ସୁଲତାନପୁର ଲୋଧିର ଗୁରୁଦ୍ୱାର ବେର ସାହିବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାର୍ଥନା କରିଛନ୍ତି । ଏହି ଅବସରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲ, ପଞ୍ଜାବ ରାଜ୍ୟପାଳ ଭି.ପି ସିଂ ବଦନୋର, ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ।

ଗୁରୁଦ୍ୱାରର ମୁଖ୍ୟ ପରିସରରେ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଥିଲେ ଏବଂ ପୂଜକମାନେ ତାଙ୍କୁ ଉପହାର ସ୍ୱରୂପ ଏକ ଚାଦର ପ୍ରଦାନ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଗୁରୁଦ୍ୱାର ପରିସର ବୁଲି ଦେଖିଥିଲେ ଏବଂ ସେହି ବେର ବୃକ୍ଷ ମୂଳକୁ ଯାଇଥିଲେ ଯେଉଁଠାରେ ଶ୍ରୀ ଗୁରୁ ନାନକ ଦେବ 14 ବର୍ଷ ଧରି ଧ୍ୟାନ କରିଥିଲେ ।

ଗସ୍ତ ଶେଷ ପରେ ପ୍ରଧାନମନ୍ତ୍ରୀ ଡେରା ବାବା ନାନକ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସେ ଯାତ୍ରୀ ଟର୍ମିନାଲ ବିଲ୍ଡିଂ ଉଦ୍ଘାଟନ କରିବା ସହିତ ଶ୍ରଦ୍ଧାଳୁମାନଙ୍କ ପ୍ରଥମ ପର୍ଯ୍ୟାୟ କର୍ତାରପୁର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Housing ministry raises EWS housing target under PMAY 2.0 by 350%

Media Coverage

Housing ministry raises EWS housing target under PMAY 2.0 by 350%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in a mishap in East Jaintia Hills, Meghalaya
February 05, 2026
PM announces ex-gratia from PMNRF

Prime Minister Shri Narendra Modi today condoled the loss of lives the mishap in East Jaintia Hills, Meghalaya. He announced an ex-gratia of Rs. 2 lakh from PMNRF for the next of kin of each deceased and Rs. 50,000 to the injured.

The PMO India handle in post on X said:

“Pained by the mishap in East Jaintia Hills, Meghalaya. Condolences to those who lost their loved ones. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”