ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମଦୁରାଇ ଠାରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ସୌରାଷ୍ଟ୍ର ତାମିଲ ସଂଗମମ ଅଭିମୁଖେ ଯାଉଥିବା ପ୍ରଥମ ଦଳର ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ପୁଥାଣ୍ଡୁର ସ୍ୱତନ୍ତ୍ର ଅବସରରେ ମଦୁରାଇଠାରୁ ଭେରାଭାଲ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯାତ୍ରାର ଶୁଭାରମ୍ଭ ହୋଇଛି । #STSangamam ଏକ ବହୁପ୍ରତୀକ୍ଷିତ କାର୍ଯ୍ୟକ୍ରମ ଥିଲା ଓ ବେଶ ସକାରାତ୍ମକ ବାତାବରଣ ସୃଷ୍ଟି କରିଛି ।”

ଆଉ ଗୋଟିଏ ଟ୍ୱିଟରେ ସେ ପ୍ରାଣବନ୍ତ ଓ ସକାରାତ୍ମକ ବାତାବରଣକୁ ପ୍ରଶଂସା କରିଛନ୍ତି ।

ସଂଗମମ ଯାତ୍ରାରେ ବ୍ୟାପ୍ତ ଉତ୍ସବ ବାତାବରଣ ସମ୍ପର୍କରେ ଏସଟି ସଂଗମମର ଏକ ଟ୍ୱିଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବହୁତ ବଢିଆ! #STSangamam ପ୍ରତି ଆଗ୍ରହ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi