे काफी अधिक सुविधा मिल रही है। कुछ हफ्ते पहले, Indian Nationals के लिए French Airports पर Visa-free Transit की व्यवस्था शुरू हो गई है।

Students और Professionals की Mobility बढ़ाना हो, या Educational Qualifications की Mutual Recognition की बात हो, या फिर French Universities के भारत में Campus खोलना हो, इन सभी पर हम मिलकर आगे बढ़ रहें हैं।

अब फ्रांस में UPI के उपयोग का दायरा भी और बढ़ने जा रहा है। यानि भारत-फ्रांस कनेक्ट भी Instant और आपसी Payment भी Instant!

साथियों,

इन सभी पहलों से, हम भारत और फ़्रांस को और करीब ला रहें हैं। और मैं फिर कहूंगा इस साझेदारी की नींव, इस रिश्ते की असली ताकत आप सभी हैं। आप सब मेरे देशवासी हैं।

आज जब भारत तेज़ी से विकसित भारत के लक्ष्य की ओर बढ़ रहा है, तो मैं आप सभी से भारत के साथ और गहराई से जुडने का आग्रह करूंगा। इससे भारत की विकास यात्रा को नई शक्ति मिलेगी, और आपको अपनी पुरखों की धरती की सेवा करने का अवसर भी मिलेगा।

इन्हीं शब्दों के साथ आप सभी के प्रेम आपके उत्साह और इस आत्मीय स्वागत के लिए मैं एक बार फिर आप सभी का आभार व्यक्त करता हूं।

भारत माता की जय!

बहुत बहुत धन्यवाद।