ଶ୍ରୀ ଆଲୋକ ମେହେଟ୍ଟା ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେ ତାଙ୍କ ପୁସ୍ତକ "ରିଭୋଲ୍ୟୁସନାରୀ ରାଜ : ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷ" ର ପ୍ରଥମ କପି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
‘‘ଶ୍ରୀ ଆଲୋକ ମେହେଟ୍ଟାଙ୍କୁ ଭେଟି ଖୁସି ହେଲି ଏବଂ ତାଙ୍କ ପୁସ୍ତକର ଏକ କପି ପାଇଲି ।’’
Glad to have met Shri Alok Mehta and received a copy of his work. @alokmehtaeditor https://t.co/mqN87FNdB7
— Narendra Modi (@narendramodi) December 27, 2025


