ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶୁଭ ନବ ବର୍ଷର ବିଶେଷ ଅବସରରେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ଓ ସୁସ୍ୱାସ୍ଥ୍ୟ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଶୁଭ ନବ ବର୍ଷ! ଆଗାମୀ ବର୍ଷ ସୁଖ ଓ ସୁସ୍ୱାସ୍ଥ୍ୟ ଆଣି ଦେଉ ।”
Shubho Nabo Barsho! May the year ahead bring joy and exceptional health. pic.twitter.com/xc6dnjzYYU
— Narendra Modi (@narendramodi) April 15, 2023


