ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏପ୍ରିଲ୍‍ ୧୬ ତାରିଖ, ୨୦୨୨ ପୂର୍ବାହ୍ନ ୧୧ଟା ସମୟରେ ଗୁଜୁରାଟର ମୋରବିରେ ହନୁମାନ ଜୀଙ୍କ ୧୦୮ ଫୁଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ।

ହନୁମାନଜୀ ଚାରିଧାମ ପ୍ରକଳ୍ପର ଏକ ଅଂଶ ଭାବରେ ଦେଶର ଚାରି ଦିଗରେ ସ୍ଥାପିତ ହେବାକୁ ଥିବା ୪ ଟି ପ୍ରତିମୂର୍ତ୍ତି ମଧ୍ୟରୁ ଏହି ମୂର୍ତ୍ତିଟି ଦ୍ୱିତୀୟ ଅଟେ । ଏହି ପ୍ରତିମୂର୍ତ୍ତିଟି ପଶ୍ଚିମରେ ମୋରବିର ପରମ ପୂଜ୍ୟ ବାପୁ କେଶବାନନ୍ଦ ଜୀଙ୍କର ଆଶ୍ରମରେ ସ୍ଥାପିତ ହୋଇଛି ।

ଏହି ପ୍ରକଳ୍ପର ପ୍ରଥମ ପ୍ରତିମୂର୍ତ୍ତିଟି ଉତ୍ତରରେ ୨୦୧୦ରେ ସିମଲାରେ ସ୍ଥାପିତ ହୋଇଥିଲା । ଦକ୍ଷିଣର ରାମେଶ୍ୱରମ ଠାରେ ପ୍ରତିଷ୍ଠା ହେବାକୁ ଥିବା ମୂର୍ତ୍ତିର କାର୍ଯ୍ୟ ଆରମ୍ଭ ହୋଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari