ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ୭୫ତମ ଜନ୍ମ ଦିନରେ ଫୋନ କଲ୍ ଓ ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆପଣଙ୍କ ଭଳି, ମୁଁ ମଧ୍ୟ ଭାରତ-ଆମେରିକା ମଧ୍ୟରେ ବ୍ୟାପକ ଓ ସହଭାଗିତାକୁ ନୂତନ ଶୀର୍ଷକୁ ନେବା ଇଚ୍ଛୁକ । ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆପଣଙ୍କ ପଦକ୍ଷେପକୁ ଆମେ ସମର୍ଥନ କରୁଛୁ ।”
ଏକ୍ସର ଏକ ପୋଷ୍ଟରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି;
“ଧନ୍ୟବାଦ, ମୋ ବନ୍ଧୁ, ରାଷ୍ଟ୍ରପତି ଟ୍ରମ୍ପ, ୭୫ତମ ଜନ୍ମଦିନ ପାଇଁ ଆପଣଙ୍କ ଫୋନ କଲ ଓ ଶୁଭେଚ୍ଛା ନିମନ୍ତେ । ଆପଣଙ୍କ ଭଳି, ମୁଁ ମଧ୍ୟ ଭାରତ-ଆମେରିକା ମଧ୍ୟରେ ବ୍ୟାପକ ଓ ସହଭାଗିତାକୁ ନୂତନ ଶୀର୍ଷକୁ ନେବା ଇଚ୍ଛୁକ । ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆପଣଙ୍କ ପଦକ୍ଷେପକୁ ଆମେ ସମର୍ଥନ କରୁଛୁ ।”
@POTUS
@realDonaldTrump
Thank you, my friend, President Trump, for your phone call and warm greetings on my 75th birthday. Like you, I am also fully committed to taking the India-US Comprehensive and Global Partnership to new heights. We support your initiatives towards a peaceful resolution of the…
— Narendra Modi (@narendramodi) September 16, 2025


