ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ତା୦୧.୦୯.୨୦୨୧) ଅପରାହ୍ନ ୪.୩୦ରେ ଶ୍ରୀଲ ଭକ୍ତ ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବେ । 

 

ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ସମ୍ପର୍କରେ-ସ୍ୱାମୀ ଜୀ  International Society for Krishna Consciousness (ISKCON)ଲୋକପ୍ରିୟ ଭାବେ ଜଣାଶୁଣା ହରେକୃଷ୍ଣ ଆନ୍ଦୋଳନର ପ୍ରତିଷ୍ଠା କରିଥିଲେ । ଇସ୍‌କନ୍ ଶ୍ରୀମଦ୍ ଭାଗବତ୍ ଗୀତା ଓ ଅନ୍ୟାନ୍ୟ ବୈଦିକ ସାହିତ୍ୟ କୃତି ଗୁଡିକ ୮୯ ଟି ଭାଷାରେ ଅନୁବାଦ କରିଛନ୍ତି । ସମଗ୍ର ବିଶ୍ୱରେ ବୈଦିକ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଇସ୍କନ୍ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

 

ସ୍ୱାମୀଜୀଙ୍କ ଶତାଧିକ ମନ୍ଦିର ନିର୍ମାଣ କରିବା ସହ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ବିଶ୍ୱରେ ଭକ୍ତି ଯୋଗ ଶିକ୍ଷାଦାନ ମଧ୍ୟ କରିଛନ୍ତି

 କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint

Media Coverage

Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength