ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖ୍ରୀଷ୍ଟମାସ ଅବସରରେ ସଭିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ସଭିଁଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା! ଏହି ଉତ୍ସବର ଋତୁ ସମସ୍ତଙ୍କ ପାଇଁ ଆନନ୍ଦ, ଶାନ୍ତି ଏବଂ ସମୃଦ୍ଧି ଆଣୁ । ଆସନ୍ତୁ ଖ୍ରୀଷ୍ଟମାସର ପ୍ରତୀକ ସଦ୍‌ଭାବ ଏବଂ କରୁଣାର ଭାବନାର ଉତ୍ସବ ପାଳିବା ଏବଂ ଏପରି ଏକ ଦୁନିଆ ପାଇଁ କାମ କରିବା ଯେଉଁଠି ସମସ୍ତେ ଖୁସି ଓ ସୁସ୍ଥ ରହିବେ । ଆମେ ପ୍ରଭୁ ଖ୍ରୀଷ୍ଟଙ୍କ ମହାନ ଶିକ୍ଷାକୁ ସ୍ମରଣ କରିବା ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Modi’s 25 years of excellence: The balance sheet of India’s political executive

Media Coverage

Modi’s 25 years of excellence: The balance sheet of India’s political executive
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth