ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁବାଇ ଠରରେ ଚାଲିଥିବା କପ୍‌-୨୮ ସମ୍ମିଳନୀରେ ଡିସେମ୍ବର ପହିଲା ଦିନ ସ୍ୱିଡେନ ରାଜ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ଓଲଫ କ୍ରିଷ୍ଟରସନଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।

ଦ୍ୱିପାକ୍ଷିକ ସମ୍ପର୍କରେ ବିଭିନ୍ନ ଗଠନମୂଳକ ଦିଗ ଉପରେ  ଉଭୟ ନେତା ଆଲୋଚନା କରିଥିଲେ । ସେଗୁଡିକ ମଧ୍ୟରେ ପ୍ରତିରକ୍ଷା, ଗବେଷଣା ଓ ବିକାଶ, ବାଣିଜ୍ୟ ଓ ପୁଞ୍ଜିନିବେଶ ଓ ଜଳବାୟୁ ସମ୍ପର୍କୀତ ସହଯୋଗ ଉପରେ ଆଲୋଚନା କରିଥିଲେ । ସେମାନେ ମଧ୍ୟ ଆଞ୍ଚଳିକ, ବହୁରାଷ୍ଟ୍ରୀୟ ସମସ୍ୟା ଯଥା ଇୟୁ, ସ୍କାଣ୍ଡିନେଭିଆ ଜନ ପରିଷଦ ଓ ବଲଟିକ୍ ଆଠ ଗୋଷ୍ଠୀ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ସ୍ୱିଡେନର ୟୁରୋପୀୟ ସଂଘ ପରିଷଦରେ ସଫଳ ସଭାପତିତ୍ୱ ନିମନ୍ତେ ସ୍ୱିଡେନ ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
Prime Minister thanks President Emmanuel Macron for Holi greetings
March 04, 2026

The Prime Minister, Shri Narendra Modi, today thanked the President of the French Republic, H.E. Emmanuel Macron, for his Holi greetings.

Responding to the X post of French President about Holi Greetings, Shri Modi posted on X;

“बहुत-बहुत धन्यवाद, मेरे मित्र!

होली के पावन अवसर पर आपको और फ्रांस के लोगों को ढेर सारी खुशियां और समृद्धि की हार्दिक शुभकामनाएं।”