ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅରୁଣାଚଳ ପ୍ରଦେଶର କ୍ରା ଦାଦି ଜିଲ୍ଲାର ୫୧ କିଲୋମିଟର ଦୀର୍ଘ ୟାଙ୍ଗତେ- ତାଲି ରାସ୍ତା ନିର୍ମାଣ ସମୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ୫୧ କିଲୋମିଟର ଦୀର୍ଘ ୟାଙ୍ଗତେ- ତାଲି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ସମ୍ପର୍କିତ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା ଦେଖି ଖୁସି ଲାଗିଲା ।”
Gladdening to see this. https://t.co/CKRD2FO5Yn
— Narendra Modi (@narendramodi) March 2, 2023


