Commander-in-Chief of the Myanmar Defence Services meets PM Modi, discusses security ties between India and Myanmar
Myanmar is a key pillar of India’s “Act East” Policy, says PM Modi

ମିଆଁମାର ପ୍ରତିରକ୍ଷା ସେବାର ସେନା ପ୍ରମୁଖ ସିନିୟର ଜେନେରାଲ୍ ୟୁ ମିନ୍ ଅଙ୍ଗ୍ ହ୍ଲୀଆଙ୍ଗ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଅମରନାଥ ତୀର୍ଥ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣର ନିନ୍ଦା କରି ସିନିୟର ଜେନେରାଲ୍ ୟୁ ମିନ୍ ଅଙ୍ଗ ହ୍ଲୀଆଙ୍ଗ ଆକ୍ରମଣରେ ମୃତାହତଙ୍କ ପ୍ରତି ନିଜର ସମବେଦନା ଜଣାଇଥିଲେ । 2017 ଜୁନ୍ 7 ତାରିଖରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମିଆଁମାର ସେନାର ଯବାନ ଏବଂ ସେମାନଙ୍କ ପରିବାର ପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ଜଣାଇଥିଲେ ।

ସିନିୟର ଜେନେରାଲ୍ ୟୁ ମିନ୍ ଅଙ୍ଗ ହ୍ଲୀଆଙ୍ଗ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ନେଇ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଭାରତ ଏବଂ ମିଆଁମାର ସଶସ୍ତ୍ର ବାହିନୀ ମଧ୍ୟରେ ଜାରି ରହିଥିବା ସହଯୋଗର ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମିଆଁମାର ହେଉଛି ଭାରତର “Act East” ନୀତିର ଏକ ଦୃଢ଼ ସ୍ତମ୍ଭ ଏବଂ ସେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ନିଜର ଦୃଢ଼ ପ୍ରତିବଦ୍ଧତା ଦୋହରାଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi